Home Left

ଯଦି ଭାରତ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍‌ ହାରିଯାଏ ତେବେ କ’ଣ ହେବ, ଜାଣନ୍ତୁ…

ଦୁବାଇ,୩୦।୧୦: ଅକ୍ଟୋବର ୨୪ରେ ପାକିସ୍ତାନ ବିପକ୍ଷରେ ହାରି ଭାରତୀୟ କ୍ରିକେଟ ଦଳ ଟି -୨୦ ବିଶ୍ୱକପରେ ନିଜର ଅଭିଯାନ ଆରମ୍ଭ କରିଛି। ୭ ଦିନର ଦୀର୍ଘ ବ୍ୟବଧାନ ପରେ ଟିମ ଇଣ୍ଡିଆ ନ୍ୟୁଜିଲାଣ୍ଡକୁ ସାମ୍ନା କରିବ। ଏହି ମ୍ୟାଚ ଉଭୟ ଦଳ…

ଜିପ୍‌ରୁ ଗଞ୍ଜେଇ ଜବତ : ଚାଲାଣ ବେଳେ…

କେନ୍ଦୁଝର,୩୦।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ସୋସୋ ଥାନା ଅନ୍ତର୍ଗତ ପୋଡ଼ା ସିଙ୍ଗିଡିଗ୍ରାମ ନିକଟରେ ଏକ ଜିପ୍‌ରୁ ସହିତ ୨୪ କିଲୋ ଗଞ୍ଜେଇ ଜବତ ହୋଇଛି। ଏହି ଗଞ୍ଜେଇ ( ଓଡି୦୫ ଏସ୍‌/ ୧୭୮୧)ନଂ. ବିଶିଷ୍ଟ ଏକ ଜିପ୍‌ରେ ଭଦ୍ରକକୁ ଚାଲାଣ ହେଉଥିଲା ବେଳେ…

ଏମିତିି ଗାଁ ଯେଉଁଠି ପ୍ରତିବର୍ଷ ଆତ୍ମହତ୍ୟା କରିବାକୁ ଆସନ୍ତି ହଜାର ହଜାର ପକ୍ଷୀ ! ପୁରା ଘଟଣା ଜାଣିଲେ…

ଦୁନିଆ ରହସ୍ୟମୟ ଜିନିଷରେ ପରିପୂର୍ଣ୍ଣ। ସେଥିରୁ କିଛି ରହସ୍ୟ ଉପରୁ ପରଦା ଉଠୁଥିବା ବେଳେ ଆଜି ପର୍ଯ୍ୟନ୍ତ କିଛିର ସମାଧାନ ମିଳିପାରି ନାହିଁ। ସେଭଳି ଏକ ରହସ୍ୟ ବିଷୟରେ ଆଜି ଆମେ ଆପଣଙ୍କୁ ପରିଚିତ କରିବାକୁ ଯାଉଛୁ। ସେଇଟି ହେଲା ପକ୍ଷୀଙ୍କ…

କଶ୍ମୀର ଲୁକ୍‌ରେ ଏହି ଅଭିନେତ୍ରୀ

ମୁମ୍ବାଇ: ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସ ଏମ୍‌ପି (ଟିଏମ୍‌ସି) ତଥା ବଙ୍ଗଳା ଅଭିନେତ୍ରୀ ନୁସରତ ଜାହାଁ ରାଜନୀତି, ଅଭିନୟ ବ୍ୟତୀତ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ମା’ ହେବା ପରେ ନୁସରତ ସୋସିଆଲ ମିଡିଆରେ ୟଶ ଦାସଗୁପ୍ତାଙ୍କ…

ଏହି ଗାଁର ପ୍ରତି ଛାତ ଉପରେ ରହିଛି ଏୟାର ଇଣ୍ଡିଆ ବିମାନ, ଜାହାଜ, ସିଂହ, ଘୋଡ଼ା; ଜାଣନ୍ତୁ ପୁରା ଘଟଣା…

ଜଲନ୍ଧର: ଆଜିକାଲି ପଞ୍ଜାବର ଏକ ଗାଁ ଚର୍ଚ୍ଚାରେ। ଦୂରଦୂରାନ୍ତରୁ ଲୋକମାନେ ଏଠାକାର ଘର ଦେଖିବା ପାଇଁ ଆସୁଛନ୍ତି। ବାସ୍ତବରେ ଏହି ଗାଁର ଘରଗୁଡ଼ିକର ଡିଜାଇନ ଏପରି ଯେ ଯେକେହି ଏହା ପ୍ରତି ଆକର୍ଷିତ ହୁଅନ୍ତି। ଏହି ଗାଁଟି ଜଲନ୍ଧର ଜିଲାରେ ଅଛି।…

ସଲମାନ-ଐଶ୍ୱର୍ଯ୍ୟାଙ୍କଠାରୁ ରଣବୀର-କଟ୍ରିନା; ବିବାହ ପୂର୍ବରୁ ଲିଭ୍‌ ଇନ୍‌ରେ ରହିଛନ୍ତି ଏସବୁ କଳାକାର

ବମ୍ବେ: କେବେ ପ୍ରେମ ତ କେବେ ବିବାହକୁ ନେଇ ଚର୍ଚ୍ଚାରେ ରହିଥାନ୍ତି ବଲିଉଡ କଳାକାର। ସେମାନଙ୍କ ମଧ୍ୟରୁ ଅନେକେ ବିବାହ ପୂର୍ବରୁ ଲିଭ୍‌ ଇନ୍‌ରେ ରହି ପାର୍ଟନରଙ୍କୁ ପରଖିଛନ୍ତି। ହେଲେ ପରବର୍ତ୍ତୀ ସମୟରେ ତାଙ୍କଠାରୁ ଅଲଗା ହୋଇଯାଇଛନ୍ତି। ଆସନ୍ତୁ ଜାଣିବା ସେଭଳି…

ହାତୀ ଛାଡ଼ି ସାଇକେଲ ଚଳାଇଲେ ୬ ବିଏସ୍‌ପି ବିଧାୟକ…

ଲକ୍ଷ୍ନୌ,୩୦।୧୦: ଉତ୍ତରପ୍ରଦେଶରେ ଆସନ୍ତା ୨୦୨୨ ଫେବୃୟାରୀ-ମାର୍ଚ୍ଚରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜନୈତିକ ଦଳର ସଦସ୍ୟଙ୍କ ମଧ୍ୟରେ ବାଡ଼ ଡେଇଁବା ଆରମ୍ଭ ହୋଇଛି। ଏହି ମର୍ମରେ ମାୟାବତୀଙ୍କ ବହୁଜନ ସମାଜବାଦୀ ପାର୍ଟି( ବିଏସ୍‌ପି)ର ୬ ଜଣ…

ପିତାଙ୍କ ମୃତଦେହ ନିକଟରେ ନଗ୍ନ ଫଟୋ ଶୁଟ୍‌ କରି ଚର୍ଚ୍ଚାରେ ଏହି ଯୁବତୀ

ପିତାଙ୍କ ମୃତଦେହ ନିକଟରେ ଜଣେ ଯୁବତୀ ନେକେଡ୍‌ ବା ନଗ୍ନ ଫଟୋ ଶୁଟ୍‌ କରି ଚର୍ଚ୍ଚାକୁ ଆସିଛନ୍ତି। ଏହା ସତ୍ତ୍ୱେ ଯୁବତୀ ଜଣକ କହିଛନ୍ତି, ମୁଁ କିଛି ଭୁଲ୍‌ କରି ନାହିଁ। ଆଜି ଯଦି ମୋ’ ପିତା ବଞ୍ଚିଥାନ୍ତେ ସେ ନିଶ୍ଚିତ…

ମମିତାଙ୍କ ମା’ ଗୁରୁତର

ବଲାଙ୍ଗୀର,୩୦।୧୦(ଡି.ଏନ୍‌.ଏ.): ବହୁ ଚର୍ଚ୍ଚିତ ମମିତା ମେହରଙ୍କ ମୃତ୍ୟୁକୁ ନେଇ ସାରା ରାଜ୍ୟ ଚର୍ଚ୍ଚା ହେଉଥିବା ବେଳେ ଝିଅକୁ ହରାଇବାର ଦୁଃଖରେ ଗୁରୁତର ଅସୁସ୍ଥ ହୋଇ ପଡ଼ିଛନ୍ତି ତାଙ୍କ ମା’ ତୁଳସୀ ମେହେର । ତାଙ୍କ ମା’ଙ୍କ ଛାତିରେ ଯନ୍ତ୍ରଣା ହେଉଥିବା ସହ…

ଏମିତି ପଥର ଚଟାଣ, ଯାହା ଭୂ-କମ୍ପରେ ବି ଦୋହଲେ ନାହିଁ

ମଧ୍ୟପ୍ରଦେଶର ଜବଲପୁର ସହରରେ ଏମିତି କିଛି ରହସ୍ୟ ଲୁଚି ରହିଛି, ଯାହା ଜାଣିଲେ ଆଶ୍ଚର୍ଯ୍ୟ ହେବେ। ଏଠାରେ ଥିବା ନର୍ମଦା ନଦୀ ସବୁଠୁ ସୁନ୍ଦର। କୁହାଯାଏ, ଏଠାରେ ହିଁ ସବୁଠୁ ପୁରୁଣା ପଥର ଚଟାଣ ରହିଛି। ଯାହାକି ଭୂମିକମ୍ପ ହେଲେ ମଧ୍ୟ…

ଏହି ଅଭିନେତା ଯଦି ବିବାହ ନ କରନ୍ତି, ଦାନରେ ଚାଲିଯିବ କୋଟି କୋଟି ଟଙ୍କାର ସମ୍ପତ୍ତି…

ବମ୍ବେ: ଦେଶର ସବୁଠାରୁ ଧନୀ ସେଲିବ୍ରିଟି ମଧ୍ୟରୁ ସଲମାନ ଖାନ୍‌ ଜଣେ। କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକ ସେ। ତାଙ୍କୁ ୫୫ ବର୍ଷ ହୋଇଥିବା ବେଳେ ସେ ବିବାହ କରୁନାହାନ୍ତି। ଏଣୁ ତାଙ୍କ ପରେ ସମ୍ପତ୍ତି କ’ଣ ହେବ ସେ…

ଭିଜିଲାନ୍ସ ଜାଲରେ ଯନ୍ତ୍ରୀ

ହିନ୍ଦୋଳ,୩୦।୧୦(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ହିନ୍ଦୋଳ ଏନ୍‌ଏସିର ଯନ୍ତ୍ରୀ ରଶ୍ମି ରଞ୍ଜନ ବେହେରା ଶନିବାର ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ରଶ୍ମି ରଞ୍ଜନ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ବିଭାଗ ତାଙ୍କୁ କାବୁ କରିଛି। ପ୍ରଧାନ ମନ୍ତ୍ରୀ ଯୋଜନା ହିତାଧିକାରୀଙ୍କଠାରୁ ୧୫୦୦ ଟଙ୍କା ଲାଞ୍ଚ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri