ଅଖଣ୍ଡତା ଲାଗି ଏକତା ଜରୁରୀ
ଦେଶର ଅଖଣ୍ଡତା ଲାଗି ଏକତା ଜରୁରୀ। ଏହା ଦ୍ୱାରା ଦେଶବାସୀ ଏକଜୁଟ ହୋଇ ବିଭିନ୍ନ ସମସ୍ୟାର ସଫଳ ସମାଧାନ କରିବାକୁ ସକ୍ଷମ ହୋଇଥା’ନ୍ତି। କରୋନା ମହାମାରୀ ଲଢ଼େଇରେ ଦେଶର ଜନସାଧାରଣଙ୍କ ମଧ୍ୟରେ ଦେଖାଦେଇଥିବା ଏକତାକୁ ବିଶ୍ୱସ୍ତରରେ ପ୍ରଶଂସା କରାଯାଉଛି। ସ୍ବାଧୀନ ଭାରତର…
ସହରୀ ରୂପ ନେଉଛି ଗାଁ
ସଭ୍ୟତାର କ୍ରମବିକାଶ ସହିତ ମଣିଷର ଆବଶ୍ୟକତା ଅନୁସାରେ ବାସସ୍ଥାନରେ ପରିବର୍ତ୍ତନ ହେବାରେ ଲାଗିଛି। ଶିଳ୍ପସଂସ୍ଥା ଏବଂ ସରକାରୀ କାର୍ଯ୍ୟାଳୟ ଥିବା ଅଞ୍ଚଳକୁ ପୂର୍ବରୁ ସହର କୁହାଯାଉଥିଲା। ସାଧାରଣତଃ ସହରରେ ବହୁବିଧ ସୁବିଧା ରହିଥାଏ। ମାତ୍ର ଏବେ ବିକାଶର ଧାରାରେ ଗାଁ ସହର…
ସିକ୍ସ ପ୍ୟାକ ପାଇଁ ବିଲେଇ କରୁଛି ଏପରି, ଭିଡିଓ ଦେଖିଲେ
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ…
ଏହି ଅଭିନେତାଙ୍କୁ ମାରୁ ମାରୁ ଜୀବନରୁ ମାରିଦେଇଥାନ୍ତେ ଲୋକେ, କାରଣ ଜାଣିଲେ…
ଅଜୟ ଦେବଗନଙ୍କୁ ବଲିଉଡର ସିଙ୍ଘମ କୁହାଯାଏ । ସେ ପରଦାରେ ସମସ୍ତ ପ୍ରକାରର ଅଭିନୟ କରିପାରନ୍ତି। କିନ୍ତୁ ଆକ୍ସନ ଚରିତ୍ରରେ ତାଙ୍କୁ ବହୁତ ପସନ୍ଦ କରାଯାଏ। ଅଜୟ ‘ଫୁଲ ଓର୍ କାଣ୍ଟେ’ ସହିତ ଫିଲ୍ମରେ ଡେବ୍ୟୁ କରିଥିଲେ। ଭେରୁ ଦେବଗନଙ୍କ ପୁଅ…
ପାଟ୍ରୋଲିଂ ବେଳେ ବିସ୍ଫୋରଣ
ଜମ୍ମୁ, ୩୧।୧୦: ଜମ୍ମୁ-କଶ୍ମୀରର ରାଜୌରୀ ଜିଲା ଅଧୀନ ନିୟନ୍ତ୍ରଣ ରେଖା (ଏଲ୍ଓସି) ନିକଟ ଆଗୁଆ ଘାଟିରେ ଶନିବାର ବିସ୍ଫୋରଣ ଘଟି ଜଣେ ସେନା ଅଫିସର ଓ ଜଣେ ଯବାନ ଶହୀଦ ହୋଇଛନ୍ତି। ନୌଶେରା ସେକ୍ଟର ଅନ୍ତର୍ଗତ କଲାଲ ଅଞ୍ଚଳରେ ଯବାନମାନେ ପାଟ୍ରୋଲିଂ…
ଆଜି ଭାରତ ପାଇଁ ‘କର ବା ମର’ ମୁକାବିଲା: ଜାଣନ୍ତୁ କେବେ, କେଉଁଠି ଦେଖିବେ ମ୍ୟାଚ୍
ଦୁବାଇ,୩୧।୧୦: ଟି -୨୦ ବିଶ୍ୱକପ ୨୦୨୧ରେ ଭାରତ ଏବଂ ନ୍ୟୁଜିଲାଣ୍ଡ ଦଳ ପରସ୍ପର ବିରୋଧରେ ରବିବାର ‘କର ବା ମର’ ମୁକାବିଲା ଖେଳିବେ। ସୁପର -୧୨ ପର୍ଯ୍ୟାୟରେ ଉଭୟ ଦଳ ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ ମ୍ୟାଚ ହେବ। ଗ୍ରୁପ ୧ରେ ଏହି…
ଅଷ୍ଟ୍ରେଲିଆକୁ ହରାଇ ଦେଲେ ବଟଲର
ଦୁବାଇ, ୩୦।୧୦: ଟି୨୦ ବିଶ୍ୱକପର ଶନିବାର ଅନୁଷ୍ଠିତ ମ୍ୟାଚରେ ଇଂଲଣ୍ଡ ୮ ଉଇକେଟରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି। ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ଅଷ୍ଟ୍ରେଲିଆ ୧୨୫ ରନ୍ରେ ଅଲ୍ଆଉଟ ହୋଇଥିଲା। ଇଂଲଣ୍ଡ ୧୧.୪ ଓଭରରେ ୨ ଉଇକେଟ ହରାଇ ବିଜୟ ଲକ୍ଷ୍ୟ…
ବାଇକ୍ରେ ବୁଲିି ନିର୍ବାଚନ ପ୍ରଚାର କଲେ ରାହୁଲ
ପାଣାଜୀ,୩୦।୧୦: ନିର୍ବାଚନ ପ୍ରଚାର କରିବାକୁ ବାଇକ୍ରେ ହେଲମେଟ୍ ପିନ୍ଧି ବୁଲିଲେ ରାହୁଲ ଗାନ୍ଧୀ। ଆସନ୍ତାବର୍ଷ ଗୋଆରେ ବିଧାନସଭା ନିର୍ବାଚନ ଥିବାରୁ ଦିନିକିଆ ଗସ୍ତରେ ଯାଇଛନ୍ତି ରାହୁଲ। ଶନିବାର ପ୍ରଚାର ସମୟରେ ସେ ଜଣେ ବ୍ୟକ୍ତିଙ୍କ ବାଇକ୍ ପଛରେ ବସିଥିବା ଦେଖିବାକୁ ମିଳିଛି।…
ଭାରରେ ନେବାବେଳେ ପ୍ରସବ
ଟିକିରି,୩୦ା୧୦(ଡି.ଏନ୍.ଏ.): ପକ୍କାରାସ୍ତା ନ ଥିବାରୁ ଗାଁକୁ ଆମ୍ବୁଲାନ୍ସ ଆସିପାରିଲାନାହିଁ । ଗର୍ଭବତୀଙ୍କୁ ଭାରରେ ବୋହି ନେବାବେଳେ ଅଧାବାଟରେ ପ୍ରସବ କରିଛନ୍ତି। ରାୟଗଡ଼ା ଜିଲା କାଶୀପୁର ବ୍ଲକ ମାଇକଞ୍ଚ ପଞ୍ଚାୟତର ସିନ୍ଧିଗୁଡ଼ା ଗ୍ରାମରେ ଶନିବାର ଏଭଳି ଘଟଣା ଘଟିଛି। ଗାଁର ଲମ୍ବୋଦର ଗୌଡ଼ଙ୍କ…
ଝିଅ ଆଗରେ ନଦୀକୁ ଡେଇଁଲେ ବାପା
ମାଲକାନଗିରି,୩୦ା୧୦(ଡି.ଏନ୍.ଏ.): ଦାରିଦ୍ରତା ଉଜାଡ଼ି ଦେଇଛି ପରିବାର। ପରିସ୍ଥିତି ଏପରି ହୋଇଛି ଶେଷରେ ଝିଅ ଆଗରେ ନଦୀକୁ ଡେଇଁ ଆତ୍ମହତ୍ୟା କରିଛନ୍ତି ବାପା। ଏଭଳି ଦୁଃଖଦ ଘଟଣା ଘଟିଛି ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ସ୍ବାଭିମାନ ଅଞ୍ଚଳର ପଣସପୁଟ ପଞ୍ଚାୟତରେ। ମିଳିଥିବା ସୂଚନା…
ଭବାନୀପାଟଣାରେ ମନ୍ତ୍ରୀ ଦିବ୍ୟଶଙ୍କର
ଭବାନୀପାଟଣା,୩୦।୧୦(ସ୍ବ.ପ୍ର.): ମମିତା ମେହେରଙ୍କ ଅପହରଣ ଓ ହତ୍ୟା ଘଟଣା ନେଇ ହୁଲସ୍ଥୂଲ ହେଉଛି ରାଜ୍ୟ ରାଜନୀତି। ଏହି ପରିପ୍ରେକ୍ଷୀରେ ଶନିବାର ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର କଳାହାଣ୍ଡି ଗସ୍ତ କରିଛନ୍ତି। ସେ ଆସନ୍ତା ନଭେମ୍ବର ଦ୍ୱିତୀୟ ସପ୍ତାହରେ ମୁଖ୍ୟମନ୍ତ୍ରୀଙ୍କ…
୧୨୫ରେ ଅଟକିଲା ଅଷ୍ଟ୍ରେଲିଆ
ଦୁବାଇ,୩୦।୧୦: ଟି-୨୦ ବିଶ୍ବକପ ଶନିବାର ଅନୁଷ୍ଠିତ ମ୍ୟାଚରେ ଇଂଲଣ୍ଡ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା। ବ୍ୟାଟିଂ କରିବାକୁ ଆସି ଅଷ୍ଟ୍ରେଲିଆ୨୦ ଓଭରରେ ୧୨୫ ରନ୍ କରି ଅଲ୍ଆଉଟ ହୋଇଯାଇଥିଲା। ଅଷ୍ଟ୍ରେଲିଆ ଅଧିନାୟକ ଆରୋନ ଫିଞ୍ଚ ସର୍ବଧିକ ୪୪ ରନ୍ କରିଥିଲେ।…
Archives


