ସମଦଶା ଭୋଗିଲା ଟିମ୍ ଇଣ୍ଡିଆ
ଦୁବାଇ,୩୧।୧୦: ପାକିସ୍ତାନ ଭଳି ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍ରେ ମଧ୍ୟ ବ୍ୟାଟିଂ ଭାରତୀୟ ଦଳର ବ୍ୟାଟିଂ ଲାଇନ୍ ପୂରା ଫେଲ ମାରିଛି। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଟିମ୍ ଇଣ୍ଡିଆ ମାତ୍ର ୭ ଉଇକେଟ ହରାଇ ୧୧୦ ରନ୍ କରିବାକୁ ସକ୍ଷମ…
ମୁକୁଳିଲେ ମୁନ୍ମୁନ, ଅର୍ବାଜ
ମୁମ୍ବାଇ, ୩୧ା୧୦: କ୍ରୁଜ୍ ଡଗ୍ସ ପାର୍ଟି ମାମଲାରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍ସିବି) ଦ୍ୱାରା ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ଜାମିନ ପାଇଥିବା ମୁନ୍ମୁନ୍ ଧମେଚା ଏବଂ ଅର୍ବାଜ ମର୍ଚ୍ଚାଣ୍ଟ ରବିବାର ଜେଲରୁ ବାହାରିଛନ୍ତି। ମୁନ୍ମୁନ୍ ବାଇକୁଲ୍ଲା ଜେଲ ଏବଂ ଅର୍ବାଜ ଆର୍ଥର…
ବିଶ୍ୱକପ୍ରୁ ବାଦ୍ ପଡ଼ିଲେ ମହାନ ଖେଳାଳି
ଦୁବାଇ,୩୧।୧୦: ଚଳିତ ଟି୨୦ ବିଶ୍ୱକପ୍ର ଅବଶିଷ୍ଟାଂଶରୁ ବାଦ୍ ପଡ଼ିଛନ୍ତି ଆଗଧାଡ଼ିର ଅଲରାଉଣ୍ଡର ଶାକିବ ଅଲ ହାସନ। ମାଂସପେଶୀ ଜନିତ ସମସ୍ୟା କାରଣରୁ ତାଙ୍କୁ ଏଭଳି ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିଛି। ଏ ନେଇ ବାଂଲାଦେଶର ମୁଖ୍ୟ ଚୟନକର୍ତ୍ତା ମନିହାଜୁଲ ଆବେଦିନ ରବିବାର…
ଜୋକର ଡ୍ରେସ ପିନ୍ଧି ଟୋକିଓ ଟ୍ରେନରେ ଖେଳାଇଲେ ଆତଙ୍କ
ଟୋକିଓ,୩୧।୧୦: ବ୍ୟାଟ୍ମ୍ୟାନ ଫିଲ୍ମର ଜୋକର ଡ୍ରେସ ପିନ୍ଧି ଜଣେ ବ୍ୟକ୍ତି ଜାପାନର ରାଜଧାନୀ ଟୋକିଓର ଟ୍ରେନରେ ଯାତ୍ରୀଙ୍କୁ ଛରାମାଡ଼ କରିଛନ୍ତି। ରବିବାର ସନ୍ଧ୍ୟାରେ ଘଟିଥିବା ଆକ୍ରମଣରେ ୧୦ ଜଣ ଆହତ ହୋଇଛନ୍ତି। ଘଟଣା ସ୍ଥଳରେ ହିଁ ୨୪ ବର୍ଷୀୟ ସଂଦିଗ୍ଧଙ୍କୁ ପୋଲିସ…
ନଭେମ୍ବର ପାଇଁ ଗାଇଡ୍ଲାଇନ୍
ଭୁବନେଶ୍ୱର,୩୧।୧୦(ବ୍ୟୁରୋ): ରାଜ୍ୟ ସରକାର ନଭେମ୍ବର ପାଇଁ ଗାଇଡ୍ଲାଇନ ଜାରି କରିଛନ୍ତି। ଗାଇଡ୍ଲାଇନ ଅନୁସାରେ କୋଭିଡ-୧୯ ସଂକ୍ରମଣକୁ ରୋକିବା ନେଇ କଣ୍ଟେନମେଣ୍ଟ ଜୋନ୍, ଲକ୍ଡାଉନ କଟକଣା ବଳବତ୍ତର ରଖିଛନ୍ତି ସରକାର। ହେଲେ ନଭେମ୍ବର ୪ରେ ଦୀପାବଳିରେ ବାଣ ଫୁଟାକୁ ନେଇ ଗାଇଡ୍ଲାଇନ୍ରେ ସ୍ପଷ୍ଟ…
ରୋହିତ ନୁହେଁ, କିଷନଙ୍କ ସହ ଓପନିଂ କଲେ ରାହୁଲ
ଦୁବାଇ,୩୧।୧୦: ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍ରେ ନୂଆ ଓପନିଂ ଯୋଡ଼ି ସହ ଓହ୍ଲାଇଛି ଭାରତୀୟ ଦଳ। ନିୟମିତ ଓପନର ରୋହିତ ଶର୍ମାଙ୍କ ବଦଳରେ ଇଶାନ କିଷନଙ୍କ ସହ ଓପନିଂ କରିଛନ୍ତି ଲୋକେଶ ରାହୁଲ। ୨୦୧୩ଠାରୁ ରୋହିତ ଓପନିଂ କରି ଆସୁଛନ୍ତି। ଗତ ୮…
ମନ୍ତ୍ରୀଙ୍କ କାର୍ଯ୍ୟକ୍ରମର ୩ଦିନ ପରେ ମଧ୍ୟ ପଡିଛି ଅଇଁଠା ପ୍ଲେଟ୍
ଦାରିଙ୍ଗବାଡ଼ି,୩୧।୧୦(ଡି.ଏନ୍.ଏ): ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ଗତ ଗୁରୁବାର ଓ ଶୁକ୍ରବାର ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମଗୁଡ଼ିକରେ ଦଳୀୟ ନେତା ଓ କର୍ମୀମାନଙ୍କ ନିମନ୍ତେ ଖାଦ୍ୟପେୟ ବ୍ୟବସ୍ଥା ହୋଇଥିଲା। ତେବେ କାର୍ଯ୍ୟକ୍ରମ ସରିବାର ୩ ଦିନ…
କୋହଲିଙ୍କ ଭାଗରେ ପଡ଼ିଲା ନାହିଁ ଟସ୍
ଦୁବାଇ,୩୧।୧୦: ଚଳିତ ଟି୨୦ ବିଶ୍ୱକପ୍ରେ ନ୍ୟୁଜିଲାଣ୍ଡ ବିପକ୍ଷ କର ବା ମର ମ୍ୟାଚ୍ରେ ମଧ୍ୟ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ଭାଗରେ ଟସ୍ ପଡ଼ିନାହିଁ। ଯାହା ଆଶା କରାଯାଉଥିଲା ନ୍ୟୁଜିଲାଣ୍ଡ ଅଧିନାୟକ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି।…
ପେଟ୍ରୋଲ ଦର ବୃଦ୍ଧି ପାଉଛି ବୋଲି ଏଭଳି ଉପାୟ ଆପଣାଇଲେ ବ୍ୟକ୍ତି; ଭିଡିଓ ଦେଖିଲେ…
ଦିନକୁ ଦିନ ପେଟ୍ରୋଲ-ଡିଜେଲର ଦରଦାମ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ନେଇ ଚିନ୍ତାରେ ଖାଉଟି। ମହଙ୍ଗା ମାଡ଼ ଯୋଗୁ ଲୋକମାନେ ସେଥିରୁ ବାହାରିବା ଲାଗି ଭଳିକି ଭଳି ଉପାୟ ଆପଣାଉଛନ୍ତି। ସେଭଳି ଏକ ଦେଶୀ ଯୋଗାଡ଼କୁ ନେଇ ଭିଡିଓ ସୋସିଆଲ ମିଡିଆରେ…
ଓ୍ବାଙ୍ଖଡେଙ୍କ ସମର୍ଥନରେ ବାହାରିଲେ ଅଠଓ୍ବାଲେ
ମୁମ୍ବାଇ,୩୧।୧୦: କ୍ରୁଜ ଡ୍ରଗ୍ସ ମାମଲାରେ ଏନସିବି ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖଡେ ନାଁରେ ମହାରାଷ୍ଟ୍ର ସରକାରର ମନ୍ତ୍ରୀ ତଥା ଏନସିପି ନେତା ନବାବ ମଲିକଙ୍କୁ ଲଗାତାର ଅଭିଯୋଗ କରୁଛନ୍ତି। ନବାବ ମଲିକ ଅଭିଯୋଗ କରିଛନ୍ତି ଯେ, ସମୀର ୱାଙ୍ଖଡେ ଅନୁସୂଚିତ ଜାତିର…
ଅବସର ପଛର କାରଣ ହୃଦୟ ବିଦାରକ ପରାଜୟ
ଆବୁଧାବି,୩୧।୧୦: ଚଳିତ ଟି୨୦ ବିଶ୍ୱକପ୍ ମଝିରେ ଅବସର ଘୋଷଣା କରିଛନ୍ତି ଅସଘର ଅଫଘାନ। ତେବେ ଗତ ମ୍ୟାଚ୍ରେ ପାକିସ୍ତାନଠାରୁ ହୃଦୟ ବିଦାରକ ପରାଜୟ ପରେ ହଠାତ୍ ଏଭଳି ନିଷ୍ପତ୍ତି ନେଇଥିବା କହିଛନ୍ତି ଆଫଗାନିସ୍ତାନର ପୂର୍ବତନ ଅଧିନାୟକ। ସୁପର-୧୨ ପର୍ଯ୍ୟାୟରେ ଖେଳାଯାଇଥିବା ମୁକାବିଲାରେ…
ବିକୁଥିଲେ ବାଣ, ଧରିଲା ପୋଲିସ
କୋଭିଡ୍ କଟକଣା ପାଇଁ ରାଜ୍ୟ ସରକାର ବାଣ ବିକ୍ରି ଉପରେ ରୋକ୍ ଲଗାଇଥିବା ବେଳେ ଭଦ୍ରକ ସହରରେ ଚୋରାରେ ବାଣ ବିକ୍ରି ହେଉଥିଲା। ବିଶେଷ ସୂତ୍ରରୂ ଖବର ପାଇ ଭଦ୍ରକ ଟାଉନ ପୋଲିସ ସ୍ଥାନୀୟ ବଙ୍କ ସ୍କୁଲ ନିକଟ ଏକ ବାଣ…
Archives


