Home Left

କମିଲା ସଂକ୍ରମଣ: ଆଜି ରାଜ୍ୟରୁ ୩୧୬ ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୧ା୧୧(ବ୍ୟୁରୋ): ସୋମବାର ରାଜ୍ୟରୁ ୩୧୬ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦,୪୧,୭୭୩ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୧୮୬ ଜଣ ଚିହ୍ନଟ ହୋଇଥିବା…

୬ଯାଏ ରାଜ୍ୟ ଗ୍ରନ୍ଥାଗାର ବନ୍ଦ

ଭୁବନେଶ୍ୱର,୧।୧୧(ବ୍ୟୁରୋ): ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରକୁ ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି। ଗ୍ରନ୍ଥାଗାରର ଆଉ ଦୁଇଜଣ କର୍ମଚାରୀ କରୋନା ସଂକ୍ରମିତ ଚିହ୍ନଟ ହେବାପରେ ଏପରି ନିଷ୍ପତ୍ତି ନିଆଯାଇଛି। ଗତ ବୁଧବାର ଏଠାରୁ ଜଣେ କର୍ମଚାରୀ ପଜିଟିଭ୍‌ ବାହାରିବା ପରେ…

ଆଜିଠୁ ପଶ୍ଚିମଦ୍ୱାର ଦେଇ ଦର୍ଶନ

ପୁରୀ ଅଫିସ,୧।୧୧: ନୂତନ ଏସ୍‌ଓପି ଅନୁଯାୟୀ ସୋମବାରଠାରୁ ପୁରୀ ସହରବାସୀ ଶ୍ରୀମନ୍ଦିରର ପଶ୍ଚିମ ଦ୍ୱାର ଦେଇ ପ୍ରବେଶକରି ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ। ଏଥିପାଇଁ କୋଭିଡ୍‌ କଟକଣା ପାଳନ ସହ ଆବଶ୍ୟକ ପରିଚୟପତ୍ର ଓ କୋଭିଡ୍‌ ନେଗେଟିଭ୍‌ ରିପୋର୍ଟ କିମ୍ବା ଦୁଇଡୋଜ୍‌ ଟିକା…

କୋହଲିଙ୍କ ଏହି ୩ ଜିଦ୍‌ ଯୋଗୁ ହାରିଲା ଭାରତ

ଦୁବାଇ,୧।୧୧: ଟି -୨୦ ବିଶ୍ୱକପରେ ନ୍ୟୁଜିଲାଣ୍ଡ ବିପକ୍ଷ କର ବା ମର ମ୍ୟାଚରେ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ଜିଦ ଯୋଗୁ ଦଳକୁ ପରାଜୟ ଭୋଗିବାକୁ ପଡିଛି। ତାଙ୍କର କୌଣସି ନିଷ୍ପତ୍ତି ଦଳ ପାଇଁ କାମ କରି ନାହିଁ । ଭାରତ…

‘ମୁକ୍ତି ସଳିତା’ରେ ବାଜିଙ୍କ ଜୀବନୀ

ଢେଙ୍କାନାଳ ଅଫିସ,୧।୧୧: ମାତ୍ର ୧୨ବର୍ଷ ବୟସରେ ବ୍ରିଟିଶ ଶାସନ ବିରୋଧରେ ରଣହୁଙ୍କାର ଦେଇ ଗୁଳି ଖାଇ ଶହୀଦ ହୋଇଥିଲେ ବାଜି ରାଉତ। ଏଥିସହିତ ଭାରତୀୟ ସ୍ବାଧୀନତା ସଂଗ୍ରାମର ଇତିହାସରେ ତାଙ୍କ ନାମ ଯୋଡ଼ି ହୋଇଥିଲା ସର୍ବକନିଷ୍ଠ ଶହୀଦ ଭାବରେ। ଆତ୍ମ ବଳିଦାନ…

ଉଦ୍‌ଘାଟନର ୬ ମାସରେ ରାସ୍ତା ଫାଟି ଆଁ

ପଟ୍ଟାମୁଣ୍ଡାଇ,୧ା୧୧(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଗ୍ରାମ୍ୟ ଉନ୍ନୟନ ବିଭାଗ-୨ ଅଧୀନରେ ନିର୍ମିତ ଗୁଣୁପୁରଠାରୁ କାଠିଆପଡା ୭. ୫୦୦ କି.ମି. ରାସ୍ତାଟି ଉଦ୍‌ଘାଟନର ୬ ମାସ ମଧ୍ୟରୁ ଫାଟି ଅଁା କରିଛି। ରାସ୍ତାରୁ ପିଚୁ ଉଠିଗଲାଣି। ୩ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟ ଅଟ୍ଟକଳରେ ନିର୍ମିତ…

ପ୍ରଚାର ଅଭାବରୁ ପର୍ଯ୍ୟଟକଙ୍କ ପାଦ ପଡୁନି

କେନ୍ଦ୍ରାପଡ଼ା ଅଫିସ,୧ା୧୧: ଜାତୀୟଉଦ୍ୟାନ ଭିତରକନିକା ଜୈବ ବିବିଧତା ବିଭବ ମଧ୍ୟରେ ବରୁଣେଇ ଦ୍ୱୀପରେ ମା’ ବରୁଣେଇ ଦୀର୍ଘବର୍ଷ ଧରି ପୂଜା ପାଉଛନ୍ତି। ପ୍ରଚାର ପ୍ରସାର ଅଭାବରୁ ପର୍ଯ୍ୟଟକଙ୍କ ପାଇଁ ଏହା ଅପହଞ୍ଚ ହୋଇ ରହିଛି। ଜଳପଥ ହିଁ ଏହି ସ୍ଥାନ ପାଇଁ…

ଖଣି, ଶିଳ୍ପାଞ୍ଚଳରେ ଠିକାସଂସ୍ଥା ମାଲାମାଲ୍‌: ଦୁର୍ଦ୍ଦିନରେ ଠିକା ଶ୍ରମିକ, କର୍ମଚାରୀ

ଯାଜପୁର ଅଫିସ,୧ା୧୧: ଶିଳ୍ପୋନ୍ନତ ଯାଜପୁର ଜିଲାରେ ଥିବା କମ୍ପାନୀଗୁଡିକ ସେମାନଙ୍କ ପାଇଁ ଥିବା ନୀତି ନିୟମକୁ ଉଲ୍ଲଂଘନ କରୁଥିବା ପୂର୍ବରୁ ଅଭିଯୋଗ ହୋଇଆସୁଛି। ଏମାନଙ୍କ କଳା କାରନାମା ଦେଖି ଖଣି ଓ କମ୍ପାନୀ ଅଧୀନରେ ଥିବା ଠିକାସଂସ୍ଥାଗୁଡିକ ମଧ୍ୟ ପ୍ରଶାସନକୁ ଠକି…

ସ୍ବୀକୃତି ନ ମିଳିଲେ ପରିଣାମ ଭୋଗିବ ବିଶ୍ୱ

କାବୁଲ, ୧ା୧୧: ଆଫଗାନିସ୍ତାନରେ ତାଲିବାନ୍‌ ସରକାରକୁ ସ୍ବୀକୃତି ଦେବାରେ ସମୟ ନଷ୍ଟ ନ କରିବାକୁ ଆମେରିକା ସମେତ ଅନ୍ୟ ବିଶ୍ୱ ଶକ୍ତିକୁ କହିଛି ଏହି ସଙ୍ଗଠନ। ଏଥିରେ ବିଫଳ ହେଲେ କେବଳ ସେହି ଦେଶ ନୁହେଁ ବରଂ ସମଗ୍ର ବିଶ୍ୱ ଏହାର…

ଉତ୍ପାତ କରୁଥିବା ହାତୀକୁ ଟ୍ରାଙ୍କୁଲାଇଜ କଲେ ବିଶେଷଜ୍ଞ ଟିମ୍‌

ମହାକାଳପଡ଼ା,୧ା୧୧ (ଡି.ଏନ୍‌.ଏ.): ଯାଜପୁର ଜିଲାରୁ ଆସିଥିବା ହାତୀଟି ଉତ୍ପାତ ଚଳାଇଥିଲା। କେନ୍ଦ୍ରାପଡ଼ା ଜିଲା ମହାକାଳପଡା ବ୍ଲକ ଗଡ଼ରୋମିତ ପଞ୍ଚାୟତର ସୋବଳାର  ଗହୀର ପାଟ ଚାଷ ଜମିରେ ହାତୀଟି ରବିବାର ସକାଳେ ପହଞ୍ଚତ୍ ଥିଲା। ଶେଷରେ ସନ୍ଧ୍ୟାରେ ନନ୍ଦନକାନନର ଟ୍ରାଙ୍କୁଲାଇଜର ବିଶେଷଜ୍ଞ ଟିମ୍‌…

ଆଜିଠୁ ୟୁଜି ପ୍ରଥମବର୍ଷ ଶ୍ରେଣୀଗୃହ ପାଠପଢ଼ା

ଭୁବନେଶ୍ୱର,୧।୧୧(ବ୍ୟୁରୋ): କରୋନା ସ୍ଥିତି ବଦଳୁଥିବାରୁ ରାଜ୍ୟ ସରକାର ପର୍ଯ୍ୟାୟକ୍ରମେ ଶିକ୍ଷାନୁଷ୍ଠାନଗୁଡ଼ିକୁ ଖୋଲୁଛନ୍ତି। ଏହି ପରିପ୍ରେକ୍ଷୀରେ ସୋମବାରଠାରୁ ୟୁଜି (ସ୍ନାତକ) ପ୍ରଥମ ବର୍ଷ ପିଲାଙ୍କ ଶ୍ରେଣୀଗୃହ ପାଠପଢ଼ା ଆରମ୍ଭ ହେବ। ତେବେ କରୋନା କଟକଣାକୁ ଠିକ୍‌ ଭାବେ ପାଳନ କରିବାକୁ ଉଚ୍ଚଶିକ୍ଷା ବିଭାଗ…

ପେଟ୍ରୋଲ ୩୬, ଡିଜେଲ ୩୯ ପଇସା ବୃଦ୍ଧି

ଭୁବନେଶ୍ୱର/ନୂଆଦିଲ୍ଲୀ, ୧।୧୧: କ୍ରମାଗତ ୫ମ ଦିନ ଲାଗି ସାରା ଦେଶରେ ତୈଳ ଦର ବୃଦ୍ଧି ପାଇଛି। ଦେଶର ପ୍ରମୁଖ ତୈଳ ବିପଣନ କମ୍ପାନୀ ଭାରତୀୟ ତୈଳ ନିଗମ (ଆଇଓସିଏଲ୍‌)ର ସୂଚନା ଅନୁସାରେ ରବିବାର ଭୁବନେଶ୍ୱରରେ ପେଟ୍ରୋଲ ୩୬ ପଇସା ଏବଂ ଡିଜେଲ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri