Posted inଜାତୀୟ

ପରାଜୟ ପରେ ପୁଣି ଜୋର ଧରିଲା ନେତୃତ୍ୱ ପରିବର୍ତ୍ତନ

ନୂଆଦିଲ୍ଲୀ,୧୨।୩: ଚଳିତ ନିର୍ବାଚନରେ ୫ ରାଜ୍ୟରେ କଂଗ୍ରେସର ନୈରାଶ୍ୟଜନକ ପ୍ରଦର୍ଶନ ପରେ ପୁଣିଥରେ ଦଳରେ ନେତୃତ୍ୱ ପରିବର୍ତ୍ତନ ଦାବି ଜୋର୍‌ ଧରିଛି। ଯଥାଶୀଘ୍ର ସମ୍ଭବ ନୂଆ ଅଧ୍ୟକ୍ଷ ନିର୍ବାଚନ ଲାଗି ୨୩ ଅସନ୍ତୁଷ୍ଟ କଂଗ୍ରେସ ନେତା (ଜି୨୩) ଦାବି କରିଛନ୍ତି। ବିଧାନସଭା ନିର୍ବାଚନରେ କଂଗ୍ରେସର ପରାଜୟ ପରେ ଦଳ ସାଂଗଠନିକ ସ୍ତରରେ ପରିବର୍ତ୍ତନ ଲାଗି ଆହ୍ବାନ ଦିଆଯାଇଛି। ଏଥିପାଇଁ ଏଆଇସିସିର ଜରୁରୀ ବୈଠକ ଡାକିବାକୁ ଜି୨୩ ପକ୍ଷରୁ କୁହାଯାଇଛି। ରିପୋର୍ଟ ଅନୁଯାୟୀ ୨୩ ଅସନ୍ତୁଷ୍ଟ ନେତାଙ୍କ ବୈଠକ ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଆଜାଦଙ୍କ ବାସଭବନରେ ବସିଥିଲା। କଂଗ୍ରେସ କାର୍ଯ୍ୟକାରିଣୀ କମିଟି (ସିଡବ୍ଲ୍ୟୁସି) ପୁନର୍ଗଠନ ଏବଂ ନିର୍ବାଚନ ପରାଜୟ ପାଇଁ ଏହାକୁ ଉତ୍ତରଦାୟୀ କରିବା ସହ ତୁରନ୍ତ ସାଂଗଠନିକ ନିର୍ବାଚନ ଶେଷ କରିବା ଉପରେ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା। ବୈଠକରେ ବରିଷ୍ଠ ନେତା କପିଲ ସିବଲ, ମନୀଷ ତିଓ୍ବାରୀ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୨୦୦୮ ସିଆର୍‌ପିଏଫ୍‌ କ୍ୟାମ୍ପ୍‌ ଆକ୍ରମଣ ମାମଲା: ୩ ପାକିସ୍ତାନୀ ସମେତ ୬ ଦୋଷୀ

ରାମପୁର(ଉତ୍ତରପ୍ରଦେଶ),୨ା୧୧(ଆଇଏଏନ୍‌ଏସ୍‌): ୧୨ ବର୍ଷ ତଳର ସିଆର୍‌ପିଏଫ୍‌ କ୍ୟାମ୍ପ ଆକ୍ରମଣ ଘଟଣାରେ ୮ ଅଭିଯୁକ୍ତଙ୍କ ମଧ୍ୟରୁ ୬ ଜଣଙ୍କୁ ରାମପୁରର ଅତିରିକ୍ତ ଜିଲା ଜଜ୍‌ କୋର୍ଟ ଦୋଷୀସାବ୍ୟସ୍ତ...

ବାରାଣସୀ ଏଡିଏମ୍‌ ନିଲମ୍ବିତ

ଲକ୍ଷ୍ନୌ,୧୦।୩ (ପି.ଟି.): ଉତ୍ତରପ୍ରଦେଶରେ ଇଭିଏମ୍‌ରେ ଜାଲିଆତି କରାଯାଇଥିବା ସମାଜବାଦୀ ପାର୍ଟି (ଏସ୍‌ପି) ଅଧ୍ୟକ୍ଷ ଅଖିଳେଶ ଯାଦବ ଅଭିଯୋଗ ଆଣିବାର ଦିନକ ପରେ ବାରାଣସୀ ଏଡିଏମ୍‌ଙ୍କୁ ଚାକିରିରୁ...

ବଢ଼ୁଛି କଂଗ୍ରେସ କନ୍ଦଳ: ଆଜି ସୋନିଆଙ୍କୁ ଭେଟିବେ ଗୁଲାମନବୀ

ନୂଆଦିଲ୍ଲୀ,୧୭।୩: ୫ଟି ରାଜ୍ୟ ବିଧାନସଭା ନିର୍ବାଚନରେ କଂଗ୍ରେସର ନୈରାଶ୍ୟଜନକ ପ୍ରଦର୍ଶନ ପରେ ଜି-୨୩ ଦଳୀୟ ନେତୃତ୍ୱ ସମ୍ପୂର୍ଣ୍ଣ ପରିବର୍ତ୍ତନ ଦାବିକୁ ଜୋର୍‌ଦାର କରିଛିି। ଗୁରୁବାର ସନ୍ଧ୍ୟାରେ...

ସରିଲା ଦ୍ୱିତୀୟ ରାଉଣ୍ଡ ଗଣତି: ୧୦ ରାଜ୍ୟରେ ଦ୍ରୌପଦୀ ଆଗରେ

ନୂଆଦିଲ୍ଲୀ,୨୧।୭: ରାଷ୍ଟ୍ରପତି ନିର୍ବାଚନ ପାଇଁ ଗୁରୁବାର ଭୋଟଗଣନା ଜାରି ରହିଛି। ଇତିମଧ୍ୟରେ ଦ୍ୱିତୀୟ ରାଉଣ୍ଡ ଗଣତି ଶେଷ ହୋଇଛି। ପ୍ରଥମ ଭଳି ଦ୍ୱିତୀୟ ରାଉଣ୍ଡ ଶେଷ...

ଅଗ୍ନିପଥ ଯୋଜନାକୁ ବିରୋଧ: ଜନ୍ତର ମନ୍ତରରେ କଂଗ୍ରେସର ସତ୍ୟାଗ୍ରହ ଆରମ୍ଭ

ନୂଆଦିଲ୍ଲୀ,୧୯।୬: ଭାରତ ସରକାର ଅଗ୍ନିପଥ ଯୋଜନା ଘୋଷଣା କରିବା ଦିନଠାରୁ ଏହା ବିରୋଧରେ ପ୍ରଦର୍ଶନ ଜାରି ରହିଛି। ଦେଶରେ ହିଂସାତ୍ମକ ବିରୋଧ ପ୍ରଦର୍ଶନ କରାଯାଉଥିବାବେଳେ ରାଜନୀତି...

ପାନ, ଗୁଟ୍‌ଖା ବିକ୍ରି ନିଷିଦ୍ଧ କର

ନୂଆଦିଲ୍ଲୀ,୧୬ା୫(ପି.ଟି.): କରୋନା ସଂକ୍ରମଣ ରୋକିବା ଲାଗି ରାଜସ୍ଥାନ ଓ ଝାଡ଼ଖଣ୍ଡ ସରକାର ପାନ, ଗୁଟ୍‌ଖା ବିକ୍ରି ଓ ସର୍ବସାଧାରଣ ସ୍ଥାନରେ ଛେପ ପକାଇବାକୁ ନିଷିଦ୍ଧ କରିଛନ୍ତି।...

ପଙ୍କଜ ସିଂ ଡେପୁଟି ଏନ୍‌ଏସ୍‌ଏ

ନୂଆଦିଲ୍ଲୀ,୧୮।୧(ପି.ଟି.): ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌)ର ଅବସରପ୍ରାପ୍ତ ମହାନିର୍ଦ୍ଦେଶକ ପଙ୍କଜ କୁମାର ସିଂଙ୍କୁ ଜାତୀୟ ସୁରକ୍ଷା ଉପପରାମର୍ଶଦାତା (ଡେପୁଟି ଏନ୍‌ଏସ୍‌ଏ) ନିଯୁକ୍ତ କରାଯାଇଛି। ୧୯୮୮ ବ୍ୟାଚ୍‌ର...

କେରଳରେ ଚିହ୍ନଟ ହେଲେ ତୃତୀୟ କରୋନାଭାଇରସ ପଜିଟିଭ

ଥିରୁଭାନନ୍ଥପୁରମ,୩।୨: ଡରାଇଲାଣି କରୋନାଭଇରସ। କେରଳରେ କରୋନାଭାଇରସରେ ଆକ୍ରାନ୍ତ ଥିବା ତୃତୀୟ ବ୍ୟକ୍ତିଙ୍କର ଚିହ୍ନଟ କରାଯାଇଛି। ଏହାପୂର୍ବରୁ ୨ଜଣଙ୍କ ନିକଟରେ କରୋନାଭାଇରସ ପଜିଟିଭ ମିଳିବା ପରେ ଏମାନଙ୍କର...

Advertisement
Archives

Model This Week