ଏହି ଅଭିନେତ୍ରୀଙ୍କ ସହ କଥା ପଦେ ହେଉ ନ ଥିଲେ ଅନ୍ୟ ଅଭିନେତ୍ରୀ; ମୁହଁ ବୁଲାଇ…
ବଲିଉଡ୍ ଅଭିନେତ୍ରୀ ମମତାଜ୍ ବହୁ ବର୍ଷ ଧରି ଦର୍ଶକଙ୍କ ଭରପୂରମନୋରଞ୍ଜନ କରିଥିଲେ। ତାଙ୍କ ଅଭିନୟ ଦର୍ଶକଙ୍କୁ ଖୁବ୍ ପସନ୍ଦ ଆସୁଥିଲା। ମମତାଜ ଶିଶୁ କଳାକାର ଭାବରେ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ । ରାଜେଶ ଖାନ୍ନା ଏବଂ ଶମି କପୁରଙ୍କ ସହ…
ବିଲେଇ ଛୁଆକୁ ନିଜ ପିଲା ଭାବି ଗେଲ କରୁଛି କୁକୁର, ଭିଡିଓ ଦେଖିଲେ…
ସୋସିଆଲ ମିଡିଆରେ କେତେବେଳେ କ’ଣ ଭାଇରାଲ ହେଉଛି ତାହା କହି ହେବ ନାହିଁ। ଏବେ ଏମିତି ଏକ କୁକୁର ଏବଂ ବିଲେଇ ଛୁଆର ଭିଡିଓ ଭାଇରାଲ ହେଉଛି, ଯାହା ଦେଖିଲେ ମନ ଖୁସିରେ ଭରି ଉଠିବ। ସାଧାରଣତଃ କୁକୁରକୁ ଦେଖି ବିଲେଇ…
ଐଶ୍ୱର୍ଯ୍ୟାଙ୍କ ଏହି ଗୁଣକୁ ପସନ୍ଦ କରନ୍ତିନି ନଣନ୍ଦ ଶ୍ୱେତା
ମୁମ୍ବାଇ: ଆଜି ଅର୍ଥାତ୍ ନଭେମ୍ବର ୧ରେ ହେଉଛି ବିଶ୍ୱସୁନ୍ଦରୀ ତଥା ନୀଳନୟନା ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ଜନ୍ମଦିନ। ଆଜିର ଏହି ଶୁଭଦିନରେ ଜାଣନ୍ତୁ ଅଭିନେତ୍ରୀଙ୍କ ଜୀବନର କିଛି ଖାସ୍ କଥା ସମ୍ପର୍କରେ… ବିଶ୍ୱସୁନ୍ଦରୀ ଐଶ୍ୱର୍ଯ୍ୟା ୨୦୦୭ ଏପ୍ରିଲ ୨୦ରେ ବିଗ୍-ବି’ଙ୍କ ପୁଅ…
ବତକ ପଛରେ ଧାଉଁଛି କୁକୁର: ଭିଡିଓ ଦେଖିଲେ
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ…
ବିକ୍ରି ଉପରେ କଟକଣା, ତଥାପି ଚାଲିଥିଲା ବାଣ କାରଖାନା
ଆସିକା,୧ା୧୧(ଡି.ଏନ.ଏ.): ଆସିକା-ବ୍ରହ୍ମପୁର ୫୯ନଂ. ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ନଳବଣ୍ଟା ଗ୍ରାମରେ ପୋଲିସ ଚଢାଉ କରି ବାଣ ପ୍ରସ୍ତୁତି କାରଖାନାରୁ ବହୁ ପରିମାଣର ବାଣ ଓ ବାରୁଦ ଜବତ କରିଛି । ଏସବୁର ମୂଲ୍ୟ ପ୍ରାୟ ୧୦ଲକ୍ଷ ଟଙ୍କା ହେବ ବୋଲି…
ବାଇକ୍ ମୁହାଁମୁହିଁ ଧକ୍କା, ଚାଲିଗଲା ୨ ଜୀବନ
ନୟାଗଡ଼ ଅଫିସ,୧।୧୧: ବଲାଙ୍ଗୀର ଖୋର୍ଦ୍ଧା ୫୭ନଂ. ଜାତୀୟ ରାଜପଥର ତୁଳସୀପୁର ସାଇମନ୍ଦିର ନିକଟରେ ରବିବାର ରାତିରେ ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଏଥିରେ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ଜଣ ଗୁରୁତର ହୋଇଛନ୍ତି । ମୃତକ…
ବିବାହରେ ମ୍ୟୁଜିକ ପାଇଁ ୩ ଜଣଙ୍କୁ ହତ୍ୟା
କାବୁଲ,୧।୧୧: ତାଲିବାନୀ ପରିଚୟ ଦେଇ ଆଫଗାନିସ୍ତାନର ପୂର୍ବାଞ୍ଚଳରେ ଏକ ବିବାହ ଭୋଜିରେ ମ୍ୟୁଜିକ ଚାଲୁ କରିବାରୁ ୩ ଜଣଙ୍କୁ ହତ୍ୟା କରିଥିଲେ କିଛି ବନ୍ଧୁକଧାରୀ। ହତ୍ୟାକାଣ୍ଡ ଘଟାଇଥିବା ୨ ବନ୍ଧୁକଧାରୀଙ୍କୁ ଗିରଫ କରାଯାଇଛି ଓ ଇସ୍ଲାମିକ୍ ଏମିରେଟ୍ ସହ ସେମାନଙ୍କ କୌଣସି…
ଶେହଜାଦଙ୍କ ରେକର୍ଡ
ଆବୁ ଧାବି,୧।୧୧: ମହମ୍ମଦ ଶେହଜାଦ ରବିବାର ପ୍ରଥମ ଆଫଗାନିସ୍ତାନ ଖେଳାଳି ଭାବେ ଟି୨୦ ଫର୍ମାଟରେ ଦୁଇ ହଜାର ରନ୍ ପୂରଣ କରିଛନ୍ତି। ରବିବାର ଖେଳାଯାଇଥିବା ନାମ୍ବିଆ ବିପକ୍ଷ ମ୍ୟାଚ୍ରେ ସେ ୩୩ ବଲରେ ୪୫ ରନ୍ର ଇନିଂସ ଖେଳିଥିଲେ। ଫଳରେ ଅନ୍ତର୍ଜାତୀୟ…
୨୯ରେ ୨ ରାଜ୍ୟସଭା ପାଇଁ ଉପନିର୍ବାଚନ
ନୂଆଦିଲ୍ଲୀ, ୩୧।୧୦: କେରଳ ଏବଂ ପଶ୍ଚିମବଙ୍ଗରୁ ରାଜ୍ୟ ସଭାରେ ଖାଲିପଡ଼ିଥିବା ଗୋଟିଏ ଲେଖାଏ ଆସନ ଲାଗି ନଭେମ୍ବର ୨୯ରେ ଭୋଟଗ୍ରହଣ ହେବ। ରବିବାର ନିର୍ବାଚନ କମିଶନ ଉପନିର୍ବାଚନ ସମ୍ପର୍କରେ ସୂଚନା ଦେଇଛନ୍ତି। ଚଳିତ ବର୍ଷ ଜାନୁୟାରୀରେ କେରଳ କଂଗ୍ରେସ (ଏମ୍) ନେତା…
ଟି୨୦ ବିଶ୍ୱକପ୍ କାର୍ଯ୍ୟସୂଚୀକୁ ସମାଲୋଚନା
ଦୁବାଇ,୩୧।୧୦: ଚଳିତ ଟି୨୦ ବିଶ୍ୱକପ୍ରେ ଟିମ୍ ଇଣ୍ଡିଆ ନିମ୍ନମାନର ପ୍ରଦର୍ଶନ ଜାରି ରଖିଥିବା ବେଳେ ଅଧିନାୟକ ବିରାଟ କୋହଲି କାର୍ଯ୍ୟସୂଚୀକୁ ସମାଲୋଚନା କରିଛନ୍ତି। ଚଳିତ ଟି୨୦ ବିଶ୍ୱକପ୍ରେ ୨୪ ତାରିଖରେ ପାକିସ୍ତାନ ବିପକ୍ଷରେ ପ୍ରଥମ ମ୍ୟାଚ୍ ଖେଳିଥିବା ଭାରତୀୟ ଦଳ ଏକ…
ଉତ୍ତର ପ୍ରଦେଶରୁ ଆସି ଓଡ଼ିଶାରେ ଚୋରି, ବିକୁଥିଲେ ଛତିଶଗଡ଼ରେ
ଉମରକୋଟ, ୩୧ା୧୦(ସ୍ବ.ପ୍ର.): ଉତ୍ତର ପ୍ରଦେଶରୁ ଆସି ନବରଙ୍ଗପୁର ଜିଲା ଉମରକୋଟରେ ରହି ମୋବାଇଲ୍ ଟାଓ୍ବାରରୁ ବ୍ୟାଟେରି ଚୋରି କରୁଥିବା ଆନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗର ୨ ଜଣଙ୍କୁ ଉମରକୋଟ ପୋଲିସ ଗିରଫ କରିଛି। ଦୁହେଁ ହେଲେ ଉତ୍ତର ପ୍ରଦେଶ ରାଜ୍ୟ ମିରଟ୍ ଜିଲାର…
ବିଦ୍ୟୁତ୍ ଯୋଗାଣ ବନ୍ଦ କରି ଦେବାରୁ ରୋଗୀଣା ମା’ଙ୍କୁ ଟ୍ରଲିରେ ବୋହିଲେ
ମାଲକାନଗିରି, ୩୧ା୧୦(ଡି.ଏନ୍.ଏ.): ମନମାନି ଚଳାଇଛି ଟାଟା କମ୍ପାନୀ। ବିଦ୍ୟୁତ୍ ବିଲ୍ ପୈଠ ସତ୍ତ୍ୱେ ଉପଭୋକ୍ତାଙ୍କ ବିଦ୍ୟୁତ୍ କାଟୁଛି। ଘରୁ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ ହେତୁ ଘରେ ଚିକିତ୍ସାଧୀନ ଥିବା ଜଣେ ବୃଦ୍ଧାଙ୍କ ଅବସ୍ଥା ଗୁରୁତର ହୋଇପଡ଼ିବାରୁ ପ୍ରତିବାଦ ସ୍ବରୂପ ତାଙ୍କ ପୁଅ…
Archives


