ସିଭିଲ ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ; ୧୦ ରୋଗୀ ମୃତ
ମୁମ୍ବାଇ,୬।୧୧: ମହାରାଷ୍ଟ୍ର ଅହମ୍ମଦନଗର ସିଭିଲ ହସ୍ପିଟାଲ ଆଇସିୟୁରେ ଶନିବାର ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏଥିରେ ୧୦ ରୋଗୀଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ ଆହାତ ହୋଇଛନ୍ତି। ଏ ନେଇ ଅଧିକାରୀମାନେ ସୂଚନା ଦେଇଛନ୍ତି। ତେବେ ଖବର ପାଇ ଘଟଣାସ୍ଥଳରେ ପୋଲିସ…
କେକ୍ ସଜାଇଲେ ଧୋନୀ, ସାଥୀ ଖେଳାଳି କଲେ ଏଭଳି ଅବସ୍ଥା ଯେ…
ଦୁବାଇ,୬।୧୧: ନିଜ ଜନ୍ମ ଦିନରେ ଭାରତକୁ ବିଜୟ ଭେଟି ଦେଇଛନ୍ତି ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲି। ପ୍ରଥମେ ଟସ୍ ଜିତିବା ପରେ ଏକତରଫା ଭାବେ ସ୍କଟଲ୍ୟାଣ୍ଡକୁ ହରାଇଥିଲା ଦଳ। ମ୍ୟାଚ୍ ପରେ ଡ୍ରେସିଂ ରୁମ୍ରେ ବିରାଟ ଟିମ୍ର ଅନ୍ୟ ସଦସ୍ୟଙ୍କ…
୮ ଘଣ୍ଟିଆ ଝାରସୁଗୁଡା ବନ୍ଦ : ଅଞ୍ଚଳରେ ପ୍ରଭାବ
ଝାରସୁଗୁଡା ଅଫିସ, ୬।୧୧: ଭାଜପା ତରଫରୁ ଶନିବାର ଝାରସୁଗୁଡ଼ା ଜିଲା ୮ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । କଳାହାଣ୍ଡି ଜିଲା ମମିତା ମେହେରଙ୍କ ହତ୍ୟାକାଣ୍ଡରେ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଓ ଘଟଣାର ସିବିଆଇ ତଦନ୍ତ ଦାବିରେ ବନ୍ଦ ଡାକରା…
ମୋଦିଙ୍କ ସେନା ପୋଷାକକୁ ନେଇ ପ୍ରଶ୍ନ ଉଠାଇଲେ ଦିଗ୍ବିଜୟ
ନୂଆଦିଲ୍ଲୀ,୬ ।୧୧: ଦୀପାବଳୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେନାଙ୍କ ସହ ସୀମାରେ ଦୀପାବଳି ପାଳନ କରିଥିଲେ । ଏହି ଅବସରରେ ସେ ସେନା ପୋଷାକ ପିନ୍ଧିଥିବା ଦେଖାଯାଇଥିଲା । ଆଉ ଏବେ ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି କଂଗ୍ରେସ ନେତା…
ଏହି ଦେଶରେ ରହିଛି ବିଶ୍ୱପ୍ରସିଦ୍ଧ ହିନ୍ଦୁ ମନ୍ଦିର, ମାତ୍ର ଏଠାରେ ଜଣେ ହେଲେ ନାହାନ୍ତି ହିନ୍ଦୁ
ବିଶ୍ୱର ଅନେକ ଦେଶରେ ହିନ୍ଦୁ ମନ୍ଦିର ରହିଛି। ମାତ୍ର ଏପରି ଏକ ଦେଶ ଅଛି, ଯେଉଁଠି ବିଶ୍ୱର ସର୍ବ ବୃହତ ହିନ୍ଦୁ ମନ୍ଦିର ଅଛି, ହେଲେ ଜଣେ ବି ହିନ୍ଦୁ ଲୋକ ନାହାନ୍ତି। ଅଙ୍ଗୋକର ଓ୍ବାଟ୍ ମନ୍ଦିର ହେଉଛି ବିଶ୍ୱର ସବୁଠାରୁ…
ନିର୍ବାଚନ ହାରୁଥିବା ଲୋକେ ଦଳ ଛାଡ଼ୁଛନ୍ତି: ତାରା
ଭୁବନେଶ୍ୱର,୬।୧୧(ବ୍ୟୁରୋ): ନବରଙ୍ଗପୁରର ପୂର୍ବତନ କଂଗ୍ରେସ ଏମ୍ପି ପ୍ରଦୀପ ମାଝି ଆଜି ବିଜେଡିରେ ଯୋଗ ଦେବେ । ନବରଙ୍ଗପୁରରେ ବିଜେଡିର ମିଶ୍ରଣ କାର୍ଯ୍ୟକ୍ରମରେ ପ୍ରଦୀପ ଓ ତାଙ୍କ ସହ ଅନେକ କର୍ମୀ ବିଜେଡିରେ ମିଶିବେ । କିଛି ବରିଷ୍ଠ କଂଗ୍ରେସ ନେତା ମଧ୍ୟ…
ବିଶିଷ୍ଟ କୋଚ୍ ତାରକ ସିହ୍ନା ଆଉ ନାହାନ୍ତି
ନୂଆଦିଲ୍ଲୀ,୬।୧୧: ଭାରତୀୟ ଦଳକୁ ଅନେକ ବଡ଼ବଡ଼ ଖେଳାଳି ଭେଟି ଦେଇଥିବା ବିଶିଷ୍ଟ କୋଚ୍ ତାରକ ସିହ୍ନାଙ୍କ ପରଲୋକ ଘଟିଛି। ସେ ଦୀର୍ଘଦିନ ଧରି ଅସୁସ୍ଥ ଥିଲେ। ଶନିବାର ଭୋର ୩ଟାରେ ଦିଲ୍ଲୀର ଏକ ଡାକ୍ତରଖାନାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।…
ଦୀପାବଳିରୁ ହଜିଛି, ଏଯାଏ ମିଳିନି
ବମ୍ବେ: ଚିନ୍ତାରେ ଅଛନ୍ତି ବିଗ୍ବସ୍ ପ୍ରତିଯୋଗୀ ତଥା ଅଭିନେତା କୁଶାଲ ଟଣ୍ଡନ। କାରଣ ଦୀପାବଳିଠାରୁ ତାଙ୍କ ପୋଷା କୁକୁର ହଜିଯାଇଛି। ଖୋଜି ଖୋଜି ଥକିଥିଲେ ହେଁ ତାର ପତ୍ତା ମିଳିପାରୁନାହିଁ। ଏନେଇ କୁଶାଲ ସୋସିଆଲ ପୃଷ୍ଠାରେ କୁକୁର ସହ ନିଜର ଏକ…
ପ୍ଲେନ୍ କ୍ରାସ୍ରେ ଚାଲିଗଲା ଲୋକପ୍ରିୟ ଗାୟିକାଙ୍କ ଜୀବନ
ବ୍ରାଜିଲର ପ୍ରସିଦ୍ଧ ଗାୟିକା ମାରିଲିଆ ମେଣ୍ଡୋନ୍କାଙ୍କ ପ୍ରଶଂସକଙ୍କ ପାଇଁ ଶୁଭ ନ ଥିଲା ଶୁକ୍ରବାର। ଏକ ପ୍ଲେନ୍ କ୍ରାସରେ ଗାୟିକା ପ୍ରାଣ ହରାଇଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୨୬ ବର୍ଷ ହୋଇଥିଲା। ଏହି ଖବର ଜଣାପଡ଼ିବା ପରେ ବ୍ରାଜିଲର ସଙ୍ଗୀତଜଗତରେ…
ହଲିଉଡ୍ରେ ଏଣ୍ଟ୍ରି କରିବେ ଆଲିଆ
ମୁମ୍ବାଇ: ବଲିଉଡ୍ର ସବୁଠୁ ଟ୍ୟାଲେଣ୍ଟେଡ୍ ଅଭିନେତ୍ରୀଙ୍କ ମଧ୍ୟରୁ ଆଲିଆ ହେଉଛନ୍ତି ଜଣେ। ସେ ଫିଲ୍ମ ‘ରାଜି’, ‘ଡିଅର ଜିନ୍ଦେଗୀ’, ‘କପୁର ଆଣ୍ଡ୍ ସନ୍ସ’ରେ ଅଭିନୟ କରି ଚର୍ଚ୍ଚାକୁ ଆସିଥିଲେ। ଏବେ ରଣବୀର କପୁରଙ୍କ ସହ ବିବାହକୁ ନେଇ ବି ସେ ଚର୍ଚ୍ଚାରେ…
ଆଥିୟାଙ୍କ ସହ ସମ୍ପର୍କକୁ ଅଫିସିଆଲ୍ କଲେ ଏହି କ୍ରିକେଟର୍
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଆଥିୟା ସେଟ୍ଟୀ ସୋସିଆଲ ମିଡିଆରେ ବେଶ ଆକ୍ଟିଭ୍। ନିକଟରେ ସେ ତାଙ୍କର ୨୯ ତମ ଜନ୍ମଦିନ ପାଳନ କରିଛନ୍ତି । ଦୀର୍ଘଦିନରୁ ଆଥିୟା କ୍ରିକେଟର୍ କେ.ଏଲ୍ ରାହୁଲଙ୍କ ପ୍ରେମରେ ପଡ଼ିଥିବା ନେଇ ଚର୍ଚ୍ଚା ହୋଇ ଆସୁଥିଲା। ଅନେକ…
ଆଉ କିଛି ବର୍ଷ ମଧ୍ୟରେ ପାଣିରେ ବୁଡ଼ିଯିବ ଭାରତର ଏହି ବଡ଼ ସହର
ବିଶ୍ୱ ତାପମାତ୍ରା ଯୋଗୁ ବଢୁଥିବା ବିପଦ ଉପରେ ଏକ ରିପୋର୍ଟ ପ୍ରସ୍ତୁତ କରିଛି କ୍ଲାଇମେଟ୍ ସେଣ୍ଟ୍ରାଲ ନାମକ ଏକ ପ୍ରୋଜେକ୍ଟ । ଏହି ରିପୋର୍ଟରେ ଏକ ଆଶ୍ଚର୍ଯ୍ୟଜନକ କଥା କୁହାଯାଇଛି। ରିପୋର୍ଟ ଅନୁଯାୟୀ, ସମୁଦ୍ର ପତ୍ତନ ବୃଦ୍ଧି ଏବଂ ବନ୍ୟା ଯୋଗୁ…
Archives


