Home Left

ଜଙ୍ଗଲରୁ ଗଛ କାଟି ବନ୍ଧା ହେଲେ ୭

କୋକସରା,୬ା୧୧(ଡି.ଏନ.ଏ.): କଳାହାଣ୍ଡି ଜିଲା ଦକ୍ଷିଣ ବନଖଣ୍ଡ ଅଧୀନ ସାହାଜଖୋଲ ସଂରକ୍ଷିତ ଜଙ୍ଗଲରୁ ବେଆଇନ ଭାବେ ଗଛ କାଟିବା ଅଭିଯୋଗରେ ବନ ବିଭାଗ ୭ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ କୋକସରା ବ୍ଲକ ସାନ ପୋଡ଼ାଗୁଡ଼ା ଗ୍ରାମର…

ସେମି ପାଇଁ ଇଂଲଣ୍ଡକୁ ୧୩୧ ରନ୍‌ରେ ରୋକିବାକୁ ପଡ଼ିବ

ଶାରଜା,୬।୧୧: ଶାରଜା କ୍ରିକେଟ ଷ୍ଟାଡିୟମଠାରେ ଟି୨୦ ବିଶ୍ୱକପର ଶନିବାର ଗ୍ରୁପ-୧ ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଇଂଲଣ୍ଡ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା। ବ୍ୟାଟିଂ କରିବାକୁ ଆସି ଦକ୍ଷିଣ ଆଫ୍ରିକା ୨୦ ଓଭରରେ ୨ ଉଇକେଟ ହରାଇ ୧୮୯ ରନ୍‌ କରିଛି। ଫଳରେ…

ପୋଲିସ ଗୁଳିରେ ଟଳିଲେ ହାର୍ଡକୋର ମାଓବାଦୀ

ମାଲକାନଗିରି,୬।୧୧(ଡି.ଏନ.ଏ.): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ ଦନ୍ତେୱାଡା ଜିଲାର ମେଘନାର ଜଙ୍ଗଲରେ ପୋଲିସ-ମାଓବାଦୀ ମଧ୍ୟରେ ଶନିବାର ଗୁଳି ବିନିମୟ ହୋଇଛି। ପୋଲିସ ଗୁଳିରେ ଜଣେ ହାର୍ଡକୋର ମାଓବାଦୀଙ୍କ ମୃତ୍ୟୁ ହୋଇଛି। ତାଙ୍କ ନାମରେ ୫ଲକ୍ଷ ଟଙ୍କା ପୁରସ୍କାର ରହିଥିଲା। ମୃତ ମାଓବାଦୀ…

ଥାନା ଅଧିକାରୀଙ୍କ ପରିଚୟ ଦେଇ ଠକିନେଲେ ୨୦ ହଜାର

କଣ୍ଟାବାଞ୍ଜି,୬।୧୧(ଡି.ଏନ.ଏ.): ନିଜକୁ ପୋଲିସ ପରିଚୟ ଦେଇ ପୁଅବୋହୂଙ୍କ କଳିର ଥାନାରେ ଆପୋଷ ସମାଧାନ କରିଦେବେ କହି ଜଣେ ବ୍ୟକ୍ତିଙ୍କଠାରୁ ୨୦ ହଜାର ଟଙ୍କା ଠକିିନେବା ଘଟଣା ଏଠାରେ ଚର୍ଚ୍ଚାର ବିଷୟ ହୋଇଛି। ଏନେଇ କଣ୍ଟାବାଞ୍ଜି ଥାନାରେ ଶୁକଦେବା ମହାନ୍ତି ନାମକ ଜଣେ…

ସ୍ୱାମୀ ସ୍ତ୍ରୀ ଏକାଠି ପିଇଲେ ବିଷ

ସମ୍ବଲପୁର,୬ା୧୧(ବ୍ୟୁରୋ): ସମ୍ବଲପୁର ଜିଲା ବୁର୍ଲା ଥାନା ଗୋଶାଳା ଫାଣ୍ଡି ଝାରମୁଣ୍ଡା ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଛି। ସ୍ୱାମୀ ଟଙ୍କଧର ମହାକୁଡ଼ଙ୍କ ମୃତ୍ୟୁର ଦିନକ ପରେ ସ୍ତ୍ରୀ ବୃନ୍ଦାବତୀଙ୍କ ମୃତ୍ୟୁ ଘଟିଛି। ଗ୍ରାମ ଶ୍ମଶାନରେ ଗୁରୁବାର ଦମ୍ପତିଙ୍କ ଜୁଇ ଜଳିଛି। ସୂଚନା…

ଭିକ୍କିି-କ୍ୟାଟ୍ରିନାଙ୍କ ବିବାହକୁ ମିଳିଲା ସ୍ୱୀକୃତି!

ମୁମ୍ବାଇ: ବଲିଉଡ ଅଭିନେତା ଭିକ୍କି କୌଶଲ ଓ ଅଭିନେତ୍ରୀ କ୍ୟାଟୟିନା କୈଫଙ୍କ ବିବାହକୁ ନେଇ କିଛି ଖବର ସାମ୍ନାକୁ ଆସିଛି । ଏମାନଙ୍କ ବିବାହକୁ ଭିକ୍କିଙ୍କ ପରିବାର ପକ୍ଷରୁ ମଞ୍ଜୁରୀ ମିଳିଯାଇଛି । ସୁଚନାଯୋଗ୍ୟ, ଉଭୟ ବିବାହକୁ ନେଇ କୌଣସି ଅଫିସିୟାଲ…

ଟି୨୦ ବିଶ୍ବକପରୁ ବିଦାହେଲା ଓ୍ବେଷ୍ଟଇଣ୍ଡିଜ

ଆବୁଧାବି, ୬।୧୧: ସ୍ଥାନୀୟ ଶେଖ ଜାୟେଦ ଷ୍ଟାଡିୟମଠାରେ ଶନିବାର ଟି୨୦ ବିଶ୍ବକପ ଗ୍ରୁପ-୧ର ମ୍ୟାଚରେ ଅଷ୍ଟ୍ରେଲିଆ ୮ ଉଇକେଟରେ ଓ୍ବେଷ୍ଟଇଣ୍ଡିଜକୁ ପରାସ୍ତ କରିଛି। ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ସତ୍ତ୍ୱେ ଓ୍ବେଷ୍ଟଇଣ୍ଡିଜ ୧୫୭ ରନ୍‌ କରିଥିଲା। ଅଷ୍ଟ୍ରେଲିଆ ୧୬.୨ ଓଭରରେ ୨ ଉଇକେଟ…

ଆର୍ଯ୍ୟନ ଖାଁ ଡ୍ରଗ୍ସ ମାମଲା: ସଞ୍ଜୟ ସିଂଙ୍କ ନେତୃତ୍ୱରେ ଦିଲ୍ଲୀ ଏନ୍‌ସିବିର ଏସ୍‌ଆଇଟି ଆରମ୍ଭ କଲା ଯାଞ୍ଚ, ୱାନଙ୍ଖଡେ ବି କରିବେ ସାହାଯ୍ୟ

ମୁମ୍ବାଇ,୬ ।୧୧: ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନ୍‌ସିବି)ର ଦିଲ୍ଲୀ ଟିମ୍‌ରେ ଥିବା ଉପ ମହାନିର୍ଦ୍ଦେଶକ ସଞ୍ଜୟ ସିଙ୍କ ନେତୃତ୍ୱରେ ଆର୍ଯ୍ୟନ ଖାଁ ଡ୍ରଗ୍ସ ମାମଲାର ଯାଞ୍ଚ ଆରମ୍ଭ କରିଦେଇଛନ୍ତି । ଏହି ଟିମ୍ ୬ଟି ମାମଲାର ଯାଞ୍ଚ କରିବ । ଯାଞ୍ଚରେ ଏନ୍‌ସିବି…

ଏକ୍ସପ୍ରେସ ଟ୍ରେନରେ ଯାତ୍ରୀଙ୍କୁ ଛୁରାମାଡ: ଅନେକେ ଆହତ, ଜଣେ ଗିରଫ

ବର୍ଲିନ,୬ ।୧୧: ସମାଚାର ଏଜେନ୍ସି ରଏଟରର ସୂଚନା ଅନୁଯାୟୀ, ଶନିବାର ଦକ୍ଷିଣ ଜର୍ମାନୀର ସହର ରିଜେନ୍ସବର୍ଗ ଓ ନୁରେମବର୍ଗ ମଧ୍ୟରେ ଏକ ଏକ୍ସପ୍ରେସ ଟ୍ରେନରେ ଛୁରାମାଡ ହୋଇଛି । ଏଥିରେ ଅଧିକାଂଶ ଯାତ୍ରୀ ଆହତ ହୋଇଥିବା ଜଣାପଡିଥିବା ବେଳେ ଜଣେ ସନ୍ଦିଗ୍ଧଙ୍କୁ…

ଦୀପାବଳିରେ ଅଭିନେତ୍ରୀ ବମ୍‌ ଜଳାଇବା ବେଳେ ବିସ୍ଫୋରଣ; ବଡ ଅଘଟଣରୁ…

ବମ୍ବେ: ଦୀପାବଳି କାହାପାଇଁ କେମିତି। କିଏ ଦୀପ ଲଗାଇ ଏହାକୁ ପାଳନ କରିବାକୁ ଭଲପାଏ ତ ଦୁଇ ଚାରୋଟି ବାଣ ନ ଫୁଟାଇଲେ ଆଉ କାହାର ମନ ଭରେନା। ହେଲେ ସାବଧାନତାର ସହ ବାଣ ଫୁଟାଇବାକୁ ପଡ଼ିଥାଏ। ନଚେତ ଦୁର୍ଘଟଣା ଘଟିବାର…

ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକରେ ମୋଦି ଦେବେ ଗୁରୁମନ୍ତ୍ର!

ନୂଆଦିଲ୍ଲୀ,୬ ।୧୧: ଭାରତୀୟ ଜନତା ପାର୍ଟି(ଭାଜପା)ର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ରବିବାର ଅନୁଷ୍ଠିତ ହେବାକୁ ଯାଉଛି । ରବିବାର ସକାଳେ ଏହା ଆରମ୍ଭ ହେଉଥିବା ବେଳେ ଅପରାହ୍ନ ୩ଟାରେ ଶେଷ ହେବ ବୋଲି ଜଣାପଡିଛି । ଏହି ବୌଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

କ୍ୟାରିୟରର ଅନ୍ତିମ ମ୍ୟାଚରେ ସନ୍‌ଗ୍ଲାସ ପିନ୍ଧି ବ୍ୟାଟିଂ କଲେ ଗେଲ୍‌

ଆବୁଧାବି, ୬।୧୧: ଓ୍ବେଷ୍ଟଇଣ୍ଡିଜର ୨ ଲୋକପ୍ରିୟ କ୍ରିକେଟର କ୍ରିସ ଗେଲ ଓ ଡ୍ବେନ ବ୍ରାଭୋ ଶନିବାର ନିଜର ଶେଷ ଇନିଂସ ଖେଳିଛନ୍ତି । ବିସ୍ଫୋରକ ବ୍ୟାଟିଂ ପାଇଁ ଜଣାଶୁଣା ଗେଲ ନିଜ କ୍ୟାରିୟର ଅନ୍ତିମ ମ୍ୟାଚରେ ସନ୍‌ଗ୍ଲାସ ପିନ୍ଧି ଓପନିଂ କରିଥିଲେ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri