ଦିନିକିଆ କୋରାପୁଟ ଗସ୍ତରେ କେନ୍ଦ୍ର ଆଦିବାସୀ କଲ୍ୟାଣ ଓ ଜଳଯୋଗାଣ ରାଷ୍ଟ୍ରମନ୍ତ୍ରୀ
କୋରାପୁଟ,୬।୧୧(ସ୍ବ.ପ୍ର.): କେନ୍ଦ୍ର ଆଦିବାସୀ କଲ୍ୟାଣ ଓ ଜଳଯୋଗାଣ ରାଷ୍ଟ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ ଶନିବାର ଦିନିକିଆ କୋରାପୁଟ ଗସ୍ତରେ ଯାଇଛନ୍ତି। ସେଠାରେ ସେ ପହଞ୍ଚି ଆଦିବାସୀଙ୍କ ବିକାଶ ନେଇ ସ୍ଥାନୀୟ ବିଭାଗୀୟ ଅଧକାରୀମାନଙ୍କ ସହ ଆଲୋଚନା କରିଛନ୍ତି। ସେହିପରି ଜିଲାରେ ଏକଲବ୍ୟ ବିଦ୍ୟାଳୟ…
ଏକ୍ସ ବୟଫ୍ରେଣ୍ଡଙ୍କ ସହ ନଜର ଆସିଲେ ଜାହ୍ନବୀ, ପ୍ରଶଂସକ କହିଲେ…
ମୁମ୍ବାଇ: ଖୁସି କପୁରଙ୍କ ଜନ୍ମଦିନର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଖୁସିଙ୍କ ବ୍ୟତୀତ ଜାହ୍ନବୀ କପୁର, ଆଲିଆ କାଶ୍ୟପ ଏବଂ ଭୂମି ପେଡନେକର ମଧ୍ୟ ଜନ୍ମଦିନ ପାର୍ଟିରେ ଅଂଶଗ୍ରହଣ କରିଥିଲେ। ଏହା ଖୁସିଙ୍କ ୨୧ ତମ ଜନ୍ମଦିନ ଥିଲା।…
ଅଷ୍ଟ୍ରେଲିଆ ଆଗରେ ୧୫୮ ରନ୍ର ଟାର୍ଗେଟ
ଆବୁଧାବି, ୬।୧୧: ସ୍ଥାନୀୟ ଶେଖ ଜାୟେଦ ଷ୍ଟାଡିୟମଠାରେ ଶନିବାର ଟି୨୦ ବିଶ୍ବକପ ଗ୍ରୁପ-୧ର ମ୍ୟାଚରେ ଅଷ୍ଟ୍ରେଲିଆ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା। ବ୍ୟାଟିଂ କରିବାକୁ ଆସି ଓ୍ବେଷ୍ଟଇଣ୍ଡିଜ ୨୦ ଓଭରରେ ୭ ଉଇକେଟ ହରାଇ ୧୫୭ ରନ୍ କରଛି। ଓ୍ବେଷ୍ଟଇଣ୍ଡିଜ…
କମିଲା ବସ୍ ଭଡ଼ା
ଭୁବନେଶ୍ୱର,୬।୧୧(ବ୍ୟୁରୋ): କମିଲା ବସ ଭଡ଼ା। ତେଲ ଦର କମିବାରୁ ହ୍ରାସ ପାଇଛି ବସ୍ ଭଡ଼ା। ବିଭିନ୍ନ ବସ ସେବା ପାଇଁ ଭଡ଼ା ହ୍ରାସ କରାଯାଇଛି। ସାଧାରଣ ବସ ଭଡ଼ା ପୂର୍ବରୁ କିଲୋମିଟର ପିଛା ୯୨ ପଇସା ଥିବା ବେଳେ ଏବେ ଏହା…
ସିଦ୍ଧୁଙ୍କ ଉପରେ ବର୍ଷିଲେ ଆଡଭୋକେଟ ଜେନରାଲ
ଚଣ୍ଡିଗଡ଼,୬ ।୧୧: ପଞ୍ଜାବର ଆଡଭୋକେଟ ଜେନରାଲ ପଦରୁ ନିକଟରେ ଇସ୍ତଫା ଦେଇଥିବା ଏପିଏସ୍ ଦେୱଲ କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁଙ୍କ ଉପରେ ଗୁରୁତର ଅଭିଯୋଗ ଆଣିଛନ୍ତି । ଦେୱଲ କହିଛନ୍ତି କି ରାଜନୈତିକ ଫାଇଦା ପାଇଁ ପ୍ରଦେଶ କଂଗ୍ରେସର ଅଧ୍ୟକ୍ଷ…
ଯୁବକଙ୍କୁ ପାଣି ଭିରତକୁ ଟାଣି ନେଲା ସାର୍କ, ମିଳିନି ପତ୍ତା
କାନବେରା,୬ା୧୧: ପଶ୍ଚିମ ଅଷ୍ଟ୍ରେଲିଆରେ ଶନିବାର ସକାଳେ ପର୍ଥର ଉତ୍ତର ଫ୍ରେମାଣ୍ଟ ଉପକଣ୍ଠରୁ ଜଣେ ଯୁବକଙ୍କୁ ସାର୍କ ପାଣି ଭିତରକୁ ଟାଣି ନେଇଥିବା ଜଣାପଡ଼ିଛି। ଏହି ସମୟରେ କୂଳରେ ଏକ ଡଙ୍ଗାରେ ଥିବା ଦୁଇଜଣ ଯୁବକ ସାର୍କକୁ ଦେଖିଥିବା କହିଛନ୍ତି। ପରେ ଜରୁରିକାଳୀନ…
ମଦମୁକ୍ତ ହେବ ପଞ୍ଚାୟତ ନିର୍ବାଚନ : ବଢ଼ିପାରେ ପ୍ରଚାର ଖର୍ଚ୍ଚ
ଭୁବନେଶ୍ୱର, ୬।୧୧(ବ୍ୟୁରୋ): ପଞ୍ଚାୟତ ନିର୍ବାଚନକୁ ଶୃଙ୍ଖଳିତ ଓ ତ୍ରୁଟିମୁକ୍ତ କରିବାକୁ ଶନିବାର ସର୍ବଦଳୀୟ ବୈଠକ ଆୟୋଜିତ ହୋଇଥିଲା। ଏହି ବୈଠକରେ ୪ ପ୍ରସ୍ତାବ ଉପସ୍ଥାପନ ହୋଇଛି। ଚଳିତ ପଞ୍ଚାୟତ ନିର୍ବାଚନକୁ ମଦମୁକ୍ତ କରିବା ସହ ଭୋଟର ତାଲିକାକୁ ତ୍ରୁଟିଶୂନ୍ୟ କରିବାକୁ ବୈଠକରେ…
ହୃଦୟ ଜିତିଲେ କୋହଲି
ଦୁବାଇ,୬।୧୧: ଆଇସିସି ଟି-୨୦ ବିଶ୍ୱକପ୍ ୨୦୨୧ରେ ଶୁକ୍ରବାର ଭାରତ-ସ୍କଟଲ୍ୟାଣ୍ଡ ମଧ୍ୟରେ ମୁକାବିଲା ଥିଲା। ଏଥିରେ ଭାରତ ବଡ଼ ବ୍ୟବଧାନରେ ବିଜେତା ହୋଇଥିଲା। ମ୍ୟାଚ୍ ପରେ ଅଧିନାୟକ ବିରାଟ କୋହଲିଙ୍କ ବ୍ୟବହାର ସମସ୍ତଙ୍କ ମନ ଜିଣିଛି। କାରଣ କୋହଲି ଖେଳ ଭାବନାକୁ ପ୍ରକାଶ…
ମନି ଲଣ୍ଡରିଂ ମାମଲା: ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ଗଲେ ଦେଶମୁଖ
ନୂଆଦିଲ୍ଲୀ,୬ ।୧୧: ମନି ଲଣ୍ଡରିଂ ମାମଲାରେ ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ସମସ୍ୟା କମିବାର ନାଁ ନେଉନି । ଶନିବାର ସେସନ୍ସ କୋର୍ଟ ତାଙ୍କୁ ୧୪ ଦନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି । ସୂଚନାଯୋଗ୍ୟ, ପୂର୍ବରୁ ପ୍ରବର୍ତ୍ତନ…
ମଡେଲଙ୍କୁ ଅଶ୍ଳିଳ ମେସେଜ୍ ପଠାଇ ହୋଟେଲ ରୁମ୍ରେ ଭେଟିବାକୁ କହୁଥିଲେ ଏହି କ୍ରିକେଟର, ଏବେ..
ନୂଆଦିଲ୍ଲୀ,୬।୧୧: ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଶେନ ୱାର୍ନ ବେଶ ବିବାଦୀୟ। ୫୨ ବର୍ଷୀୟ ଏହି କ୍ରିକେଟରଙ୍କ ନାମ ଅନେକ ମହିଳାଙ୍କ ସହ ଯୋଡ଼ା ଯାଇଛି। ଏହାକୁ ନେଇ ସେ ଅଧିକାଂଶଙ୍କ ସମୟରେ ବିବାଦରେ ରହି ଆସିଛନ୍ତି। ଏହି କ୍ରମରେ ଯୋଡ଼ି ହୋଇଛି…
ପ୍ରିୟଙ୍କା ଗାନ୍ଧୀଙ୍କ ପାଇଁ ପ୍ରଚାର କଲେ ଆଲିଆ
ଚଣ୍ଡିଗଡ଼,୬ା୧୧: ଅଭିନେତ୍ରୀ ଆଲିଆ ଭଟ୍ଟ କଂଗ୍ରେସ ପାଇଁ ନିର୍ବାଚନ ପ୍ରଚାର କରୁଛନ୍ତି। ଏହି କଥା ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓଟି ହରିୟାଣା ରାଜ୍ୟର କଂଗ୍ରେସ ସେବାଦଳର ଅଧିକାରିକ ଟୁଇଟର ପେଜ୍ରେ ଶେୟାର କରାଯାଇଛି। ଭିଡିଓରେ ଆଲିଆଙ୍କ ସହ ଅଭିନେତା…
ରଶି ଲଗାଇ ଝୁଲିପଡ଼ିଲେ ମା’: ହାତ ଧରି ରାତିସାରା ଛିଡା ହୋଇଛି କଅଁଳ ଶିଶୁ
ଭବାନୀପାଟଣା,୬।୧୧(ସ୍ବ.ପ୍ର): କଅଁଳ ଶିଶୁର ବୟସ ମାତ୍ର ୨ ବର୍ଷ। ଦୁନିଆ କ’ଣ ଜାଣିବା ଆଗରୁ ତା’ ଆଗରେ ଅଜାଡ଼ି ହୋଇପଡ଼ିଛି ସବୁତକ ଦୁଃଖ। ନିଜର ବୋଲି କେବଳ ମା’କୁ ଚିହ୍ନିଥିବା ବେଳେ ମା’ ବି ପର କରି ଆରପାରିକୁ ଚାଲିଗଲେ। ହେଲେ…
Archives


