Home Left

ଘରୁ ବାହାରି ଯାଇ ଆଉ ଫେରି ନ ଥିଲେ , ୪ ଦିନ ପରେ ମିଳିଲା ମୃତଦେହ

ଢେଙ୍କାନାଳ ଅଫିସ, ୭।୧୧: ଦୀର୍ଘ ଚାରିଦିନ ପରେ ଶେଷରେ ବୋରାପଦା ସ୍ଥିତ ସରକାରୀ ଆଇଟିଆଇ ପଛପଟ ଏକ ପରିତ୍ୟକ୍ତ କୂଅରୁ ନିଖୋଜ ବ୍ୟବସାୟୀ ପୀତବାସ ଦାସଙ୍କ ଗଳିତ ମୃତଦେହ ଉଦ୍ଧାର କରାଯାଇଛି । ଖବର ପାଇବା ପରେ ସଦର ଥାନା ଅଧିକାରୀ…

ରେଲୱେ କ୍ରସିଂ ପାର୍‌ ହେଲା ବେଳେ ଚାଲିଗଲା ଚାରି ଜୀବନ

ଲକ୍ଷ୍ନୌ,୭।୧୧: ରେଲୱେ କ୍ରସିଂରେ ଯାଉଥିବା ବେଳେ ଶନିବାର ୪ ଜଣଙ୍କ ମୃତ୍ୟୁ ହୋଇଛି। ଏଭଳି ଏକ ଘଟଣା ଘଟିଛି ଉତ୍ତରପ୍ରଦେଶ ଅଯୋଧ୍ୟାରର ମହାରାଜଗଞ୍ଜ ପୋଲିସ ଷ୍ଟେଶନ ଏକ ରେଲୱେ କ୍ରସିଂ ନିକଟରେ। ମୃତକଙ୍କ ମଧ୍ୟରେ ସ୍ତ୍ରୀ-ସ୍ବାମୀ ଓ ତାଙ୍କ ୨ ଶିଶୁ…

ପିଲା ମନନେଇ ଲେଖେ

ତାଙ୍କର ପାଠ ପଢିବାର ଝୁଙ୍କ୍‌ ଥିଲା ବହୁତ। ଅର୍ଥାଭାବ ପାଇଁ ସେ ପଢ଼ା ଖର୍ଚ୍ଚ ଉଠେଇବାକୁ ଖବରକାଗଜର ଏଜେନ୍ସି ନେଇ ହକର ସାଜିିଲେ । ପରେ ପାଠ ପଢା ସହ ସେ ଶିଶୁ କବିତା, ଗଳ୍ପ, ଶିଶୁ ନାଟକ ଓ ଉପନ୍ୟାସ…

ଭାଜପା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ଜାରି: ବିଧାନସଭା ନିର୍ବାଚନକୁ ନେଇ ହେଉଛି ଆଲୋଚନା

ନୂଆଦିଲ୍ଲୀ,୭ ।୧୧: ଭାରତୀୟ ଜନତା ପାର୍ଟି(ଭାଜପା)ର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ରବିବାର ଅନୁଷ୍ଠିତ ହୋଇଛି । ରବିବାର ସକାଳେ ଏହା ଆରମ୍ଭ ହୋଇଥିବା ବେଳେ ଅପରାହ୍ନ ୩ଟାରେ ଶେଷ ହେବ ବୋଲି ଜଣାପଡିଛି । ଏହି ବୌଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି…

କମଲ ହାସନଙ୍କ ମୋଟ ସମ୍ପତ୍ତିର ମୂଲ୍ୟ କେତେ ଜାଣନ୍ତି

ଭାରତୀୟ ସିନେମାରେ ଅଭିନେତା, ନୃତ୍ୟଶିଳ୍ପୀ, ନିର୍ଦ୍ଦେଶକ, ସ୍କ୍ରିନ ରାଇଟର୍‌, ନିର୍ମାତା କମଲ ହାସନଙ୍କୁ କୌଣସି ପରିଚୟ ଆବଶ୍ୟକ ନାହିଁ। ତାମିଲ ସିନେମାରେ କମଲ ହାସନ ଦୀର୍ଘ ସମୟ ସକ୍ରିୟ ଅଛନ୍ତି। ତାମିଲ ବ୍ୟତୀତ ସେ ତେଲୁଗୁ, ହିନ୍ଦୀ, ମାଲାୟାଲମ, କନ୍ନଡ ଏବଂ…

ଟି-୨୦ ବିଶ୍ୱକପ୍‌ରେ ସବଠୁ ଲମ୍ବା ଛକା ମାରିଲେ ଏହି କ୍ରିକେଟର୍‌: ଦେଖନ୍ତୁ ଭିଡିଓ

ଦୁବାଇ,୭।୧୧: ଟି -୨୦ ବିଶ୍ୱକପରେ ପ୍ରଥମ ଥର ପାଇଁ ଇଂଲଣ୍ଡର ‘ସିକ୍ସର୍‌ କିଙ୍ଗ’ ଲିଆମ ଲିଭିଙ୍ଗଷ୍ଟୋନ ତାଙ୍କ ଦକ୍ଷତା ଅନୁଯାୟୀ ଖେଳିଥିଲେ। ସେ ଶନିବାର ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚରେ ୨୮ ରନର ଏକ ଛୋଟ ଇନିଂସ ଖେଳିଥିଲେ। କିନ୍ତୁ ଏହି…

ଅବସର ପରେ…

ଜୀବନ କର୍ମମୟ । କର୍ମ ହିଁ ଜୀବନ । ତେଣୁ ମଣିଷ କାମ କରେ । ହେଲେ ବୟସର ଅପରାହ୍ଣରେ ପହଞ୍ଚିଲା ପରେ ଧାଁ ଦଉଡ଼ ଜୀବନରୁ ସେ ନିଏ କିଛିଟା ବିରତି । ତେବେ କେତେଜଣ ବ୍ୟକ୍ତି ବିଶ୍ୱାସ କରନ୍ତି ଭାଗବତ…

ନିଆଁ ଲିଭାଇବା ସହିତ ବୁଲା ପ୍ରାଣୀଙ୍କୁ ଘଉଡ଼ାଇବ ଡ୍ରୋନ୍‌…

କାନପୁର,୭।୧୧: ଡ୍ରୋନ ଏବଂ ଅନ୍ୟାନ୍ୟ ମାନବବିହୀନ ବିମାନ (ୟୁଏଭି) ଏବେ କେବଳ ସର୍ଭେଲାନ୍ସ ଏବଂ ଗୁପ୍ତଚରୀ ପାଇଁ ବ୍ୟବହୃତ ହେଉ ନାହିଁ, ବରଂ ଏହା ସମାଜର ଅନ୍ୟାନ୍ୟ କାର୍ଯ୍ୟ ପାଇଁ ମଧ୍ୟ ବ୍ୟବହୃତ ହେବାରେ ଲାଗିଛି। ଏହାର ଏକ ଉଦାହରଣ ପାଲଟିଛି…

ଝାଡ଼ୁ କରିବାକୁ ନେଇ ନିୟମ

ଘରକୁ ପରିଷ୍କାର ପରିଚ୍ଛନ୍ନ ରଖିବା ପାଇଁ ପ୍ରତ୍ୟେକ ଦିନ ଆମେ ଝାଡୁ କରିଥାଉ। କିନ୍ତୁ ଜ୍ୟୋତିଷଶାସ୍ତ୍ର ଏବଂ ପୌରାଣିକ ମତାନୁସାରେ, ଝାଡ଼ୁ କରିବାକୁ ନେଇ ବି ରହିଛି କିଛି ନିୟମ; ଯାହାକୁ ମାନିଲେ ଘରେ ସୁଖଶାନ୍ତି ବୃଦ୍ଧି ହୋଇଥାଏ ଆଉ ନ…

ଥର୍ମାଲ ସ୍କ୍ରିନିଂ ପାଇଁ ସୁରକ୍ଷାକର୍ମୀଙ୍କ ପାଖରେ ପହଞ୍ଚିଲେ କୁନି ଝିଅ, ଭିଡିଓ ଦେଖିଲେ ହୃଦୟକୁ ଛୁଇଁଯିବ

କରୋନା ମହାମାରୀଠୁ ଦୂରରେ ରହିବା ପାଇଁ ସତର୍କତା ଜରୁରୀ। ଯେପରି ମାସ୍କ ପିନ୍ଧିବା, ହାତକୁ ବାରମ୍ବାର ଧୋଇବା, ସାମାଜିକ ଦୂରତା ରକ୍ଷା କରିବା ଆଦି ମାନିବାକୁ ପଡ଼ିଥାଏ। ବିଶେଷକରି ଜନସାଧାରଣଙ୍କ ସୁରକ୍ଷା ପାଇଁ ଏବେ ପ୍ରତ୍ୟେକ ସ୍ଥାନରେ ପ୍ରବେଶ କରିବା ପୂର୍ବରୁ…

ଝିଅର ଚରିତ୍ର ସଂହାର କରନାହିଁ: ମମିତା ମେହେରଙ୍କ ବାପା

ବଲାଙ୍ଗୀର ଅଫିସ, ୭ା୧୧: ମମିତା ମେହେର ହତ୍ୟା ଘଟଣାକୁ ନେଇ ତାଙ୍କ ପିତା ଏକ ଭିଡିଓ ବାର୍ତ୍ତାରେ ଝିଅର ଚରିତ୍ର ସଂହାର ନ କରିବା ଏବଂ ଏହାକୁ ନେଇ ରାଜନୀତି ନ କରିବାକୁ ଅନୁରୋଧ କରିଛନ୍ତି। ଭାଇରାଲ ହୋଇଥିବା ଏକ ଭିଡିଓ…

ଦାରିଙ୍ଗବାଡ଼ିରେ ପାରଦ ତଳମୁହାଁ

ଦାରିଙ୍ଗବାଡ଼ି,୭ା୧୧(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳରେ ହଠାତ୍‌ ପାରଦ ତଳମୁହାଁ ହୋଇଛି। ଶନିବାର ପାରଦ ୧୩ ଡିଗ୍ରୀ ରହିଥିବା ବେଳେ ରବିବାର ପାରଦ ଖସି ୯.୫ଡିଗ୍ରୀ ରହିଥିବା ବେଳେ ପ୍ରଶାସନ ରିପୋର୍ଟରୁ ଜଣାପଡ଼ିଛି। ପାଗ ଶୁଖିଲା ଥିବା ବେଳେ ବିଲମ୍ବିତ ରାତି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri