ବିବାଦ ସମାଧାନ ପାଇଁ ଚାଲିଥିଲା ବୈଠକ, ହେଲେ ଫୁଟିଲା ବୋମା
ବ୍ରହ୍ମଗିରି,୭।୧୧(ଡି.ଏନ୍.ଏ.): ପୁରୀ ଜିଲା ବ୍ରହ୍ମଗିରି ବ୍ଲକ ସାତପଡ଼ା ନାଥପୁରରେ ବୋମାମାଡ ହୋଇଛି । ଜମି ଜବରଦଖଲକୁ ୨ ସାହି ମଧ୍ୟରେ ଗଣ୍ଡଗୋଳକୁ ନେଇ ବୋମାମାଡ଼ ହୋଇଥିବା ସୂଚନା ମିଳିଛି । ଏଥିରେ ୩ ଜଣ ଆହତ ହୋଇଥିବା ସୂଚନା ମିଳିଛି ।…
ସରିଲା ଭଦ୍ରକ ପ୍ରସିଦ୍ଧ କାଳୀପୂଜା: ବିଦାୟ ନେଲେ ମା’
ଭଦ୍ରକ ଅଫିସ,୭।୧୧ : ଭଦ୍ରକ ପ୍ରସିଦ୍ଧ କାଳୀପୂଜା ଆଜି ସରୁଛି । ପୂର୍ବରୁ ଦଶ ଦିନ ଧରି ପାଳିତ ହେଉଥିବା କାଳୀପୂଜା କରୋନା କଟକଣା ପାଇଁ ଏଥର ତିନି ଦିନରେ ଶେଷ କରାଯାଇଛି। ଭଦ୍ରକ ସହରରେ ବିଭିନ୍ନ ମଣ୍ଡପରେ ପୂଜା ପାଉଥିବା…
ଉମରଙ୍କୁ ଡେଟ୍ କରୁଛନ୍ତି ସବା !
ବମ୍ବେ: ବିଗ୍ବସ୍ ୧୫ର ପ୍ରତିଯୋଗୀ ଉମର ରିୟାଜ ଏବେ ଚର୍ଚ୍ଚାରେ। ସେ ବିଗ୍ବସ୍ର ପୂର୍ବ ପ୍ରତିଯୋଗୀ ସବା ଖାନ୍ଙ୍କୁ ଡେଟ୍ କରୁଥିବା କୁହାଯାଉଛି। ଉମରଙ୍କ ଭାଇ ଆସିମଙ୍କୁ ସବା ଜାଣନ୍ତି। ଉଭୟ ‘ଗୁନାହ୍ କର୍ଦେ’ ଗୀତରେ ଏକାଠି କାମ କରିଥିଲେ। ସେବେଠାରୁ…
ଚେନ୍ନାଇରେ ପ୍ରବଳ ବର୍ଷା: ଜନଜୀବନ ଅସ୍ତବ୍ୟସ୍ତ
ଚେନ୍ନାଇ,୭।୧୧: ଚେନ୍ନାଇରେ ପ୍ରବଳ ବର୍ଷା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡଛି। ୨୦୧୫ ଠାରୁ ସବୁଠୁ ଅଧିକ ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ରାସ୍ତାଘାଟ ଜଳମଗ୍ନ ହୋଇ ପାଣିରେ ବୁଡ଼ି ରହିଥିବାରୁ ସାଧାରଣ ଲୋକଙ୍କ ଜୀବନ ପ୍ରଭାବିତ ହୋଇଛି। ନଭେମ୍ବର ୧୦ ଏବଂ…
ଶୁଟିଂ ସେଟରେ ହିଁ ଆମିରଙ୍କୁ ମନ ଦେଇ ବସିଥିଲେ କିରଣ
ମୁମ୍ବାଇ: ବଲିଉଡ୍ ନିର୍ଦ୍ଦେଶିକା ଭାବେ କିରଣ ରାଓଙ୍କର ଯେତିକି ପରିଚୟ ଅଛି ତା’ଠାରୁ ସେ ଅଧିକ ପରିଚିତ ବଲିଉଡ୍ର ମିଷ୍ଟର ପରଫେକ୍ସନିଷ୍ଟ ଆମିର ଖାଁଙ୍କ ପତ୍ନୀ ଭାବେ । କିରଣ ତେଲେଙ୍ଗାନାରେ ୭ ନଭେମ୍ବର ୧୯୭୩ରେ ଜନ୍ମ ହୋଇଥିଲେ ବି ଦିଲ୍ଲୀରେ…
ମନ୍ତ୍ରୀଙ୍କ ଗାଡି ଉପରକୁ ଅଣ୍ଡାମାଡ
ଭବାନୀପାଟଣା,୭।୧୧(ଡି.ଏନ୍.ଏ.): ମମିତା ମେହେର ହତ୍ୟାକାଣ୍ଡକୁ ନେଇ ରାଜନୀତି ଜୋର ଧରିଛି। ଭାଜପା ପକ୍ଷରୁ ମନ୍ତ୍ରୀଙ୍କ ବହିଷ୍କାର ଦାବି କରାଯାଉଛି। । ରାଜ୍ୟ ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଯାଉଥିବା ବେଳେ ତାଙ୍କ…
୧୫ କୋଟି ବର୍ଷ ପୂର୍ବେ ଏମିତି ଦେଖାଯାଉଥିଲା ବିଶ୍ୱ, ସତ୍ୟ ଉନ୍ମୋଚନ କରିବ ଏହି ଟେଲିସ୍କୋପ୍
ଓ୍ବାଶିଂଟନ,୭ା୧୧: ଆଜି ବି ବୈଜ୍ଞାନିକମାନେ ବିଶ୍ୱର ରହସ୍ୟ ଉନ୍ମୋଚନ କରିବାରେ ସମ୍ପୂର୍ଣ୍ଣ ସକ୍ଷମ ହୋଇନାହାନ୍ତି। ବୈଜ୍ଞାନିକମାନଙ୍କ ପାଇଁ ବିଶ୍ୱ ଯେମିତି ଏକ ପଜଲ ହୋଇ ରହିଯାଇଛି। ବର୍ତ୍ତମାନ ଜେମ୍ସ ଓ୍ବେବ୍ ଟେଲିସ୍କୋପ ମାଧ୍ୟମରେ ଏହି ପଜଲ ସମାଧାନ କରିବାକୁ ଚେଷ୍ଟା କରାଯିବ।…
ଖାଲି ପ୍ରେମରେ କଥା ଚଳେନା, ପୁରୁଷ ସାଥୀଙ୍କଠାରେ ଏସବୁ ଗୁଣକୁ ଖୋଜିଥାନ୍ତି ମହିଳା…
ଖାଲି ପ୍ରେମରେ କଥା ଚଳେନାହିଁ, ସମ୍ପର୍କକୁ ହୃଷ୍ଟପୃଷ୍ଟ କରିବା ଲାଗି ଅନେକ ଜିନିଷ ଲୋଡା। ବିଶେଷକରି ମହିଳାମାନେ ନିଜ ସାଥୀଙ୍କଠାରୁ ପ୍ରେମ ବ୍ୟତିତ ଅନ୍ୟ ଗୁଣକୁ ଦେଖନ୍ତି ବୋଲି ଏକ ସର୍ଭେରୁ ଜଣାପଡ଼ିଛି। ଯେପରିକି: ନମ୍ରତା: ମହିଳାମାନେ ସାଥୀଙ୍କ ଭିତରେ ନମ୍ରତା…
‘ମୁଁ ଦୁଃଖରେ ଥିଲେ ମୋ ପ୍ରେମିକା ମୋତେ ଖୁସି କରନ୍ତି’
ମୁମ୍ବାଇ: ବଲିଉଡ୍ ଅଭିନେତା ଅର୍ଜୁନ କପୁର ଏବଂ ମଲାଇକା ଆରୋରାଙ୍କ ସମ୍ପର୍କକୁ ନେଇ ଇଣ୍ଡଷ୍ଟ୍ରିରେ ଚର୍ଚ୍ଚା ଚାଲିଛି। ଦୁହେଁ ଅଧିକାଂଶ ସମୟ ଏକାଠି ନଜର ଆସିଥାନ୍ତି। ତେବେ ଅର୍ଜୁନ ଏବଂ ମଲାଇକା ସେମାନଙ୍କ ସମ୍ପର୍କକୁ ଦୀର୍ଘଦିନ ପର୍ଯ୍ୟନ୍ତ ଗୁପ୍ତ ରଖିଥିଲେ। କିନ୍ତୁ…
କେବଳ କନ୍ୟାର ସୁନ୍ଦରତା ଦେଖନ୍ତୁ ନାହିଁ, ଏଭଳି ଗୁଣ ଥିଲେ କରନ୍ତୁ ବିବାହ; ନଚେତ…
ବିବାହ ଜୀବନର ସବୁଠାରୁ ପବିତ୍ର ଅନୁଷ୍ଠାନ ବୋଲି ବିବେଚନା କରାଯାଏ। ବିବାହକୁ ନେଇ ନେଇଥିବା ନିଷ୍ପତ୍ତି ଭୁଲ ନ ହୋଇଯାଉ ତାହା ପ୍ରତ୍ୟେକ ବ୍ୟକ୍ତି ଚାହାନ୍ତି। ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ଘର, ବ୍ୟବସାୟ, ଧନ, ଜୀବନ ଏବଂ ମୋକ୍ଷ ସମ୍ବନ୍ଧୀୟ…
ଆନ୍ଧ୍ରପ୍ରଦେଶର ସାଂସ୍କୃତିକ ରାଜଧାନୀ ରାଜମହେନ୍ଦ୍ରୀ
ଆନ୍ଧ୍ରପ୍ରଦେଶର ପୂର୍ବ ଗୋଦାବରୀ ଜିଲାରେ ଅବସ୍ଥିତ ଏକ ପ୍ରାଚୀନ ସହର ହେଉଛି ରାଜମହେନ୍ଦ୍ରୀ; ଯାହାର ପ୍ରାଚୀନ ନାମ ହେଲା ରାଜା ମହେନ୍ଦ୍ର ବରମ୍ ବା ରାଜମହେନ୍ଦ୍ରବରମ୍। ଏବେ ବି ଏହି ନାମକୁ ଔପଚାରିକ ସରକାରୀ ନାମ ଭାବେ ଏଠାରେ ବ୍ୟବହାର କରାଯାଉଥିବାର…
‘ଗଣପତ’ ପାଇଁ ୟୁକେରେ ଶୁଟିଂ ଆରମ୍ଭ କଲେ ଟାଇଗର
ମୁମ୍ବାଇ: ଆକ୍ସନ ଷ୍ଟାର ଟାଇଗର ଶ୍ରଫ ତାଙ୍କ ଅଗାମୀ ମୁଭି ‘ଗଣପତ’ ପାଇଁ ୟୁକେରେ ଶୁଟିଂ ଆରମ୍ଭ କରିଛନ୍ତି । ଟାଇଗର ନିଜେ ଇନଷ୍ଟାଗ୍ରାମରେ ଏକ ଭଡିଓ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି । ଲାଗୁଛି ଏହି କ୍ଲିପଟି ଆଗାମୀ…
Archives


