ପଡିଆରେ ଭୋ ଭୋ ହୋଇ କାନ୍ଦିଲେ ଏହି କ୍ରିକେଟର୍
ଦୁବାଇ,୭।୧୧:ଟି-୨୦ ବିଶ୍ୱକପ ୨୦୨୧ରେ ଇଂଲଣ୍ଡ ଦକ୍ଷିଣ ଆଫ୍ରିକା ବିପକ୍ଷ ଶେଷ ମ୍ୟାଚକୁ ୧୦ ରନରେ ହାରିଥିଲା। ଏହି ପରାଜୟ ସତ୍ତ୍ୱେ ଇଂଲଣ୍ଡ ଦଳ ସେମିଫାଇନାଲରେ ପ୍ରବେଶ କରିଛି, କିନ୍ତୁ ଓପନିଂ ବ୍ୟାଟ୍ସମ୍ୟାନ ଜେସନ ରଏ ଏହି ମ୍ୟାଚରେ ଆହତ ହୋଇଛନ୍ତି। ଆଘାତ…
ପ୍ରଭାସ ନୁହେଁ, ଏହି କ୍ରିକେଟର୍ ଥିଲେ ଅନୁଷ୍କାଙ୍କ ପ୍ରଥମ ପ୍ରେମ
ସାଉଥ ସିନେମାର ସୁନ୍ଦର ଅଭିନେତ୍ରୀ ଅନୁଷ୍କା ସେଟ୍ଟୀ ଆଜି ୪୦ ବର୍ଷରେ ପଦାର୍ପଣ କରିଛନ୍ତି। ସେ ନଭେମ୍ବର ୭, ୧୯୮୧ରେ ମାଙ୍ଗାଲୋରରେ ଜନ୍ମଗ୍ରହଣ କରିଥିଲେ। ୨୦୦୫ରୁ ସେ ଚଳଚ୍ଚିତ୍ରରେ ସକ୍ରିୟ ଅଛନ୍ତି। ‘ବାହୁବଳୀ’ରେ ଦେବସେନା ଭୂମିକାରେ ଅଭିନୟ କରି ସେ ସାରା…
ନୱାବ ମଲିକଙ୍କ ଉପରେ ଏନ୍ସିବିର ପାଲଟା ଆକ୍ରମଣ: ଏତେ ପ୍ରମାଣ ଯଦି ଅଛି କୋର୍ଟ କାହିଁକି ଯାଉ ନାହାନ୍ତି ନୱାବ
ମୁମ୍ବାଇ,୭ ।୧୧: ଆର୍ଯ୍ୟନ ଖାଁ ଡ୍ରଗ୍ସ ମାମଲାରେ ନୱାବ ମଲିକଙ୍କ ଦ୍ୱାରା ସମିର ୱାନଖଡେଙ୍କ ଉପରେ ଗୋଟିଏ ପରେ ଗୋଟିଏ ଅଭିଯୋଗ ଲଗାଯାଉଛି । ଏବେ ଏହାକୁ ନେଇ ଏନ୍ସିବି ଅଧିକାରୀମାନେ କହିଛନ୍ତି ଯଦି ନୱାବ ମଲିକଙ୍କ ପାଖରେ ଏତେ ପ୍ରମାଣ…
ଦିନିକିଆ ନୂଆପଡା ଗସ୍ତରେ ପୋଲିସ ଡିଜି
ନୂଆପଡ଼ା,୭।୧୧(ଡି.ଏନ୍.ଏ.): ଦିନିକିଆ ନୂଆପଡା ଗସ୍ତରେ ଯାଇଛନ୍ତିି ପୋଲିସ ଡିଜି ଅଭୟ । ସେଠାରେ ସେ ପହଞ୍ଚି ଜିଲାରେ ଚାଲିଥିବା ମାଓବାଦୀ ଗତିବିଧି ନେଇ ସମୀକ୍ଷା କରିଛନ୍ତି । ଏହାସହ ମାଓବାଦୀଙ୍କ ଗଡ଼ କୁହାଯାଉଥିବା ସୁନାବେଡା ଅଭୟାରଣ୍ୟ ଆକାଶ ମାର୍ଗରେ ବୁଲିବା ସହ…
ନିଜଠାରୁ ୧୬ ବର୍ଷ ସାନ ରେଖାଙ୍କୁ ବିନା ଅନୁମତିରେ ଚୁମ୍ବନ ଦେଇ ଚର୍ଚ୍ଚାକୁ ଆସିଥିଲେ ଏହି ଅଭିନେତା
ସାଉଥ୍ ଫିଲ୍ମ ସୁପରଷ୍ଟାର କମଲ ହାସନ ଆଜି ୬୭ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ୭ ନଭେମ୍ବର ୧୯୫୪ରେ ତାମିଲନାଡୁର ପାରାମକୁଡିରେ ଜନ୍ମଗ୍ରହଣ କରିଥିଲେ। ସେ ତାମିଲ ସିନେମାଠାରୁ ବଲିଉଡ ପର୍ଯ୍ୟନ୍ତ ସେ ନିଜର ଚମତ୍କାର ଅଭିନୟର ଦକ୍ଷତା ଦେଖାଇଛନ୍ତି। କମଲ…
ଯୁବତୀଙ୍କ ଟଙ୍କା ଭର୍ତ୍ତି ପର୍ସ ଝାମ୍ପିନେଲା ପକ୍ଷୀ, ଆଉ ତା’ ପରେ…
ବେଳେବେଳେ ଲୋକଙ୍କ ସହ ଏମିତି କିଛି ଘଟଣା ଘଟିଥାଏ ଯାହା ସେ କେବେ ସ୍ବପ୍ନରେ ଭାବି ନ ଥିବେ। କିଛି ଘଟଣା ପାଇଁ ମଣିଷ ନିଜେ ହିଁ ଦାୟୀ ହୋଇଥାଏ। ଏବେ ସେମିତି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।…
୨ଦିନିଆ ଗୋଆ ଗସ୍ତରେ ଯିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ
ନୂଆଦିଲ୍ଲୀ,୭।୧୧: ବିଧାନସଭା ନିର୍ବାଚନ ନେଇ ଆଜିଠୁ ୨ଦିନିଆ ଗୋଆ ଗସ୍ତରେ ଯିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । ଏ ନେଇ ଏକ ବିଶେଷ ସୁତ୍ରରୁ ସୂଚନା ମିଳିଛି । ୨୦୨୨ରେ ଗୋଆ ବିଧାନସଭା ନିର୍ବାଚନ। ତେବେ ବିଭିନ୍ନ ରାଜନୈତିକ ଦଳ…
ରେଞ୍ଜର ନିଲମ୍ବିତ, ଡାଟା ଏଣ୍ଟ୍ରି ଅପରେଟର ଗିରଫ
କରଞ୍ଜିଆ,୭।୧୦(ଡି.ଏନ୍.ଏ.): ମୟୂରଭଞ୍ଜ ଜିଲା ଦୁଧିଆଣି ରେଞ୍ଜର ସରୋଜ ପଣ୍ଡାଙ୍କୁ କାର୍ଯ୍ୟରୁ ନିଲମ୍ବିତ ହୋଇଛନ୍ତି । କାର୍ଯ୍ୟରେ ଅବହେଳା ପାଇଁ କରଞ୍ଜିଆ ବନଖଣ୍ଡ ଅଧିକାରୀ ତାଙ୍କୁ ନିଲମ୍ବନ କରାଯାଇଛି। ହାତୀ ଉପଦ୍ରବ ଜନିତ କ୍ଷୟକ୍ଷତିର ସହାୟତା ରାଶି ପ୍ରଦାନ କରିବାରେ ବିଳମ୍ବ ଯୋଗୁ…
ବିଶ୍ୱର ସୁବୁଠୁ ଅଳିଆ ଘର ହେବ ବିକ୍ରି
ବ୍ରିଟେନର ଡିଭୋନର ପ୍ଲାଇମୋଥରେ ଏକ ଘର ବିକ୍ରି ପାଇଁ ବିଜ୍ଞାପନ ଦିଆଯାଇଛି। ଯଦିଓ ଅନେକ ଘର ବିକ୍ରି ହୁଏ, କିନ୍ତୁ ଏହି ଘର ବିକ୍ରି ବିଷୟରେ ଆଲୋଚନା ହେବାର କାରଣ ଅତ୍ୟନ୍ତ ସ୍ବତନ୍ତ୍ର। ସେଠାରେ ଜମା ହୋଇଥିବା ଆବର୍ଜନା ଯୋଗୁ ଏହି…
ମା’ଙ୍କ କେଶ ଛୁଇଁବା ପରେ କୁନି ଝିଅ କରିଥିଲା ଏମିତି, ଭିଡିଓ ଦେଖିଲେ ହସିହସି ଗଡ଼ିବେ
ସୋସିଆଲ ମିଡିଆର କ’ଣ କେତେବେଳେ ଭାଇରାଲ ହେଉଛି ତାହା କହିହେବ ନାହିଁ। ଅନେକ ସମୟରେ ପୋଷ୍ଟ ହୋଇଥିବା ଭିଡିଓଗୁଡିକ ଏତେ ମଜାଳିଆ ହୋଇଥାଏ, ଯେ କେହି ହେଉନା କାହିଁକି ହସ ରୋକି ପାରିବେ ନାହିଁ। ଏବେ ସେମିତି ଏକ ହୃଦୟ ଜିତିଥିବା…
ତାଲିବାନ୍ ଶାସନରେ ଶିଶୁ ମୃତ୍ୟୁ ହାର ବଢୁଛି, ୟୁନିସେଫ ରିପୋର୍ଟ…
ନୂଆଦିଲ୍ଲୀ,୭।୧୧: ଆଫଗାନିସ୍ତାନରେ ତାଲିବାନ୍ କ୍ଷମତା ଦଖଲ କରିବାପରେ ଦେଶର ଶିଶୁମାନେ ଅବହେଳିତ ହେବାରେ ଲାଗିଛନ୍ତି। ଲଗାତାର ହିଂସା ଯୋଗୁ ୨୦୨୧ର ପ୍ରଥମ ଛଅ ମାସରେ ଆଫଗାନିସ୍ତାନରେ ଅତି କମରେ ୪୬୦ ଶିଶୁଙ୍କର ମୃତ୍ୟୁ ଘଟିଛି। ମିଳିତ ଜାତିସଂଘର ଚିଲଡ୍ରେନ୍ସ୍ ଫଣ୍ଡ (ୟୁନିସେଫ)…
ରାଜ୍ୟରେ ବଢିଲାଣି ଶୀତ
ଭୁବନେଶ୍ୱର,୭।୧୧(ବ୍ୟୁରୋ): ରାଜ୍ୟରେ ଧୀରେ ଧୀରେ ଶୀତ ବଢୁଛି। ତେବେ ତାପମାତ୍ରା ସ୍ବାଭାବିକ ଭାବେ କମ୍ ରହୁଛି । ସକାଳୁ ସକାଳୁ ବିଭିନ୍ନ ସ୍ଥାନରେ କୁହୁଡିର ଆସ୍ତରଣ ଦେଖାଯାଉଛି। ଓଡିଶାର ୬ଟି ସହରର ତାପମାତ୍ରା ଏବେ ୧୫ ଡିଗ୍ରୀ ତଳେ ରହିଥିବା ବେଳେ…
Archives


