ଦୁନିଆରେ ଚହଳ ପକାଇବ ଭାରତର ଏହି ୩ ବ୍ୟାଙ୍କ, ବଡ଼ ଭବିଷ୍ୟବାଣୀ କରିଦେଲେ…
ନୂଆଦିଲ୍ଲୀ,୭।୧୧:ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ (SBI)ର ଅଧ୍ୟକ୍ଷ ସି.ଏସ. ଶେଟ୍ଟି ଶୁକ୍ରବାର ଦିନ କହିଛନ୍ତି ଯେ ଦେଶର ସର୍ବବୃହତ ସରକାରୀ ବ୍ୟାଙ୍କ, SBI ଏବଂ ଦୁଇଟି ଘରୋଇ କ୍ଷେତ୍ରର ବ୍ୟାଙ୍କ 2030 ସୁଦ୍ଧା ବଜାର ପୁଞ୍ଜିକରଣ ଦ୍ୱାରା ବିଶ୍ୱର ଶ୍ରେଷ୍ଠ 10…
ଦିଲ୍ଲୀ କ୍ୟାପିଟାଲ୍ସ ନୁହେଁ, CSK ଯିବେ ସଞ୍ଜୁ ସାମସନ? ଅକ୍ସନ ପୂର୍ବରୁ…
ନୂଆଦିଲ୍ଲୀ,୭।୧୧: ଆଗାମୀ IPL ସିଜିନରେ ସଞ୍ଜୁ ସାମସନ ଏକ ନୂତନ ଦଳରେ ଯୋଗଦେବାର ସମ୍ଭାବନା ଲଗାତାର ବଢ଼ିବାରେ ଲାଗିଛି। ରାଜସ୍ଥାନ ରୟାଲ୍ସ ଅଧିନାୟକ ସାମସନ ପୂର୍ବରୁ ଅନ୍ୟ ଏକ ଦଳରେ ଯୋଗଦେବାର ତାଙ୍କର ଇଚ୍ଛା ବିଷୟରେ ଫ୍ରାଞ୍ଚାଇଜକୁ ସୂଚନା ଦେଇସାରିଛନ୍ତି। ସେବେଠାରୁ…
ବେଆଇନ ବାଲି ଉତ୍ତୋଳନକୁ ବିରୋଧରେ ଜିଲାପାଳଙ୍କୁ ସ୍ମାରକପତ୍ର
ଦିଗପହଣ୍ଡି,୭।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗଡ ଗୋବିନ୍ଦପୁର ପଞ୍ଚାୟତ ଧାନ୍ୟରାଶି ଗ୍ରାମ ନିକଟରେ ପ୍ରବାହିତ ବାହୁଦା ନଦୀରୁ ବେଆଇନ ବାଲି ଉତ୍ତୋଳନ କରାଯାଉଛି। ନଦୀ କୂଳହୁଡ଼ା ଭାଙ୍ଗି ଟ୍ରାକ୍ଟର, ଟିପର୍ ଦ୍ୱାରା ବାଲି ଚୋରା ଚାଲାଣ କରାଯାଉଥିବା…
ମୋରଡ଼ା ପଞ୍ଚାୟତ ସମିତିର ସ୍ବତନ୍ତ୍ର ଅଧିବେଶନ
ମୋରଡ଼ା,୭ା୧୧(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ପଞ୍ଚାୟତ ସମିତିର ସ୍ବତନ୍ତ୍ର ସାଧାରଣ ଅଧିବେଶନ ଚିତ୍ରଡାସ୍ଥିତ ବ୍ଲକ କାଯଳୟ କନଫରେନ୍ସ ହଲରେ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଅଧ୍ୟକ୍ଷ ପୀଥନାଥ ସୋରେନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅଧିବେଶନରେ ବିଡିଓ ଅଣାକର ନାଏକ, ଅତିରିକ୍ତ ତହସିଲଦାର ଜୟନ୍ତ…
କେତେ ବର୍ଷ ଯାଏ ଜାରି ରଖିବେ SIP? ନିବେଶ ପୂର୍ବରୁ ଜାଣନ୍ତୁ ୭ରୁ ୧୦+ ବର୍ଷର ନିୟମ
ନୂଆଦିଲ୍ଲୀ,୭।୧୧: ଏସ୍ଆଇପି (Systematic Investment Plan) ବିଷୟରେ କଥା ଉଠିଲେ ପ୍ରଥମେ ମନେ ପଡ଼େ ଅନୁଶାସନ ଓ ଧୌର୍ଯ୍ୟ। ଏସ୍ଆଇପି ଆରମ୍ଭ କରିବା ପରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ନିବେଶରେ ଅନୁଶାସନ ବଜାୟ ରଖିବା ଏବଂ ବଜାରର ଉତ୍ଥାନ ପତନକୁ ସହି…
ନୂଆପଡ଼ା ଉପ ନିର୍ବାଚନ: ବନ୍ଦ ରହିବ ବରଗଡ଼ର ଏହି ଦୋକାନ
ବରଗଡ଼,୭।୧୧(ପ୍ରେମାନନ୍ଦ ଖମାରୀ): ଆସନ୍ତା ୧୧ତାରିଖ ନୂଆପଡ଼ା ଉପ ନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ। ତେବେ ଏହାକୁ ଦୃଷ୍ଟିରେ ରଖି ଆସନ୍ତା ୯ତାରିଖ ଅପରାହ୍ନ ୪ଟାରୁ ୧୧ତାରିଖ ଭୋଟ ଗ୍ରହଣ ସରିବା ପର୍ଯ୍ୟନ୍ତ ନୂଆପଡ଼ା ସୀମାନ୍ତ ବରଗଡ଼ ଜିଲାର ପାଇକମାଳ ଏବଂ…
ନବୀନଙ୍କ ଗସ୍ତର ଏପାଖସେପାଖ: ନବୀନଙ୍କ ରୋଡ ଶୋ’ ଦେଖିଲେ ଢୋଲକିଆ ପରିବାରର
ନୂଆପଡ଼ା,୭ା୧୧ (ମକାରୁ ବେମାଲ): ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରୋଡ୍ ଶୋ ଅବସରରେ ଖରିଆର ରୋଡ୍ ଏନ୍ଏସି ଓ ନୂଆପଡ଼ା ସହରରେ ଲୋକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ଯେଉଁପଟେ ଦେଖିଲେ ଶଙ୍ଖ ଝଣ୍ଡା ଓ ନବୀନ ଧ୍ୱନି ପଡୁଥିଲା। ନବୀନଙ୍କୁ…
କାର୍ ସହ ୧୫୦ କେଜି ଗଞ୍ଜେଇ ଜବତ, ଯୁବକ ଗିରଫ
ବ୍ରହ୍ମପୁର,୭ା୧୧( ସୁବାସ ଚନ୍ଦ୍ର ପାଢ଼ୀ): ଅବକାରୀ ଯୁଗ୍ମ କମିଶନର ଡମ୍ବୁରଧର ଖଣ୍ଡାଙ୍କ ନିର୍ଦ୍ଦେଶକ୍ରମେ ଗଞ୍ଜେଇ ଚାଲାଣକାରୀଙ୍କୁ ଧରିବା ପାଇଁ ବ୍ରହ୍ମପୁରରେ ଥିବା ଦକ୍ଷିଣାଞ୍ଚଳ ଅବକାରୀ ଗୋଇନ୍ଦା ବିଭାଗର ଡିଏସପି ଶ୍ରୁତିକାନ୍ତ ରାଉତଙ୍କ ନେତୃତ୍ୱରେ ଏକ ଟିମ ଗଠନ ହୋଇଛି। ଉକ୍ତ ଟିମ…
ବିବାହ ବନ୍ଧନରେ ଆବଦ୍ଧ ହେଲେ ଧରାକୋଟ ରାଜକୁମାରୀ
ଧରାକୋଟ,୭।୧୧: ଧରାକୋଟର ରାଜକୁମାରୀ ସୁଲକ୍ଷଣା ଗୀତାଞ୍ଜଳି ଶୁକ୍ରବାର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ସେ ବର୍ତ୍ତମାନ ଧରାକୋଟ ବ୍ଲକ ଚେୟାରମ୍ୟାନ୍ ଭାବେ କାର୍ଯ୍ୟ କରୁଛନ୍ତି। ରାଜମାତା ସାହେବ ନନ୍ଦିନୀ ଦେବୀ, ରାଜା ସାହେବ କିଶୋର ଚନ୍ଦ୍ର ସିଂ ଦେଓଙ୍କ ବଡ଼ ଝିଅ,…
୧୪ ବର୍ଷରେ ଫିଲ୍ମ, ୧୫ ବର୍ଷର ବଡ଼ ପୁଅକୁ ବିବାହ, ୧୬ରେ ହେଲେ ମା’, ଅଭିନେତ୍ରୀଙ୍କ ନାଁ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ
ପରଦା ଉପରେ ଅଭିନୟ କରୁଥିବା କଳାକାରଙ୍କ ହସକାନ୍ଦ ଆପଣ ଦେଖିଥିବେ । କିନ୍ତୁ ସେମାନଙ୍କ ଜୀବନରେ ଘଟୁଥିବା ଅନେକ ଘଟଣାବଳୀ ବାବଦରେ ଅବଗତ ନଥିବେ । ଆଜି ଆମେ ଏପରି ଜଣେ ଅଭିନେତ୍ରୀଙ୍କ ବାବଦରେ କହିବାକୁ ଯାଉଛୁ ଯିଏ ବହୁତ କମ୍…
ହୋମ୍ ଲୋନ୍ ନ ଶୁଝି ବି ବିକ୍ରି କରିପାରିବେ ଘର, ଏ ହେଉଛି ସବୁଠାରୁୁ ସହଜ ଉପାୟ…
ନୂଆଦିଲ୍ଲୀ,୭।୧୧: ଭାରତରେ ଅଧିକାଂଶ ଲୋକ ଘର କିଣିବା ପାଇଁ ହୋମ୍ ଲୋନ୍ ନିଅନ୍ତି। ଏହା ଦ୍ୱାରା ଏକାଥରକେ ଟଙ୍କା ଦେବା ପରିବର୍ତ୍ତେ ଇଏମ୍ଆଇ(EMI) ମାଧ୍ୟମରେ ଧୀରେ ଧୀରେ ଦେବାର ସୁବିଧା ମିଳେ। କିନ୍ତୁ କେତେକ ସମୟରେ ପରିସ୍ଥିତି ଏପରି ହୋଇଯାଏ ଯେ…
ପାକିସ୍ତାନକୁ ହରାଇଲା ଭାରତ
ହକଂ, ୭ା୧୧: ଭାରତର ପୂର୍ବତନ କ୍ରିକେଟର ରବିନ ଉଥପ୍ପା ଓ ଭରତ ଚିପ୍ଲିଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଭାରତ ଏଠାରେ ଚାଲିଥିବା ହଂକଂ ସିକ୍ସେସ କ୍ରିକେଟ ଟୁର୍ନାମେଣ୍ଟର ଏକ ଗ୍ରୁପ୍ ‘ସି’ ମ୍ୟାଚରେ ଭାରତ ୨ ରନରେ ପାକିସ୍ତାନକୁ ପରାସ୍ତ କରିଛି।…
Archives


