ଆଜିଠୁ ଗଡ଼ିବ ଓଲା ଇ-ସ୍କୁଟର
ଚେନ୍ନାଇ,୧୦ା୧୧: ଯେଉଁମାନେ ଓଲା ଇଲେକ୍ଟ୍ରିକ ସ୍କୁଟରର ପରୀକ୍ଷଣ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଥିଲେ ସେମାନଙ୍କ ପାଇଁ ଖୁସି ଖବର। ଆଜି ଏହି ସ୍କୁଟର ଗଡ଼ିବ। ତାମିଲନାଡୁ ସ୍ଥିତ ଇଲେକ୍ଟ୍ରିକ ସ୍କୁଟର ନିର୍ମାତା ଚଳିତବର୍ଷ ଅଗଷ୍ଟ ୧୫ରେ ଲଞ୍ଚ ହେବା ପରେ…
ପୂର୍ବ ପ୍ରେମିକାଙ୍କ ବିବାହ ପାଇଁ ଘୁଞ୍ଚାଇଲେ ଶୁଟିଂ
ମୁମ୍ବାଇ: ଏବେ କଟ୍ରିନାଙ୍କ ବିବାହ ନେଇ ଜୋରଦାର ଚର୍ଚ୍ଚା ହେଉଛି। ବି-ଟାଉନ ସେଲେବ୍ରିଟିମାନେ ମଧ୍ୟ ଏ ଦୁହିଁଙ୍କ ବିବାହକୁ ନେଇ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ରାଜସ୍ଥାନର ଏକ ପ୍ୟାଲେସରେ ଡିସେମ୍ବରରେ ଭିକ୍କି ଏବଂ କଟ୍ରିନାଙ୍କ ବିବାହ ହେବା ନେଇ କୁହାଯାଉଛି। ବର୍ତ୍ତମାନ…
ଠାକୁରଙ୍କୁ ବି ଛାଡିଲେନି: ନେଇ ଗଲେ ରୁପା ନାଗ
ସୁନ୍ଦରଗଡ଼,୧୦।୧୧(ଡି.ଏନ୍.ଏ.): ଦେବ ଦେବ ମହାଦେବଙ୍କୁ ବି ଛାଡିଲେନି ଦୁର୍ବୃତ୍ତ। ଶେଷରେ ବୁଲାଇଦେଲେ କଳାକନା । ସୁନ୍ଦରଗଡ଼ ଟାଉନ ଥାନା ଅନ୍ତର୍ଗତ ମହାଦେବ ପଡ଼ା ଇବ୍ ନଦୀ କୂଳରେ ଥିବା ବାବା ଚନ୍ଦ୍ରଶେଖର ମହାଦେବଙ୍କ ମନ୍ଦିରରୁ ମଙ୍ଗଳବାର ରାତିରେ ଚୋରି ହୋଇଛି ।…
ସମ୍ପର୍କର ନୂଆ ନାମ ‘ମାନ୍’
ବମ୍ବେ: ଲୋକପ୍ରିୟ ଟେଲି ଧାରାବାହିକ ‘ଅନୁପମା’ରେ ନୂଆ ଟୁଇଷ୍ଟ ଦେଖିବାକୁ ମିଳୁଛି। ନିକଟରେ ଅନୁଜ କପାଡ଼ିଆ ଅନୁପମାଙ୍କୁ ଭଲ ପାଉଥିବା ସ୍ବୀକାର କରିଛନ୍ତି। ଦୀର୍ଘ ୨୬ ବର୍ଷ ପୂର୍ବେ ସେ ତାଙ୍କୁ ପସନ୍ଦ କରୁଥିଲେ, ଏବେ ମଧ୍ୟ ସେହି ଭାବନା ଥିବା…
୪୦ ବର୍ଷ ଧରି ଜଙ୍ଗଲରେ ରହୁଛନ୍ତି ଏହି ବ୍ୟକ୍ତି, ସହରକୁ ଫେରିବା ପାଇଁ ଆଦୌ ଚାହୁଁନାହାନ୍ତି; କାରଣ ଜାଣିଲେ…
ସ୍କଟ୍ଲାଣ୍ଡର ଜଣେ ୭୪ ବର୍ଷୀୟ ବ୍ୟକ୍ତି ଆଧୁନିକ ଦୁନିଆଠାରୁ ଅଲଗା ରହି ଜଙ୍ଗଲରେ ଜୀବନ ବିତାଉଛନ୍ତି। ତାଙ୍କର ନାଁ ହେଲା କେନ୍ ସ୍ମିଥ୍। ସେ ଜଙ୍ଗଲରେ ରହି ଆଉ ସହରୀ ସଭ୍ୟତାକୁ ଫେରିବାକୁ ଚାହୁଁନାହାନ୍ତି। ପାହାଡ଼ିଆ ଅଞ୍ଚଳରେ ନାଁ ଅଛି ବିଜୁଳି…
ପୁଅଙ୍କ ଉପସ୍ଥିତିରେ ପୁଣି ବିବାହ କରିବେ ଏହି ଅଭିନେତ୍ରୀ
ବମ୍ବେ: ପୁଣି ଥରେ ବାହା ହେବାକୁ ଯାଉଛନ୍ତି ଅଭିନେତ୍ରୀ ପୂଜା ବାନାର୍ଜୀ। ଗତ ବର୍ଷ ମାର୍ଚ୍ଚରେ ପ୍ରେମିକ କୁନାଲ ବର୍ମାଙ୍କୁ ସେ କୋର୍ଟରେ ବିବାହ କରିଥିଲେ। ହେଲେ ଏବେ ସେ ହିନ୍ଦୁ ରୀତିନୀତି ଅନୁଯାୟୀ ବିବାହ କରିବେ। ଏହି ବିବାହ ବେଶ…
ଏମିତି ଫୁଟ୍ବଲ ଖେଳୁଛି ବିଲେଇ, ଭିଡିଓ ଦେଖିଲେ
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ…
ବିବାଦରେ ସାଉଥ୍ ଅଭିନେତା ଆଲ୍ଲୁ ଅର୍ଜୁନ
ବିଜ୍ଞାପନକୁ ନେଇ ବିବାଦରେ ସାଉଥ୍ ଅଭିନେତା ଆଲ୍ଲୁ ଅର୍ଜୁନ। ଏକ ବିଜ୍ଞାପନରେ ତେଲେଙ୍ଗାନା ଷ୍ଟେଟ୍ ରୋଡ୍ ଟ୍ରାନ୍ସପୋର୍ଟ ପକ୍ଷରୁ ଆଇନଗତ ନୋଟିସ ପଠାଯାଇଛି। ଟିଏସଆରଟିସି କର୍ମଚାରୀ ଏବଂ ଯାତ୍ରୀଙ୍କୁ ସେ ଅପମାନିତ କରିଥିବା ଅଭିଯୋଗ ହୋଇଛି। ଟିଏସଆରଟିସି ମୁଖ୍ୟ ବି…
କୋଟିପତିଙ୍କ ସ୍ତ୍ରୀ ୧୩ ବର୍ଷ ସାନ ଡ୍ରାଇଭରଙ୍କ ସହ ଫେରାର, ପାଖରୁ ଟଙ୍କା ସରିଯିବା ପରେ…
ଭୋପାଳ,୧୦ା୧୧: ମଧ୍ୟପ୍ରଦେଶର ଖଜରାନା ଥାନା ଅନ୍ତର୍ଗତ ଜଣେ ୪୫ ବର୍ଷୀୟା ମହିଳା ଘରୁ ୪୭ ଲକ୍ଷ ଟଙ୍କା ନେଇ ଜଣେ ଡ୍ରାଇଭରଙ୍କ ସହ ଫେରାର ହୋଇଯାଇଥିଲେ। ଫେରାର ପ୍ରେମୀଯୁଗଳ ଶିରିଡ଼ି, ଖଣ୍ଡାଲା, ନାସିକ୍, ବଡ଼ଦରା, ସୁରଟ ଆସି ଅଞ୍ଚଳରେ ବୁଲି ମଜାମସ୍ତି…
‘ହାଇଡ୍ରୋଜେନ୍ ବମ୍’ ପକାଇଲେ ନବାବ
ମୁମ୍ବାଇ,୧୦।୧୧: ମୁମ୍ବାଇ କ୍ରୁଜ ଡ୍ରଗ ମାମଲା ଦିନକୁ ଦିନ ବିବାଦ ଭିତରକୁ ଆସିଛି। ବୁଧବାର ଏକ ଖବରଦାତା ସମ୍ମିଳନୀ କରି ଏନସିପି ନେତା ନବାବ ମଲିକ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ବିରୋଧରେ ଅନେକ ଗୁରୁତର ଅଭିଯୋଗ ଆଣିଛନ୍ତି। ସେ…
ଡାକ୍ତରଖାନାରେ ରାକେଶ, ତଡ଼ା ଖାଇଲେ ଅଫ୍ସାନା
ବମ୍ବେ: ବିଗ୍ବସ୍ ୧୫ରେ ଏଣ୍ଟ୍ରି କରିବାର ସପ୍ତାହେ ନ ପୂରୁଣୁ ଶୋ’ରୁ ବାହାରିଛନ୍ତି ଅଭିନେତା ରାକେଶ ବାପଟ। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ରାକେଶଙ୍କ କିଡନୀରେ ଷ୍ଟୋନ(ପଥର) ହୋଇଛି। କୁହାଯାଉଛି ରାକେଶଙ୍କ ପେଟରେ ଯନ୍ତ୍ରଣା ହୋଇଥିଲା। ଏଥିନେଇ ତାଙ୍କୁ ବିଗ୍ବସ୍ ଘରୁ…
ଇସଲାମାବାଦରେ ହେବ ପ୍ରଥମ ହିନ୍ଦୁ ମନ୍ଦିର
ଇସଲାମାବାଦ,୧୦।୧୧: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ପ୍ରଥମ ହିନ୍ଦୁ ମନ୍ଦିର ନିର୍ମାଣ ପାଇଁ ରାସ୍ତା ସଫା ହୋଇଛି। ଅନେକ ସମାଲୋଚନା ପରେ ଇମ୍ରାନ ଖାନ ସରକାର ମନ୍ଦିର ପାଇଁ ଜମି ଆବଣ୍ଟନ ପୁନଃସ୍ଥାପନ କରିଛନ୍ତି। ଏହାପୂର୍ବରୁ ସରକାର କଠୋରପନ୍ଥୀଙ୍କ ନିକଟରେ ଆତ୍ମସମର୍ପଣ କରି…
Archives


