Home Left

ସୋନିଆଙ୍କ ବାସଭନରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୧୨।୧୧: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଆଶୋକ ଗେହଲଟ ଗୁରୁବାର କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଦିଲ୍ଲୀ ବାସଭନରେ ଭେଟିଛନ୍ତି। ରାଜସ୍ଥାନର ରାଜନୈତିକ ସ୍ଥିତି ଓ କ୍ୟାବିନେଟ୍‌ ସମ୍ପ୍ରସାରଣ ନେଇ ଦୁଇନେତାଙ୍କ ମଧ୍ୟରେ ଆଲୋଚନା ହୋଇଥିବା ଜଣାପଡ଼ିଛି। ରାଜସ୍ଥାନରେ ଆଗାମୀ କିଛିଦିନ ମଧ୍ୟରେ ମନ୍ତ୍ରିମଣ୍ଡଳ…

ଦିନିକିଆ,ଟି-୨୦ ମ୍ୟାଚ୍‌ରେ ଗୋଟିଏ ବି ଛକା ଲଗାଇନାହାନ୍ତି ଏହି ୩ କ୍ରିକେଟର୍‌

ଭାରତୀୟ କ୍ରିକେଟ ଦଳରେ ଏବେ ଏକରୁ ଅଧିକ ମହାନ ଖେଳାଳି ଅଛନ୍ତି। ଏହି ଦଳରେ ୩ ଜଣ ଖେଳାଳି ଅଛନ୍ତି ଯେଉଁମାନେ ଏ ପର୍ଯ୍ୟନ୍ତ ଦିନିକିଆ ଏବଂ ଟି -୨୦ କ୍ରିକେଟରେ ଗୋଟିଏ ଛକା ମାରିବାରେ ସକ୍ଷମ ହୋଇ ନାହାଁନ୍ତି। ସେହି…

୪ ଗର୍ଲଫ୍ରେଣ୍ଡଙ୍କୁ ଘର ଆଗରେ ଏକାଠି ଦେଖି ଯୁବକ ନେଲେ ଏମିତି ନିଷ୍ପତ୍ତି

ଜଲପାଇଗୁଡି,୧୨।୧୧:ପଶ୍ଚିମବଙ୍ଗର କୁଚ ବେହାରରେ ଏକ ରୋଚକ ଘଟଣା ଘଟିଛି। ଜଣେ ଯୁବକ ୪ ଯୁବତୀଙ୍କୁ ପ୍ରେମ କରି ଧରାପଡିବା ପରେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଏହା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କୁଚ ବେହାର ମାଥାବାଙ୍ଗାର ଜୋରପାଟକି ଗ୍ରାମରେ ଏହି…

ବିଶ୍ୱକପ୍‌ରେ ପାକିସ୍ତାନର ପରାଜୟ ଧାରା ଜାରି

ଦୁବାଇ,୧୨।୧୧: ଗ୍ରୁପ ପର୍ଯ୍ୟାୟରେ ଭାରତକୁ ହରାଇଥିବା ପାକିସ୍ତାନର ବିଜୟ ରଥ ଚଳିତ ଟି୨୦ ବିଶ୍ୱକପ୍‌ର ସେମିଫାଇନାଲଟରେ ଅଟକିଛି। ଦ୍ୱିତୀୟ ସେମିଫାଇନାଲକୁ ୫ ଉଇକେଟରେ ଜିତି ଫାଇନାଲରେ ପ୍ରବେଶ କରିଛି ଅଷ୍ଟ୍ରେଲିଆ। ଏଥିସହ କ୍ରିକେଟ ବିଶ୍ୱକପ୍‌ ଇତିହାସରେ ପାକିସ୍ତାନର ପରାଜୟ ରେକର୍ଡ ଜାରି…

ଭାଜପାକୁ ୟୁପିରୁ ତଡ଼ିଦେବେ ଚାଷୀ, ଆଞ୍ଚଳିକ ଦଳ

ମୁଜାଫରନଗର,୧୨।୧୧: ଆଗାମୀ ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଚାଷୀଙ୍କ ଆନ୍ଦୋଳନ ଓ ଆଞ୍ଚଳିକ ଦଳ ଉତ୍ତରପ୍ରଦେଶରୁ ଭାଜପାକୁ ଓପାଡ଼ି ଫିଙ୍ଗିବେ। ଗୁରୁବାର ଏଭଳି ଦୃଢ଼ୋକ୍ତି ଦେଇଛନ୍ତି ସମାଜବାଦୀ ପାର୍ଟି (ସପା) ମୁଖ୍ୟ ଅଖିଳେଶ ଯାଦବ। ୟୁପିର ମୁଜାଫରନଗର ଜିଲାରେ ଏକ…

ବର୍ଜ୍ୟବସ୍ତୁ ପାଇଁ ଜଙ୍ଗଲରେ ଲାଗିଲା ନିଆଁ

କେନ୍ଦୁଝର,୧୧।୧୧(ସ୍ବ.ପ୍ର.): କେନ୍ଦୁଝର ସହର ଉପକଣ୍ଠ ଜୁଡିଆଘାଟି ଜଙ୍ଗଲରେ ଗୁରୁବାର ନିଆଁ ଲାଗି ଯାଇଛି। ଫଳରେ ଶତାଧିକ ଗଛ ପୋଡି ନଷ୍ଟ ହୋଇଛି। ଉକ୍ତ ଅଞ୍ଚଳରେ ବେଆଇନ ଭାବେ ପକାଯାଉଥିବା ସହରର ବର୍ଜ୍ୟବସ୍ତୁରେ ନିଆଁ ବ୍ୟାପିଥିବା କୁହାଯାଉଛି। ନିଆଁକୁ ତୁରନ୍ତ ଆୟତ୍ତ କରା…

ବଳାତ୍କାରୀଙ୍କୁ ୨୦ ବର୍ଷ ଜେଲ ଦଣ୍ଡ

ଜୟପୁର,୧୧ା୧୧(ନି.ପ୍ର.): ନାବାଳିକା ବଳାତ୍କାର ମାମଲାର ବିଚାର କରି ବିଚାରପତି ପ୍ରଦୀପ କୁମାର ସାସମଲ ଗୁରୁବାର ଅଭିଯୁକ୍ତ ବଦଳିଗୁଡ଼ାର ବିପିନ ସୁନା(୨୩)ଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ୧୦ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି। ଜରିମାନା ଅନାଦାୟ…

କୋଚ୍‌ ହେଡେନଙ୍କ ରେକର୍ଡ ଭାଙ୍ଗିଲେ ବାବର

ଦୁବାଇ,୧୧।୧୧: ପାକିସ୍ତାନ ଅଧିନାୟକ ତଥା ବ୍ୟାଟର ବାବର ଆଜାମ ପଦାର୍ପଣ ଟି୨୦ ବିଶ୍ୱକପ୍‌ ସଂସ୍କରଣରେ ସର୍ବାଧିକ ରନ୍‌ କରିବାର ରେକର୍ଡ ନିଜ ନାମରେ କରିଛନ୍ତି। ଏହି ଧାରାରେ ସେ ଭାଙ୍ଗି ଦେଇଛନ୍ତି ପୂର୍ବତନ ଅଷ୍ଟ୍ରେଲିଆନ ଓପନର ତଥା ବର୍ତ୍ତମାନ ପାକିସ୍ତାନ ଦଳର…

ଦୈନିକ ଦେଶରେ ଆତ୍ମହତ୍ୟା କରୁଛନ୍ତି ୩୪ ଛାତ୍ରୀଛାତ୍ର

ବେଙ୍ଗାଲୁରୁ, ୧୧।୧୧: ମହାମାରୀ ବର୍ଷ ୨୦୨୦ରେ ଭାରତରେ ୧୨,୫୦୦ରୁ ଅଧିକ ଛାତ୍ରୀଛାତ୍ର ଆତ୍ମହତ୍ୟା କରିଛନ୍ତି। ଅର୍ଥାତ୍‌ ଦେଶରେ ଦୈନିକ ହାରାହାରି ଛାତ୍ର ଆତ୍ମହତ୍ୟା ସଂଖ୍ୟା ୩୪ରୁ ଅଧିକ। ତଥ୍ୟ ଅନୁଯାୟୀ ୨୦୧୯ ତୁଳନାରେ ୨୦୨୦ରେ ଆତ୍ମହତ୍ୟା ହାର ୨୧ ପ୍ରତିଶତ ଅଧିକ…

ଟି୨୦ ଇତିହାସରେ ରିଜଓ୍ବାନ ପ୍ରଥମ ବ୍ୟାଟର

ଦୁବାଇ,୧୧।୧୧: ଫୁଲ ଫର୍ମରେ ଥିବା ପାକିସ୍ତାନ ଉଇକେଟକିପର ବ୍ୟାଟର ମହମ୍ମଦ ରିଜଓ୍ବାନ ଟି୨୦ କ୍ରିକେଟ ଇତିହାସର ପ୍ରଥମ ଖେଳାଳି ଭାବେ ଗୋଟିଏ ବର୍ଷରେ ହଜାରେରୁ ଅଧିକ ରନ୍‌ କରିଛନ୍ତି। ଗୁରୁବାର ଖେଳାଯାଇଥିବା ଅଷ୍ଟ୍ରେଲିଆ ବିପକ୍ଷ ସେମି ଫାଇନାଲରେ ସେ ଖେଳିଥିଲେ ୬୭…

ପାକିସ୍ତାନକୁ ୧୭୬ ରନ୍‌ରେ ରୋକି ଦେଲା ଅଷ୍ଟ୍ରେଲିଆ

ଦୁବାଇ,୧୧।୧୧: ଚଳିତ ଟି୨୦ ବିଶ୍ୱକପ୍‌ ସେମିଫାଇନାଲରେ ପ୍ରବେଶ କରିବା ପାଇଁ ଅଷ୍ଟ୍ରେଲିଆକୁ ୧୭୭ ରନ୍‌ ଦରକାର। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ପାକିସ୍ତାନ ୨୦ ଓଭରରେ ୪ ଉଇକେଟ ହରାଇ ୧୭୬ ରନ୍‌ କରିବାକୁ ସକ୍ଷମ ହୋଇଛି। ପାକିସ୍ତାନ ପାଇଁ…

ପଞ୍ଜାବ ବିଧାନସଭାରେ ପାରିତ ହେଲା କୃଷି ଆଇନ ବିରୋଧୀ ପ୍ରସ୍ତାବ

ଚଣ୍ଡିଗଡ଼, ୧୧।୧୧: କେନ୍ଦ୍ର ସରକାରଙ୍କ ୩ ବିବାଦୀୟ କୃଷି ଆଇନ ବିରୋଧରେ ଗୁରୁବାର ପଞ୍ଜାବ ବିଧାନସଭାର ସ୍ବତନ୍ତ୍ର ଅଧିବେଶନରେ ପ୍ରସ୍ତାବ ଗୃହୀତ ହୋଇଛି। ରାଜ୍ୟ କୃଷିମନ୍ତ୍ରୀ ରଣଦୀପ୍‌ ସିଂ ନାଭା ଏହି ପ୍ରସ୍ତାବ ଆଣିଥିବା ବେଳେ ଏହା ଉପରେ ବିତର୍କ ହୋଇଥିଲା।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri