Home Left

ଆଗାମୀ ଦୁଇଦିନ ମଧ୍ୟରେ ଗ୍ୟାସ ଚାମ୍ବର ପାଲଟିବ ରାଜଧାନୀ, ନିଶ୍ୱାସ ନେବାରେ ହେବ ଅସୁବିଧା

ନୂଆଦିଲ୍ଲୀ,୧୨ ।୧୧: ବେଳକୁ ବେଳ ଖରାପ ହୋଇଚାଲିଛି ରାଜଧାନୀ ଦିଲ୍ଲୀର ବାୟୁ ମଣ୍ଡଳ । ଆଗାମୀ ଦୁଇଦିନ ମଧ୍ୟରେ ଏହା ଗ୍ୟାସ ଚାମ୍ବର ପାଲଟିଯିବ ବୋଲି ବିଶେଷଜ୍ଞମାନେ ଅନୁମାନ ଲଗାଇଛନ୍ତି । ଏଠାରେ ପ୍ରଦୂଷଣର ସ୍ତର ବେଳକୁ ବେଳ ବଢିବାରେ ଲାଗିଛି…

ଏମିତି କିଛି କାମ କଲେ ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ୍‌, ସବୁଠି ହେଉଛି ନିନ୍ଦା: ଦେଖନ୍ତୁ ଭିଡିଓ

ଆବୁଧାବି,୧୨।୧୧: ଅଷ୍ଟ୍ରେଲିଆ ଟି-୨୦ ବିଶ୍ୱକପ୍‌ ଦ୍ୱିତୀୟ ସେମିଫାଇନାଲରେ ପାକିସ୍ତାନକୁ ପାଞ୍ଚ ଉଇକେଟରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି। ଏହି ମ୍ୟାଚରେ ଅଷ୍ଟ୍ରେଲିଆର ଇନିଂସରେ ଏକ ଘଟଣା ଘଟିଥିଲା, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଅଷ୍ଟ୍ରେଲୀୟ ବ୍ୟାଟିଂ ସମୟରେ ଅଷ୍ଟମ ଓଭରରେ…

କ୍ରୁଜ ଡ୍ରଗ୍ସ ମାମାଲା: ନୱାବଙ୍କ ଚିଠା ଖୋଲିବେ ଅରାଫତ

ମୁ୍‌ମ୍ବାଇ,୧୨ ।୧୧: କ୍ରୁଜ ଡ୍ରଗ୍ସ ମାମଲା ବେଳକୁ ବେଳ ନୂଆ ମୋଡ ନେଉଛି । ଏବେ ମହାରାଷ୍ଟ୍ରର ଭାରତୀୟ ଜନତା ପାର୍ଟି(ଭାଜପା) ନେତା ହାଜି ଅରାଫତ ଶେଖ ଶୁକ୍ରବାର ଦିନ ୩ଟାରେ ଏହାକୁ ନେଇ ଏକ ଖବରଦାତା ସମ୍ମିଳନୀ ଡାକିଛନ୍ତି ।…

କଙ୍ଗନାଙ୍କ ମନ୍ତବ୍ୟରୁ ଝଡ଼

ନୂଆଦିଲ୍ଲୀ, ୧୨ା୧୧:ବିବାଦୀୟ ମନ୍ତବ୍ୟ ଦେଇ ଅନେକ ସମୟରେ ସମାଲୋଚନାର ଶିକାର ହେଉଥିବା ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ ପୁଣି ଏକ ନୂଆ ବିବାଦ ସୃଷ୍ଟି କରିଛନ୍ତି। ୧୯୪୭ ମସିହାରେ ଦେଶ ପାଇଥିବା ସ୍ବାଧୀନତା ପ୍ରକୃତ ସ୍ବାଧୀନତା ନ ଥିଲା, ତାହା ଭିକ୍ଷାରେ…

ବିଶ୍ୱରେ ୮.୪ କୋଟି ବିସ୍ଥାପିତ

ବର୍ଲିନ, ୧୨ା୧୧:ନିଜ ଘର ଛାଡ଼ି ଅନ୍ୟତ୍ର ଆଶ୍ରୟ ନେଇଥିବା ଲୋକଙ୍କ ସଂଖ୍ୟା ସମଗ୍ର ବିଶ୍ୱରେ ୮.୪ କୋଟିରୁ ଊର୍ଦ୍ଧ୍ୱ ରହିଛି। ବିଶେଷ କରି ଆଫ୍ରିକା ମହାଦେଶରେ ହିଂସା ଏବଂ ସଂଘର୍ଷ ଯୋଗୁ ଏହି ସଂଖ୍ୟା ବୃଦ୍ଧି ପାଇଥିବା ଜାତିସଂଘ ଶରଣାର୍ଥୀ ଏଜେନ୍ସି…

ଆଗରେ ପ୍ରଦୀପ କପୁର

କଟକ ଅଫିସ, ୧୨ା୧୧:ବର୍ତ୍ତମାନର ଆରକ୍ଷୀ ମହାନିର୍ଦ୍ଦେଶକ (ଡିଜିପି) ଅଭୟ ଆସନ୍ତା ଡିସେମ୍ବର ୩୧ରେ ଅବସର ଗ୍ରହଣ କରୁଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଆରକ୍ଷୀ ମହାନିର୍ଦ୍ଦେଶକଙ୍କ କାର୍ଯ୍ୟକାଳ ଅତି କମ୍‌ରେ ୨ବର୍ଷ ହେବା ଆବଶ୍ୟକ। ଯଦିଓ ସ୍ବାଭାବିକ ଭାବେ ଅଭୟ ଗତ ଜୁନ୍‌ରେ…

ଚାଇନାରେ ବଢୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା

ବେଜିଂ,୧୨ ।୧୧: ଚାଇନା ଗଣମାଧ୍ୟମର ସୂଚନା ଅନୁଯାୟୀ ଗୁରୁବାର ଚାଇନାରେ ୯୮ ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ଏମାନଙ୍କ ମଧ୍ୟରୁ ୭୯ ସ୍ଥାନୀୟ ଲୋକଙ୍କ ଦ୍ୱାରା ସଂକ୍ରମିତ ହୋଇଥିବା କୁହାଯାଉଛି । ଏହି ସଂକ୍ରମିତଙ୍କ ମଧ୍ୟରେ ୫୨ ଜଣ…

ମେ ସୁଦ୍ଧା ୫-ଜି ସ୍ପେକ୍ଟ୍ରମ ନିଲାମ

ନୂଆଦିଲ୍ଲୀ,୧୨ା୧୧:ବହୁ ପ୍ରତୀକ୍ଷିତ ୫-ଜି ସ୍ପେକ୍ଟ୍ରମ ନିଲାମ ୨୦୨୨ ଏପ୍ରିଲରୁ ମେ ମାସ ମଧ୍ୟରେ ହୋଇପାରେ। ଗୁରୁବାର କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଏଠାରେ ଅନୁଷ୍ଠିତ ଟାଇମ୍ସ ନାଓ ସମିଟ୍‌ ୨୦୨୧ ଅବସରରେ ସେ କହିଛନ୍ତି, ନିଲାମ ପ୍ରକ୍ରିୟା…

ମୁମ୍ବାଇ ସ୍କ୍ରାପ ଗୋଡାଉନରେ ଅଗ୍ନୀକାଣ୍ଡ

ମୁମ୍ବାଇ,୧୨ ।୧୧: ମୁମ୍ବାଇର ମାନଖୁର୍ଦ ସ୍ଥିତ ନ୍ୟୁ ମଣ୍ଡାଲା ଅଞ୍ଚଳରେ ଭୟଙ୍କର ଅଗ୍ନୀକାଣ୍ଡ ଘଟିଛି । ଏହା ମାନଖୁର୍ଦର ସ୍କ୍ରାପ ଗୋଡାଉନରେ ଲାଗିଛି । ଅଗ୍ନୀଶମ ବିଭାଗର ୧୨ ଗାଡି ନିଆଁ ଲିଭା କାମରେ ଲାଗିଛନ୍ତି । ଏହି ଅଗ୍ନିକାଣ୍ଡରେ ବହୁ…

ଏମିତି ପୁଷ୍କରିଣୀ, ଯାହାର ମାତ୍ର ୩ ବୁନ୍ଦା ପାଣି ପିଇଲେ ମେଣ୍ଟିଥାଏ ଶୋଷ

ଭାରତରେ ଅନେକ ପ୍ରାଚୀନ ମଠ, ମନ୍ଦିର, ପୁଷ୍କରିଣୀ ରହିଛି। ଯାହା ରହସ୍ୟରେ ପରିପୂର୍ଣ୍ଣ। ମଧ୍ୟପ୍ରଦେଶର ଛତ୍ରପୁର ଜିଲାରେ ଠିକ୍‌ ଏପରି ଏକ ପୁଷ୍କରିଣୀ ଅଛି, ଯାହାର ରହସ୍ୟ ଆଜି ଯାଏ କେହି ଜାଣିପାରୁନାହାନ୍ତି। ଏହି ପୁଷ୍କରିଣୀର ଜଳ କେଉଁଠୁ ଆସେ, ଏହାର…

ସଚେତନତା ହିଁ ପ୍ରକୃତ ଚିକିତ୍ସା

ଯେକୌଣସି ଶାରୀରିକ ସମସ୍ୟା କ୍ଷେତ୍ରରେ ସଚେତନତା ହିଁ ପ୍ରକୃତ ଚିକିତ୍ସା ସାବ୍ୟସ୍ତ ହୋଇଥାଏ। ଏହାଦ୍ୱାରା ବହୁ ପୂର୍ବରୁ ଶାରୀରିକ ସମସ୍ୟା ସମ୍ପର୍କରେ ଜଣାପଡ଼ିଥାଏ। ଫଳରେ ଆବଶ୍ୟକ ଚିକିତ୍ସା ବ୍ୟବସ୍ଥା ଗ୍ରହଣ କରିବା ସହଜ ହୋଇଥାଏ। ସଚେତନତା ସୃଷ୍ଟି ଲାଗି ପ୍ରତିବର୍ଷ ନଭେମ୍ବର…

ଶାହଙ୍କ ଦୁଇ ଦିନିଆ ୟୁପି ଗସ୍ତ, ଦେବେ ବିଜୟର ମନ୍ତ୍ର

ନୂଆଦିଲ୍ଲୀ,୧୨ ।୧୧: ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଶୁକ୍ରବାରଠାରୁ ଦୁଇ ଦିନିଆ ଉତ୍ତର ପ୍ରଦେଶ ଗସ୍ତରେ ଯାଉଛନ୍ତି । ଏହି ସମୟରେ ସେ କିଛି କାର୍ଯ୍ୟକ୍ରମରେ ସମ୍ବୋଧନ ଦେବେ ଏହାସହ ବାରାଣସୀରେ ଏକ ମହତ୍ୱପୂର୍ଣ୍ଣ ସଙ୍ଗଠନାତ୍ମକ ବୈଠକ କରିବେ । ଏହି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri