Home Left

କାରରେ ନେଉଥିଲେ ୧୦ ଲକ୍ଷ ଟଙ୍କାର ଗଞ୍ଜେଇ

କଟକ ଅଫିସ,୧୩।୧୧: ଅବକାରୀ ବିଭାଗର ରାଜ୍ୟ ଫ୍ଲାଇଂ ସ୍କ୍ବାଡ୍‌ ଶନିବାର ଟାଙ୍ଗି ଛକ ନିକଟରୁ ୮୦ କେଜି ଗଞ୍ଜେଇ ଏବଂ ଚୋରା ଚାଲାଣରେ ବ୍ୟବହୃତ ଏକ କାରକୁ ଜବତ କରିଛି। ଘଟଣାରେ ସମ୍ପୃକ୍ତ ୩ ଜଣଙ୍କୁ ଅବକାରୀ ବିଭାଗ ଗରିଫ କରିଛି।…

ମୁଖ୍ୟମନ୍ତ୍ରୀ ଯୋଗୀ ଲାପଟପ୍‌ ଚଳାଇ ପାରୁନାହାନ୍ତି, ଶୁଣିଛି ଫୋନ୍‌ ବ୍ୟବହାର ବି ଆସେନା: ଅଖିଳେଶ

ନୂଆଦିଲ୍ଲୀ,୧୩।୧୧: ୟୁପିରେ ଯୋଗୀ ସରକାର ନୁହେଁ ବରଂ ‘ଯୋଗ୍ୟ ସରକାର’ର ଆବଶ୍ୟକତା ରହିଛି। ଯିଏ ଲାପଟପ୍‌ କିପରି ପରିଚାଳନା କରୁଥିବ, ଇଣ୍ଟରନେଟ୍‌ ପରିଚାଳନା କରୁଥିବ। ହେଲେ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ଲାପଟପ୍‌ ଚଲାଇପାରୁନାହାନ୍ତି। ସେ ଫୋନ କିପରି ପରିଚାଳନା କରିବେ ତାହା ମଧ୍ୟ…

ପୋଲ ନାହିଁ,ନଦୀ ଭିତରେ ପଶି ଯାତାୟାତ କରୁଛନ୍ତି ଲୋକେ

ଦାରିଙ୍ଗବାଡ଼ି,୧୩ା୧୧(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକର ଦାସିଂବାଡ଼ି ପଞ୍ଚାୟତର ଗଡ଼ାପାକାଲି ଗ୍ରାମକୁ ଏବେ ବ୍ଲକ ପ୍ରଶାସନ ଫୋକସ କରୁଛି। ଗାଁକୁ ରାସ୍ତା ସଂପ୍ରସାରଣ ସହ ଚାଷଜମି ଉନ୍ନତୀକରଣ, ଚାଷ ପାଇଁ କୂପ ଖନନ ସହ ପିଇବା ପାଣି ପାଇଁ ପ୍ରୟାସ କରାଯାଉଥିବା…

ଘାଟିରେ ଓଲଟିଲା ଟ୍ରାକ୍ଟର: ୧୮ ଶ୍ରମିକ…

ରାୟଗଡ଼ା ଅଫିସ,୧୩।୧୧: ରାୟଗଡ଼ା ଜିଲା ଗୁଣୁପୁର ବ୍ଲକ ଟଲଣା ଘାଟିରେ ଅଘଟଣ ଘଟିଛି। ଭାରସାମ୍ୟ ହରାଇ ଟ୍ରାକ୍ଟର ଓଲଟି ୧୮ ଜଣ ଆହତ ହୋଇଛନ୍ତି। ସମସ୍ତଙ୍କୁ ଉଦ୍ଧାର କରି ଗୁଣୁପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ତେବେ ଶ୍ରମିକମାନଙ୍କ ପରିଚୟ ମିଳି…

ପଦ୍ମଶ୍ରୀ ଫେରାଇଦେବା ସହ ଭୁଲ ମାଗିବି ଯଦି…

ବମ୍ବେ: କୁହାଯାଏ ବିବାଦ ଯେଉଁଠି ଅଭିନେତ୍ରୀ କଙ୍ଗନା ରାଣାଓ୍ବତ ସେଇଠି। ସର୍ବଦା ବିବାଦରେ ରହିବାକୁ ପସନ୍ଦ କରନ୍ତି ସେ। ନିକଟରେ ଭାରତର ସ୍ବାଧୀନତାକୁ ନେଇ କଙ୍ଗନା ଏକ ବଡ଼ ବୟାନ ଦେଇ ବିବାଦକୁ ଚାଲିଆସିଛନ୍ତି। ସୋସିଆଲ ମିଡିଆରେ ତାଙ୍କୁ ଟ୍ରୋଲ କରାଯାଉଛି।…

୧୪ରେ କେସିଙ୍ଗା ଗସ୍ତରେ ଯିବେ ଅପରାଜିତା ଷଡ଼ଙ୍ଗୀ

କେସିଙ୍ଗା ,୧୩।୧୧(ଡି.ଏନ୍‌.ଏ.): ଆସନ୍ତା ୧୪ ତାରିଖ ରବିବାର ଭୁବନେଶ୍ୱର ଏମ୍‌ପି ତଥା ଭାଜପାର ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡ଼ଙ୍ଗୀ କଳାହାଣ୍ଡିର କେସିଙ୍ଗା ଗସ୍ତରେ ଯିବେ। ଏ ନେଇ ଶନିବାର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। କେସିଙ୍ଗା ଏନ୍‌ଏସିର ଭାଜପା ସଭାପତି ପ୍ରଶାନ୍ତ…

ମଲାଇକାଙ୍କ ଦେଶୀ ତଡକା

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ମଲାଇକା ଆରୋରା ନିଜର ଅଭିନୟକୁ ନେଇ ଯେତିକି ଚର୍ଚ୍ଚିତ ତା’ଠାରୁ ଅଧିକ ଚର୍ଚ୍ଚିତ ତାଙ୍କ ଗ୍ଲାମରସ୍ ଲୁକ୍ ଓ ଫିଟନେସକୁ ନେଇ । ନିଜକୁ ସବୁବେଳେ ଫିଟ ରଖୁଥିବା ନାୟିକା ନିଜର ବୋଲ୍ଡନେସ୍ ପାଇଁ ବି ଆସି…

ଏମିତି ଦ୍ୱୀପ, ଯେଉଁଠି ରୁହନ୍ତି କେବଳ ମହିଳା

ସାଧାରଣତଃ ଆମ ସମାଜ ପୁରୁଷ ପ୍ରାଧାନ୍ୟ। ମହିଳାମାନେ କେବଳ ଘର ଏଂବ ପିଲାମାନଙ୍କର ଯତ୍ନ ନେବା ପାଇଁ ଉପଯୁକ୍ତ ବୋଲି ବିବେଚନା କରାଯାଏ, କିନ୍ତୁ ପରିବାରର ଦାୟିତ୍ୱ ସେମାନଙ୍କ କାନ୍ଧରେ ଦିଆଯାଇ ନ ଥାଏ। ସମାଜରେ ପୁରୁଷଙ୍କ ତୁଳନାରେ ମହିଳାଙ୍କ ସଂଖ୍ୟା…

ବଦଳିଲେ ଏହି ଆଇଏଏସ୍‌, ମିଳିଲା ନୂଆ ଦାୟିତ୍ୱ

ଭୁବନେଶ୍ୱର, ୧୩।୧୧(ବ୍ୟୁରୋ): ଓଡ଼ିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ତଥା ଅତିରିକ୍ତ ସଚିବ ଆଇଏଏସ୍‌ ରଞ୍ଜନ କୁମାର ଦାସଙ୍କୁ ବିଭାଗର ସଚିବ ଭାବେ କାର୍ଯ୍ୟ କରିବା ଲାଗି ରାଜ୍ୟ ସରକାର ଅନୁମତି ଦେଇଛନ୍ତି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ…

ବଲିଉଡ୍‌ରେ ଶତପ୍ରତିଶତ ଟିକାଦାନ.

ମୁମ୍ବାଇ,୧୩।୧୧: ଦେଶରେ କରୋନା ମହାମାରୀ ସଂକ୍ରମଣ ସଙ୍କଟ ସୃଷ୍ଟି କରିଛି। ଏପରିସ୍ଥଳେ ଦେଶବ୍ୟାପୀ ଟିକାକରଣ ଅଭିଯାନ ଜାରି ରହିଛି। ଦେଶବ୍ୟାପୀ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବାର ଦଶ ମାସ ପରେ, ମୁମ୍ବାଇ ଶନିବାର ପ୍ରଥମ ଡୋଜର ଶତପ୍ରତିଶତ କଭରେଜ ହାସଲ କରିଛି।…

ଗଦା ହୋଇଛି ଟନ୍‌ଟନ୍‌ ପୋଷାକ, ଏଥିରୁ ନିଜ ପାଇଁ ବାଛୁଛନ୍ତି ଲୋକେ

ସାଣ୍ଟିଆଗୋ,୧୩ା୧୧: ଦକ୍ଷିଣ ଆମେରିକୀୟ ଦେଶ ଚିଲି ଏହାର ସୁନ୍ଦର ପାହାଡ଼ ପାଇଁ ସାରା ବିଶ୍ୱରେ ଜଣାଶୁଣା। ଏହି ଦେଶରେ ୨୦ ହଜାର ଫୁଟରୁ ଅଧିକ ଉଚ୍ଚର ୨୦ଟି ପାହାଡ଼ ରହିଛି। ମାତ୍ର ଚିଲିର ଆଟାକାମା ମରୁଭୂମିରେ ଏକ ପାହାଡ଼ ରହିଛି, ଯାହା…

ଜନ୍ମଦିନରେ ଦୁବଇ ସରକାରଙ୍କ ପକ୍ଷରୁ ବୋନି କପୁରଙ୍କ ପରିବାରକୁ ବିଶେଷ ଉପହାର

ମୁମ୍ମାଇ: ବଲିଉଡର ନାମୀ ନିର୍ଦ୍ଦେଶକ ତଥା ପ୍ରଯୋଜକ ବୋନି କପୁର ଏବେ ଦୁବଇରେ । ତାଙ୍କସହ ତାଙ୍କ ଦୁଇ ଝିଅ ଜାହ୍ନବୀ କପୁର ଓ ଖୁସି କପୁର ବି ଦୁବଇରେ ଛୁଟି କାଟୁଛନ୍ତି । ବୋନି ନଭେମ୍ବର ୧୧ରେ ତାଙ୍କ ଜନ୍ମଦିନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri