୧୬ ବର୍ଷ ପର୍ଯ୍ୟନ୍ତ ସ୍କୁଲ ଯାଇ ନ ଥିଲେ ନେହେରୁ, ଜାଣନ୍ତୁ କାରଣ…
ଆଜି ହେଉଛି ଶିଶୁଦିବସ। ପ୍ରତିବର୍ଷ ନଭେମ୍ବର ୧୪ରେ ଭାରତରେ ଶିଶୁଦିବସ ପାଳନ କରାଯାଏ। ଏହିଦିନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ୍ ନେହେରୁଙ୍କ ଜନ୍ମଦିନ। କୁହାଯାଏ, ନେହେରୁ ପିଲାମାନଙ୍କୁ ବହୁତ ଭଲ ପାଉଥିଲେ। ତେଣୁ ତାଙ୍କର ଜନ୍ମଦିନକୁ ସେ ପିଲାମାନଙ୍କ ପାଇଁ ଉତ୍ସର୍ଗ…
୫ ଯବାନ, ୨ ପରିବାର ସଦସ୍ୟ ନିହତ
ଚୁରାଚାନ୍ଦପୁର,୧୪।୧୧: ମଣିପୁରରେ ରକ୍ତମୁଖା ହୋଇଉଠିଛି ପିପୁଲ୍ସ ରିଭୋଲ୍ୟୁଶନାରୀ ପାର୍ଟି ଅଫ୍ କଙ୍ଗଲେଇପକ୍ (ପିଆର୍ଇପିକେ)। ସ୍ବତନ୍ତ୍ର ରାଜ୍ୟ ଦାବି କରୁଥିବା ଏହି ବାମପନ୍ତୀ ସଂଗଠନର ଉଗ୍ରବାଦୀମାନେ ଆସାମ ରାଇଫଲ୍ସ ଉପରେ ଅତର୍କିତ ଆକ୍ରମଣ କରିଛନ୍ତି। ଏଥିରେ କମାଣ୍ଡିଂ ଅଫିସରଙ୍କ ସହ ୪ ସୈନ୍ୟ…
ଅମିତ, ବୀରେନ୍ଦ୍ରଙ୍କୁ ଅର୍ଜୁନ ପୁରସ୍କାର
ଭୁବନେଶ୍ୱର,୧୩।୧୧: ରାଜ୍ୟର ପ୍ରଥମ ଖେଳାଳି ଭାବେ ପାରା ଆଥ୍ଲେଟ ପ୍ରମୋଦ ଭଗତ ଦେଶର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର ପାଇଛନ୍ତି। ପୁରସ୍କାର ବାବଦରେ ପ୍ରମୋଦଙ୍କୁ ନଗଦ ୨୫ ଲକ୍ଷ ଟଙ୍କା ଓ ଏକ ପଦକ ସମେତ ମାନପତ୍ର…
ନ୍ୟୁଜିଲାଣ୍ଡ ପାଖରେ ପ୍ରତିଶୋଧ ନେବାର ସୁଯୋଗ
ଦୁବାଇ,୧୩।୧୧: ୟୁନାଇଟେଡ ଆରବ ଏମିରେଟ୍ସ (ୟୁଏଇ)ରେ ଚାଲିଥିବା ଟି୨୦ ବିଶ୍ୱକପ୍ର ସପ୍ତମ ସଂସ୍କରଣ ଏବେ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ପାଖାପାଖି ମାସେଧରି ଚାଲି ଆସିଥିବା ଏହି ହାଇପ୍ରୋଫାଇଲ ଟୁର୍ନାମେଣ୍ଟର ଫାଇନାଲ ମୁକାବିଲା ରବିବାର ଖେଳାଯିବ। ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଦୁଇ…
ଔଷଧ ଦୋକାନରେ ଗ୍ରାହକଙ୍କ ପାଟିତୁଣ୍ଡରୁ ହତ୍ୟାକାଣ୍ଡ
ଗୁଣପୁର,୧୨।୧୧(ଡି.ଏନ୍.ଏ): ରାୟଗଡ଼ା ଜିଲା ଗୁଣପୁର ବ୍ଲକ ପୁଟାସିଂରେ ଜଣେ ଯୁବକଙ୍କ ଆକ୍ରମଣରେ ରୁଟି ବ୍ୟବସାୟୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨ ଜଣ ଗୁରୁତର ଅଛନ୍ତି। ମୃତକ ହେଲେ ଲବା ଅଞ୍ଚଳର ମନୋଜ କୁମାର ସେନାପତି। ସେ ଗୁଣପୁର ସହର ଶବରୀବିହାରରେ…
ମମିତା ରାୟପୁର ଯିବା ନେଇ ପୋଲିସକୁ ପ୍ରମାଣ ମିଳିନାହିଁ କହିଲେ ଡିଆଇଜି
ସମ୍ବଲପୁର,୧୩ା୧୧(ବ୍ୟୁରୋ): ମମିତା ମେହେର ହତ୍ୟା ଘଟଣାରେ ପୋଲିସ କାର୍ଯ୍ୟ ସମ୍ପାଦନାରେ ଅବହେଳା କରିନାହିଁ। ଅଭିଯୋଗ ପରେ ମାମଲା ରୁଜୁ ହୋଇଥିଲା। ଅଭିଯୁକ୍ତଙ୍କ କ୍ରାଇମ୍ ସିନ କରିବା, କୋର୍ଟଙ୍କୁ ସୂଚନା ଦେବା, ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ସବୁ ସମୟ…
ସପ୍ତାହେ ସ୍କୁଲ୍ ବନ୍ଦ, ଘରୁ କାମ କରିବେ କର୍ମଚାରୀ
ନୂଆଦିଲ୍ଲୀ,୧୩।୧୧: ଦିଲ୍ଲୀର ବାୟୁ ପ୍ରଦୂଷଣକୁ ନେଇ ସୁପ୍ରିମକୋର୍ଟ ଉଦ୍ବେଗ ପ୍ରକାଶ କରିବା ସହ ତୁରନ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ଏନେଇ ଦିଲ୍ଲୀ ସରକାର ଜରୁରୀ ବୈଠକ ଡାକି ସପ୍ତାହେ ସ୍କୁଲ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସୋମବାରଠାରୁ ପୁଣିଥରେ ଅନ୍ଲାଇନରେ…
ଘର ଭାଙ୍ଗିଲେ, ଶିଶୁପୁତ୍ରର ଜୀବନ ନେଲେ
କେନ୍ଦୁଝର,୧୩ା୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ତେଲକୋଇ ରେଞ୍ଜ ଅଧୀନ ବିମଳା ସେକ୍ସନ ରାଣିବେଡା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଶୁକ୍ରବାର ରାତିରେ ଖାଦ୍ୟ ଅନ୍ବେଷଣରେ ଆସିଥିବା ହାତୀପଲ ଜଣେ ବ୍ୟକ୍ତିଙ୍କ ଘର କାନ୍ଥ ଭାଙ୍ଗି ଦେବାରୁ ଭିତରେ ଶୋଇଥିବା ୭ ବର୍ଷ…
କରୋନାରେ ୧୫ବର୍ଷୀୟ ନାବାଳିକାଙ୍କ ଜୀବନ ଗଲା
ଭୁବନେଶ୍ୱର,୧୩।୧୧(ବ୍ୟୁରୋ): ରାଜ୍ୟରେ ପୁଣି ଜଣେ ପିଲାର କରୋନାରେ ମୃତ୍ୟୁ ଘଟିଛି। ୨୪ଘଣ୍ଟା ମଧ୍ୟରେ ରାଜ୍ୟରେ ୨ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଗଞ୍ଜାମ ଓ କୋରାପୁଟ ଜିଲାର ଜଣେ ଲେଖାଏ ରହିଛନ୍ତି। କୋରାପୁଟର ଜଣେ ୧୫ବର୍ଷୀୟ ନାବାଳିକାଙ୍କ ମୃତ୍ୟୁ ଘଟିଛି। ସେ…
କାନ୍ଦି କାନ୍ଦି ଟ୍ରେନ୍ ଆଗକୁ ଡେଇଁପଡ଼ିଲେ ଯୁବତୀ
ରେଢାଖୋଲ,୧୩।୧୧(ଡି.ଏନ୍.ଏ.): ରେଢାଖୋଲ ରେଳ ଷ୍ଟେଶନ ନିକଟରେ ଶନିବାର ଜଣେ ଯୁବତୀ ଏକ ମାଲବାହୀ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ରେଳବାଇ ପୋଲିସ ଯୁବତୀଙ୍କ ମୃତଦେହ ଜବତ କରି ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ମୃତ ଯୁବତୀ ଜଣକ…
ଜୟପୁରରେ ପହଞ୍ଚିଲେ
ଜୟପୁର,୧୩।୧୧: ଭାରତୀୟ କ୍ରିକେଟରେ ଏକ ନୂଆ ଯୁଗର ଆରମ୍ଭ ହେବାକୁ ଯାଉଛି। ଟି-୨୦ ବିଶ୍ୱକପ ୨୦୨୧ ପରେ ବିରାଟ କୋହଲି ଏହି ଫର୍ମାଟରୁ ଅଧିନାୟକତ୍ୱ ଛାଡିବା ପରେ ରୋହିତ ଶର୍ମା ଦାୟିତ୍ୱ ଗ୍ରହଣ କରିଛନ୍ତି। ରବି ଶାସ୍ତ୍ରୀଙ୍କ ସ୍ଥାନରେ ରାହୁଲ ଦ୍ରାବିଡ଼…
ଲଗାଣ ବର୍ଷାରେ ଭୁଶୁଡ଼ି ପଡ଼ିଲା ପୋଖରୀ ଗାର୍ଡ ଓ୍ବାଲ୍
ହିଞ୍ଜିଳିକାଟୁ,୧୩ା୧୧(ଡି.ଏନ୍.ଏ.): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ପୁଟିଆପଦର ଗ୍ରାମରେ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ( ଏମ୍ଜିଏନ୍ଆର୍ଇଜିଏ)ରେ ପ୍ରାୟ ୧୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣାଧୀନ ଏକ ପୋଖରୀର ଗାର୍ଡଓ୍ବାଲ ଶନିବାର ଭୁଶୁଡ଼ି ପଡ଼ିଛି। ଲଗାଣ ବର୍ଷା…
Archives


