ଟୁର୍ନାମେଣ୍ଟ ଖେଳିବିନି ପଛେ କରୋନା ଟିକା ନେବିନି
ନୂଆଦିଲ୍ଲୀ,୧୩।୧୧: ଭାରତୀୟ ଦଳର ପୂର୍ବତନ ଓପନର୍ ମୁରଲୀ ବିଜୟ ଆଗାମୀ ସୟଦ ମୁସ୍ତାକ ଅଲି ଟ୍ରଫିରେ ଅଂଶଗ୍ରହଣ କରିବେ ନାହିଁ। ତାମିଲନାଡୁ କ୍ରିକେଟର କୋଭିଡ -୧୯ ଟିକା ନେବାକୁ ମନା କରିଦେଇଛନ୍ତି। ସେ ବୋୟୋ ବବଲ୍ ଜୀବନ ଦେଇ ଯିବାକୁ ଚାହୁଁ…
୪୮ ଘଣ୍ଟା ଧରି ଲଗାଣ ବର୍ଷା: ବୁଡ଼ିଲା ଗଜପତି ଜିଲା
ପାରଳାଖେମୁଣ୍ଡି,୧୩।୧୧: ଗଜପତି ଜିଲାରେ ଦୀର୍ଘ ୪୮ ଘଣ୍ଟା ଧରି ପ୍ରବଳ ବର୍ଷା ଲାଗି ରହିଛି। ଏପରିକି ରାତି ତମାମ ତୁହାକୁ ତୁହା ବର୍ଷା ଜାରି ରହିଛି। ଯାହା ଫଳରେ ଜିଲାର ତଳିଆ ଅଞ୍ଚଳ ଗୁଡ଼ିକରେ ପାଣି ଜମିରହିଥିବା ଦେଖିବାକୁ ମିଳିଛି। ଅନେକ…
ଭାଜପା-ଆର୍ଏସ୍ଏସ୍କୁ ସାଂପ୍ରଦାୟିକ ସଙ୍ଗଠନ ବୋଲି କହିଲେ ମୁଫତି, ଧର୍ମ ନାରେ କରୁଛନ୍ତି ହିଂସା
ଜମ୍ମୁ,୧୩ ।୧୧: ପିପୁଲ୍ସ ଡେମୋକ୍ରାଟିକ ପାର୍ଟି(ପିଡିପି) ମୁଖ୍ୟ ମେହେବୁବା ମୁଫତି ଶନିବାର ଜମ୍ମୁ-କଶ୍ମୀର ସ୍ଥିତ ପାର୍ଟି କାର୍ଯ୍ୟାଳୟରେ ପହଞ୍ଚିଥିଲେ । ଏହି ସମୟରେ ସେ କହିଛନ୍ତି କି ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (ଆରଏସ୍ଏସ୍) ଓ ଭାରତୀୟ ଜନତା ପାର୍ଟି(ଭାଜପା) ଦେଶରେ…
ପାକିସ୍ତାନ ହାରିବା ପରେ ଉତ୍ସବ ପାଳିଲେ ବେଲୁଚିସ୍ତାନ ବାସିନ୍ଦା ! ଦେଖନ୍ତୁ ଭିଡିଓ
ଇସଲାମାବାଦ,୧୩।୧୧: ଟି -୨୦ ବିଶ୍ୱକପ୍ର ସେମିଫାଇନାଲରେ ପାକିସ୍ତାନର ପରାଜୟ ପରେ ଲୋକମାନେ ସୋସିଆଲ ମିଡିଆରେ ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି। ଏହି ପରାଜୟରେ ପାକିସ୍ତାନୀ କ୍ରିକେଟ ପ୍ରଶଂସକମାନେ ଗଭୀର ନିରାଶ ହୋଇଥିବାବେଳେ ପାକିସ୍ତାନୀ ନେତୃତ୍ୱ ଦ୍ୱାରା ଅସୁବିଧାରେ ପଡ଼ିଥିବା ଲୋକମାନେ ଏହାକୁ ଉତ୍ସବ…
୨୦୨୨ରେ ଆସିବେ ଜୁନିଅର୍ ଧିର୍
ମୁମ୍ବାଇ: ଟେଲି ଅଭିନେତ୍ରୀ କ୍ରାତିକା ସାଙ୍ଗର ଏକ ଖୁସି ଖବର ପ୍ରଶଂସକଙ୍କ ସହ ବାଣ୍ଟିଛନ୍ତି। ଖୁବ୍ ଶୀଘ୍ର ତାଙ୍କ ଘରକୁ ଏକ ନୂଆ ଅତିଥି ଆସିବ। କ୍ରାତିକା ଏବଂ ତାଙ୍କ ସ୍ବାମୀ ନିକିତିନ ଧିର ଖୁବ୍ଶୀଘ୍ର ମା’-ବାପା ହେବାକୁ ଯାଉଛନ୍ତି। ନିଜ…
ଏଣିକି କରୋନାର ସ୍ଥାୟୀ ଚିକିତ୍ସା, ବୈଜ୍ଞାନିକମାନେ ଦେଲେ ପ୍ରତିଶ୍ରୁତି
ଓ୍ବାଶିଂଟନ,୧୩ା୧୧: କରୋନା ମହାମାରୀ ସମଗ୍ର ବିଶ୍ୱରେ ଦୀର୍ଘ ୨ ବର୍ଷ ଧରି ତା’ର କାୟା ବିସ୍ତାର କରିଚାଲିଛି। ଟିକାକରଣ ଯୋଗୁ ଏହା କିଛିମାତ୍ରାରେ କମିଛି। ମାତ୍ର ଆଜି ପର୍ଯ୍ୟନ୍ତ ଏହାର ସ୍ଥାୟୀ ପ୍ରତିକାର ବ୍ୟବସ୍ଥା ମିଳିନାହିଁ। ସମଗ୍ର ବିଶ୍ୱର ବୈଜ୍ଞାନିକମାନେ ଏଥିପାଇଁ…
ଆହୁରି ୫ ଦିନ ବର୍ଷିବ
ଭୁବନେଶ୍ୱର,୧୩।୧୧(ବୁ୍ୟୁରୋ): ଥାଇଲାଣ୍ଡ ଉପକୂଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ୧୨ ଘଣ୍ଟା ମଧ୍ୟରେ ଏହା ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ରହିଛି। ଯାହା ଧୀରେ ଧୀରେ ପଶ୍ଚିମ ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ।୧୫ ତାରିଖରେ ଏହା ଦକ୍ଷିଣ ପୂର୍ବ…
ଫାର୍ମରେ କୁକୁଡ଼ା ଛୁଆ ଛାଡ଼ିବା ପରେ ଗାଁରେ ଉତ୍ତେଜନା
ପାଟଣା,୧୩।୧୧(ସ୍ବ. ପ୍ର):କେନ୍ଦୁଝର ଜିଲା ପାଟଣା ବ୍ଲକ ଟାଙ୍ଗରପଡା ପଞ୍ଚାୟତ ଅଙ୍କୁରା ଗ୍ରାମର ଝପାସାହିରେ ପ୍ରସ୍ତାବିତ ଏକ ବ୍ରଏଲର ଫାର୍ମକୁ ଗ୍ରାମବାସୀ ବିରୋଧ କରିଛନ୍ତି। ଏ ନେଇ ଶତାଧିକ ମହିଳା ଓ ପୁରୁଷ ଶନିବାର ଥାନା ଓ ତହସିଲର ଦ୍ୱାରସ୍ଥ ହୋଇଛନ୍ତି ।…
‘ମୁଁ ଖୁସି ନୁହେଁ’
କରାଚି,୧୩।୧୧: ସୁପର-୧୨ ରାଉଣ୍ଡରେ କ୍ରମାଗତ ବିଜୟ ସତ୍ତ୍ୱେ ସେମିଫାଇନାଲରେ ହାରି ଟି-୨୦ ବିଶ୍ୱକପ୍ ଟୁର୍ନାମେଣ୍ଟରୁ ବାହାର ହୋଇଛି ପାକିସ୍ତାନ କ୍ରିକେଟ ଟିମ୍। ମାଥ୍ୟୁ ଓ୍ବେଡ ୧୯ତମ ଓଭରରେ ଶାହିନ ଆଫ୍ରିଦିଙ୍କ ବଲ୍ରେ ବିସ୍ଫୋରକ ବ୍ୟାଟିଂ କରି ଅଷ୍ଟ୍ରେଲିଆକୁ ବିଜେତା କରାଇଥିଲେ। ଶାହିଦଙ୍କ…
ତ୍ରିପୁରା ତାତିି ମହାରାଷ୍ଟ୍ର ପହଞ୍ଚିଲା…
ଅମରାବତୀ,୧୩।୧୧: ତ୍ରିପୁରାର ସାମ୍ପ୍ରଦାୟିକ ହିଂସାର ତାତି ଏବେ ମହାରାଷ୍ଟ୍ରରେ ପହଞ୍ଚିଛି। ଶନିବାର ତ୍ରିପୁରା ହିଂସାକୁ ନେଇ ଅମରାବତୀ, ନାସିକ୍ ଏବଂ ନନ୍ଦେଦ୍ ଜିଲାରେ ଉତ୍ତେଜଚନା ଦେଖାଦେଇଛି। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସକୁ ଲାଠି ଚାର୍ଜ କରିବାକୁ ପଡିଛି। ସୂଚନାନୁସାରେ, ଅମରାବତୀରେ…
ଅଖିଳ ଭାରତୀୟ ରାଜଭାଷା ସମ୍ମିଳନୀରେ ଯୋଗ ଦେଲେ ଶାହ
ଲକ୍ଷ୍ନୌ,୧୩ ।୧୧: ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ତାଙ୍କର ଦୁଇ ଦିନିଆ ଉତ୍ତର ପ୍ରଦେଶ ଗସ୍ତରେ ଶନିବାର ବାରାଣସୀରେ ଅଖିଳ ଭାରତୀୟ ରାଜଭାଷା ସମ୍ମିଳନୀର ଶୁଭାରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଶାହ କହିଛନ୍ତି ଦେଶରେ ହିନ୍ଦୀ ଓ…
ମହାକାଶରେ ଶିଶୁ ହେବେ ଜନ୍ମ , ପୃଥିବୀରେ ବିତାଇବେ ଛୁଟି…
ନୂଆଦିଲ୍ଲୀ,୧୩।୧୧: ମହାକାଶକୁ ନିଜ କବ୍ଜାରେ ରଖିବା ପାଇଁ ସଞ୍ଚିତ ଧନ ଖର୍ଚ୍ଚ କରୁଥିବା ଦୁନିଆର ଦ୍ୱିତୀୟ ଧନୀ ବ୍ୟକ୍ତି ଜେଫ ବେଜୋସ ଭବିଷ୍ୟବାଣୀ କରିଛନ୍ତି ଯେ ଦିନେ ମହାକାଶରେ ମଣିଷ ଶିଣୁ ଜନ୍ମ ହେବ। କେବଳ ଏତିକି ନୁହେଁ, ମହାକାଶରେ ଜନ୍ମିତ…
Archives


