ବୋମା ବିସ୍ଫୋରଣରେ ଥରିଲା ମାରିୟୁପୋଲ: ଫସିରହିଛନ୍ତି ୨ଲକ୍ଷ ନାଗରିକ

କ୍ୱିଭ୍‌,୨୩।୩: ୟୁକ୍ରେନ ଓ ରୁଷିଆ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ୨୮ଦିନରେ ପହଞ୍ଚିଛି। ଆଉ କିଛି ଦିନ ଗଲେ ଯୁଦ୍ଧକୁ ପ୍ରାୟ ମାସେ ହୋଇଯିବ ହେଲେ ୨ଦେଶ ମଧ୍ୟରେ କୌଣସି ସମାଧାନର ବାଟ ଫିଟିନି। ଯୁଦ୍ଧ ଯୋଗୁ ଏପର୍ଯ୍ୟନ୍ତ ୩୪ଲକ୍ଷ ନାଗରିକ ୟୁକ୍ରେନ୍‌ ଛାଡିଲେଣି। ଇତିମଧ୍ୟରେ ମଙ୍ଗଳବାର ମାରିୟୁପୋଲ ସହରରେ ରୁଷିଆ ସୈନ୍ୟମାନେ ୨ଟି ଶକ୍ତିଶାଳୀ ବୋମା ବିସ୍ଫୋରଣ କରିଛନ୍ତି। ଏହି ବୋମାର ଶବ୍ଦ ଏତେ ଜୋରରେ ଥିଲା ପୁରା ସହର ଦୋହଲିଯାଇଥିଲା। ଏହି ଆକ୍ରମଣ ଭିତରେ ସେଠାରେ ୨ଲକ୍ଷରୁ ଅଧିକ ଲୋକ ଫସିରହିଛନ୍ତି ବୋଲି ହ୍ୟୁମନ ରାଇଟ୍ସ ଓ୍ବାଚ୍‌ କହିଛନ୍ତି। ତେବେ ଲଗାତର ଆକ୍ରମଣ ମଧ୍ୟରେ ୟୁକ୍ରେନ ଅଧିକାରୀ ସାଧାରଣ ନାଗରିକଙ୍କୁ ବଞ୍ଚାଇବାକୁ ଚେଷ୍ଟା ଜାରି ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆବେଙ୍କ ଭାରତ ଗସ୍ତ ସ୍ଥଗିତ

ନୂଆଦିଲ୍ଲୀ,୧୪ା୧୨: ସିଏଏକୁ ନେଇ ବିବାଦ ପ୍ରରିପ୍ରେକ୍ଷୀରେ ଜାପାନ ପ୍ରଧାନମନ୍ତ୍ରୀ ଶିଞ୍ଜୋ ଆବେଙ୍କ ଭାରତ ଗସ୍ତକୁ ସ୍ଥଗିତ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଜାପାନ ପ୍ରତିପକ୍ଷ...

ଭାରତ ସହ ସ୍ୱର ମିଳାଇଲା ଆମେରିକା, କହିଲା ୟୁକ୍ରେନରେ ଶାନ୍ତି ଫେରାଇ ଆଣିବ ଜରୁରୀ

ୱାଶିଂଟନ,୭ ।୧: ଆମେରିକା ବୈଦେଶିକ ମନ୍ତ୍ରଣାଳୟର ପ୍ରବକ୍ତା ନେଡ ପ୍ରାଇସ କହିଛନ୍ତି, ଆମେ ଭାରତ ସହ ସହମତ ଯେ ୟୁକ୍ରେନରେ ଶାନ୍ତି ଫେରି ଆସିବା ଜରୁରୀ...

ବିବାହ ବନ୍ଧନରେ ବାନ୍ଧି ହେଲେ ଟ୍ରମ୍ପଙ୍କ ଝିଅ

ଓ୍ବାଶିଂଟନ,୧୩ା୧୧: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଝିଅ ଟିଫାନୀ ରବିବାର ତାଙ୍କର ଦୀର୍ଘଦିନର ପ୍ରେମିକ ମାଇକେଲ ବୋଲୋସଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି।...

ନାନ୍ସିଙ୍କ ଉପରେ ପ୍ରତିବନ୍ଧକ ଲଗାଇଲା ଚାଇନା

ବେଜିଂ,୫।୮: ତାଇଓ୍ବାନ ଯାତ୍ରା ପରେ ଆମେରିକା ହାଉସ୍‌ ସ୍ପିକର ନାନ୍ସି ପେଲୋସିିଙ୍କ ଉପରେ ଚାଇନା ପ୍ରତିବନ୍ଧକ ଲଗାଇଛି। ଶୁକ୍ରବାର ଚାଇନାର ବର୍ହିବ୍ୟାପାର ମନ୍ତ୍ରଣାଳୟ ନାନ୍ସି ଏବଂ...

୨୪ ଫେବୃୟାରୀ ସୁଦ୍ଧା ରୁଷିଆ ବଡ଼ ଧରଣର ଆକ୍ରମଣ ପାଇଁ ପ୍ରସ୍ତୁତି କରୁଛି: ୟୁକ୍ରେନ୍‌…

କିଭ୍‌/ମସ୍କୋ,୨।୨ : ୟୁକ୍ରେନର ପ୍ରତିରକ୍ଷା ମନ୍ତ୍ରୀ ଓଲକେସି ରେଜନିକୋଭ ଦାବି କରିଛନ୍ତି ଯେ ରୁଷିଆ ୟୁକ୍ରେନ ଉପରେ ଏକ ବଡ଼ ଧରଣର ଆକ୍ରମଣ ପାଇଁ ଯୋଜନା...

୧୨୦ ଦେଶକୁ ସହାୟତା ଦେବ ଆମେରିକା

ଓ୍ବାଶିଂଟନ,୪ା୫: କୋଭିଡ୍‌-୧୯ ବିରୋଧୀ ଲଢ଼େଇ ପାଇଁ ଭାରତ ସମେତ ୧୨୦ ଦେଶକୁ ଆମେରିକା ୭୭୫ ନିୟୁତ ଡଲାର ସହାୟତାର ପ୍ରତିଶ୍ରୁତି ଦେଇଛି। ଜରୁରୀ ସ୍ବାସ୍ଥ୍ୟସେବା, ମାନବୀୟ...

ଆମେରିକାରେ ଆର୍ଥିକ ସ୍ଥିତି ଗମ୍ଭୀର

ଲରେଡୋ, ଟେକ୍ସାସ,୨୬ା୩: କରୋନା ସଂକ୍ରମଣ ଯୋଗୁ ବିଶ୍ୱର ସବୁଠୁ ଧନୀ ରାଷ୍ଟ୍ର ଆମେରିକାର ଆର୍ଥିକ ସ୍ଥିତି ଗୁରୁତର ପ୍ରଭାବିତ ହୋଇଛି। ନୂତନ ତଥ୍ୟ ପଦାକୁ ଆସିବା...

ମହାତ୍ମା ଗାନ୍ଧୀଙ୍କୁ ଆମେରିକା ଦେବ ସର୍ବୋଚ୍ଚ ନାଗରିକ ସମ୍ମାନ!

ନ୍ୟୁୟର୍କ/ନୂଆଦିଲ୍ଲୀ,୧୪ ।୮: ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଆମେରିକାର ସର୍ବୋଚ୍ଚ ନାଗରିକ ସମ୍ମାନ ଦିଆଯାଇପାରେ । ଏ ସମ୍ପର୍କରେ ଆମେରିକା ସଂସଦରେ ପୁଣିଥରେ ପ୍ରସ୍ତାବ ଦିଆଯାଇଛି...

Advertisement
Archives

Model This Week