Home Left

ଆଜି ରାଜ୍ୟରୁ ୨୬୨ ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୧୪ା୧୧(ବ୍ୟୁରୋ): ରବିବାର ରାଜ୍ୟରୁ ୨୬୨ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦,୪୫,୪୭୧ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୧୫୩ ଜଣ ଚିହ୍ନଟ ହୋଇଥିବା…

ହାଇଦ୍ରାବାଦ ଚାଲାଣ ବେଳେ ଧରାପଡ଼ିଲା ଗୋ-ମାଂସ ଭର୍ତ୍ତି ଟ୍ରକ୍‌; ୩ ଜଣ ଅଟକ

ନିରାକାରପୁର,୧୪।୧୧(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ନିରାକାରପୁର ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥ ଉପରୁ ରବିବାର ସ୍ଥାନୀୟ ପୋଲିସ ଏକ ଟ୍ରକ ବୋଝଇ ଗୋ-ମାଂସ ଜବତ କରିଛି। ଏହି ମାମଲାରେ ଗାଡ଼ିରେ ଥିବା ତିନି ଜଣଙ୍କୁ ଥାନାରେ ଅଟକ ରଖାଯାଇଛି l…

ମାତୃଗର୍ଭରୁ ସ୍ଥିର ହୁଏ ଏସବୁ

ଚାଣକ୍ୟଙ୍କ ନୀତିଶାସ୍ତ୍ରରେ ମାନବ ଜୀବନରେ ଘଟୁଥିବା ଘଟଣାଗୁଡ଼ିକ ବିଷୟରେ ବର୍ଣ୍ଣନା କରାଯାଇଛି। ସେ ତାଙ୍କ ନୀତିଶାସ୍ତ୍ରରେ କହିଛନ୍ତି, ମାନବ ଜୀବନ ସହିତ ଜଡ଼ିତ ୫ କଥା ମାତୃଗର୍ଭରେ ସ୍ଥିର ହୋଇଥାଏ। ତେବେ ଜାଣନ୍ତୁ ସେ ସମ୍ପର୍କରେ… ଏହି ଶ୍ଳୋକରେ ଚାଣକ୍ୟ କହିଛନ୍ତି,…

୬ ଦିନ ଯାଏ ମୁହଁ ନ ଧୋଇ ଶୁଟିଂସେଟ୍‌ ଯାଇଥିଲେ ଏହି ସୁପରଷ୍ଟାର, କାରଣ ଜାଣିଲେ…

ବମ୍ବେ: ଏତେ ସହଜରେ ସଫଳତା ମିଳେନା। କର୍ତ୍ତବ୍ୟକୁ ନେଇ ନିଜ ଭିତରେ ନିଷ୍ଠା ରହିବାର ଆବଶ୍ୟକତା ରହିଛି। ସେଭଳି କିଛି ଦେଖିବାକୁ ମିଳେ ମହାନାୟକ ଅମିତାଭ ବଚ୍ଚନଙ୍କ କ୍ଷେତ୍ରରେ। ସେ ସର୍ବଦା ନିଜ କାମ ପ୍ରତି ସମର୍ପିତ ଥାନ୍ତି। କ୍ୟାରିୟର ଆରମ୍ଭରୁ…

ଇମ୍ରାନ ବହୁତ ସୁନ୍ଦର ବ୍ୟକ୍ତି: ମଲ୍ଲିକା

ଇମ୍ରାନ ହାସ୍‌ମି ଯେତେବେଳେ ତାଙ୍କ କ୍ୟାରିଅର୍‌ ଆରମ୍ଭ କରିଥିଲେ, ସେତେବେଳେ ସେ ବଲିଉଡରେ ଏକ ସିରିୟଲ କିସର୍‌ ଭାବରେ ଜଣାଶୁଣା ଥିଲେ। ସେହି ସମୟରେ ମଲ୍ଲିକା ଶେରାୱତଙ୍କ ନାମ ବୋଲ୍ଡ ଅଭିନେତ୍ରୀ ତାଲିକାରେ ଅନ୍ତର୍ଭୁକ୍ତ ହୋଇଥିଲା। ଦୁହେଁ ୨୦୦୪ ଚଳଚ୍ଚିତ୍ର ’ମର୍ଡର’…

ଜିନ୍ନା ମହାନ୍‌ ସ୍ବାଧୀନତା ସଂଗ୍ରାମୀ

ପାଟନା, ୧୪।୧୧: ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ କିଛିଦିନ ପୂର୍ବରୁ ଦେଶ ବିଭାଜନକାରୀ ମହମ୍ମଦ ଅଲି ଜିନ୍ନାଙ୍କୁ ମହାତ୍ମା ଗାନ୍ଧୀ, ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଓ ଜବାହରଲାଲ୍‌ ନେହେରୁଙ୍କ ଭଳି ନେତାଙ୍କ ସହ ତୁଳନା କରି ସମାଲୋଚିତ ହୋଇଥିଲେ। ଏବେ…

ଛୁଆକୁ ଏମିତି ଗେଲ କରୁଛି ସିମ୍ପାଞ୍ଜି, ଭିଡିଓ ଦେଖିଲେ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ…

ବେଲ୍ଟ ଆଣ୍ଡ ରୋଡ୍‌ର ରିବ୍ରାଣ୍ଡିଂ କରୁଛି ଚାଇନା

ବେଜିଂ, ୧୪ା୧୧: ଆମେରିକାର ‘ବିଲ୍ଡ ବ୍ୟାକ୍‌ ବେଟର ଓ୍ବାଲର୍‌ଡ’ (ବି୩ଡବ୍ଲ୍ୟୁ) ପଦକ୍ଷେପକୁ ପ୍ରତିହତ କରିବା ପାଇଁ ଚାଇନା ଏହାର ମଲ୍ଟି-ବିଲିୟନ-ଡଲାର ପ୍ରୋଜେକ୍ଟ ବେଲ୍ଟ ଆଣ୍ଡ୍‌ ରୋଡ୍‌ ଇନିସିଏଟିଭ୍‌(ବିଆର୍‌ଆଇ)କୁ ନୂଆ ରୂପ ଦେବାକୁ ଉଦ୍ୟମ କରୁଛି। ଗତ ଜୁନରେ ଜି-୭ ଶିଖର ସମ୍ମିଳନୀରେ…

ନଭେମ୍ବର ୧୩ ପର୍ଯ୍ୟନ୍ତ ହରିୟାଣା-ପଞ୍ଜାବରେ ୫୭ହଜାର ଥର ଜଳାଯାଇଛି ନଡା: ନାସା

ନୂଆଦିଲ୍ଲୀ,୧୪ ।୧୧: ନ୍ୟାଶନାଲ ଏରୋନଟିକ୍ସ ଆଣ୍ଡ ସ୍ପେଶ ଆଡମିନିଷ୍ଟ୍ରେଶନ(ନାସା)ର ସାଟେଲାଇଟ ଡାଟାର ତଥ୍ୟ ଅନୁଯାୟୀ, ଚଳିତବର୍ଷ ନଭେମ୍ବର ୧ରୁ ୧୩ ମଧ୍ୟରେ ପଞ୍ଜାବ ଓ ହରିୟାଣାରେ ୨୦୧୨ପରେ ସବୁଠାରୁ ଅଧିକ ନଡା ଜଲାଯାଇଛି । ତଥ୍ୟ ଅନୁଯାୟୀ ୧-୧୩ ନଭେମ୍ବର ମଧ୍ୟରେ…

ଏହି ସହରରେ ମାଗଣା ମିଳୁଛି ଇଣ୍ଟରନେଟ୍‌ ସେବା

ଆଜିର ସମୟରେ ଇଣ୍ଟର୍‌ନେଟ୍‌ ସତେ ଯେପରି ଜୀବନର ଏକ ବଡ଼ ଅଂଶ ପାଲଟିଯାଇଛି। ସେ ଘର ହେଉ କି ଅଫିସ କିମ୍ବା ସର୍ବସାଧାରଣ ସ୍ଥାନ। ସବୁଠି ଇଣ୍ଟରନେଟ୍‌ ସମସ୍ତ କାର୍ଯ୍ୟକୁ ସହଜ କରିଥାଏ। ଏଭଳି ପରିସ୍ଥିତିରେ ଯଦି ଲୋକମାନେ ମାଗଣା ଓ୍ବାଇ-ଫାଇ…

ଚାଇନାକୁ ଝଟ୍‌କା ଦେଲା ଶ୍ରୀଲଙ୍କା

କଲମ୍ବୋ,୧୪ ।୧୧: ଚାଇନାର ଆକ୍ରମକ ବିସ୍ତରାବାଦୀ ନୀତି ଓ ଋଣ ଜାଲରେ ଫସାଇବାର ଯୋଜନାକୁ ଦେଖି ଛୋଟ ଛୋଟ ଦେଶବି ମୁହଁ ଖୋଲିବା ଆରମ୍ଭ କରି ଦେଲେଣି । ଏବେ ଏଥିରେ ସାମିଲ ହୋଇଛି ଶ୍ରୀଲଙ୍କା । ଚାଇନା କମ୍ପାନୀର ଖରାପ…

ବିବାହକୁ ନେଇ ଟ୍ରୋଲ ହେଉଛନ୍ତି ମଲାଲା!

ଲଣ୍ଡନ,୧୪ ।୧୧: ନୋବେଲ ପୁରସ୍କାର ବିଜୟୀନି ମଲାଲା ୟୁସୁଫଜାଇ ବିବାହ ପାଇଁ ନେଇଥିବା ନିଜର ନିସ୍ପତ୍ତି ସମ୍ପର୍କରେ ଏକ ନିବନ୍ଧ ଲେଖିଛନ୍ତି । ମଲାଲା ନଭେମ୍ବର ୯ରେ ଇଂଲଣ୍ଡର ବର୍ମିଂହାମରେ ଅସର ମଲିକଙ୍କୁ ବିବାହ କରିଛନ୍ତି । ଯେତେବେଳେ ମଲାଲା ତାଙ୍କ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri