ରୁଷିଆ ସେନାଙ୍କ ସହ ଲଢୁଛନ୍ତି ୟୁକ୍ରେନ୍ ଫିଲ୍ମ ନିର୍ମାତା

କ୍ୱିଭ୍‌,୨୩ ।୩: ୟୁକ୍ରେନ୍‌-ରୁଷିଆ ମଧ୍ୟରେ ଯୁଦ୍ଧ ମାସେ ପୁରଣ ହେବାକୁ ଯାଉଛି । ଏହାରି ଭିତରେ ରୁଷିଆ ସେନା ୟୁକ୍ରେନର ବଡ ବଡ ସହରକୁ ଧ୍ୱଂସ ସ୍ତୁପରେ ପରିଣତ କରିବା ସହ ଲଗାତାର ଆକ୍ରମଣ ଜାରି ରଖିଛି । ତେବେ ଦେଶର ରକ୍ଷା କରିବାକୁ ସବୁ ବର୍ଗର ଲୋକେ ଆଗେଇ ଆସୁଥିବା ଦେଖାଯାଇଛି । ଏଥିରେ ସାମିଲ ହୋଇଛନ୍ତି ଜଣେ ଫିଲ୍ମ ନିର୍ମାତା । ସେ କହିଛନ୍ତି କ୍ୟାମେରା ପଛରେ ରହି ଫିଲ୍ମର କଳ୍ପନା କରିବା କାମ ଏହି ଯୁଦ୍ଧ ନୁହେଁ । ଫିଲ୍ମ ନିର୍ମାତା ଓଲେଗ ସେଂତସୋବ କ୍ରିମିୟା ଉପରେ ଅଧିକାରକୁ ବିରୋଧ କରି ରୁଷିଆ ଜେଲରେ ୫ ବର୍ଷ ବିତାଇ ସାରିଛନ୍ତି । ଏବେ ସେ ପ୍ରତିଶୋଧର ଲଢେଇରେ ଫ୍ରଣ୍ଟଲାଇନରେ ସାମିଲ ହୋଇଛନ୍ତି । ୟୁରୋପୀୟ ସଂଘର ସଖାରୋବ ଅଧିକାର ପୁରସ୍କାର ବିଜେତା ରୁଷିଆ ଆକ୍ରମଣ ବିରୋଧରେ ଲଢିବାକୁ ଏକ କ୍ଷେତ୍ରୀୟ ପ୍ରତିରକ୍ଷା ସ୍ୱୟଂସେବକ ଭାବେ ସାମିଲ ହୋଇଛନ୍ତି । ଏହା ୟୁକ୍ରେନ୍ ସଶସ୍ତ୍ରବଳର ଏକ ଅଂଶ । ଫିଲ୍ମ ମେକର କହିଛନ୍ତି ଏହି ଲଢେଇ ସେମିତି ନୁହେଁ ଯେମିତି ଫିଲ୍ମର କଳ୍ପନା କରାଯାଇଥାଏ । ଏଠାରେ ଅଧିକାଂଶ ସମୟ ତୋପଖାନାରେ ଦେବାକୁ ପଡିଥାଏ । ଫ୍ରଣ୍ଟଲାଇନରେ ଲଢିବା ଅର୍ଥ ଶତ୍ରୁଙ୍କୁ କଡା ଜବାବ ଦେବା, ନୁହେଁ କି ଗୁଲି ଖାଇ ମରିବା ।


Enter your email to get our daily news in your inbox.

All Right Reserved By Dharitri.Com

ଡାଇନୋସର ଯୁଗୀୟ କାର୍‌ ଆକୃତିର କଇଁଛ

ମାଡ୍ରିଡ୍‌, ୧୯।୧୧: ସ୍ପେନ୍‌ରେ ଜୀବାଶ୍ମ ବିଜ୍ଞାନୀମାନେ କ୍ଷୁଦ୍ର କାର୍‌ ଆକାରର କଇଁଛର ଅବଶେଷ ଖୋଜି ବାହାର କରିଛନ୍ତି। କଇଁଛଟି ୮୩ ନିୟୁତ ବର୍ଷ ପୂର୍ବେ ୟୁରୋପୀୟ...

ଅର୍ଥନୀତି ବଦଳାଇବ ସୌରଶକ୍ତି: ମୋରିସନ

ଓ୍ବାଶିଂଟନ,୨୫।୯: ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ୍‌ ମୋରିସନ୍‌ କହିଛନ୍ତି, ସେ ଓ ତାଙ୍କ ଭାରତ ପ୍ରତିପକ୍ଷ ତଥା ପ୍ରିୟ ବନ୍ଧୁ ନରେନ୍ଦ୍ର ମୋଦି କେତେକ ନୂଆ ଗୁରୁତ୍ୱପୂର୍ଣ୍ଣ...

ଚାଇନାକୁ ଦେବାକୁ ପଡ଼ିବ କରୋନା ସମ୍ପର୍କିତ ତଥ୍ୟ: ସୟଦ ଆକବରଉଦ୍ଦିନ୍

ଜେନେଭା, ୪ ।୪:ସାରା ପୃଥିବୀରେ କରୋନ ସଂକ୍ରମଣ ନେଇ ଆତଙ୍କ ସୃଷ୍ଟି ହୋଇଛି । ଚାଇନାର ଉହାନ ସହରର ମାଂସ ବଜାରରୁ କରୋନା ସଂକ୍ରମଣ ଆରମ୍ଭ...

ସେରମ୍‌ର ସିଇଓଙ୍କୁ ଧମକ, ଟୁଇଟ୍‌ କରି ଦେଲେ ସୂଚନା

ଲଣ୍ଡନ,୨।୫: ସେରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆର ସିଇଓ ଅଦାର ପୁନାଓ୍ବାଲାଙ୍କୁ ଟିକା ଯୋଗାଣ ନେଇ ଧମକ ମିଳୁଥିବା ଟୁଇଟ୍‌ କରି ସୂଚନା ଦେଇଛନ୍ତି। ଏହି ଟୁଇଟ୍‌ରେ...

ଭ୍ରମରେ ରୁହନ୍ତୁନି ଯୁବବର୍ଗ; ବୟସ୍କଙ୍କ ଭଳି ସେମାନଙ୍କ ଉପରେ ବି କରୋନା ସଙ୍କଟ: ଡବ୍ଲ୍ୟୁଏଚ୍‌ଓ

ଓ୍ବାଶିଂଟନ, ୨୧।୩: ବୟସ୍କଙ୍କ ଭଳି ଯୁବବର୍ଗଙ୍କ କ୍ଷେତ୍ରରେ ବି କରୋନା ସଂକ୍ରମଣ ଆଶଙ୍କା ରହିଛି। ତେଣୁ ଯୁବବର୍ଗ ଭ୍ରମରେ ନ ରହି ଆବଶ୍ୟକ ସଚେତନତା ଏବଂ...

ଚାଳକ ବିହିନ ଇଲେକ୍ଟ୍ରିକ କାର ନିର୍ମାଣ ପାଇଁ ଆପଲକୁ ଲାଗିବ ୫ ବର୍ଷ

ଲଣ୍ଡନ,୮।୧- ବିଶ୍ୱର ଅନ୍ୟତମ ଟେକନୋଲୋଜି କମ୍ପାନୀ ଆପଲ ଚାଳକ ବିହିନ ଇଲେକ୍ଟ୍ରିକ୍‌ କାର ନିର୍ମାଣ କରିବା ଦିଗରେ କାର୍ଯ୍ୟ କରୁଛି। ଏହି କାର ନିର୍ମାଣ କରିବାକୁ...

ବ୍ଲାକ୍‌ ହୋଲ୍‌ର ଭୟଙ୍କର ଶବ୍ଦ ଜାରି କଲା ନାସା…

ଓ୍ବାଶିଂଟନ,୨୬।୧୧ : ସମ୍ପ୍ରତି ନାସା ଏକ ଭିଡିଓ ଶେୟାର କରିଛି। ଭିଡିଓରେ ବ୍ଲାକ୍‌ ହୋଲ୍‌ର ଭୟଙ୍କର ଶବ୍ଦ ଶୁଣିବାକୁୂ ମିଳୁଛି। ବ୍ଲାକ୍‌ ହୋଲ୍‌ ହେଉଛି ଏକ...

ପାକିସ୍ତାନରେ ୭୫ ବର୍ଷ ପରେ ପ୍ରଥମ ହିନ୍ଦୁ ମହିଳା ହେଲେ ଡିଏସ୍‌ପି…

ଇସଲାମାବାଦ, ୨୭।୭ : ଭାରତ-ପାକିସ୍ଥାନ ୧୯୪୭ ରେ ଯେତେବେଳେ ବିଭାଜିତ ହେଲା ସେତେବେଳେ ୧୨.୯ ପ୍ରତିଶତ ହିନ୍ଦୁ ସଂଖ୍ୟାଲଘୁ ଇସଲାମିକ୍‌ ଦେଶ ପାକିସ୍ଥାନରେ ରହିଲେ। ସମୟ...

Advertisement
Archives

Model This Week