‘ମୁଁ ସର୍ବଧାରଣରେ କ୍ଷମା ମାଗୁଛି’

ଲସ୍‌ ଏଞ୍ଜେଲ୍ସ,୨୯।୩: ଓସ୍କାର ଭାବେ ଜଣାଶୁଣା ଏକାଡେମୀ ପୁରସ୍କାର ଉତ୍ସବରେ ଉପସ୍ଥାପକ ଖ୍ରିସ ରକଙ୍କୁ ହଲିଉଡ୍‌ ଅଭିନେତା ଓ୍ବିଲ ସ୍ମିଥ୍‌ ଷ୍ଟେଜ ଉପରେ ମୁଥା ମାରିବା ଘଟଣା ଏବେ ଜଙ୍ଗଲରେ ନିଆଁ ଭଳି ବ୍ୟାପୁଛି। ଏହି ପୁରସ୍କାର ତଦାରଖ କରୁଥିବା ସଂସ୍ଥା ଉକ୍ତ ଘଟଣାର ଏକ ଶୁଣାଣି ଆନୁଷ୍ଠାନିକ ସମ୍ମୀକ୍ଷା କରିବେ।

ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇଁ ଷ୍ଟେଜକୁ ଡକାଯିବା ପରେ ୫୩ ବର୍ଷୀୟ ସ୍ମିଥ ଉପସ୍ଥାପକ ରକଙ୍କୁ ମାଡ଼ ମାରିଥିଲେ। ସୋମବାର ସେ କହିଛନ୍ତି, ”ମୁଁ କ୍ରିସଙ୍କୁ ସର୍ବ ସାଧାରଣରେ କ୍ଷମା ପ୍ରାର୍ଥନା କରିବାକୁ ଚାହୁଁଛି। ମୁଁ ସୀମା ବାହାରକୁ ଚାଲିଯାଇଥିଲି। ମୁଁ ଭୁଲ କରିଛି। ମୁଁ ଲଜ୍ଜିତ ଏବଂ ମୋର କାର୍ଯ୍ୟକଳାପ ମୁଁ ହେବାକୁ ଚାହୁଁଥିବା ବ୍ୟକ୍ତିର ମାନସିକତାକୁ ଦର୍ଶାଉ ନାହିଁ। ହିଂସାର ସମସ୍ତ ରୂପ ବିଷାକ୍ତ ଏବଂ ବନାଶକାରୀ ଅଟେ। ଗତ ରାତିରେ ଏକାଡେମୀ ପୁରସ୍କାର ମୋ ବ୍ୟବହାର ଗ୍ରହଣୀୟ ନ ଥିଲା“।

‘କିଙ୍ଗ୍‌ ରିଚାର୍ଡ’ ପାଇଁ ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇବା ପରେ ସ୍ମିଥ କହିଛନ୍ତି, ଜୋକ କରିବା ମୋ ପେଶାର ଅଂଶ। କିନ୍ତୁ ଜାଡାଙ୍କ ସ୍ବାସ୍ଥ୍ୟ ଉପରେ ଜୋକ ସହ୍ୟ କରିବା ମୋ ପାଇଁ ସମ୍ଭବ ନ ଥିଲା। ଏଣୁ ମୁଁ ଭାବପ୍ରବଣ ହୋଇ ପ୍ରତିକ୍ରିୟାଶୀଳ ହୋଇଉଠିଥିଲି। ଉଲ୍ଲେଖଯୋଗ୍ୟ, ପିଙ୍କେଟ ସ୍ମିଥ ଆଲୋପେସିଆ ନାମକ ଏକ ରୋଗରେ ପୀଡ଼ିତ। ଏହି ରୋଗ ଯୋଗୁ ତାଙ୍କୁ ନଣ୍ଡା ହେବାକୁ ପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଚଳିତବର୍ଷ ସର୍ବାଧିକ ଆୟ କରିଥିବା ଅଭିନେତ୍ରୀଙ୍କ ବିଷୟରେ ଜାଣନ୍ତୁ, ରୋଜଗାର ବିଷୟରେ ଜାଣି ହେବେ ଆଶ୍ଚର୍ଯ୍ୟ

ଚଳିତବର୍ଷ ଫୋର୍ବସ ତାଲିକା ପ୍ରକାଶ ପାଇଛି। ଏହି ତାଲିକାରେ ସର୍ବାଧିକ ଆୟ କରିଥିବା ଅଭିନେତ୍ରୀ ଭାବେ ସୋଫିଆ ଭର୍ଗାରା ସର୍ବାଗ୍ରେ ଅଛନ୍ତି। ଫୋର୍ବସ ଅନୁଯାୟୀ ସୋଫିଆ...

ଆକାଶ ଗଙ୍ଗାରୁ ଆସୁଛି ରହସ୍ୟମୟ ସିଗ୍‌ନାଲ୍‌, ପଠାଉଛନ୍ତି କି ଏଲିଅନ୍‌…

ଓ୍ବାଶିଂଟନ,୭।୭: ଆକାଶଗଙ୍ଗାରୁ ଲଗାତାର ପୃଥିବୀକୁ ରହସ୍ୟମୟ ସିଗ୍‌ନାଲ୍‌ ଆସୁଛି। ଏହାକୁ କିଏ ପଠାଉଛି ସେ ନେଇ ମହାକାଶ ବିଜ୍ଞାନୀମାନେ ନାନା ପରୀକ୍ଷା ନିିରୀକ୍ଷା ଜାରି ରଖିଛନ୍ତି।...

ଏ ମନ ଖୋଜୁଥାଏ…

କଥାରେ ଅଛି ‘ଏ ମନ ଖୋଜୁଥାଏ ଯାହା କାଳେ ପ୍ରାପତ ହୁଏ ତାହା’। ରିତେଶ ଦେଶମୁଖଙ୍କୁ ନାୟକ ଭାବରେ ବ୍ରେକ୍‌ ମିଳିଥିଲା ‘ତୁଝେ ମେରି କସମ୍‌’ରେ।...

୩ ଥର ବିବାହ କରିଛନ୍ତି ଏସବୁ ଅଭିନେତା

ବିବାହ ବନ୍ଧନରେ ଆବଦ୍ଧ ଏବଂ ବ୍ରେକ୍‌ କରିବା ବଲିଉଡ ଦୁନିଆରେ ବଡ କଥା ନୁହେଁ। ଇଣ୍ଡଷ୍ଟ୍ରିରେ ପ୍ରତିଦିନ ଏପରି ଖବର ଶୁଣିବାକୁ ମିଳେ। କିନ୍ତୁ ବଲିଉଡ୍‌ରେ...

ବିବାହର ୨ ସପ୍ତାହ ପରେ ସ୍ବାମୀଙ୍କୁ ମିଳିଲା ଶକ୍ତ ଧକ୍କା

ବିବାହ ପାଇଁ ଯୁବକ ଯୁବତୀ କେତେ ସ୍ବପ୍ନ ଦେଖିଥାନ୍ତି। ମନର ମଣିଷକୁ ନେଇ କେତେ ଆଶା ବାନ୍ଧିଥାନ୍ତି। ହେଲେ ଯେତେବେଳେ ତାଙ୍କୁ ବିଶ୍ୱାସରେ ବିଷ ମିଳେ...

ସମିତା ମୋ’ ପାଦ ତଳ ଚପଲ

ବମ୍ବେ: ବିଭିନ୍ନ କାରଣକୁ ନେଇ ଚର୍ଚ୍ଚାରେ ରହିଆସୁଛି ବିଗ୍‌ବସ୍‌-୧୫। ଶୋ’ରେ ପ୍ରତିଯୋଗୀମାନଙ୍କ ମଧ୍ୟରେ ଏବେ ନୂଆ ବିବାଦ ଦେଖାଦେଇଛି। ସେଥିରୁ ଗୋଟିଏ ହେଲା ଅଫସାନା ଖାନ...

ଯାତ୍ରା ଜଗତର ଲୋକପ୍ରିୟ ଯୋଡ଼ି ସନ୍ତୋଷ-କୁସୁମ

ଯାତ୍ରା ଜଗତର ଏକ ଲୋକପ୍ରିୟ ଯୋଡ଼ି ହେଉଛନ୍ତି ସନ୍ତୋଷ-କୁସୁମ ଯୋଡ଼ି। ନିଜ ନିଜର ନିଆରା ଅଭିନୟରେ ସେମାନେ ଦର୍ଶକଙ୍କୁ ସାରା ରାତି ବାନ୍ଧି ରଖିଥାନ୍ତି। ସନ୍ତୋଷଙ୍କ...

କାନ୍ଦାହାରକୁ କବ୍‌ଜା କଲା ତାଲିବାନ

କାବୁଲ,୧୩।୮: ତାଲିବାନ ଆଫଗାନିସ୍ତାନର ପ୍ରମୁଖ ସହରଗୁଡ଼ିକୁ ଅକ୍ତିଆର କରବାରେ ଲାଗିଛି। ଏବେ ତାଲିବାନମାନେ କାନ୍ଦାହାରକୁ ମଧ୍ୟ ନିଜ କବ୍‌ଜାକୁ ନେଇଯାଇଛନ୍ତି। ଏହା ବ୍ୟତୀତ ତାଲିବାନ ମଧ୍ୟ...

Advertisement
Archives

Model This Week