Posted inଜାତୀୟ

ଦୋକାନରୁ ମିଳିଲା ମଣିଷ ମସ୍ତିଷ୍କ, ଆଖି, କାନ

ନାଶିକ,୨୯।୩ : ମହାରାଷ୍ଟ୍ରର ନାଶିକ ସହରର ମୁମ୍ବାଇ ନାକା ଅଞ୍ଚଳରେ ଏକ ବନ୍ଦ ଦୋକାନର ବେସମେଣ୍ଟରୁ ମିଳିଛି ମଣିଷ ଶରୀରର ବିଭିନ୍ନ ଅଙ୍ଗ। ଗତ କିଛି ଦିନ ହେଲା ବନ୍ଦ ଥିବା ଦୋକାନରୁ ପଚା ଗନ୍ଧ ହେଉଥିଲା। ଏଥି ଯୋଗୁ ରବିବାର ରାତିରେ ପୋଲିସକୁ ଜଣାଇଥିଲେ ଅଞ୍ଚଳବାସୀ।

“ଦୋକାନରେ ସ୍କ୍ରାପ ସାମଗ୍ରୀ ଭରି ରହିଥିଲା। କିନ୍ତୁ ଦୁଇଟି ପ୍ଲାଷ୍ଟିକ୍‌ କଣ୍ଟେନର ଖୋଲାଯିବା ପରେ ଆମକୁ ମଣିଷ କାନ, ବ୍ରେନ, ଆଖି ଏବଂ ମୁହଁର କିଛି ଅଙ୍ଗ ମିଳିଛି। ଅଧିକ ତଦନ୍ତ ପାଇଁ ଫରେନ୍ସିକ ଟିମ୍‌ ମଣିଷ ଅଙ୍ଗକୁ ଜବତ କରିଛି” ବୋଲି ତଦନ୍ତକାରୀ ପୋଲିସ ଅଧିକାରୀ କହିଛନ୍ତି।

ଦୋକାନ ମାଲିକଙ୍କ ଦୁଇ ପୁଅ ଡାକ୍ତର ହୋଇଥିବାରୁ ଏହି ସବୁ ମଣିଷ ଅଙ୍ଗକୁ ମେଡିକାଲ ଉଦ୍ଦେଶ୍ୟରେ ପ୍ରଜର୍ଭଡ ରଖାଯାଇଥାଇପାରେ। କିନ୍ତୁ ପୋଲିସ ସବୁ ସମ୍ଭାବନା ଉପରେ ତଦନ୍ତ କରୁଛି। ଏପର୍ଯ୍ୟନ୍ତ କୌଣସି ମାମଲା ରୁଜୁ କରାଯାଇ ନାହିଁ ବୋଲି ମୁମ୍ବାଇ ନାକା ଥାନା ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୦ ଟଙ୍କା ଚା’ ଉପରେ ସେବା କର ୫୦ ଟଙ୍କା, ଭାରତୀୟ ରେଲଓ୍ବେ ରସିଦ୍‌ ସୋସିଆଲ ମିଡ଼ିଆରେ ଭାଇରାଲ…

ନୂଆଦିଲ୍ଲୀ, ୧।୭ : ଭାରତୀୟ ରେଲଓ୍ବେର ଏକ ରସିଦ୍‌ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ରେଲଓ୍ବେ ଜଣେ ଯାତ୍ରୀଙ୍କଠାରୁ ଗୋଟିଏ କପ ଚା‘...

କଂଗ୍ରେସ ଛାଡିଲେ ପୁଣି ୩ ନେତା

ଶ୍ରୀନଗର,୨୯।୮: ସୋମବାର ଜମ୍ମୁକଶ୍ମୀର କଂଗ୍ରେସର ତିନିଜଣ ନେତା ଦଳ ଛାଡିଛନ୍ତି। ନିକଟରେ କଂଗ୍ରେସ ଛାଡିଥିବା ବରିଷ୍ଠ ନେତା ଗୁଲାମ ନବୀ ଆଜାଦଙ୍କ ସମର୍ଥନରେ ପୂର୍ବତନ ଉପବାଚସ୍ପତି...

ଦିଲ୍ଲୀରୁ ଆସିଲା ଖୁସି ଖବର, ମୃତ୍ୟୁ ରୋକିବାରେ ଭାକ୍ସିନ୍‌ର ଦ୍ୱିତୀୟ ଡୋଜ୍‌ ୯୫ ପ୍ରତିଶତ ପ୍ରଭାବଶାଳୀ…

ନୂଆଦିଲ୍ଲୀ,୨୩।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତିରେ ଧୀରେଧୀରେ ସୁଧାର ଆସୁଛି। ଦେଶରେ ଦୈନିକ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି।...

ବିବାହର ୩ଦିନ ପରେ କନ୍ୟା ସାଜିଲେ ଲୁଟେରା

ଲକ୍ଷ୍ନୌ,୨୩।୭: ବିବାହ ପରେ ଘରକୁ ବଧୂ ଆସିଲେ ପରିବାରରେ ହସଖୁସିର ମାହୋଲ ଖେଳିଯାଏ। ବୋହୁଙ୍କୁ ଘରର ଲକ୍ଷ୍ମୀପ୍ରତିମା ଭାବି ପରିବାରର ମୁରବି ତାଙ୍କୁ ଘରର ସମସ୍ତ...

କମିଲା ରୋଷେଇ ଗ୍ୟାସ ସିଲିଣ୍ଡର ଦାମ୍‌

ନୂଆଦିଲ୍ଲୀ,୧।୫: ସାଧାରଣ ଜନତାଙ୍କ ପାଇଁ ଖୁସି ଖବର। ନନ୍‌- ସବ୍‌ସିଡି ରୋଷେଇ ଗ୍ୟାସ୍‌ର ଦାମ ଏବେ କମ୍‌ ହୋଇଛି। ଦେଶର ଅଏଲ ମାର୍କେଟିଂ କମ୍ପାନୀ ଏଚ୍‌ପିସିଏଲ୍‌,...

୨୦୨୧ ଯାଏ ରହିବ କରୋନା

ନୂଆଦିଲ୍ଲୀ,୨୮ା୫(ପି.ଟି.): ଭାରତରେ କରୋନା ସଂକ୍ରମଣ ୨୦୨୧ ପର୍ଯ୍ୟନ୍ତ ରହିବ। ଏହାର ସଂକ୍ରମଣକୁ କମାଇବାକୁ ହେଲେ କୋଭିଡ୍‌ ପରୀକ୍ଷାକୁ ଅତ୍ୟଧିକ ବଢ଼ାଇବାକୁ ପଡ଼ିବ ବୋଲି ବୁଧବାର ସ୍ବାସ୍ଥ୍ୟ...

ମଦ୍ରାସାରେ ପୂଜାର୍ଚ୍ଚନା: ୯ ଜଣଙ୍କ ନାମରେ ଥାନାରେ ମାମଲା

ବେଙ୍ଗାଲୁରୁ,୭।୧୦: କର୍ନାଟକର ବିଦର ଜିଲାରେ କିଛି ଲୋକ ମହମ୍ମଦ ଗଓ୍ବାନ ମଦ୍ରାସାରେ ପୂଜାର୍ଚ୍ଚନା କରିବା ଘଟଣାରେ ୯ ଜଣଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରିଛି।...

‘ଆତ୍ମନିର୍ଭରଭାରତ’ ୨୦୨୦ର ଶବ୍ଦ ଭାବେ ଅକ୍ସଫୋର୍ଡ ଡିକ୍ସିନାରୀରେ ସାମିଲ

ନୂଆଦିଲ୍ଲୀ, ୨।୨: ଅକ୍ସଫୋର୍ଡ ଡିକ୍ସିନାରୀରେ ‘ଆତ୍ମନିର୍ଭରଭାରତ’କୁ ୨୦୨୦ର ଶବ୍ଦ ଭାବେ ଅନ୍ତର୍ଭୁକ୍ତ କରାଯାଇଛି। ଏହାର ଅର୍ଥ ସେଲ୍ଫ-ରିଲାଏନ୍ସ୍‌ ବୋଲି ଡିକ୍ସିନାରୀରେ ଉଲ୍ଲେଖ କରାଯାଇଛି। ଏହି ହିନ୍ଦୀ...

Advertisement
Archives

Model This Week