ରୁଷିଆ ଯବାନ ବଳାତ୍କାର କରିଥିବା ଦାବି କଲେ ୟୁକ୍ରେନ ମହିଳା

କ୍ୱିଭ,୨୯।୩ : ସ୍ବାମୀଙ୍କୁ ଗୁଳି କରି ହତ୍ୟା କରିବା ପରେ ଦୁଇ ରୁଷିଆ ଯବାନ ବଳାତ୍କାର କରିଥିବା ଅଭିଯୋଗ ଆଣିଛନ୍ତି ଜଣେ ୟୁକ୍ରେନ ମହିଳା। ତାଙ୍କ ଅଭିଯୋଗର ତଦନ୍ତ କରାଯିବ ବୋଲି ଅଧିକାରୀ କହିଛନ୍ତି।

ମାର୍ଚ୍ଚ ୯ ତାରିଖରେ ଦୁଇ ରୁଷିଆ ଯବାନ ପ୍ରଥମେ ପୋଷା କୁକୁରକୁ ଗୁଳି କରିଥିଲେ। ଗୁଳିର ଶବ୍ଦ ଶୁଣିବା ପରେ ଘରର ଗେଟ୍‌ ଖୋଲିବାର ଶବ୍ଦ ଶୁଣାଯାଇଥିଲା। ତା’ ପରେ ଯବାନମାନେ ମୋ ସ୍ବାମୀଙ୍କୁ ଗୁଳି କରିଥିଲେ। ଘର ବାହାର ଗ୍ରାଉଣ୍ଡରେ ସ୍ବାମୀଙ୍କ ମୃତଦେହ ଦେଖି କାନ୍ଦି ଥିଲି। ଜଣେ ଯବାନ ମୋ ମୁଣ୍ଡରେ ବନ୍ଧୁକ ଲଗାଇ କହିଥିଲେ, ମୁଁ ତୁମ ସ୍ବାମୀଙ୍କୁ ଗୁଳି କରିଛି। କାରଣ ସେ ଜଣେ ନାଜି ଥିଲେ। ସେ ମୋତେ ପୋଷାକ ଖୋଲିବାକୁ କହିଥିଲେ। ପରେ ଦୁହେଁ ମୋତେ ବଳାତ୍କାର କରିଥିଲେ। ପାଖ ରୁମ୍‌ରେ ମୋ ୪ ବର୍ଷର ପୁଅ କାନ୍ଧୁଥିଲେ ମଧ୍ୟ ସେମାନେ ମୋତେ ଛାଡ଼ି ନ ଥିଲେ ବୋଲି ୟୁକ୍ରେନ ମହିଳା ଦାବି କହିଛନ୍ତି।

ପରେ ସ୍ବାମୀଙ୍କ ମୃତଦେହ ଛାଡ଼ି ମହିଳା ଜଣଙ୍କ ଘରୁ ଖସି ପଳାଇଥିଲେ। “ଆମେ ତାଙ୍କ ମୃତଦେହକୁ ପୋତି ପାରିଲୁ ନାହିଁ। ଆମେ ଗାଁ ଭିତରକୁ ମଧ୍ୟ ଯାଇ ପାରୁନୁ। କାରଣ ପୁରା ଗାଁ ଏବେ ରୁଷିଆ ସେନା ଅଧିକୃତକୁ ଚାଲି ଯାଇଛି” ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘାତକ ଜୀବାଣୁକୁ ନଷ୍ଟ କରିବାକୁ ୟୁକ୍ରେନକୁ ଦିଆଯାଇଥିଲା ପରାମର୍ଶ, ବୋମା ମାଡରେ ଉପୁଜିପାରେ ଭୟଙ୍କର ପରିସ୍ଥିତି: ଡବ୍ଲୁଏଚଓ

ଘାତକ ଜୀବାଣୁକୁ ନଷ୍ଟ କରିବାକୁ ୟୁକ୍ରେନକୁ ଦିଆଯାଇଥିଲା ପରାମର୍ଶ, ବୋମା ମାଡରେ ଉପୁଜିପାରେ ଭୟଙ୍କର ପରିସ୍ଥିତି: ଡବ୍ଲୁଏଚଓ ଜେନେଭା,୧୨ ।୩: ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚଓ) ୟୁକ୍ରେନକୁ...

ଚାଷୀ ଆନ୍ଦୋଳନକୁ ସମର୍ଥନ କଲେ କାନାଡ଼ା ପ୍ରଧାନମନ୍ତ୍ରୀ

ଟୋରଣ୍ଟୋ,୧।୧୨: ଭାରତରେ ଜାରି ରହିଥିବା ଚାଷୀ ଆନ୍ଦୋଳନକୁ ଏବେ ବିଦେଶରୁ ସମର୍ଥନ ମିଳିଛି। କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ ଏହା ଏକ ଚିନ୍ତା ଜନକ ପ୍ରସଙ୍ଗ...

ହୋଟେଲ କବାଟ ଭାଙ୍ଗି ନୱାଜ ସରିଫଙ୍କ ଜ୍ୱାଇଁଙ୍କୁ ଗିରଫ କଲା ପୋଲିସ

ଇସଲାମାବାଦ,୧୯।୧୦: ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ଜ୍ୱାଇଁ ସଫଦର ଏୱାନଙ୍କୁ ପୋଲିସ ଗିରଫ କରିଛି। ସେମାନେ ରହୁଥିବା ହୋଟେଲର କବାଟ ଭାଙ୍ଗି ପୋଲିସ ସଫଦରଙ୍କୁ...

ଫାଇଜର ଟିକାର ପାର୍ଶ୍ୱପ୍ରତିକ୍ରିୟା: ଆଲର୍ଜି ଥିବା ଲୋକେ ନ ନେବାକୁ ସତର୍କ ସୂଚନା ଜାରି

ଲଣ୍ଡନ,୧୦।୧୨: ବ୍ରିଟେନରେ ମଙ୍ଗଳବାରଠାରୁ ଫାଇଜର ଏବଂ ବାୟୋଏନ୍‌ଟେକ୍‌ ଦ୍ୱାରା ପ୍ରସ୍ତୁତ ହୋଇଥିବା କରୋନା ପ୍ରତିଷେଧକ ଟିକା ସାର୍ବଜନୀକ ଭାବେ ଦିଆଯିବା ଆରମ୍ଭ ହୋଇଛି। ତେବେ ଟିକା...

ପରଲୋକରେ ଜେମ୍ସ ବଣ୍ଡର ଅଭିନେତା ସାର ସେନ କୋନେରୀ

ଲଣ୍ଡନ,୩୧।୧୦-ଓସ୍କାର ବିଜେତା ତଥା ହଲିଉଡ ଫିଲ୍ମ ଜେମ୍ସ ବଣ୍ଡର ପ୍ରଥମ ଅଭିନେତା ସାର ସେନ କୋନେରୀଙ୍କ ଶନିବାର ପରଲୋକ ହୋଇଯାଇଛି। ୯୦ ବର୍ଷ ବୟସରେ ସେ...

ଆମେରିକା ଏୟାର ବେସ୍‌ ଉପରେ ଇରାନର ଆକ୍ରମଣ ଘଟଣା: ଟ୍ରମ୍ପ୍‌ କହିଲେ, ‘ଅଲ୍‌ ଇଜ୍‌ ଓ୍ବେଲ୍‌’

ୱାଶିଂଟନ,୮।୧: ଆମେରିକା ଏୟାର ବେସ ଉପରେ ଇରାନ ମିସାଇଲ ଆକ୍ରମଣ କରିଛି। ଇରାନର ମେଜର ଜେନେରାଲ ସୋଲେମାନୀଙ୍କୁ ଆମେରିକା ହତ୍ୟା କରିବା ପରେ ୱାଶିଂଟନ ଓ...

କିମ୍‌ ଜୋଙ୍ଗ ଉନ୍‌ ଏବେ କେଉଁଠି: ଉତ୍ତରକୋରିଆର ୬ ନେତା ମଧ୍ୟ ଏଭଳି ହୋଇଥିଲେ ନିଖୋଜ

ଓ୍ବାଶିଂଟନ/ସିଓଲ,୨୯।୪: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ୍‌ ଉନ୍‌ଙ୍କୁ ନେଇ ଏବେ ବେଶ୍‌ ଚର୍ଚ୍ଚା ଜାରି ରହିଛି। ଏଭଳି ପ୍ରଥମ ଥର ନୁହେଁ ଯେ,...

ଭାରତର ଜନସଂଖ୍ୟା କମିଯିବ ୨୬ କୋଟି

ଓ୍ବାଶିଂଟନ, ୧୬।୭: ଆଗାମୀ ୨୧୦୦ ବେଳକୁ ଭାରତର ଜନସଂଖ୍ୟା ୩୨ ପ୍ରତିଶତ କମିଯିବ। ଏନେଇ ଲାସେଣ୍ଟ୍‌ ପ୍ରତିକାରେ ଏକ ରିପୋର୍ଟ ପ୍ରକାଶ ପାଇଛି। ୨୦୪୮ ବେଳକୁ...

Advertisement
Archives

Model This Week