ସରନେମ୍‌ ବ୍ୟବହାର କରନ୍ତିନି କାଜଲ, ଜାଣନ୍ତୁ କାହିଁକି

ମୁମ୍ବାଇ: ବଲିଉଡ୍‌ର ଅନେକ ଷ୍ଟାର ଅଛନ୍ତି, ଯେଉଁମାନେ ସେମାନଙ୍କ ନାଁ ପରେ ଟାଇଟଲ ସରନେମ୍‌ ବ୍ୟବହାର କରନ୍ତି ନାହିଁ। ବଲିଉଡ୍‌କୁ ଆସିବା ପୂର୍ବରୁ ସରନେମ୍‌ ବ୍ୟବହାର କରୁଥିଲେ ମଧ୍ୟ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଆସିବା ପରେ ସେମାନେ ଆଉ ସରନେମ୍‌ ବ୍ୟବହାର କରିନାହାନ୍ତି। ଜାଣନ୍ତୁ ଏହା ପଛରେ ଥିବା କାରଣ…

ବଲିଉଡ୍‌ର ଜଣାଶୁଣା ଅଭିନେତ୍ରୀ କାଜଲଙ୍କୁ ସମନ୍ତେ ଜାଣନ୍ତି। ମାତ୍ର କିଛି ଲୋକଙ୍କୁ କାଜଲଙ୍କ ପ୍ରକୃତ ନାମ ଜଣା ନ ଥିବ। ସେ ବଲିଉଡ୍‌ ଅଭିନେତା ଅଜୟ ଦେବଗନଙ୍କୁ ବିବାହ କରିଥିଲେ, ଯାହା ପରେ ତାଙ୍କ ନାମ କାଜଲ ଦେବଗନ ହୋଇଥିଲା। କିନ୍ତୁ ପୂର୍ବରୁ କାଜଲଙ୍କ ଟାଇଟଲ ମୁଖାର୍ଜୀ ଥିଲା। ବିବାହ ପରେ କାଜଲ ନା ସ୍ବାମୀଙ୍କର ନା ବାପଘର ଟାଇଟଲ କାହାର ବି ବ୍ୟବହାର କଲେ ନାହିଁ। ଏହାର କାରଣ ହେଲା ତାଙ୍କ ମା ତନୁଜା ଏବଂ ବାପା ସୋମୁ ମୁଖାର୍ଜୀଙ୍କ ଛାଡ଼ପତ୍ର ପରେ ସେ ଆଉ ତାଙ୍କର ଟାଇଟଲ ବ୍ୟବହାର କରୁନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାଟ୍ରିନାଙ୍କ ବିବାହ ମଣ୍ଡପ ଚାରିପଟେ ନିୟୋଜିତ ସୁରକ୍ଷାକର୍ମୀ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କାଟ୍ରିନା କୈଫ ଏବଂ ଭିକି କୌଶଲ ତାଙ୍କ ବିବାହକୁ ନେଇ ଚର୍ଚ୍ଚାରେ ଅଛନ୍ତି। ବିବାହକୁ ନେଇ ନୂଆ ନୂଆ ତଥ୍ୟ ସାମ୍ନାକୁ...

ଏହି ଦିନ ଆମେରିକାରେ ରିଲିଜ୍‌ ହେବ ‘ଆର୍‌ଆର୍‌ଆର୍‌’

ଏସ୍‌ ଏସ୍‌ ରାଜାମୌଲିଙ୍କ ନିର୍ଦ୍ଦେଶିତ ଫିଲ୍ମ‘ଆର୍‌ଆର୍‌ଆର୍‌’ ବକ୍ସ ଅଫିସରେ ସମସ୍ତ ରେକର୍ଡ ଭାଙ୍ଗି ୧୧୦୦ କୋଟିରୁ ଅଧିକ ଆୟ କରିଛି। ତେବେ ଏହାର ଅରିଜିନାଲ ଅନ୍‌କଟ...

‘ପସନ୍ଦ ନ ଥିଲେ ଦେଖ ନାହିଁ’

ମୁମ୍ବାଇ: ଷ୍ଟାର୍‌ କିଡ୍‌ଙ୍କୁ ନେଇ ବଲିଉଡ୍‌ରେ ଚର୍ଚ୍ଚା ଜୋର୍‌ ଧରିଛି। ତେବେ ଏ ପ୍ରକାର ଚର୍ଚ୍ଚାଠାରୁ ନିଜକୁ କିପରି ଦୂରରେ ରଖାଯାଇ ପାରିବ ସେ ନେଇ...

ମୁଁ ବହୁତ ଭାଗ୍ୟବାନ: ନିକ୍‌

ମୁମ୍ବାଇ: ବଲିଉଡ୍‌ର ଦେଶୀଗର୍ଲ ପ୍ରିୟଙ୍କା ଚୋପ୍ରା ନିଜ ଅଭିନୟ ଫଳରେ ଏବେ ହଲିଉଡ୍‌ରେ ବି ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରି ସାରିଲେଣି ।...

‘ଦଶବି’ର ନୂଆ ଗୀତ ରିଲିଜ୍‌

ବଲିଉଡ୍‌ ଅଭିନେତା ଅଭିଷେକ ବଚ୍ଚନ ବର୍ତ୍ତମାନ ତାଙ୍କ ଆଗାମୀ ଫିଲ୍ମ ‘ଦଶବି’ର ପ୍ରମୋଶନରେ ବ୍ୟସ୍ତ। ଏହି ଫିଲ୍ମରେ ଜଣେ ବ୍ୟକ୍ତିଙ୍କ କାହାଣୀ ବିଷୟରେ ଦେଖାଯାଇଛି, ଯିଏ...

ଅନୁଚ୍ଛେଦ ୩୭୦ ଯୋଗୁ ବିବାହ ପରେ ଏହି ଅଭିନେତ୍ରୀ ହରାଇଥିଲେ କଶ୍ମୀର

ଶ୍ରୀନଗର,୬।୮: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ହଟିବା ପରେ ସାରା ଦେଶରେ ମିଶ୍ରିତ ପ୍ରତିକ୍ରିୟା ମିଳିଛି। ଏନେଇ ବଲିଉଡ୍‌ରୁ ଆରମ୍ଭ କରି ଟେଲି କଳାକାରମାନେ ସରକାରଙ୍କ ଏହି...

ଭଉଣୀଙ୍କ ସହ ଏଥର ଜନ୍ମଦିନ ପାଳିବେ ଭାଇଜାନ

ବଲିଉଡ୍‌ ଭାଇଜାନ ସଲମାନ ଖାନ୍‌ ଡିସେମ୍ବର ୨୭ରେ ନିଜର ୫୪ତମ ଜନ୍ମଦିନ ପାଳନ କରିବାକୁ ଯାଉଛନ୍ତି। ଏଥିପାଇଁ ସଲ୍ଲୁଙ୍କ ଘରେ ଖାସ୍‌ ପ୍ରସ୍ତୁତି ଆରମ୍ଭ ହୋଇଛି।...

ଟାଇଗର-୩ରେ ସଲମାନ୍‌ଙ୍କ ସହ ଫାଇଟ୍‌ କରିବେ ଇମ୍ରାନ୍‌…

ମୁମ୍ବାଇ,୨୪।୫: ସଲମାନ୍‌ ଖାଁଙ୍କ ଟାଇଗର ସିରିଜ୍‌ର ଫିଲ୍ମକୁ ନେଇ ଏବେ ବଲିଉଡ୍‌ରେ ଚର୍ଚ୍ଚା ଜାରି ରହିଛି। ଖୁବ୍‌ ଶୀଘ୍ର ପରଦାକୁ ଟାଇଗର-୩ ଦି ଫାଇନାଲ ମିଶନ...

Advertisement
Archives

Model This Week