Home Left

ଷ୍ଟୁଡେଣ୍ଟ୍‌ଙ୍କ ସହ ମଜାଦାର ଗେମ୍‌ ଖେଳିଲେ ବିଗ୍‌ ବି

ମୁମ୍ବାଇ: ଟେଲିଭିଜନର ଲୋକପ୍ରିୟ ରିଆଲିଟି ଶୋ’ କୌନ ବନେଗା କରୋଡ ପତି ୧୩’ ସିଜିନ ଏବେ ଚାଲିଛି। ଅଂଶଗ୍ରହଣ କରୁଥିବା ପ୍ରତିଯୋଗୀମାନେ ହଟ୍‌ ସିଟ୍‌ରେ ବସି ବିଭିନ୍ନ ପ୍ରଶ୍ନର ଉତ୍ତର ଦେଉଥିବାର ଦେଖାଯାଉଛି । ନିକଟରେ ଏହି ଶୋ’ରେ ଦର୍ଶକଙ୍କୁ ଷ୍ଟୁଡେଣ୍ଟ୍‌…

୧୯ ମହଲାରୁ ଖସିପଡ଼ିଲେ ମହିଳା, ଅଧାବାଟରେ ଏମିତି ଝୁଲି ରହିଲେ

ବେଜିଂ,୨୪ା୧୧: ଜଣେ ମହିଳା ବାଲକୋନିରେ କପଡ଼ା ଶୁଖାଇବା ବେଳେ ଖସି ପଡ଼ିଥିଲେ। ସେ ତଳକୁ ଖସିବା ବେଳେ ଏକ ଆଶ୍ଚର୍ଯ୍ୟକର ଘଟଣା ଘଟିଥିଲା। ଯାହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହି ଘଟଣା ଦକ୍ଷିଣ ଚାଇନାର ଜିଆଙ୍ଗସୁ ଜିଲାର ୟାଙ୍ଗ୍‌ଜହୁରେ ହୋଇଛି।…

୪୦ ପାର୍‌ ସତ୍ତ୍ୱେ ଆଜି ବି କୁଆଁରୀ

ବମ୍ବେ: ପରଦାରେ ରୋମାନ୍ସ କଲେ ହେଁ ବ୍ୟକ୍ତିଗତ ଜୀବନରେ ଏକାକି ଅନେକ ଟେଲି ଅଭିନେତ୍ରୀ। ସେମାନଙ୍କ ମଧ୍ୟରେ ରହିଛନ୍ତି ଶିଳ୍ପା ସିନ୍ଦେଙ୍କଠାରୁ ଆରମ୍ଭ କରି ଅନେକ ନାମକରା ନାୟିକା। ସେମାନଙ୍କୁ ନେଇ ଆଜିର ଉପସ୍ଥାପନା: ଶିଳ୍ପା ସିନ୍ଦେ: ଭାବି ଜି ଘର୍‌…

ବାପା ହେଲେ ଭୁବନେଶ୍ୱର

ଲକ୍ଷ୍ନୌ,୨୪।୧୧: ଭାରତୀୟ କ୍ରିକେଟ୍‌ ଦଳର ଦ୍ରୁତ ବୋଲର୍‌ ଭୁବନେଶ୍ୱର କୁମାର ପିତା ହେବାର ସୌଭାଗ୍ୟ ଲାଭ କରିଛନ୍ତି। ବୁଧବାର ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ତାଙ୍କ ସ୍ତ୍ରୀ ନୁପୁର ନାଗର ଏକ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି। ବିବାହ ବାର୍ଷିକୀ ପରଦିନ…

ଘର ବିକିଲେ ହରଭଜନ ସିଂ

ମୁମ୍ବାଇ,୨୪।୧୧: ଭାରତର କିମ୍ବଦନ୍ତୀ ଅଫ ସ୍ପିନର ହରଭଜନ ସିଂ ବେଶ୍‌ ଲୋକପ୍ରିୟ ବ୍ୟକ୍ତିତ୍ୱ। ସେ ସୋସିଆଲ ମିଡିଆରେ ବହୁତ ସକ୍ରିୟ ଏବଂ ତାଙ୍କ ପ୍ରଶଂସକଙ୍କ ସହ ସବୁବେଳେ ଯୋଡି ରହିବାକୁ ପସନ୍ଦ କରନ୍ତି। ନିକଟରେ ହରଭଜନ ମୁମ୍ବାଇରେ ଥିବା ନିଜର ଏକ…

ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ବିଜେଡିର ବିକ୍ଷୋଭ

କର୍ଲାମୁଣ୍ଡା,୨୪।୧୧(ଡି.ଏନ୍‌ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦରଠାରେ ବୁଧବାର ବିଜେଡି ପକ୍ଷରୁ ରନ୍ଧନ ଗ୍ୟାସ ଦରବୃଦ୍ଧି ପ୍ରତିବାଦରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଶତାଧିକ କର୍ମୀ ଶୋଭାଯାତ୍ରାରେ ଆସି କେନ୍ଦ୍ର ସରକାରଙ୍କୁ ସମାଲୋଚନା କରି ନାରା ବାଜି ଦେଇଥିଲେ। ପରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ…

ବେଦୀରୁ ବରଙ୍କୁ ଉଠାଇନେଲା ପୋଲିସ, ପଛେ ପଛେ ଦୌଡ଼ିଲେ କନ୍ୟା; କାରଣ ଜାଣିଲେ…

ଏକ ବିବାହ ଉତ୍ସବ ଚାଲିଥିବାବେଳେ ପୋଲିସ ପହଞ୍ଚି ବରଙ୍କୁ ଉଠାଇ ନେଇଛି। ବେଦୀ ନିକଟରୁ ବରଙ୍କୁ ପୋଲିସ ନିଜ ଗାଡ଼ିରେ ବସାଇ ନେଇ ଯାଇଛି। ଏହା ଦେଖି ଉପସ୍ଥିତ ଅତିଥି ଏବଂ କନ୍ୟା ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏପରିକି ବରଙ୍କୁ ପୋଲିସ ନିକଟରୁ…

ଭୋଜି ସାରି ଫେରୁଥିଲେ ଘରକୁ, ହେଲେ ରାସ୍ତାରେ ଚାହିଁ ରହିଥିଲା ମୃତ୍ୟୁ

ବଲାଙ୍ଗୀର ଅଫିସ,୨୪।୧୧: ବଲାଙ୍ଗୀର-ସୋନପୁର ୫୭ ନଂ. ଜାତୀୟ ରାଜପଥର ରଣ୍ଡା ଛକ ନିକଟରେ ବୁଧବାର ବୋଲେରୋ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫ ଗୁରୁତର ହୋଇଛନ୍ତି। ମୃତାହତମାନେ ବଲାଙ୍ଗୀର ଜିଲା ଦେଓଗାଁ ଥାନା ଅନ୍ତର୍ଗତ କୁଡ଼ାସିଂହା, ଭୁତିଆରବାହାଲ, ବିଡିଘାଟ,…

ଚାଇନାରେ ଜନ୍ମ ହାର ୪୩ ବର୍ଷ ମଧ୍ୟରେ ସର୍ବନିମ୍ନ…

ବେଜିଂ,୨୪।୧୧: ଚାଇନାରେ ଗତ ୪୩ ବର୍ଷ ମଧ୍ୟରେ ୧୯୭୮ ପରଠାରୁ ଜନ୍ମ ହାର ସର୍ବନିମ୍ନ ସ୍ତରକୁ ଖସି ଆସିଛି। ଯେତେବେଳେ ଚାଇନା ସରକାର ଜନସଂଖ୍ୟା ସଙ୍କଟ ଦୂର କରିବାକୁ ସଂଘର୍ଷ କରୁଛନ୍ତି। ନିକଟରେ ଦ ଗାର୍ଜିଅନର ଏକ ରିପୋର୍ଟରେ ଏହା ଦାବି…

‘ତୁମେ ପାଖରେ ଥିଲେ ପ୍ୟାରିସ୍‌ ସୁନ୍ଦର ଲାଗେ’

ମୁମ୍ବାଇ: ବଲିଉଡ୍‌ର ଚୁଲବୁଲି ତଥା ଲୋକପ୍ରିୟ ଗାୟିକା ନେହା କକ୍କରଙ୍କୁ କିଏବା ନ ଜାଣେ। ତାଙ୍କର ଫଟୋ, ଭିଡିଓକୁ ନେଇ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ତାଙ୍କର ଚୁଲବୁଲି ଅନ୍ଦାଜରେ ସମସ୍ତଙ୍କ ହୃଦୟରେ ରାଜ କରନ୍ତି । ତେବେ ନିକଟରେ ନେହା ତାଙ୍କ…

ଚାଇନା ଆକ୍ରମଣ ଆଶଙ୍କା, ସୈନ୍ୟଙ୍କ ତାଲିମ ବଢ଼ାଇଲା ତାଇଓ୍ବାନ…

ତାଇପେ,୨୪।୧୧: ଚାଇନା ପଟୁ ଆସୁଥିବା ଆକ୍ରମଣର ଧମକ ମଧ୍ୟରେ ତାଇୱାନ ଏହାର ସୈନ୍ୟଙ୍କ ତାଲିମକୁ ଜୋରଦାର କରିଛି। ଯେକୌଣସି ସମୟରେ ଚାଇନା ଆକ୍ରମଣ କରିବାର ଆଶଙ୍କା ରହିଥିବାରୁ ତାଇଓ୍ବାନ ଏଭଳି ପଦକ୍ଷେପ ଗ୍ରହଣ କରିଛି। ଚାଇନା ଲଗାତାର ନିଜର ସାମରିକ ଶକ୍ତିର…

ହାତରୁ ଦି’ହାତ ହେବେ ଏହି ଯୋଡି

ମୁମ୍ବାଇ: ଲୋକପ୍ରିୟ ଟେଲି ଧାରାବାହିକ ଅଭିନେତା ନୀଲ ଭଟ୍ଟ ଏବଂ ଐଶ୍ୱର୍ଯ୍ୟା ଶର୍ମା ଖୁବ୍‌ଶୀଘ୍ର ହାତରୁ ଦି’ହାତ ହେବାକୁ ଯାଉଛନ୍ତି । ସେମାନେ ‘ଗମ୍‌ ହୈ କିସି କେ ପ୍ୟାର୍‌ ମେଁ’ର ଧାରାବାହିକରେ ଦିଅର ଭାଉଜ ସାଜି ଅଭିନୟ କରୁଥିବା ଏହି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri