ଅଭିନୟ ଅପେକ୍ଷା ଏହି କାମ କରିବାକୁ ଅଧିକ ଭଲ ପାଆନ୍ତି ଅଭିନେତା

ସାଉଥ୍‌ ସୁପରଷ୍ଟାର ଜୁନିଅର ଏନଟିଆରଙ୍କ ଅଭିନୀତ ଫିଲ୍ମ ‘ଆର୍‌ଆର୍‌ଆର୍‌’ ନିକଟରେ ରିଲିଜ୍‌ ହୋଇଯାଇଛି। ଯାହାକୁ ଦେଖିବା ପାଇଁ ଦର୍ଶକଙ୍କ ଭିଡ ଦେଖିବାକୁୁ ମିଳୁଛି। ଫିଲ୍ମରେ ଜୁନିଅର ଏନଟିଆର ଏବଂ ରାମ ଚରଣ ନଜର ଆସିଛନ୍ତି। ଦୁହିଁଙ୍କ ଅଭିନୟକୁ ବେଶ୍‌ ପ୍ରଶଂସା କରିଛନ୍ତି ଦର୍ଶକ। ଏହି ଫିଲ୍ମକୁ ଦେଖିବା ପରେ ଅଭିନେତାଙ୍କ ଲୋକପ୍ରିୟତା ବଢିଯାଇଛି ।
ଏହି ଫିଲ୍ମରେ ଜୁନିଅର୍‌ ଏନଟିଆର୍‌ ଭୀମ ଚରିତ୍ରରେ ନଜର ଆସିଛନ୍ତି। ଯାହାକୁ ଖୁବ ଭଲପାଇବା ମିଳିଛି। କିନ୍ତୁ ଆପଣ ଜାଣନ୍ତି କି? ଏପରି କିଛି ଅଛି ଯାହାକୁ ଅଭିନେତା ଅଭିନୟ ଅପେକ୍ଷା ଅଧିକ ପସନ୍ଦ କରନ୍ତି।
ନିକଟରେ ଏକ ସାକ୍ଷାତକାରରେ ଅଭିନେତା ପ୍ରକାଶ କରିଛନ୍ତି ଯେ, ଅଭିନୟ ଅପେକ୍ଷା ସେ ରୋଷେଇ କରିବାକୁ ଅଧିକ ପସନ୍ଦ କରନ୍ତି । ରୋଷେଇ କରିବା ପାଇଁ ସେ କୌଣସି ସୁଯୋଗ ହାତଛଡ଼ା କରନ୍ତି ନାହିଁ। ତାଙ୍କ କହିବାନୁସାରେ, ଏହା ତାଙ୍କ ପାଇଁ ଷ୍ଟ୍ରେସ ରିଲିଫ ଭଳି। ତେଣୁ, ଯେତେବେଳେ ବି ସେ ସୁଯୋଗ ପାଆନ୍ତି, ରୋଷେଇ କରନ୍ତି। ଯାହା ତାଙ୍କୁ ବହୁତ ଖୁସି ଦେଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

୧୦ ବର୍ଷ ହେଲାଣି ଏହି ରୋଗ ସହ ଲଢ଼ୁଛନ୍ତି ସୁମୋନା: ଏବେ ଚତୁର୍ଥ ଷ୍ଟେଜ୍‌ରେ…

ବମ୍ବେ: ଲକ୍‌ଡାଉନ୍‌ରେ ଦୁଃଖ ବଖାଣିଛନ୍ତି କମେଡିଆନ୍‌ ତଥା ଅଭିନେତ୍ରୀ ସୁମୋନା ଚକ୍ରବର୍ତ୍ତୀ। ‘ଦ କପିଲ ଶର୍ମା ଶୋ’ରେ ନଜର ଆସୁଥିବା ସୁମୋନାଙ୍କ ପାଖରେ ଏବେ କୌଣସି...

କିଏ କାମୁଡ଼େ ନଖ ତ କିଏ ଗାଧୋଇବାକୁ ଡରେ

ମୁମ୍ବାଇ: ଦୁନିଆରେ ଏପରି ଅଜବ ପ୍ରକାରର ଲୋକ ଅଛନ୍ତି, ଯେଉଁମାନେ ଅନେକ ଅଦ୍ଭୁତ କାର୍ଯ୍ୟସବୁ କରିଥାନ୍ତି। କେବଳ ସାଧାରଣ ଲୋକ ନୁହନ୍ତି, ବଲିଉଡ୍‌ ଷ୍ଟାର୍‌ମାନେ ମଧ୍ୟ...

ପ୍ରଶଂସକଙ୍କ ପାଇଁ ସମସ୍ତଙ୍କ ଆଗରେ ଶାହରୁଖ ଖାାନ୍‌ଙ୍କୁ ଫୋନ କଲେ ଅକ୍ଷୟ କୁମାର; ଆଉ ତା’ପରେ

ଅନେକ ଥର ପ୍ରଶଂସକମାନେ ଅଭିନେତା/ଅଭିନେତ୍ରୀଙ୍କ ନିକଟରେ ଅଜବ ଦାବି କରନ୍ତି। ଏହା ଶୁଣି ଅଭିନେତା/ଅଭିନେତ୍ରୀମାନେ ମଧ୍ୟ ତାହା ପୂରଣ କରିବାକୁ ଚେଷ୍ଟା କରନ୍ତି। ବଲିଉଡର ଖିଲାଡି...

ଖୁସି ଅନ୍ତରାଳେ..

ବେଳେ ବେଳେ ମଣିଷ ଯାହା ଭାବୁଥାଏ ତାହା ସତରେ ପରିଣତ ହୁଏ। ସେଗୁଡ଼ିକ ମଧ୍ୟରୁ କେତେକରେ ସୁଖ ଅନୁଭୂତି ଥାଏ ତ କେତେକ ମନକୁ ଦୁଃଖରେ...

ପ୍ରଯୋଜକଙ୍କୁ ପସନ୍ଦ ନ ଥିଲା ନାଁ

ମୁମ୍ବାଇ: ବଲିଉଡ୍‌ର ସବୁଠାରୁ ଫିଟ୍‌ ନାୟକଙ୍କ ଗହଣରେ ଗଣାଯାନ୍ତି ଜନ୍‌ ଆବ୍ରାହମ୍‌, ଯେଉଁ ନଁା ପାଇଁ ଜନ୍‌ ଏବେ ଭାରତରେ ବେଶ୍‌ ଚର୍ଚ୍ଚିତ, ଦିନ ଥିଲା...

ସ୍ୱାମୀଙ୍କୁ କୋଳରେ ଧରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କଲେ ଗୌହର

ମୁମ୍ବାଇ: ଆଜିକାଲି ବିବାହ ସମୟରେ ଭିନ୍ନ ଭିନ୍ନ ପୋଜରେ ଫଟୋ ଉଠାଇବାକୁ ବେଶ୍ ପସନ୍ଦ କରୁଛନ୍ତି ନବ ଦମ୍ପତି । ଫଳରେ ସେମାନେ ଏମିତି ମୁହୂର୍ତ୍ତ...

କିଏ କାହାକୁ ପ୍ରଥମେ କରିଥିଲେ ପ୍ରପୋଜ୍‌-କାଟ୍ରିନା ନା ଭିକି

ବଲିଉଡ୍‌ ଅଭିନେତ୍ରୀ କାଟ୍ରିନା କୈଫ ଏବଂ ଭିକି କୌଶଲ ଖୁବଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। କୁହାଯାଉଛି ଉଭୟ ଡିସେମ୍ବର ୯ରେ ରାଜସ୍ଥାନରେ ସାତ...

ଜୟା ବଚ୍ଚନଙ୍କ ବାସଭବନ ଚାରିପଟେ ସୁରକ୍ଷା ବ୍ୟବସ୍ଥା କଡାକଡି

ମୁମ୍ବାଇ,୧୬।୯-ସମାଜବାଦୀ ପାର୍ଟି ଏମ୍‌ପି ଜୟା ବଚ୍ଚନ ସଂସଦରେ ଡ୍ରଗ୍ସ ମାମଲାରେ ବୟାନ ଦେବା ପରେ ତାଙ୍କ ମୁମ୍ବାଇସ୍ଥିତ ବାସଭବନରେ ବୁଧବାର ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି।...

Advertisement
Archives

Model This Week