ପାଇପ୍ରୁ ପାଣି ବେଗରେ ବାହାରିଲା ଟଙ୍କା
ବେଙ୍ଗାଲୁରୁ,୨୪।୧୧: ପିଡବ୍ଲ୍ୟୁଡି ବିଭାଗରେ କାର୍ଯ୍ୟରତ ଜଣେ ଇଞ୍ଜିନିୟରଙ୍କ ଘରେ କର୍ନାଟକ ଦୁର୍ନୀତି ନିରୋଧି ବ୍ୟୁରୋ (ଏସିବି) ପକ୍ଷରୁ ମଙ୍ଗଳବାର ଚଢ଼ାଉ କରାଯାଇଥିଲା। ଚଢ଼ାଉ ବେଳେ ଘରର ପାଇପ୍ ଖୋଲା ଯାଇଥିଲା। ସେଥିରୁ ପାଣି ବେଗରେ ଟଙ୍କା ବାହାରିଥିଲା। ଅଧିକାରୀମାନେ କହିଛନ୍ତି, ପିଡବ୍ଲ୍ୟୁଡି…
୩୩ ବର୍ଷର ଧାରା ଭାଙ୍ଗିବା ଲକ୍ଷ୍ୟରେ ନ୍ୟୁଜିଲାଣ୍ଡ
କାନପୁର,୨୪।୧୧: ଚଳିତ ବର୍ଷ ବିଶ୍ୱ ଟେଷ୍ଟ ଚାମ୍ପିୟନ୍ସ ଗଦା ହାତେଇଥିବା ନ୍ୟୁଜିଲାଣ୍ଡ କ୍ରିକେଟର ପ୍ରତ୍ୟେକ ଫର୍ମାଟରେ ଆଧିପତ୍ୟ ବିସ୍ତାର କରିଛି। କିନ୍ତୁ ଦୀର୍ଘ ୩୩ ବର୍ଷ ହେଲା ଭାରତରେ ଗୋଟିଏ ହେଲେ ଟେଷ୍ଟ ମ୍ୟାଚ୍ ଜିତିବାକୁ ସକ୍ଷମ ହୋଇନାହିଁ ଏହି ଦଳ।…
ହରମନପ୍ରୀତଙ୍କୁ ମିଳିଲା ବଡ଼ ଉପଲବ୍ଧି
ମେଲବୋର୍ନ,୨୪।୧୧: ମେଲବୋର୍ନ ରେନେଗାଡେସ ଷ୍ଟାର ହରମନପ୍ରୀତ କୌର ପ୍ରଥମ ଭାରତୀୟ ଖେଳାଳି ଭାବେ ମହିଳା ବିଗ୍ ବାଶ ଲିଗ୍ (ଡବ୍ଲ୍ୟୁବିବିଏଲ)ରେ ପ୍ଲେୟାର ଅଫ୍ ଦି ଟୁର୍ନାମେଣ୍ଟ ପୁରସ୍କାର ପାଇଛନ୍ତି। ପୂରା ସିଜନରେ ଉଭୟ ବ୍ୟାଟ ଓ ବଲରେ ଭଲ ପ୍ରଦର୍ଶନ କରିଥିଲେ…
ମାଗଡାଲେନା ଆଣ୍ଡରସନ ହେବେ ସ୍ବିଡେନର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ
ଷ୍ଟକହୋମ,୨୪।୧୧: ସ୍ବିଡେନ ରାଜନୀତିରେ ଏକ ନୂଆ ଇତିହାସ ସୃଷ୍ଟି ହେଉଛି। ଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ହେବା ପାଇଁ ଡେମୋକ୍ରାଟ ନେତ୍ରୀ ମାଗଡାଲେନା ଆଣ୍ଡରସନଙ୍କୁ ମଞ୍ଜୁରୀ ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ସଂସଦରେ ଏକ ଭୋଟ ନିଆଯାଇଥିଲା, ସେଥିରେ ମାଗଡାଲେନାଙ୍କୁ ବହୁମତ ମିଳିଥିଲା।…
ଏସ୍ସିବିରେ ଯାନବାହନ ପ୍ରବେଶ ଉପରେ କଟକଣା ଲାଗିଲା, ଏଣିକି…
କଟକ ଅଫିସ ୨୪।୧୧: ଏସ୍ସିବି ବଡ଼ ମେଡିକାଲରେ ଯାନବାହନ ପ୍ରବେଶ ଉପରେ କଟକଣା ଲାଗିଛି। ଉଭୟ ରାଣୀହାଟ ଏବଂ ମଙ୍ଗଳାବାଗ ମୁଖ୍ୟ ଗେଟ୍ ନିକଟରେ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛି। ତେବେ ରୋଗୀଙ୍କ ସୁରକ୍ଷା ଦୃଷ୍ଟିରୁ ଏପରି ପଦକ୍ଷେପ ନିଆଯାଇଥିବା କର୍ତ୍ତୃପକ୍ଷ କହିଛନ୍ତି।…
ମାମଲା ରୁଜୁ ପରେ କଙ୍ଗନା କହିଲେ…
ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ ନିଜ ମନ୍ତବ୍ୟକୁ ନେଇ ପ୍ରାୟତଃ ଚର୍ଚ୍ଚାରେ ଅଛନ୍ତି। ମୋଦି ସରକାର କୃଷି ଆଇନ ପ୍ରତ୍ୟାହାର ଘୋଷଣା କରିବା ପରେ କଙ୍ଗନା କୃଷକଙ୍କ ଆନ୍ଦୋଳନକୁ ଖଲିସ୍ତାନୀ ଆନ୍ଦୋଳନ ସହିତ ତୁଳନା କରିଛନ୍ତି। ଯାହା ପରେ ଦେଶର ବିଭିନ୍ନ…
କାନପୁର ଟେଷ୍ଟରେ ପଦାର୍ପଣ କରିବେ ଶ୍ରେୟାସ
କାନପୁର,୨୪।୧୧: ଲୋକେଶ ରାହୁଲ ଆହତ ହେବାରୁ ମଧ୍ୟକ୍ରମରେ ଜଣେ ନୂଆ ବ୍ୟାଟରଙ୍କ ପାଇଁ ବାଟ ଫିଟିଛି। ଖାଲି ଥିବା ସ୍ଥାନରେ ଶ୍ରେୟାସ ଆୟାର ଟେଷ୍ଟ ପଦାର୍ପଣ କରିବେ। ଏହା ସ୍ପଷ୍ଟ କରିଛନ୍ତି ଭାରତୀୟ ଦଳର କାମଚଳା ଅଧିନାୟକ ଅଜିଙ୍କ୍ୟ ରାହାନେ। ତେବେ…
ଲାଇମଲାଇଟ୍ରୁ ଦୂରେଇ ଯାଇଛନ୍ତି ଏହି ଅଭିନେତ୍ରୀ
ମୁମ୍ବାଇ: ଆଜି ଅର୍ଥାତ୍ ନଭେମ୍ବର ୨୪ରେ ଅଭିନେତ୍ରୀ ସେଲିନା ଜେଟଲିଙ୍କ ଜନ୍ମଦିନ। ସେଲିନା ଆଜି ତାଙ୍କର ୪୦ତମ ଜନ୍ମଦିବସ ପାଳନ କରୁଛନ୍ତି। ୨୦୦୧ରେ ସେ ଫେମିନା ମିସ୍ ଇଣ୍ଡିଆ ଟାଇଟଲ ଜିତିଥିଲେ। ସେଲିନା ମଡେଲିଂରୁ କ୍ୟାରିୟର୍ ଆରମ୍ଭ କରିଥିବା ବେଳେ ବଲିଉଡରେ…
ଅଖିଳେଶଙ୍କ ବଡ଼ ଘୋଷଣା
ଲକ୍ଷ୍ନୌ,୨୪।୧୧: ଉତ୍ତର ପ୍ରଦେଶ ନିର୍ବାଚନ ପୂର୍ବରୁ ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ସଭାପତି ଅଖିଳେଶ ଯାଦବ ଏକ ବଡ଼ ଘୋଷଣା କରିଛନ୍ତି। ୨୦୨୨ ମସିହାରେ ୟୁପିରେ ସରକାର ଗଠନ ହେଲେ କୃଷକଙ୍କ ଆନ୍ଦୋଳନ ସମୟରେ ନିହତ ହୋଇଥିବା କୃଷକଙ୍କ ସମ୍ପର୍କୀୟଙ୍କୁ ୨୫ ଲକ୍ଷ…
ଅଖିଳେଶଙ୍କୁ ଭେଟିଲେ ସଞ୍ଚୟ: ଉଠିଲା ଚର୍ଚ୍ଚା
ଲକ୍ଷ୍ନୌ,୨୪।୧୧: ଲକ୍ଷ୍ନୌର ଲୋହିଆ ଟ୍ରଷ୍ଟରେ ଆମ ଆଦମୀ ପାର୍ଟିର ନେତା ତଥା ଏମ୍ପି ସଞ୍ଜୟ ସିଂ ଏବଂ ଏସପି ସଭାପତି ଅଖିଳେଶ ଯାଦବଙ୍କ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ରାଜନୈତିକ ପରିସ୍ଥିତି ଏବଂ ଗଠବନ୍ଧନକୁ ନେଇ ଉଭୟଙ୍କ ମଧ୍ୟରେ ଆଲୋଚନା…
ଗୋବରରୁ ଉତ୍ପନ୍ନ ହେବ ବିଜୁଳି
ଗାଈ ଗୋବରର ଉପକାରିତା ବିଷୟରେ ବହୁତ ଶୁଣିଥିବେ। ବାୟୋଗ୍ୟାସ, ଗୋବର ଗ୍ୟାସ, ଖତ ଏବଂ ଗୋବରରୁ ଦୀପ ତିଆରି ହୋଇଥିବା ସମ୍ପର୍କରେ ବି ପୂର୍ବରୁ ଜାଣିଥିବେ। ଏଥିସହିତ କିଛି ଲୋକ ଗୋବର ଖାଇବାର ଉପକାରିତା ବିଷୟରେ ମଧ୍ୟ କହିଥିବା ଶୁଣିଥିବେ। ନିକଟରେ…
ଶେଷରେ ମାନିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ
ଇସଲମାବାଦ୍,୨୪।୧୧: ପାକିସ୍ତାନ ଦେବାଳିଆ ହୋଇଯାଇଥିବା କଥା ଶେଷରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ସ୍ବୀକାର କରିଛନ୍ତି। ସେ କହିଛନ୍ତି, ପାକିସ୍ତାନର ଅର୍ଥନୀତି ସଂପୂର୍ଣ୍ଣ ରୂପେ ଭୁଶୁଡି ପଡିଛି। ଦେଶ ଦାରିଦ୍ର୍ୟର ପଥରେ ପହଞ୍ଚିଛି ଏବଂ ଦେଶ ଚଳାଇବା ପାଇଁ ସରକାରଙ୍କ ପାଖରେ ଟଙ୍କା…
Archives


