୧୦ ଦକ୍ଷିଣ ଆଫ୍ରିକୀୟଙ୍କ ମିଳୁନି ପତ୍ତା
ବେଙ୍ଗାଲୁରୁ,୩।୧୨: କର୍ନାଟକରେ ଦେଶର ପ୍ରଥମ ୨ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହେବା ପରେ ବେଙ୍ଗାଲୁରୁ ଆସିଥିବା ୧୦ ଜଣ ଦକ୍ଷିଣ ଆଫ୍ରିକା ନାଗରିକଙ୍କ ପତ୍ତା ମିଳୁନାହିଁ। ଏହାକୁ ନେଇ କର୍ନାଟକ ସ୍ବାସ୍ଥ୍ୟ ବିଭାଗର ଚିନ୍ତା ବଢ଼ିଯାଇଛି। ନଭେମ୍ବର ୧୨ରୁ ୨୨ ମଧ୍ୟରେ…
ବ୍ରୋଞ୍ଜ ପାଇଁ ଲଢ଼ିବ ଇଣ୍ଡିଆ
ଭୁବନେଶ୍ୱର,୩।୧୨(କ୍ରୀଡ଼ା ପ୍ରତିନିଧି): ବିଶ୍ୱକପର ପ୍ରତିଟି ମ୍ୟାଚରେ ଆକର୍ଷଣ ଖେଳ ପ୍ରଦର୍ଶନ କରିଥିବା ଭାରତ ଶେଷରେ ବ୍ରୋଞ୍ଜ ପାଇଁ ଲଢେଇ କରିବ। କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଏଫ୍ଆଇଏଚ୍ ଓଡ଼ିଶା ହକି ପୁରୁଷ ଜୁନିୟର ବିଶ୍ୱକପର ଶୁକ୍ରବାର ଅନୁଷ୍ଠିତ ଦ୍ୱିତୀୟ ସେମିଫାଇନାଲରେ ଜର୍ମାନୀ ୪-୨…
ଭିଜିଲାନ୍ସ ଜାଲରେ ପୂର୍ତ୍ତ ବିଭାଗ ପିଅନ
ବାଲେଶ୍ୱର ଅଫିସ, ୩।୧୨: ଠିକାଦାରଙ୍କ ସିକ୍ୟୁରିଟି ଟଙ୍କା ଉଠାଣ ନିମନ୍ତେ କାଗଜପତ୍ର ଠିକ୍ କରିବା ପାଇଁ ୧ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ବାଲେଶ୍ୱର ରେଳଷ୍ଟେଶନ ନିକଟସ୍ଥ ପୂର୍ତ୍ତ ବିଭାଗ-୨ କାର୍ଯ୍ୟାଳୟର ଚତୁର୍ଥ ଶ୍ରେଣୀ କର୍ମଚାରୀ (ପିଅନ) ପଦ୍ମନାଭ ସ୍ବାଇଁ ଭିଜିଲାନ୍ସ…
ଚାଷୀଙ୍କ ହାବୁଡ଼ରେ ପଡିଲେ କଙ୍ଗନା
ଅମୃତସର,୩।୧୨: ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ରହୁଥିବା ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାଣାଓ୍ବତଙ୍କୁ ପଞ୍ଜାବର ଚାଷୀମାନେ ଶୁକ୍ରବାର ଘେରିଯାଇଥିଲେ। କଙ୍ଗନା କାର୍ରେ ଯାଉଥିବା ବେଳେ କୃଷକମାନେ କିରଟପୁର ସାହିବରେ କଳାପତାକା ଦେଖାଇ ତାଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ। ଏପରି କି ଚାଷୀ…
ଗଞ୍ଜାମରେ ସ୍କୁଲ ଛୁଟି, ଶିକ୍ଷକ, କର୍ମଚାରୀ ଆସିବେ
ଭୁବନେଶ୍ୱର,୩ା୧୨(ବ୍ୟୁରୋ): କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅଧିକ ଘନୀଭୂତ ହୋଇ ବାତ୍ୟା(ଜୱାଦ)ରେ ପରିଣତ ହୋଇଛି। ଏହି ସାମୁଦ୍ରିକ ଝଡ଼ ‘ଜୱାଦ’ ଉତ୍ତର- ଉତ୍ତର ପଶ୍ଚିମ ଦିଗ ଦେଇ ଘଣ୍ଟା ପ୍ରତି ୨୦ କି.ମି. ବେଗରେ ସ୍ଥଳଭାଗ ଆଡ଼କୁ ମାଡ଼ିଆସୁଛି। ଏହା…
ଟିମ୍ ଇଣ୍ଡିଆକୁ ବଞ୍ଚାଇଦେଲେ ମୟଙ୍କ
ମୁମ୍ବାଇ,୩।୧୨:ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟର ପ୍ରଥମ ଦିନ ଖେଳ ସୁଦ୍ଧା ଭାରତ ୭୦ ଓଭର ଖେଳି ୪ ଉଇକେଟ ହରାଇ ୨୨୧ ରନ୍ କରିଛି। କମ୍ବ୍ୟାକ କରିଥିବା ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ଟସ୍ ଜିତି ବ୍ୟାଟିଂ…
ଆନ୍ଦୋଳନରେ ମୃତ କୃଷକଙ୍କୁ ଦିଆଯାଉ ଅନୁକମ୍ପା ରାଶି, ତାଲିକା ନ ଥିଲେ ଆମଠାରୁ ନିଅ: ରାହୁଲ
ନୂଆଦିଲ୍ଲୀ,୩ ।୧୨: ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଶୁକ୍ରବାର କେନ୍ଦ୍ର ସରକାରଙ୍କ ଉପରେ ଖୁବ୍ ବର୍ଷିଛନ୍ତି । କୃଷି ଆଇନକୁ ବିରୋଧ କରିବା ସମୟରେ ଯେଉଁ କୃଷକମାନଙ୍କର ମୃତ୍ୟୁ ହୋଇଥିଲା ସେମାନଙ୍କୁ କ୍ଷତି ପୂରଣ ଦିଆଯାଉ ବୋଲି ଦାବି କରିଛନ୍ତି…
ମାଲଦ୍ୱୀପରେ ଛୁଟି କାଟୁଛନ୍ତି ମଲାଇକା
ମୁମ୍ବାଇ: ବଲିଉଡ୍ ନାୟିକା ମଲାଇକା ଆରୋରା ଓ ନାୟକ ଅର୍ଜୁନ କପୁରଙ୍କ ଆଫେୟାର୍ସ ସବୁଠି ଚର୍ଚ୍ଚାର ବିଷୟ । ଆରମ୍ଭରୁ ହିଁ ଏମାନଙ୍କ ରିଲେସନଶିପକୁ ନେଇ ଚର୍ଚ୍ଚା ହୋଇ ଆସୁଛି । ଏମିତି ଅନେକ ସମୟରେ ଏମାନଙ୍କ ଲଭଷ୍ଟୋରୀ ହିଁ ସବୁଠାରୁ…
ରାମବାଗ ଏନକାଉଣ୍ଟରରେ ଆହତ ଆତଙ୍କବାଦୀ ବସିତ ଅହମ୍ମଦ ଡାରଙ୍କର ହୋଇସାରିଛି ମୃତ୍ୟୁ: ସ୍ପଷ୍ଟ କଲା ଟିଆର୍ଏଫ୍
ଶ୍ରୀନଗର,୩ ।୧୨: ଆତଙ୍କବାଦୀ ସଙ୍ଗଠନ ଲସ୍କର ଇ ତୋଏବାର ସହଯୋଗୀ ସଙ୍ଗଠନ ଟିଆର୍ଏଫ୍ କହିଛି ରାମବାଗରେ ନଭେମ୍ବର ୨୪ରେ ହୋଇଥିବା ଏନକାଉଣ୍ଟରରେ ଆହତ ହୋଇଥିବା ଆତଙ୍କବାଦୀ ବାସିର ଅହମ୍ମଦ ଡାରଙ୍କର ମୃତ୍ୟୁ ହୋଇସାରିଛି । ସେ କୁଖ୍ୟାତ ଆତଙ୍କବାଦୀ ମେହରାନର ଅତି…
ମାହାଙ୍ଗା ଡବଲ ମର୍ଡର ଘଟଣା: ହାଜର ହେଲେନି ଥାନାଧିକାରୀ
ନିଶ୍ଚିନ୍ତକୋଇଲି,୩ା୧୨(ସ୍ବ.ପ୍ର.): କଟକ ଜିଲା ମାହାଙ୍ଗା ଥାନା ଅଧିନସ୍ଥ ଡବଲ ମର୍ଡର ଘଟଣାରେ ମାହାଙ୍ଗା ଥାନା ଅଧିକାରୀଙ୍କୁ ବ୍ୟକ୍ତିଗତ ହଜାର ହେବାକୁ ମାନ୍ୟବର କୋର୍ଟ ଗୁରୁବାର ଆଦେଶ ଦେଇଥିଲେ। ତେବେ ଆଜି ଉକ୍ତ ମାମଲା ଶୁଣାଣି ହେଉଥିବା ବେଳେ ଥାନାଧିକାରୀ ଅନୁପସ୍ଥିତ ଥିଲେ।…
ପଞ୍ଜାବ ନିର୍ବାଚନ ପୂର୍ବରୁ ଏଏପିକୁ ବଡ ଝଟକା
ଚଣ୍ଡିଗଡ଼,୩ ।୧୨: ପାଖେଇ ଆସୁଛି ପଞ୍ଜାବ ବିଧାନସଭା ନିର୍ବାଚନ । ଏହାକୁ ଦେଖି ସବୁ ରାଜନୈତିକ ପାର୍ଟି ସଜବାଜ ହେଉଥିବା ବେଳେ ଆମ ଆଦମୀ ପାର୍ଟି(ଏଏପି)କୁ ବଡ ଝଟକା ଲାଗିଛି । ପଞ୍ଜାବରେ ଥିବା ଏଏପିର ଅସନ୍ତୁଷ୍ଟ ବିଧାୟକ କୱର ସନ୍ଧୁ…
୧୩୨ ବର୍ଷ ରେକର୍ଡ ପୁନରାବୃତ୍ତି କଲେ କୋହଲି
ମୁମ୍ବାଇ,୩।୧୨: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ୨ ମ୍ୟାଚ୍ ଟେଷ୍ଟ ସିରିଜ ଦ୍ୱିତୀୟ ମ୍ୟାଚ୍ରେ ଅନେକ ନୂତନ ରେକର୍ଡ ସୃଷ୍ଟି ହୋଇଛି। ମୁମ୍ବାଇ ଟେଷ୍ଟରେ ବିରାଟ କୋହଲି ଅଧିନାୟକ ଭାବରେ ଦଳକୁ ଫେରିଥିଲେ ଏବଂ ଟସ ପାଇଁ ଓହ୍ଲାଇବା ମାତ୍ରେ…
Archives


