ରେପୋ ରେଟ୍‌ ଅପରିବର୍ତ୍ତିତ

ନୂଆଦିଲ୍ଲୀ,୮।୪: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ଶୁକ୍ରବାର ଏହାର ମୁଦ୍ରା ନୀତି ଜାରି ନିଷ୍ପତ୍ତି ଜାରି କରିଛି। ରିଜର୍ଭ ବ୍ୟାଙ୍କ ଆଜି ଏହାର ମୁଦ୍ରାନୀତି କମିଟି(ଏମପିସି) ବୈଠକରେ ରେପୋ ହାରକୁ ୪ ପ୍ରତିଶତରେ ଅପରିବର୍ତ୍ତିତ ରଖିଛି। ଏହା ବ୍ୟତୀତ, ରିଭର୍ସ ରେପୋ ରେଟ୍‌ରେ ୦.୪୦ ପ୍ରତିଶତ ବୃଦ୍ଧି କରାଯାଇଛି। ଏବେ ଏହା ବୃଦ୍ଧି ପାଇ ୩.୭୫ ପ୍ରତିଶତରେ ପହଞ୍ଚିଛି। ନଗଦ ରିଜର୍ଭ ଅନୁପାତ ମଧ୍ୟ ୪ ପ୍ରତିଶତରେ ରଖାଯାଇଛି। ଏମପିସିି ବୈଠକ ପରେ ଆର୍‌ବିଆଇ ଗଭର୍ନର ଶଶିକାନ୍ତ ଦାସ ଏହି ଘୋଷଣା କରିଛନ୍ତି। କ୍ରମାଗତ ୧୧ମ ଥର କେନ୍ଦ୍ରୀୟ ବ୍ୟାଙ୍କ ସୁଧ ହାରରେ କୌଣସି ପରିବର୍ତ୍ତନ କରିନାହିଁ। ଏହାପୂର୍ବରୁ, ରିଜର୍ଭ ବ୍ୟାଙ୍କ ଗତ ମେ ୨୨, ୨୦୨୦ରେ ରେପୋ ରେଟ ପରିବର୍ତ୍ତନ କରିଥିଲା।
ସେହି ଭଳି ଚଳିତ ଆର୍ଥିକ ବର୍ଷ ଲାଗି ଜିଡିପି ଆକଳନକୁ ୭.୨ ପ୍ରତିଶତରେ ରଖାଯାଇଛି। ଏହା ପୂର୍ବରୁ ଜିଡିପି ୭.୮ ପ୍ରତିଶତ ବଢିବ ବୋଲି କେନ୍ଦ୍ରୀୟ ବ୍ୟାଙ୍କ ଆକଳନ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଯାନ ମୂଲ୍ୟ ବଢାଇ ପାରେ ହୋଣ୍ଡା କାର୍‌ସ

ନୂଆଦିଲ୍ଲୀ,୧୭-୬: ହୋଣ୍ଡା କାର୍‌ସ ଇଣ୍ଡିଆ ଆସନ୍ତା ମାସଠାରୁ ଏହାର ବିଭିନ୍ନ ମଡେଲ ଯାନ ଉପରେ ମୂଲ୍ୟ ବଢାଇବା ନେଇ ବିଚାର କରୁଛି। କମ୍ପାନୀ ଏହାର ବିଭିନ୍ନ...

ଜଷ୍ଟିସ୍‌ ମୁରଲୀଧରଙ୍କ ବଦଳି ପ୍ରସଙ୍ଗ: ରାଷ୍ଟ୍ରପତିଙ୍କୁ ଚିଠି ଲେଖିଲା ଅନ୍ତର୍ଜାତୀୟ ବାର୍‌ ସଂସ୍ଥା

ନୂଆଦିଲ୍ଲୀ,୧୩।୩(ପି.ଟି.): ଦିଲ୍ଲୀ ହାଇକୋର୍ଟ ବିଚାରପତି ଜଷ୍ଟିସ୍‌ ଏସ୍‌. ମୁରଲୀଧରଙ୍କୁ ରାତିଆଧିଆ ପଞ୍ଜାବ ଓ ହରିୟାଣା ହାଇକୋର୍ଟକୁ ବଦଳି କରାଯାଇଥିବାରୁ ଏହାକୁ ନେଇ ଓକିଲମାନଙ୍କ ଏକ ଅନ୍ତର୍ଜାତୀୟ...

ପ୍ରେମିକାଙ୍କୁ ମାରି ଘରେ ପୋତି ପ୍ରେମିକ କରିଦେଲେ ସିମେଣ୍ଟ ପ୍ଲାଷ୍ଟର, ଜଣାପଡ଼ିବା ପରେ…

ଭୋପାଳ,୨୮।୧: ମଧ୍ୟପ୍ରଦେଶର ଖରଗୋନର ଏକ ଲୋମହର୍ଷଣକାରୀ ହତ୍ୟାକାଣ୍ଡର ପର୍ଦ୍ଦାଫାଶ ହୋଇଛି। ସନ୍ତୋଷ ନାମକ ଜଣେ ପ୍ରେମିକ ନିଜ ବିବାହିତା ପ୍ରେମିକା ଛାୟାଙ୍କୁ ମାରି ତିଆରି କରିଥିବା...

ନୂଆ ଆକ୍ରାନ୍ତ-ମୃତକଙ୍କ ସଂଖ୍ୟା କମିଲା…

ନୂଆଦିଲ୍ଲୀ,୧୯।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତିରେ ଧୀରେଧୀରେ ସୁଧାର ଆସୁଛି। ଲକ୍‌ଡାଉନ୍‌ ପ୍ରଭାବରୁ ସଂକ୍ରମଣ କମିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦେଶରେ ନୂଆ...

୩୫ହଜାର ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ସ୍ଥାୟୀ କରିବେ ପଞ୍ଜାବ ସରକାର

ଚଣ୍ଡିଗଡ଼,୨୨।୩: ପଞ୍ଜାବରେ ଶାସନ କ୍ଷମତା ସମ୍ଭାଳିବା ପରେ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ ଆକ୍ସନ ମୁଡ୍‌ରେ ଆସିଯାଇଛନ୍ତି। ମୁଖ୍ୟମନ୍ତ୍ରୀ ହେବା ପରେ ରାଜ୍ୟର ହିତ ପାଇଁ ସେ...

ଏସ୍‌ଆଇ ସମେତ ୩ ପୋଲିସଙ୍କୁ ହତ୍ୟା କଲେ କୃଷ୍ଣସାର ମୃଗ ଶିକାରୀ

ଗୁନା,୧୪।୫: ମଧ୍ୟପ୍ରଦେଶର ଗୁନାରେ ପୋଲିସ ଓ କୃଷ୍ଣସାର ମୃଗ ଶିକାରୀ ମୁହାଁମୁହିଁ ହୋଇଛନ୍ତି। ଏହି ସମୟରେ କୃଷ୍ଣସାର ମୃଗ ଶିକାରୀମାନେ ୩ଜଣ ପୋଲିସ କର୍ମଚାରୀଙ୍କୁ ଗୁଳି...

ରାଜ୍ୟଗୁଡିକୁ ଗୃହ ମନ୍ତ୍ରଣାଳୟର ଚିଠି: ପ୍ଲାଷ୍ଟିକ ତ୍ରିରଙ୍ଗା ବ୍ୟବହାର ବନ୍ଦ କରାଯାଉ

ନୂଆଦିଲ୍ଲୀ,୮।୮:ସ୍ବାଧୀନତା ଦିବସ ପୂର୍ବରୁ ପ୍ଲାଷ୍ଟିକରେ ପ୍ରସ୍ତୁତ ତ୍ରିରଙ୍ଗା ବ୍ୟବହାରକୁ ଅନୁମତି ନ ଦେବାକୁ କେନ୍ଦ୍ର ରାଜ୍ୟଗୁଡିକୁ ନିର୍ଦ୍ଦେଶ ଦେଇଛି। ଲୋକମାନେ ପ୍ଲାଷ୍ଟିକର ଜାତୀୟ ପତାକା ବ୍ୟବହାର...

ବୁଦ୍ଧି ଶିଖିଲେ ଓଲି: ଅପଲୋଡ୍‌ କଲେ ନେପାଳର ପୁରୁଣା ମାନଚିତ୍ର

ନୂଆଦିଲ୍ଲୀ, ୨୪।୧୦: ନେପାଳର ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲି ବୁଦ୍ଧି ଶିଖିଛନ୍ତି। ଚାଇନା ସହିତ ବନ୍ଧୁତା କରିବା ତାଙ୍କୁ ମହଙ୍ଗା ପଡ଼ିଛି। ଭାରତୀୟ ର’ ମୁଖ୍ୟ...

Advertisement
Archives

Model This Week