Home Left

ମମତାଙ୍କୁ ସ୍ବାଗତ କଲେ ଅଖିଳେଶ

ଲକ୍ଷ୍ନୌ,୫।୧୨: ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଜାତୀୟ ରାଜନୀତିରେ ଟିଏମ୍‌ସିର ପତିଆରା ବୃଦ୍ଧିକୁ ଦେଖି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସମ୍ଭାବ୍ୟ ବିକଳ୍ପକୁ ସ୍ବାଗତ କରିଛନ୍ତି। ମମତା ଜାତୀୟ ସ୍ତରରେ ବିରୋଧୀ ସାମ୍ମୁଖ୍ୟର ନେତୃତ୍ୱ ନେଲେ ସେଥିରେ ସାମିଲ ହେବେ…

ଯୁବତୀଙ୍କୁ ମିଳିଥିବା ସ୍କୁଟି ନମ୍ବରର ଅକ୍ଷରକୁ ନେଇ ପରିବହନ ବିଭାଗକୁ ନୋଟିସ ଜାରି କଲା ଡିସିଡବ୍ଲ୍ୟୁ

ନୂଆଦିଲ୍ଲୀ,୫ ।୧୨: ଜଣେ ଯୁବତୀଙ୍କୁ ସ୍କୁଟିର ନମ୍ବର ପ୍ଲେଟରେ ଥିବା ଅକ୍ଷରକୁ ନେଇ ହଟାହଟା ହେବାକୁ ପଡିଛି । ଏ ନେଇ ସେ ମହିଳା କମିଶନରେ ଅଭିଯୋଗ କରିବା ପରେ ଦିଲ୍ଲୀ ମହିଳା କମିଶନ(ଡିସିଡବ୍ଲ୍ୟୁ) ଏ ନେଇ ପରିବହନ ବିଭାଗକୁ ନୋଟିସ…

ଏମିତି ବିବାହ ନିମନ୍ତ୍ରଣ କାର୍ଡ: ଯାହା ଆଗରୁ କେବେ ଦେଖି ନ ଥିବେ, ଏଥିରେ ରହିଛି…

ଏବେ ଚାଲିଛି ବିବାହ ଋତୁ। ଏଭଳି ପରିସ୍ଥିତିରେ ଘରକୁ ଅନେକ ବିବାହ କାର୍ଡ ଆସୁଥିବାର ଦେଖିଥିବେ। ଏହି କାର୍ଡଗୁଡ଼ିକ ମଧ୍ୟରୁ ଲୋକେ କିଛି କାର୍ଡକୁ ସାଇତି ରଖୁଥିବା ବେଳେ ଆଉ କିଛି କାର୍ଡକୁ ଅଳିଆଗଦାରେ ଫିଙ୍ଗି ଦେଇଥାନ୍ତି। କିନ୍ତୁ ଅନେକ ଲୋକ…

କରୋନାର ଦ୍ୱିତୀୟ ଡୋଜ ଟିକା ନେଲେ ମିଳିବ ସ୍ମାର୍ଟ ଫୋନ

ରାଜକୋଟ,୫ ।୧୨: କରୋନା ମହାମାରୀର ଭୟାବହାତାକୁ ଦେଖି ଏବେ ଟିକାକରଣ ଉପରେ ବେଶୀ ଗୁରୁତ୍ୱ ଦିଆଯାଉଛି । ଗୁଜରାଟର ରାଜକୋଟ ମ୍ୟୁନିସିପାଲ କର୍ପୋରେଶନ ଲୋକଙ୍କୁ ଟିକା ନେବାକୁ ଉତ୍ସାହିତ କରିବାକୁ ଯାଇ ସ୍ମର୍ଟ ଫୋନ ଉପହାର ଦେବାକୁ ଘୋଷଣା କରିଛି ।…

ମାଟିରୁ ସୃଜନର ଓଁକାର

ଜୀବନ୍ତ ପୃଥିବୀରେ ଜୀବନସତ୍ତାକୁ ସୁରକ୍ଷିତ ରଖିବାରେ ମାଟି ବା ମୃତ୍ତିକାର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହିଛି। ମାଟିରୁ ହିଁ ସୃଜନର ଓଁକାର ସମ୍ଭବ ହୋଇପାରିଥାଏ। ତେବେ ମୃତ୍ତିକା ସଂରକ୍ଷଣ ଏବଂ ଏହାକୁ ପ୍ରଦୂଷଣ ମୁକ୍ତ କରିବା ସାମ୍ପ୍ରତିକ ଶିଳ୍ପାୟନ ପୃଥିବୀରେ ଅପରିହାର୍ଯ୍ୟ ହୋଇ…

ଦକ୍ଷିଣ ଆଫ୍ରିକାରେ ଅଧିକ ଶିଶୁ ସଂକ୍ରମିତ

ଜୋହାନ୍ସବର୍ଗ, ୫।୧୨: ଦକ୍ଷିଣ ଆଫ୍ରିକାରେ ୫ ବର୍ଷରୁ କମ୍‌ ବୟସର ଶିଶୁ କରୋନାରେ ଅଧିକ ସଂକ୍ରମିତ ହେଉଛନ୍ତି। ଏନେଇ ସ୍ବାସ୍ଥ୍ୟ ବିଶେଷଜ୍ଞ ଚିନ୍ତା ବ୍ୟକ୍ତ କରିଛନ୍ତି। ଶୁକ୍ରବାର ଦକ୍ଷିଣ ଆଫ୍ରିକାରେ ୧୬,୦୫୫ ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ ୨୫ ଜଣଙ୍କ…

ଠକଠାରୁ ଜ୍ୟାକଲିନ ନେଇଥିବା ଉପହାର ତାଲିକାରେ ୯ ଲକ୍ଷ ଟଙ୍କାର ବିଲେଇ

ନୂଆଦିଲ୍ଲୀ, ୫।୧୨: ବଲିଉଡ୍‌ ଅଭିନେତ୍ରୀ ଜ୍ୟାକଲିନ ଫର୍ନାଣ୍ଡିଜଙ୍କୁ ୫୨ ଲକ୍ଷ ଟଙ୍କାର ଏକ ଘୋଡ଼ା ଏବଂ ୯ ଲକ୍ଷ ଟଙ୍କାର ଏକ ପର୍ସିଆନ ବିଲେଇକୁ ମିଶାଇ ୧୦ କୋଟି ଟଙ୍କାର ଉପହାର ଦେଇଛନ୍ତି ସୁକେଶ ଚନ୍ଦ୍ରଶେଖର ନାମକ ଏକ ଠକ। ବେଆଇନ…

ଫାଣ୍ଡି ଭିତରେ ଗୁଳିକରି ଆତ୍ମହତ୍ୟା କଲେ ଯବାନ

ମାଲକାନଗିରି/କାଲିମେଳା,୪ା୧୨(ଡି.ଏନ୍‌.ଏ.): ମାଲକାନଗିରି ଜିଲା କାଲିମେଳା ବ୍ଲକ ଅନ୍ତର୍ଗତ ପଟେରୁଠାରେ ନିୟୋଜିତ ଥିବା ଜଣେ ଓଏସ୍‌ଏପି ଯବାନ ଶନିବାର ଫାଣ୍ଡି ଭିତରେ ନିଜ ସର୍ଭିସ୍‌ ବନ୍ଧୁକରୁ ନିଜକୁ ଗୁଳିକରି ଆତ୍ମହତ୍ୟା କରିଛନ୍ତି। ତାଙ୍କ ନାମ ଦୁର୍ଯ୍ୟୋଧନ ମାଝି। ତେବେ ତାଙ୍କ ଆତ୍ମହତ୍ୟାର କାରଣ…

ଶାହାଙ୍କ ସହ ଆଲୋଚନା ପରେ ଗଠନ ହେଲା ୫ ଜଣିଆ କମିଟି

ନୂଆଦିଲ୍ଲୀ,୪।୧୨: ଦିଲ୍ଲୀ ସୀମାରେ ବର୍ଷେରୁ ଊର୍ଦ୍ଧ୍ୱ ସମୟ ଧରି ବିକ୍ଷୋଭରତ କୃଷକମାନେ ଆନ୍ଦୋଳନରୁ ଓହରିପାରନ୍ତି। କେନ୍ଦ୍ର ସରକାର ୩ ବିବାଦୀୟ କୃଷି ଆଇନ ପ୍ରତ୍ୟାହାର କରିନେବା ପରେ କୃଷିଜାତ ସାମଗ୍ରୀଗୁଡ଼ିକର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ପ୍ରଦାନ ପାଇଁ ବିଚାର କରୁଥିବାରୁ…

ମୋଦିଙ୍କ ରାଲିକୁ ଯାଉଥିବା ବସ୍‌ ଧକ୍କାରେ ଗଲା ପରିବାରର ୩ ଜୀବନ

ସାହରନପୁର, ୪।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଡେରାଡୁନ୍‌ ରାଲିକୁ ଲୋକ ନେଇ ଯାଉଥିବା ଏକ ବସ୍‌ ଧକ୍କାରେ ଚାଲିଯାଇଛି ଗୋଟିଏ ପରିବାରର ୩ ଜଣଙ୍କ ଜୀବନ। ସେହି ପରିବାର ଅନ୍ୟ ୨ ଜଣ ଗୁରୁତର ହୋଇଛନ୍ତି। ଉତ୍ତରପ୍ରଦେଶ ସାହରନପୁର ଜିଲାର ମୋହନ୍ଦ…

‘ୟୁପିରେ ସଂଖ୍ୟାଗରିଷ୍ଠତା ସହ ଭାଜପା ସରକାରକୁ ଫେରିବ’

ମୁମ୍ବାଇ,୪।୧୨: ସମ୍ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ସହ ଭାଜପା ଉତ୍ତର ପ୍ରଦେଶ ସରକାରକୁ ଫେରିବ। ହିନ୍ଦୁସ୍ତାନ ଟାଇମ୍ସ ଲିଡରଶିପ୍‌ ବୈଠକ (ଏଚ୍‌ଟିଏଲଏସ୍‌)ରେ ଏଭଳି ଦୃଢ଼ୋକ୍ତି ରଖିଛନ୍ତି କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା। ଏଥିସହ ନିର୍ବାଚନ ଲାଗି ଛୋଟ ଛୋଟ ରାଜନୈତିକ ଦଳ ସହ…

ବାତ୍ୟା ପାଇଁ ସ୍ଥଗିତ ହେଲା ପରୀକ୍ଷା

ଭୁବନେଶ୍ୱର,୪।୧୨(ବ୍ୟୁରୋ): ବାତ୍ୟା ଜୱାଦ ପାଇଁ ୫ ତାରିଖରେ ହେବାକୁ ଥିବା ଇଣ୍ଡିଆନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଫରେନ୍‌ ଟ୍ରେଡ୍‌(ଆଇଆଇଏଫ୍‌ଟି)ର ଏମ୍‌ବିଏ(ଆଇବି) ୨୦୨୨-୨୪ ପ୍ରବେଶିକା ପରୀକ୍ଷାକୁ ଓଡ଼ିଶା ସମେତ ୩ଟି ରାଜ୍ୟରେ ସ୍ଥଗିତ ରଖାଯାଇଛି। କଟକ, ସମ୍ବଲପୁର, ଭୁବନେଶ୍ୱର, ବିଜୟୱାଡ଼ା, ବିଶାଖାପାଟଣା, କୋଲକାତା, ଦୁର୍ଗାପୁରରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri