Home Left

କ୍ଲିନ ବୋଲ୍ଡ ହେବା ପରେ ନେଲେ ଡିଆରଏସ୍‌

ମୁମ୍ବାଇ,୪।୧୨: ନ୍ୟୁଜିଲାଣ୍ଡ ବିପକ୍ଷରେ ଚାଲିଥିବା ମୁମ୍ବାଇ ତଥା ଦ୍ୱିତୀୟ ଟେଷ୍ଟରେ ଭିନ୍ନ କାରଣରୁ ଚର୍ଚ୍ଚକୁ ଆସିଛନ୍ତି ଭାରତୀୟ ଅଫ୍‌ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ। ମ୍ୟାଚ୍‌ର ଦ୍ୱିତୀୟ ଦିନରେ ବ୍ୟାଟିଂ କରିବାକୁ ଆସିଥିବା ଅଶ୍ୱିନ ଖାତା ଖୋଲିବା ପୂର୍ବରୁ ଏଜାଜ ପଟେଲଙ୍କ ବଲରେ…

ଅମରିନ୍ଦରଙ୍କ ସହ ମେଣ୍ଟ ଉପରେ ଏମିତି କହିଲେ ଶାହା

ନୂଆଦିଲ୍ଲୀ,୪।୧୨: ପଞ୍ଜାବ ବିଧାନସଭା ନିର୍ବାଚନରେ ମେଣ୍ଟ ଗଠନ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ଏବଂ ଶିରୋମଣି ଅକାଳୀ ଦଳର ପୂର୍ବତନ ନେତା ଶୁଖଦେବ ସିଂ ଧିଂସାଙ୍କ ସହ ଭାଜପାର ଆଲୋଚନା ଚାଲିଛି। ଶନିବାର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା ଏହି ସୂଚନା…

ଦକ୍ଷିଣ ଆଫ୍ରିକା ଗସ୍ତ ଉପରୁ ହଟିଲା କଳାବାଦଲ

କୋଲକାତା, ୪ା୧୨: ଦକ୍ଷିଣ ଆଫ୍ରିକାରେ କୋଭିଡ୍‌ର ନୂଆ ଭାରିଆଣ୍ଟ ସତ୍ତ୍ୱେ ଭାରତୀୟ ଦଳ ଏହି ଦେଶକୁ ଖେଳିବା ପାଇଁ ଗସ୍ତ କରିବ। ତେବେ ଉଭୟ ଦେଶର କ୍ରିକେଟ ବୋର୍ଡର ନିଷ୍ପତ୍ତି କ୍ରମେ କାର୍ଯ୍ୟସୂଚୀରେ କିଛିଟା ପରିବର୍ତ୍ତନ କରାଯାଇଛି। ଭାରତୀୟ ଦଳର ଦକ୍ଷିଣ…

ସଂକ୍ରମଣ ବୃଦ୍ଧି ନେଇ ଓଡ଼ିଶାକୁ କେନ୍ଦ୍ରର ତାଗିଦ

ନୂଆଦିଲ୍ଲୀ, ୪।୧୨: ଓଡ଼ିଶା ସମେତ ୫ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ-କଶ୍ମୀରର କେତେକ ଜିଲାରେ ଦୈନିକ କୋଭିଡ୍‌-୧୯ ସଂକ୍ରମଣ ଓ ମୃତ୍ୟୁହାର ଦ୍ରୁତ ବୃଦ୍ଧି ପାଉଛି। ଏଥିସହିତ ଉକ୍ତ ରାଜ୍ୟଗୁଡ଼ିକରେ ଟେଷ୍ଟିଂ ହ୍ରାସ ପାଇଥିବାରୁ କେନ୍ଦ୍ର ସରକାର ଚିନ୍ତାବ୍ୟକ୍ତ କରିବା…

ପଡ଼ିଶା ଘର ଟ୍ରଙ୍କରୁ ମିଳିଲା ନିଖୋଜ ଝିଅର ମୃତଦେହ

ଲକ୍ଷ୍ନୌ,୪।୧୨: ଦୁଇ ଦିନ ହେଲା ନିଖୋଜ ଥିବା ୬ ବର୍ଷୀୟା ଝିଅର ମୃତଦେହ ମିଳିଛି ପଡ଼ିଶା ଘରର ଟ୍ରଙ୍କରୁ। ଏଭଳି ଘଟଣା ଘଟିଛି ଉତ୍ତରପ୍ରଦେଶର ହାପୁର ସହରରେ। ତେବେ ପୀଡ଼ିତାଙ୍କୁ ହତ୍ୟା କରାଯିବା ପୂର୍ବରୁ ବଳାତ୍କାର ହୋଇଛି କି ନାହିଁ, ତାହା…

ନିଖୋଜ ପିଅନଙ୍କ ମୃତଦେହ ମିଳିଲା କୂଅରୁ

  କେନ୍ଦୁଝର,୪ା୧୨ (ସ୍ବ.ପ୍ର.): କେନ୍ଦୁଝର ଜିଲା ପଣ୍ଡାପଡ଼ା ଥାନା ପୋଲିସ ଶନିବାର ବଡ଼କମଣ୍ଡରା ଗ୍ରାମର ଏକ କୂଅରୁ ନିରଞ୍ଜନ ନାୟକ ବ୍ୟକ୍ତିଙ୍କ ମୃତଦେହ ଜବତ କରିଛି। ତାଙ୍କ ଘର ସ୍ଥାନୀୟ କମଣ୍ଡରାଗ୍ରାମ ସାହିରେ। ସେ ସ୍ଥାନୀୟ ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟ, ଧନୁର୍ଜୟପୁରରେ…

ପଦ୍ମଶ୍ରୀ ବିନୋଦ ଦୁଆଙ୍କ ପରଲୋକ

ନୂଆଦିଲ୍ଲୀ,୪।୧୨: ପଦ୍ମଶ୍ରୀ ବରିଷ୍ଠ ସାମ୍ବାଦିକ ବିନୋଦ ଦୁଆଙ୍କ ଶନିବାର ପରଲୋକ ହୋଇଯାଇଛି। ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା। ୧୯୫୪ ମାର୍ଚ୍ଚ ୧୧ରେ ସେ ଜନ୍ମଗ୍ରହଣ କରିଥିଲେ। ଦୂରଦର୍ଶନ ଏବଂ ଏନ୍‌ଡିଟିଭି ଇଣ୍ଡିଆରେ କାର୍ଯ୍ୟ କରି ସେ ଦେଶର ଜଣେ ଚର୍ଚ୍ଚିତ…

ଗୁଜରାଟରେ ତୃତୀୟ ଓମିକ୍ରନ ଆକ୍ରାନ୍ତ

ନୂଆଦିଲ୍ଲୀ,୪।୧୨: ଜିମ୍ବାଓ୍ବେରୁ ଫେରିଥିବା ଜଣେ ବ୍ୟକ୍ତି କୋଭିଡ୍‌-୧୯ର ଓମିକ୍ରନ ଭାରିଆଣ୍ଟ ଦ୍ୱାରା ସଂକ୍ରମିତ ଥିବା ଗୁଜରାଟର ଜାମନଗରରୁ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଶନିବାର କୁହାଯାଇଛି। ଏହା ଭାରତରେ ଚିହ୍ନଟ ହୋଇଥିବା ତୃତୀୟ ଓମିକ୍ରନ ମାମଲା।…

ଯାତ୍ରୀଙ୍କ ମୃତ୍ୟୁ ପରେ ଫେରିଲା ବିମାନ

ନୂଆଦିଲ୍ଲୀ,୪।୧୨: ଏଆଇ-୧୦୫ ନମ୍ବର ବିମାନଟି ଶନିବାର ଦିଲ୍ଲୀରୁ ନ୍ୟୁୟର୍କ ଯାତ୍ରା କରୁଥିବା ବେଳେ ବିମାନରେ ଜଣେ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଫଳରେ ଯାତ୍ରାର ୩ ଘଣ୍ଟା ପରେ ବିମାନଟି ଦିଲ୍ଲୀ ବିମାନ ବନ୍ଦରକୁ ଫେରି ଆସିଥିବା ଏୟାର ଇଣ୍ଡିଆର ଜଣେ ଅଧିକାରୀ…

ଆଉ ଏକ ବିଶ୍ୱ ଟାଇଟଲଠୁ ହାତେ ଦୂରରେ ସିନ୍ଧୁ

ବାଲି,୪।୧୨: ଭାରତୀୟ ମହିଳା ବ୍ୟାଡ୍‌ମିଣ୍ଟନ ଷ୍ଟାର ପି ଭି ସିନ୍ଧୁ ବିଡବ୍ଲ୍ୟୁଏଫ୍‌ ଓ୍ବାଲ୍ଡ ଟୁର ଫାଇନାଲ୍ସର ଫାଇନାଲରେ ପ୍ରବେଶ କରିଛନ୍ତି। ଶନିବାର ସଂଘର୍ଷପୂର୍ଣ୍ଣ ସେମିଫାଇନାଲରେ ଜାପାନର ଆକାନେ ୟାମାଗୁଚିଙ୍କୁ ହରାଇ ଦେଇଛନ୍ତି ଟୋକିଓ ଅଲିମ୍ପିକ୍ସ ବ୍ରୋଞ୍ଜ ପଦକଧାରୀ। ପୂର୍ବତନ ବିଶ୍ୱ ଚାମ୍ପିୟନ…

ଭିକ୍କି-କ୍ୟାଟ୍ରିନାଙ୍କ ବିବାହରେ ପରଫର୍ମ କରିବେ ନେହା-ରୋହନପ୍ରିତ!

ମୁମ୍ବାଇ: ଏବେ ବଲିଉଡରେ ଗୋଟିଏ ଖବର ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି । ତାହା ହେଲା ଭିକ୍କି କୌଶଲ ଓ କ୍ୟାଟ୍ରିନା କୈଫଙ୍କ ବିବାହ ଖବର । ଆଉ ମାତ୍ର କେଇଟା ଦିନ ପରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହେବେ…

ଲିଭ ଇନ୍ ରିଲେସନଶିପକୁ ପସନ୍ଦ କରନ୍ତି ନାହିଁ କ୍ରିତି

ମୁମ୍ବାଇ: ଏବେ ଲିଭ ଇନ୍ ରିଲେସନଶିପ ଏକ ଫ୍ୟାଶନ ହୋଇଯାଇଛି କହିଲେ କିଛି ଭୁଲ ହେବନାହିଁ ବୋଧହୁଏ । ସେଲିବ୍ରିଟି ତ ସେଲିବ୍ରିଟି ଏବେ ସାଧାରଣ ଲୋକେ ବି ଏହାକୁ ବେଶ ପସନ୍ଦ କରୁଛନ୍ତି । ଆଉ ଏମିତି କେତେଜଣ ମାତା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri