Posted inଫୁରସତ

୪୦ ବର୍ଷର ବୟସ ବ୍ୟବଧାନ, ତଥାପି ଜବରଦସ୍ତ କେମେଷ୍ଟ୍ରୀ

ପ୍ରେମ ନା ବୟସ ଦେଖେ, ନା ଜାତି, ନା ଧର୍ମ। ସେଥିପାଇଁ ତ ଜଣେ କେବେ, କେଉଁଠି, କେତେବେଳେ ଆଉ କାହା ପ୍ରେମରେ ପଡେ ଜାଣିପାରେନା। ସେଭଳି ଏକ ପ୍ରେମଯୁଗଳଙ୍କ କାହାଣୀ ଏବେ ଚର୍ଚ୍ଚାରେ। ‘ଦ କିଙ୍ଗ ଆଣ୍ଡ କୁଇନ୍‌ ଅଫ୍‌ ବ୍ଲାକ୍‌ଜ୍ୟାକ୍‌’ ନାମରେ ଜଣାଶୁଣା ଏହି ପ୍ରେମୀଯୁଗଳଙ୍କ ମଧ୍ୟରେ ୪୦ ବର୍ଷର ବ୍ୟବଧାନ ରହିଛି। ଲୋକେ ଏହି ଯୋଡ଼ିକୁ ଏକାଠି ଦେଖି ମଜା ଉଡାଇଥାନ୍ତି। ହେଲେ ଏହାର କିଛି ଫରକ ସେମାନଙ୍କ ଉପରେ ପଡେନାହିଁ। ସେମାନେ ପରସ୍ପରକୁ ବହୁତ ଭଲପାଇବା ସହ ଜୀବନକୁ ଭରପୂର ଉପଭୋଗ କରୁଛନ୍ତି।

ଟିକ୍‌ଟକରେ ‘@cowboy.and.angel’ ନାମରେ ପରିଚିତ ଯୋଡ଼ି ସମସ୍ତଙ୍କ ଧ୍ୟାନ ଆକର୍ଷଣ କରୁଛନ୍ତି। ହଜାର ହଜାର ଲୋକ ତାଙ୍କୁ ଫଲୋ କରିଥାନ୍ତି। ଫଟୋ ଏବଂ ଭିଡିଓରୁ ଉଭୟଙ୍କ ବୟସାଗତ ତଫାତ ସ୍ପଷ୍ଟ ବାରି ହୋଇପଡେ। ଅନେକ ଏହାକୁ ନେଇ ତାଙ୍କୁ ସମାଲୋଚନା କରିଥାନ୍ତି। କେହି କେହି ଏହାକୁ ଅଜବ ପ୍ରେମର ଗଜବ କାହାଣୀ ବୋଲି ଅବିହିତ କରୁଛନ୍ତି।

ତେବେ ଟିଣ୍ଡରରେ ପରସ୍ପରକୁ ଭେଟିଥିଲେ ଏହି ଯୋଡ଼ି। ଧିରେ ଧିରେ ସେମାନେ ପ୍ରେମରେ ପଡ଼ିଥିଲେ। ହେଲେ ଯୁବତୀଙ୍କଠାରୁ ତାଙ୍କ ପ୍ରେମିକ ବୟସରେ ବହୁତ ବଡ଼ ଥିବାରୁ ଲୋକେ ପ୍ରେମକୁ ଗ୍ରହଣ କରିପାରି ନ ଥିଲେ। ଫଳରେ ତାଙ୍କୁ ଟ୍ରୋଲ କରାଯାଇଥିଲା। ଏସବୁକୁ ଖାତିର ନ କରି ଏହି ଯୋଡ଼ି ଏବେ ବେଶ ଖୁସି ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସେଓରୁ ଚୋପା ଛଡ଼ାଇ ମେଣ୍ଢାକୁ ଏମିତି ଖାଇବାକୁ ଦେଉଛି କୁନି ଝିଅ, ଭିଡିଓ ଦେଖିଲେ …

କଥାରେ ଅଛି, ଗୋଟିଏ ଗୁଳିରେ ଦୁଇଟି ଶିକାର ଅର୍ଥାତ୍‌ ଏକା ସାଙ୍ଗରେ ଦୁଇଟି କାର୍ଯ୍ୟ ହାସଲ କରିବା। ଯାହାଦ୍ୱାରା ସମୟ ଏବଂ ସାମଗ୍ରୀ ଅପଚୟରୁ ରକ୍ଷା...

ଅନନ୍ୟ ଶୈଳନିବାସ ସାପୁତାରା…

ଗୁଜରାଟର ଡାଙ୍ଗ ଜିଲା ଅନ୍ତର୍ଗତ ଏକ ସହର ହେଉଛି ସାପୁତାରା। ଏହା ସ୍ଥାନୀୟ ଏକ ଶୈଳନିବାସ ଭାବେ ମଧ୍ୟ ବେଶ୍‌ ପରିଚିତ। ସମୁଦ୍ରପତ୍ତନଠାରୁ ପ୍ରାୟ ୩୦୦୦...

ଏହି ଦେଶରେ ଚୁଇଗମ୍‌ ଖାଇଲେ ମିଳେ ଜେଲଦଣ୍ଡ

ଚୁଇଗମ୍‌ ଖାଇବା କାହାକୁ ବା ପସନ୍ଦ ନୁହେଁ। କିନ୍ତୁ ଏଭଳି ଏକ ଦେଶ ଅଛି, ଯେଉଁଠାରେ ଚୁଇଗମ୍‌ ଖାଇଲେ ମିଳେ ଜେଲଦଣ୍ଡ। ବିଶ୍ୱର ଅନ୍ୟତମ ସ୍ବଚ୍ଛ...

ମାଙ୍କଡ଼ ପାଖେ ହାର ମାନିବ ମଣିଷ , ଭିଡ଼ିଓ ଦେଖିଲେ…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର...

କୁକୁର ସହ ଫୁଟ୍‌ପାଥ୍‌ରେ ଶୋଇଥିଲେ କୁନି ବାଳକ, କାରଣ ଜାଣିଲେ ଆଖିରେ ଆସିଯିବ ଲୁହ

ଲକ୍ଷ୍ନୌ,୧୭।୧୨: ଉତ୍ତରପ୍ରଦେଶର ମୁଜାଫରନଗର ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ରାସ୍ତାକଡରେ ଜଣେ ବେସାହାରା କୁନି ବାଳକ ଏକ କୁକୁର ସହିତ ଶୋଇଥିବା ଫଟୋ ସୋସିଆଲ...

ଚକୋଲେଟ୍‌ରେ ସଜବାଜ

ସମସ୍ତେ ନିଜ ବାହାଘର ଦିନ ସୁନ୍ଦର ଓ ଖାସ୍‌ ଦେଖାଯିବାକୁ ଚାହାନ୍ତି। ସେଥିପାଇଁ କେହି କେହି ଅଜବ ଷ୍ଟାଇଲ୍‌ କରିବାକୁ ବି ପଛାନ୍ତି ନାହିଁ। ଯେମିତି...

କୁନି ଶିଶୁଙ୍କ ରୋଷେଇ ପ୍ରତିଭା: ନିମିଷକରେ ପ୍ରସ୍ତୁତ କରୁଛନ୍ତି ଜିଲାପି

ସୋସିଆଲ ମିଡିଆରେ ୭ ବର୍ଷ ଶିଶୁଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯିଏକି ନିଜର ରୋଷେଇ ପ୍ରତିଭା ସୋସିଆଲ ମିଡିଆ ଜରିଆରେ ଦେଖାଇଛନ୍ତି। ରାଜସ୍ଥାନୀ...

୩ ଭଉଣୀଙ୍କ ପ୍ରେମରେ ପଡିଲେ ଜଣେ ଯୁବକ: ଆଉ ତା’ପରେ

କିନ୍ସାସା,୪।୩: ଆଫ୍ରିକୀୟ ଦେଶ କାଙ୍ଗୋରେ ଏକ ଏକ ନିଆରା ଘଟଣା ଘଟିଛି। ଏଠାରେ ତିନି ଭଉଣୀ ଜଣେ ବରକୁ ସହିତ ବିବାହ କରିଛନ୍ତି। ତିନି ଭଉଣୀଙ୍କୁ...

Advertisement
Archives

Model This Week