ଦୁଇଥର ବିବାହ କରିବେ କ୍ୟାଟ୍ରିନା
ମୁମ୍ବାଇ: ବଲିଉଡ ନାୟିକା କ୍ୟାଟ୍ରିନା କୈଫ ଓ ନାୟକ ଭିକ୍କି କୌଶଲଙ୍କ ବିବାହ ସମୟ ଧୀରେ ଧୀରେ ନିକଟତର ହୋଇଛି । ଆଉ ମାତ୍ର ଗୋଟିଏ ଦିନ ପରେ ଉଭୟ ବିବାହ ବନ୍ଧନରେ ବାନ୍ଧିହେବ । ଏମାନଙ୍କ ବିବାହକୁ ନେଇ ପ୍ରଶଂସକମାନେ…
ବିବାହ ପୂର୍ବରୁ ଭିକିଙ୍କ ଘରେ କାଟ୍ରିନା
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ କାଟ୍ରିନା କୈଫ ଏବଂ ଭିକି କୌଶଲଙ୍କର ବିବାହ ଉତ୍ସବ ଆସନ୍ତା କାଲିଠୁ ଆରମ୍ଭ ହୋଇଯିବ। କିନ୍ତୁ ସେମାନଙ୍କ ବିବାହକୁ ନେଇ ସେମାନେ ନିଜେ ଏ ବିଷୟରେ କୌଣସି ସୂଚନା ଦେଇନାହାନ୍ତି। ନିକଟରେ କାଟ୍ରିନା ରବିବାର ରାତିରେ ତାଙ୍କ…
ଗୋଟିଏ ମ୍ୟାଚ୍ରେ ଏକାଧିକ ରେକର୍ଡ ଭାଙ୍ଗିଲେ ଅଶ୍ୱିନ୍
ମୁମ୍ବାଇ,୬।୧୨: ଟିମ ଇଣ୍ଡିଆର ବରିଷ୍ଠ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ତାଙ୍କ ପ୍ରଦର୍ଶନ ସହିତ ପ୍ରମାଣ କରିଛନ୍ତି ଯେ, ସିଂହ କେବେ ପୁରୁଣା ହୁଏ ନାହିଁ। ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ରେ ସେ ନିଜ ପ୍ରଦର୍ଶନ ସହିତ ପ୍ରତ୍ୟେକ ଭାରତୀୟ ପ୍ରଶଂସକଙ୍କ ହୃଦୟ…
ଭିଜା ରାଜଧାନୀରେ ଚଳଚଞ୍ଚଳ ମଣିଷ
ମନରେ ଥିଲା ବାତ୍ୟାର ଭୟ। କୋହଲା ପାଗକୁ ବର୍ଷା ବି ଲାଗି ରହିଥିଲା। ରାତି ପାହିଥିଲେ ମଧ୍ୟ ଅନ୍ଧାର ଡରାଉଥିଲା। ରବିବାର ହୋଇଥିବାରୁ ଚାକିରିଆଙ୍କ ଅଫିସ୍ ଚିନ୍ତା ନ ଥିଲା। କିନ୍ତୁ ରାଜଧାନୀର ସେମାନଙ୍କ ଆଖରୁ ରାତିରୁ ନିଦ ଉଭେଇ ଯାଇଥିଲା।…
କୋହଲିଙ୍କ ଏମିତି ଅନ୍ଦାଜ ଦେଖି ହସି ହସି ଗଡିଲେ ଦ୍ରାଭିଡ
ମୁମ୍ବାଇ,୬।୧୨: ଟିମ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ନିଜର ଆକ୍ରମଣାତ୍ମକ ଶୈଳୀ ପାଇଁ ପ୍ରସିଦ୍ଧ, କିନ୍ତୁ ବେଳେବେଳେ ତାଙ୍କର ମଜାଳିଆ ଶୈଳୀକୁ ନେଇ ସେ ଚର୍ଚ୍ଚାରେ ଥାନ୍ତି। ମୁମ୍ବାଇ ଟେଷ୍ଟ ସମୟରେ କୋହଲିଙ୍କ ଏମିତି କିଛି ଘଟଣା ଦେଖିବାକୁ ମିଳିଥିଲା। ମୁମ୍ବାଇ…
ଦରଗଡ଼ିଶିଳାକୁ ମିଳୁନି ପର୍ଯ୍ୟଟନ କେନ୍ଦ୍ର ମାନ୍ୟତା
କେନ୍ଦୁଝର,୬।୧୨(ସ୍ବ.ପ୍ର.) କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ଅଧୀନ କୋଳିମାଟି ପଞ୍ଚାୟତର ସିଂହନାଳୀ ନିକଟରେ ଥିବା ପ୍ରାକୃତିକ ସୌନ୍ଦର୍ଯ୍ୟପୂର୍ଣ୍ଣ ଦରଗଡ଼ିଶୀଳା ଅଞ୍ଚଳକୁ ପର୍ଯ୍ୟଟନ କେନ୍ଦ୍ରର ମାନ୍ୟତା ମିଳୁ ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି। ଏହା ନିକଟରେ ରହିଛି ଜିଲାର ପ୍ରଥମ ଜଳ ବିଦ୍ୟୁତ୍(ହାଇଡେଲ୍…
ବାର୍ହା ଆକ୍ରମଣରେ ୨ ଚାଷୀ ଗୁରୁତର
ମହାକାଳପଡ଼ା,୬ା୧୨(ଡି.ଏନ୍.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବରକନ୍ଧା ପଞ୍ଚାୟତର ଷାଠିଏବାଟି ଗ୍ରାମର ପ୍ରମୋଦ ସାମଲ (୫୮), କୌଳାସ ବେହେରା(୫୫) ଆଖଡ଼ାଶାଳୀ ଯୋର ନିକଟ ଖେଣ୍ଟା ଜମିରୁ ପାଣି କାଟିବା ପାଇଁ ଯାଇଥିବା ବେଳେ ବାର୍ହା ଆକ୍ରମଣର ଶିକାର ହୋଇଛନ୍ତି। ସେମାନଙ୍କୁ ପ୍ରଥମେ…
ଅପରାହ୍ଣ ୪ଟା ଯାଏ ଗୃହ ମୁଲତବୀ
ଭୁବନେଶ୍ୱର,୬।୧୨(ବ୍ୟୁରୋ): ପଞ୍ଚମ ଦିନରେ ବି ଚାଲି ପାରିଲାନି ବିଧାନସଭା। ଆଜି ଅଧିବେଶନ ଆରମ୍ଭରୁ ପୁଣି ଥରେ ବିରୋଧୀଙ୍କ ହଟ୍ଟଗୋଳ ଦେଖିବାକୁ ମିଳିଛି । ଫଳରେ ଗୃହକୁ ଅପରାହ୍ଣ ୪ଟା ଯାଏ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି। ମମିତା ନ୍ୟାୟ ପାଇଁ ମନ୍ତ୍ରୀ…
ପାଚନ ସମସ୍ୟା ଦୂର କରେ ଡାଳିମ୍ବ ଚୋପା
ଡାଳିମ୍ବ ଶରୀର ପାଇଁ ବେଶ୍ ହିତକର। ତେବେ ଏହାର ଚୋପାରେ ମଧ୍ୟ ଭରପୂର ମାତ୍ରାରେ ଔଷଧୀୟ ଗୁଣ ଭରି ରହିଛି। ପାଚନ ସମ୍ବନ୍ଧୀୟ ସମସ୍ୟା ଥିଲେ ଖାଇବାର ଏକ ଘଣ୍ଟା ପୂର୍ବରୁ ଉଷୁମ ପାଣିରେ ଡାଳିମ୍ବ ଚୋପା ଗୁଣ୍ଡ ମିଶାଇ ସେବନ…
ସ୍ବାସ୍ଥ୍ୟବର୍ଦ୍ଧକ ଲେମ୍ବୁ
ବିଭିନ୍ନ ଫଳମୂଳ, ସବୁଜ ପନିପରିବାରେ ଖାଦ୍ୟସାର ଓ ଭିଟାମିନ ଭରି ରହିଛି। ଏଗୁଡିକୁ ଖାଇବା ଦ୍ୱାରା ମନୁଷ୍ୟ ସୁସ୍ଥ, ସତେଜ, ନୀରୋଗ ରହିଥାଏ। ଆମ ଦୈନନ୍ଦିିନ ଜୀବନରେ ଏମିତି କେତେକ ଫଳ ରହିଛି, ଯାହା କି ଆମ ସହ ଅତି ପରିଚିତ…
ଏମିତି ମହିଳାଙ୍କୁ ସଲାମ
କୋଲକତା,୬।୧୨:ବିବାହ ସମାରୋହରେ ଖାଦ୍ୟର ବହୁତ ଅପଚୟ ହୁଏ। ବିବାହରେ ଲକ୍ଷ୍ୟଠାରୁ ଅଧିକ ଖାଦ୍ୟ ପ୍ରସ୍ତୁତ ହୁଏ। କିନ୍ତୁ ବେଳେବେଳେ ଖାଦ୍ୟ ବଳକା ରହିଯାଏ। ପରେ ସେହି ଖାଦ୍ୟ ଅଳିଆ ଆବର୍ଜନାରେ ପକାଯାଏ। କିନ୍ତୁ ଖାଦ୍ୟ ନଷ୍ଟ କରିବା ପରିବର୍ତ୍ତେ କୋଲକାତାର ଜଣେ…
ଶ୍ରୀପଦ୍ମକେଶର ମନ୍ଦିର ନିର୍ମାଣରେ ଗଙ୍ଗବଂଶୀ ଷୋଳଗଡ଼
ଓଡ଼ିଶାର ପବିତ୍ରମୟ ତୀର୍ଥଭୂଇଁ ଥିଲା କୋଣାଦିତ୍ୟ। ଏଠାରେ ବହୁ ପ୍ରାଚୀନ କାଳରୁ ସୂର୍ଯ୍ୟ ଉପାସନା ପ୍ରଚଳିତ ଥିଲା। ମନ୍ଦିର ବି ହୋଇଥିଲା। ଲାଙ୍ଗୁଳା ନରସିଂହ ଦେବ ପବିତ୍ର ତୀର୍ଥକୁ ଚଳଚଞ୍ଚଳ କରିବା ପାଇଁ ଏକ ଭବ୍ୟ ମନ୍ଦିର ନିର୍ମାଣ ଲାଗି ପଦକ୍ଷେପ…
Archives


