Posted inଫୁରସତ

ସାଇକେଲ ଚାଳକଙ୍କ ସହ ରେସ୍‌ ଲଗାଇଲା ଓଟପକ୍ଷୀ, ଭିଡିଓ ଦେଖିଲେ…

ଓଟପକ୍ଷୀ ବିଷୟରେ ଆପଣ ନିଶ୍ଚିତ ଅନେକ କଥା ଶୁଣିଥିବେ। ଏହି ଯେମିତି ଏହା ଦୁନିଆର ସବୁଠୁ ବଡ଼ ପକ୍ଷୀ, ଏହା ଦୌଡ଼ିପାର। ଦ୍ରୁତ ଗତିରେ ଚାଲିପାରେ ଇତ୍ୟାଦି ଇତ୍ୟାଦି। ମାତ୍ର ଓଟପକ୍ଷୀ ସାଇକେଲ ସାଇକେଲ ଚାଳକଙ୍କ ସହ ତାଳ ଦେଇ ରେସ୍‌ କରିବା କେବେ ଦେଖିଛନ୍ତି? ଯଦି ନା ତେବେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ଓଟପକ୍ଷୀର ରେସ୍‌ ଦେଖିଲେ ଆଶ୍ଚର୍ଯ୍ୟ ହେବେ।

ସାଧାରଣତଃ ଓଟପକ୍ଷୀ ଘଣ୍ଟାପ୍ରତି ୪୫ କିଲୋମିଟର ବେଗରେ ଗତି କରିଥାଏ। ମାତ୍ର ସମୟ ଏବଂ ପରିସ୍ଥିତି ଉପରେ ନିର୍ଭର କରି ଏହାକୁ ସେ ଘଣ୍ଟା ପ୍ରତି ୬୦ କିଲୋମିଟରକୁ ବି ବଢ଼ାଇପାରେ। ଆଫ୍ରିକାରେ ବହୁ ଓଟପକ୍ଷୀ ଦେଖିବାକୁ ମିଳିଥାନ୍ତି। ଏବେ ଏଠାରେ ଏକ ଓଟପକ୍ଷୀ ରେସ୍‌ କରୁଥିବା ନଜର ଆସଛି।

ଭାଇରାଲ ଭିଡିଓରେ ଦୁଇଜଣ ସାଇକେଲ ଚାଳକ ଖାଲି ରାସ୍ତାରେ ଆରାମରେ ସାଇକେଲ ଚଳାଉଛନ୍ତି। ଏହି ସମୟରେ ଏକ ଓଟପକ୍ଷୀ ସେଠାରେ ଚାଲୁଥିଲା। ମନକୁ କ’ଣ ଆସିଲା କେଜାଣି ସେ ବି ସାଇକେଲ ଚାଳକଙ୍କ ସହ ଖୁବ୍‌ ଜୋର୍‌ରେ ଦୌଡ଼ିବା ଆରମ୍ଭ କଲା। ଉଭୟ ସାଇକେଲ ଚାଳକ ବି ଓଟପକ୍ଷୀକୁ ଦେଖି ସାଇକେଲର ଗତି ବଢ଼ାଉଛନ୍ତି।

‘theanimalnature’ ନାମକ ଏକ ଆକାଉଣ୍ଟରେ ଭିଡିଓଟି ଶେୟାର କରାଯାଇଛି। ବର୍ତ୍ତମାନ ସୁଦ୍ଧା ଏହାକୁ ୬୩ ହଜାର ଲୋକ ଦେଖିଥିବା ବେଳେ ଅନେକ ଲୋକ ଲାଇକ୍‌ କରିଛନ୍ତି। ଭିଡିଓରେ କମେଣ୍ଟର ବି ଅଭାବ ନାହିଁ। କେହି କେହି ୟୁଜର ଓଟପକ୍ଷୀର ଦୌଡ଼କୁ ପ୍ରଶଂସା କରୁଛନ୍ତି। ଓଟପକ୍ଷୀର ଗୋଟିଏ କି ଦୁଇଟି ନୁହେଁ, ୮ଟି ହାର୍ଟ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରାଜିଲକୁ ବଞ୍ଚାଇଲେ ଭିନିସିଅସ

ଇଷ୍ଟ ରଦରଫୋର୍ଡ,୧୪ା୬- ଭିନିସିଅସ ଜୁନିୟରଙ୍କ ଗୋଲ ବଳରେ ମରକୋ ବିପକ୍ଷ ମ୍ୟାଚ୍‌କୁ ବ୍ରାଜିଲ ୧-୧ ଗୋଲ୍‌ରେ ଡ୍ର’ ରଖିଛି। ଏହି ମ୍ୟାଚ୍‌ରେ ମରକୋ ବିଶ୍ୱକପ୍‌ ଇତିହାସର ପ୍ରଥମ…

ଅଡବା ପୋଲିସର ଚଢ଼ାଉ, ୧୫୦ ଲିଟର ଦେଶୀ ମଦ…

ମୋହନା,୧୪।୬( ମନ୍ମଥ ମିଶ୍ର ): ଗଜପତି ଜିଲା ଅଡବା ପୋଲିସର ଚଢ଼ାଉ କରି ୧୫୦ ଲିଟର ଦେଶୀ ମଦ ନଷ୍ଟ କରିଛି । ଏଭଳି ଘଟଣା ଦେଖିବାକୁ…

ଟି୨୦ ବିଶ୍ୱକପ୍‌ରେ ପାକିସ୍ତାନକୁ ହରାଇଲା ଭାରତ

ବର୍ମିଂହାମ, ୧୪ା୬: ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଏବଂ ପରେ ଦୀପ୍ତି ଶର୍ମାଙ୍କ ୫ ଉଇକେଟ ସଫଳତା ବଳରେ ରବିବାର ଖେଳାଯାଇଥିବା ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ…

ଗ୍ୟାରେଜ୍‌ରେ ପଶି ମାଲିକଙ୍କୁ ଗୁଳିକରି ହତ୍ୟା

ନୟାଗଡ଼,୧୪।୬(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଗଣିଆ ଥାନା ଅଧୀନ ପାଣ୍ଡରାସିଂହା ଛକରେ ରବିବାର ସନ୍ଧ୍ୟାରେ ଏକ ଗୁଳିକାଣ୍ଡ ଘଟିଛି। ଦୁର୍ବୃତ୍ତମାନେ ଗ୍ୟାରେଜ୍‌ରେ ପଶି ଅତର୍କିତ ଫାୟାରିଂ କରିଥିଲେ।…

ଇରାନ ସହିତ ଚୁକ୍ତି ପୂର୍ବରୁ ଇସ୍ରାଏଲର ବଡ଼ ଆକ୍ରମଣ, ରାଗିଯାଇ ଟ୍ରମ୍ପ କହିଲେ ଏହା ଉଚିତ…

ଓ୍ବାଶିଂଟନ,୧୪।୬: ରବିବାର ଦିନ ଇସ୍ରାଏଲ ଲେବାନନର ରାଜଧାନୀ ବେରୁଟ ଉପରେ ଆକ୍ରମଣ କରିଛି । ଏହି ଆକ୍ରମଣ ଏପରି ସମୟରେ ଘଟିଛି ଯେତେବେଳେ ଆମେରିକା ଏବଂ ଇରାନ…

ମହିଳା ବିଶ୍ୱକପ୍‌ରେ ପାକିସ୍ତାନ ସହ ହାତ ମିଳାଇଲା ନାହିଁ ଭାରତ

ବର୍ମିଂହାମ, ୧୪ା୬: ପଡ଼ୋଶୀ ପାକିସ୍ତାନ ସହ ହାତ ନ ମିଳାଇବା ନୀତି ଭାରତ ଜାରି ରଖିଛି। ରବିବାର ମହିଳା ବିଶ୍ୱକପ୍‌ ମ୍ୟାଚ୍‌ରେ ଭାରତର ଅଧିନାୟିକା ହରମନପ୍ରୀତ କୌର…

ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆଡମିଟ୍‌ କାର୍ଡ ଜାରି, ଜୁନ୍‌ ୨୧ରେ…

ନୂଆଦିଲ୍ଲୀ,୧୪ା୬ : ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆସନ୍ତା ୨୧ରେ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଏଥିପାଇଁ ପରୀକ୍ଷା ପରିଚାଳନାକାରୀ ସଂସ୍ଥା ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ଆଡମିଟ୍‌ କାର୍ଡ…

ବରଗଡ଼ରେ ଆତଙ୍କ ମଚାଉଛନ୍ତି ଲୁଟେରା, ଦିବା ଆଲୋକରେ ଲୁଟପାଟ୍

ବରଗଡ଼,୧୪।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ଲୁଟେରାମାନଙ୍କ ଦୌରାତ୍ମ୍ୟ ବଢ଼ି ଯାଇଛି । ଗତ ୩ଦିନତଳେ କଲାପାଣି ଛକ ନିକଟରେ ବିଚ୍‌ରାସ୍ତା ଉପରୁ ଜଣେ ମହିଳାଙ୍କ ସୁନାଚେନ୍‌ ଲୁଟ୍‌ ହୋଇଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri