କ୍ୟାପିଟାଲ ହାଇସ୍କୁଲର ୨ ଛାତ୍ରଙ୍କୁ କରୋନା
ଭୁବନେଶ୍ୱର,୯।୧୨(ବ୍ୟୁରୋ): ରାଜଧାନୀର କ୍ୟାପିଟାଲ ହାଇସ୍କୁଲର ଦୁଇ ଛାତ୍ର କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଉଭୟ ଛାତ୍ର ନବମ ଶ୍ରେଣୀରେ ପାଠ ପଢୁଥିବା ନେଇ ସୂଚନା ମିଳିଛି। ବର୍ତ୍ତମାନ ସମୟରେ କରୋନା ସଂକ୍ରମଣ ବଢ଼ିବା ଆଶଙ୍କା ମଧ୍ୟରେ ବୁଧବାର କ୍ୟାପିଟାଲ ହାଇସ୍କୁଲର ୩୭୨…
ଆସନ୍ତା ବର୍ଷ ବାଘଗଣନା
ଢେଙ୍କାନାଳ ଅଫିସ, ୯।୧୨: ଆସନ୍ତା ବର୍ଷ ଢେଙ୍କାନାଳ ଜିଲାର ସଂରକ୍ଷିତ ଜଙ୍ଗଲରେ ହେବ ବାଘଗଣନା। ଏଥିଲାଗି ପ୍ରସ୍ତୁତି ଆରମ୍ଭ କରିଛି ବନ ବିଭାଗ। ବାଘଗଣନା ଲାଗି ପ୍ରାଥମିକ ପର୍ଯ୍ୟାୟରେ ୮ ରେଞ୍ଜ୍ର ୨ ଜଣ ଲେଖାଏ ଦକ୍ଷ କର୍ମଚାରୀଙ୍କୁ ଅନୁଗୋଳରେ ପ୍ରଶିକ୍ଷଣ ଦିଆଯାଉଛି।…
ଶ୍ରୀମନ୍ଦିରରେ ଓଢଣୀ ଷଷ୍ଠୀ ନୀତି
ପୁରୀ ଅଫିସ, ୯।୧୨: ମାର୍ଗଶୀର ଶୁକ୍ଳ ଷଷ୍ଠୀ ଅବସରରେ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ଓଢଣୀ ଷଷ୍ଠୀ ପର୍ବ। ଶୀତର ପ୍ରକୋପରୁ ବଞ୍ଚିବା ପାଇଁ ମହାପ୍ରଭୁଙ୍କୁ ଘୋଡ଼ ଲାଗି କରାଯାଇଛି। ପତନି, ଗୀତଗୋବିନ୍ଦ ପାଟ ଓ ସୁତାପାଟରେ ପ୍ରସ୍ତୁତ ଶୀତବସ୍ତ୍ର ବା ଘୋଡ଼…
ବିରୁଷ୍କାଙ୍କ ପଡୋଶୀ ହେବେ ଭିକି-କାଟ୍ରିନା
ମୁମ୍ବାଇ: ବଲିଉଡ୍ ଅଭିନେତୀ କାଟ୍ରିନା କୈଫ ଏବଂ ଭିକି କୌଶଲ ଗୁରୁବାର ବିବାହ ବନ୍ଧନରେ ବାନ୍ଧି ହେବେ। ତେବେ ଭିକି ନିଜ ନବବିବାହିତା ସ୍ତ୍ରୀଙ୍କୁ ଧରି ଭଡା ଘରେ ରହିବେ । ଏପରିକି ଖୁବ୍ଶୀଘ୍ର ସେମାନେ ଅନୁଷ୍କା ଶର୍ମା -ବିରାଟ କୋହଲିଙ୍କ…
ବିଧାନସଭା ସଚିବ କରୋନା ପଜିଟିଭ୍
ଭୁବନେଶ୍ୱର,୯।୧୨(ବ୍ୟୁରୋ): ବିଧାନସଭା ସଚିବ ଦାଶରଥୀ ଶତପଥୀ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ସୂଚନା ମିଳିଛି। ଏହାସହ ତାଙ୍କ ଡ୍ରାଇଭର ମଧ୍ୟ ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାଯାଇଛି। ପୂର୍ବରୁ ଦାଶରଥୀଙ୍କ ବ୍ୟକ୍ତିଗତ ସଚିବ ବି କରୋନାରେ ଆକ୍ରାନ୍ତ ହୋଇଥିଲେ। ଡିସେମ୍ବର ୧ରୁ ବିଧାନସଭାରେ…
ଦୁନିଆର ସବୁଠୁ ଖୁସି ପ୍ରାଣୀ
ଏହି ପୃଥିବୀରେ ଅନେକ ପ୍ରଜାତିର ଜୀବ ଦେଖିବାକୁ ମିଳନ୍ତି। ସମସ୍ତ ପ୍ରାଣୀ ବା ଜୀବ ନିଜସ୍ବ କ୍ଷେତ୍ରରେ ଅତୁଳନୀୟ। କେତେକ ଅଦ୍ଭୁତ ପ୍ରାଣୀ ଅଛନ୍ତି, ଯାହା ବିଷୟରେ ସମସ୍ତେ ଜାଣିବାକୁ ଚାହାନ୍ତି। ଆପଣ ନିଶ୍ଚୟ ଦୁନିଆର ସବୁଠୁ ବଡ଼, ଛୋଟ, ସୁନ୍ଦର…
ଏହି ଭଳି ହେବ ଭିକି- କାଟ୍ରିନାଙ୍କ ଗ୍ରାଣ୍ଡ୍ ଏଣ୍ଟ୍ରି
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ କାଟ୍ରିନା କୈଫ ଏବଂ ଭିକି କୌଶଲ ଆଜି ହାତକୁ ଦି’ହାତ ହେବାକୁ ଯାଉଛନ୍ତି। ଏଥିପାଇଁ ସମସ୍ତ ପ୍ରସ୍ତୁତି ମଧ୍ୟ ଶେଷ ହୋଇସାରିଛି। ରାଜସ୍ଥାନର ସାୱାଇ ମାଧୋପୁରର ଫୋର୍ଟ ବାରୱାରାର ସିକ୍ସ ସେନ୍ସ ରିସର୍ଟରେ ବିବାହ କରିବେ ଏହି…
ବନ୍ଧୁକ ମୁନରେ ଗଣତନ୍ତ୍ର ,୧୧ ଜଣଙ୍କୁ ଜୀବନ୍ତ ଜଳାଇଲେ ସାମରିକ ଶାସକ…
ନାପିଦ୍ୱ,୯।୧୨: ମ୍ୟାନ୍ମାରରେ ସାମରିକ ଶାସକଙ୍କ ନିର୍ଯାତନା ସମସ୍ତ ସୀମା ଟପିଛି। ଦେଶରେ ବନ୍ଧୁକ ମୁନରେ ଗଣତନ୍ତ୍ର ସମର୍ଥକଙ୍କୁ ଦମନ କରାଯାଉଛି। ଏହା ସହିତ ସେନାର ଏକଛତ୍ରବାଦୀ ଶାସନ ବୃଦ୍ଧି ପାଉଛି। ରିପୋର୍ଟ ଅନୁଯାୟୀ, ସୈନ୍ୟବାହିନୀ ୫ ଜଣ ଛୋଟ ପିଲାଙ୍କ ସହିତ…
ଭାଇରାଲ ହେଉଛି ‘ନାନ୍ ବେଡ୍ସିଟ୍’, ୟୁଜର କହିଲେ…
ଆଜିକାଲି ସୋସିଆଲ ମିଡିଆରେ କ’ଣ କେତେବେଳେ ଭାଇରାଲ ହେଉଛି ତାହା କହି ହେଉନାହିଁ। ବେଳେବେଳେ କିଛି ଭିଡିଓ ହାସ୍ୟରୋଳ ସୃଷ୍ଟି କରୁଥିବା ବେଳେ ଆଉ କିଛି ଭିଡିଓ ବେଶ୍ ଗମ୍ଭୀର ହୋଇଥାଏ। ଏବେ ସେମିତି ଏକ ଭିଡିଓ ଭାଇରାଲ ହେଉଛି। ଯାହାକୁ…
ବାୟୁସେନା ହେଲିକପ୍ଟର ଦୁର୍ଘଟଣା: ଏନ୍ଆଇଏ ଯାଞ୍ଚ ଦାବି କଲେ ପୂର୍ବତନ ବ୍ରିଗେଡିୟର!
ନୂଆଦିଲ୍ଲୀ,୯ ।୧୨: ବୁଧବାର ତାମିଲନାଡୁର କୁନ୍ନୁରରେ ହୋଇଥିବା ସେନା ହେଲିକପ୍ଟର ଦୁର୍ଘଟଣାରେ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ଜେନରାଲ ବିପିନ ରାୱତ ଓ ତାଙ୍କ ପତ୍ନୀ ମଧୁଲିକା ରାୱତଙ୍କ ସମେତ ୧୩ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ଅନ୍ୟ ଜଣେ…
ରାଜ୍ୟରେ ଆଉ ୨ ଜଣ କରୋନା ଆକ୍ରାନ୍ତ ମୃତ
ଭୁବନେଶ୍ୱର,୯।୧୨(ବ୍ୟୁରୋ): ରାଜ୍ୟରେ ଗୁରୁବାର କରୋନା ଆଉ ୨ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ୍ ମୃତ୍ୟୁ ସଂଖ୍ୟା ୮ ହଜାର ୪୨୮କୁ ବୃଦ୍ଧି ପାଇଛି। ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା ଏବଂ କେନ୍ଦ୍ରାପଡାରୁ ଜଣେ ଲେଖାଏ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ଏ…
କୁନ୍ନୁର ହେଲିକପ୍ଟର ଦୁର୍ଘଟଣାର ୨୦ ଘଣ୍ଟା ପରେ ବି ମିଳିନି ବ୍ଲାକ ବକ୍ସ
ନୂଆଦିଲ୍ଲୀ,୯ ।୧୨: ବୁଧବାର ତାମିଲନାଡୁର କୁନ୍ନୁରରେ ହୋଇଥିବା ସେନା ହେଲିକ୍ପଟର ଦୁର୍ଘଟଣାକୁ ୨୦ ଘଣ୍ଟା ବିତି ଯାଇଥିଲେ ବି ବ୍ଲାକ ବକ୍ସର ସନ୍ଧାନ ମିଳି ନ ଥିବା ଜଣାପଡିଛି । ଗୁରୁବାର ସକାଳୁ ବାୟସେନା ମୁଖ୍ୟ ଏୟାର ଚିଫ୍ ମାର୍ଶାଲ ଭିଆର୍…
Archives


