ଭିକି-କ୍ୟାଟ୍ରିନା: କିଛିକଥା
ଭିକି କୌଶଲ ହୁଅନ୍ତୁ ଅବା କ୍ୟାଟ୍ରିନା କୈଫ-ବଲିଉଡ୍ରେ ନିଜ ଅଭିନୟ ଦକ୍ଷତା ବଳରେ ଦୁହେଁ ଦର୍ଶକାଦୃତି ହାସଲ କରିବାରେ ସକ୍ଷମ ହୋଇଛନ୍ତି। ଦୁହିଁଙ୍କୁ ନେଇ ଏବେ ଚର୍ଚ୍ଚା। କାରଣ ଏହି ହାଇପ୍ରୋଫାଇଲ ଯୋଡ଼ି ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ଚଳିତ…
ରାଜ୍ୟରେ ୧୯୫ କରୋନା ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର,୯।୧୨(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟା ୧୯୫ ମଧ୍ୟରେ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୪ ଜଣ ପିଲା ଅଛନ୍ତି। ଯେଉଁମାନଙ୍କ ବୟସ ୧୮ ବର୍ଷରୁ କମ୍। ଆକ୍ରାନ୍ତଙ୍କ ମଧ୍ୟରୁ ୧୧୫ କ୍ୱାରାଣ୍ଟାଇନ୍ରୁ ଚିହ୍ନଟ ହୋଇଥିବାବେଳେ ୮୦…
ଲାଗେ ପ୍ରେମ ନଜର
ଏକ ଭିନ୍ନ ଧରଣର ତ୍ରିକୋଣୀୟ ପ୍ରେମ କାହାଣୀକୁ ଆଧାର କରି ନିର୍ମିତ ହୋଇଛି ‘ଲାଗେ ପ୍ରେମ ନଜର’। ଫିଲ୍ମଟିର ସମସ୍ତ କାମ ଶେଷ ହୋଇଛି ଏବଂ ଏହା ଚଳିତ ମାସ ଶେଷ ସପ୍ତାହରେ ରିଲିଜ ହେବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ…
ଓଲଫ୍ ସ୍କୋଲ୍ଜ ନୂଆ ଚାନ୍ସେଲର
ବର୍ଲିନ, ୯।୧୨: ଜର୍ମାନୀ ପାର୍ଲାମେଣ୍ଟ ବୁଧବାର ଓଲଫ୍ ସ୍କୋଲ୍ଜଙ୍କୁ ନୂଆ ଚାନ୍ସେଲର ନିର୍ବାଚିତ କରିଛି। ଏଥିସହିତ ଜର୍ମାନୀରେ ଆଞ୍ଜେଲା ମର୍କେଲଙ୍କ ଶାସନ ଶେଷ ହୋଇଛି। ୨୦୦୫ ନଭେମ୍ବର ୨୨ରେ ମର୍କେଲ ଜର୍ମାନୀର ପ୍ରଥମ ମହିଳା ଚାନ୍ସେଲର ହେବା ପରେ ୧୬ ବର୍ଷ…
ଆଜି ପଡିବ ହାତଗଣ୍ଠି
ମୁମ୍ବାଇ: ବଲିଉଡ ଅଭିନେତୀ କାଟ୍ରିନା କୈଫ ଏବଂ ଭିକି କୌଶଲ ଗୁରୁବାର ବିବାହ ବନ୍ଧନରେ ବାନ୍ଧି ହେବେ। ଏଥିପାଇଁ ସମସ୍ତ ପ୍ରସ୍ତୁତି ପ୍ରାୟ ଶେଷ ହୋଇସାରିଛି। ରାଜସ୍ଥାନର ସାୱାଇ ମାଧୋପୁରର ସିକ୍ସ ସେନ୍ସ ଫୋର୍ଟରେ ବିବାହ କରିବେ ଏହି ଯୋଡି। ଏହି…
ସୋନିଆ ପାଳିବେନି ଜନ୍ମଦିନ
ନୂଆଦିଲ୍ଲୀ,୯ ।୧୨: କଂଗ୍ରେସର ଅସ୍ଥାୟୀ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କର ୯ ଡିସେମ୍ବର ଅର୍ଥାତ୍ ଗୁରୁବାର ଜନ୍ମଦିବସ । ହେଲେ ଏଥର ସେ ତାଙ୍କ ଜନ୍ମଦିନ ପାଳନ କରିବେ ନାହିଁ ବୋଲି କହିଛନ୍ତି । ଏମିତିକ ତାଙ୍କ ଜନ୍ମଦିନରେ କର୍ମୀମାନେ କୌଣସି ପ୍ରକାର…
ଲେହେରା ଦୋ..
ବହୁ ପ୍ରତୀକ୍ଷିତ ବାୟୋପିକ୍ ‘୮୩’ ଏବେ ପୁଣି ଥରେ ଚର୍ଚ୍ଚାରେ। କାରଣ ଏଥିରେ ସଂଯୋଜିତ ଗୀତ ‘ଲେହେରା ଦୋ’ ବର୍ତ୍ତମାନ ବେଶ୍ ଭାଇରାଲ ହୋଇଛି। ୧୯୮୩ ଭାରତୀୟ କ୍ରିକେଟ ଇତିହାସରେ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ। ଏହି ବର୍ଷ ଭାରତ ପ୍ରଥମ…
ଓ୍ବେବ୍ ସିରିଜ୍ରେ ଶ୍ରଦ୍ଧା
ଅଭିନେତ୍ରୀ ଶ୍ରଦ୍ଧା ପାଣିଗ୍ରାହୀ ଏବେ ନୂଆ ଦୁନିଆରେ ପାଦ ଦେଇଛନ୍ତି। ଚଳଚ୍ଚିତ୍ର ଏବଂ ଧାରାବାହିକ ପରେ ତାଙ୍କୁ ଓ୍ବେବ୍ ସିରିଜରେ ଦେଖିବାକୁ ମିଳିବ। ଚଳିତ ମାସ ୧୦ରୁ ପ୍ରସାରିତ ହେବାକୁ ଯାଉଥିବା ଓଟିଟି ପ୍ଲାଟଫର୍ମ ‘କଞ୍ଚାଲଙ୍କା’ର ନୂଆ ଓ୍ବେବ୍ ସିରିଜ ‘ବ୍ରେକ୍…
ଐଶ୍ଙ୍କ କଥା ରହିଲା
ବେଶ୍ କିଛି ବର୍ଷର ଗ୍ୟାପ୍ ପରେ ଐଶ୍ୱର୍ଯ୍ୟା ରାୟବଚ୍ଚନ ପୁଣି ଥରେ ବଡ଼ ପରଦାରେ ଆସୁଛନ୍ତି। ରବୀନ୍ଦ୍ର ନାଥ ଟାଗୋରଙ୍କ ପୁସ୍ତକ ‘ଥ୍ରୀ ଓ୍ବମେନ୍’କୁ ଆଧାର କରି ନିର୍ମିତ ହେଉଥିବା ଫିଲ୍ମରେ ସେ ଅଭିନୟ କରିବାକୁ ଯାଉଛନ୍ତି। ଯେତେବେଳେ ସେ ଏହାର…
ଜରି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ଗଣଧାରଣା
ବିଞ୍ଝାରପୁର,୯।୧୨(ଡି.ଏନ.ଏ.): ଜରି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ମାନ୍ୟତା ସହ ସ୍ଥାୟୀ ଡାକ୍ତର, ଫାର୍ମାସିଷ୍ଟ ଓ ଷ୍ଟାଫନର୍ସ ନିଯୁକ୍ତି ଦାବିରେ ବୁଧବାର ଆଞ୍ଚଳିକ ବୁଦ୍ଧିଜୀବୀ ମଞ୍ଚ ପକ୍ଷରୁ ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ଗଣଧାରଣା ଦିଆଯାଇଛି। ମଞ୍ଚ ସମ୍ପାଦକ ବ୍ରହ୍ମାନନ୍ଦ ମଲ୍ଲିକଙ୍କ ନେତୃତ୍ୱରେ ଜରି,…
ଏମାନଙ୍କୁ ହୃଦ୍ଘାତ ଆଶଙ୍କା ଅଧିକ
ନିକଟରେ ହୋଇଥିବା ଏକ ଅନୁସନ୍ଧାନରୁ ଜଣାପଡ଼ିଛି ଯେ, ଭିଟାମିନ ‘ଡି’ ହାର୍ଟ ପାଇଁ ଖୁବ୍ ଜରୁରୀ। ଏହା ହାଡ଼କୁ ମଜଭୂତ କରିବା ସହ ହାର୍ଟକୁ ମଧ୍ୟ ସୁସ୍ଥ ରଖେ। ଦକ୍ଷିଣ ଅଷ୍ଟ୍ରେଲିଆ ବିଶ୍ୱବିଦ୍ୟାଳୟର ଅନୁସନ୍ଧାନକାରୀଙ୍କ ଦ୍ୱାରା କରାଯାଇଥିବା ଏହି ଅଧ୍ୟୟନ ୟୁରୋପୀୟ…
ଏଏମ୍ଏନ୍ଏସ୍ କମ୍ପାନୀ ଫାଟକ ଆଗରେ ଧାରଣା
ପାରାଦୀପ,୯।୧୨(ସ୍ବ.ପ୍ର.): ପାରାଦୀପର ଏଏମ୍ଏନ୍ଏସ୍ (ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ) କମ୍ପାନୀର ମୁଖ୍ୟ ଫାଟକ ଆଗରେ ବୁଧବାର ୪ ଜଣ ଠିକା ଶ୍ରମିକଙ୍କ ପରିବାର ଧାରଣା ଦେଇଥିଲେ। ୮ ମାସର ବକେୟା ଦରମା, ସ୍ଥାୟୀ ନିଯୁକ୍ତି ଦାବିରେ ଉକ୍ତ ଶ୍ରମିକ ପରିବାର ସହର…
Archives


