୩ ଘଣ୍ଟା ପରେ ମୋବାଇଲ ଟାଓ୍ବାରରୁ ଉଦ୍ଧାର ହେଲେ ଯୁବକ
ଜୁନାଗଡ,୯।୧୨(ଡି.ଏନ.ଏ.): କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ବଣିଜରା ପଞ୍ଚାୟତ ପୁରୁଣାସର ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପାରିବାରିକ ସମସ୍ୟାକୁ ନେଇ ଗ୍ରାମର ଜଣେ ଯୁବକ ସ୍ଥାନୀୟ ୧୮୦ ଫୁଟ ଉଚ୍ଚର ମୋବାଇଲ ଟାୱାରରେ ଚଢି ଯାଇଥିଲେ। ପରେ…
ସପ୍ତାହକୁ ୩ ଦିନ ଛୁଟି
ଦୁବାଇ,୯।୧୨: ଆସନ୍ତା ୧ ତାରିଖରୁ ସରକାରୀ କାର୍ଯ୍ୟାଳୟରେ ସପ୍ତାହକୁ ୩ ଦିନ କାମ କରିବାକୁ ପଡ଼ିବ। ଏଭଳି ନିୟମ ସମ୍ପର୍କରେ ଗୁରୁବାର ଘୋଷଣା କରିଛି ସଦର୍ନ ଗଲ୍ଫ ଏମିରେଟ ଅଫ୍ ଶାରଜା। ଏଥିପୂର୍ବରୁ ୟୁନାଇଟେଡ୍ ଆରବ ଏମିରେଟ (ୟୁଏଇ) ମଙ୍ଗଳବାର ସରକାରୀ…
‘ଉପକୂଳରେ ମାଟି ତଳେ ବିଦ୍ୟୁତ୍ ତାର ବିଛାଅ’
ନୂଆଦିଲ୍ଲୀ, ୯।୧୨: ବନ୍ୟା, ବାତ୍ୟା ପ୍ରଭାବିତ ଓଡ଼ିଶାର ଉପକୂଳ ଜିଲାଗୁଡ଼ିକରେ ବିପର୍ଯ୍ୟୟ ପ୍ରତିରୋଧୀ ବିଦ୍ୟୁତ୍ ଭିତ୍ତିଭୂମିର ବିକାଶ ଲାଗି ବିଜେଡି ଏମ୍ପି ପ୍ରଶାନ୍ତ ନନ୍ଦ ଗୁରୁବାର କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି। ରାଜ୍ୟ ସଭାରେ ଶୂନ୍ୟକାଳ ଆଲୋଚନାରେ ଭାଗନେଇ ନନ୍ଦ କହିଥିଲେ,…
ଲାଣ୍ଡିଂର ୭ ମିନିଟ୍ ପୂର୍ବରୁ ଅନ୍ତିମ ରେଡିଓ କଣ୍ଟାକ୍ଟ କରିଥିଲା ଚପର
ନୂଆଦିଲ୍ଲୀ,୯।୧୨: ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ ଜେନେରାଲ ବିପିନ ରାଓ୍ବତ, ତାଙ୍କ ପତ୍ନୀଙ୍କ ସମେତ ୧୪ ଜଣଙ୍କୁ ନେଇ ଯାଉଥିବା ବାୟୁ ସେନାର ଏମ୍ଆଇ-୧୭ ଭି-୫ ହେଲିକପ୍ଟର ଦୁର୍ଘଟଣା ସମ୍ପର୍କରେ କିଛି ନୂଆ ତଥ୍ୟ ସାମ୍ନାକୁ ଆସିଛି। ୧୨ଟା ୧୫ରେ ଓ୍ବେଲିଂଟନଠାରେ…
ମାଓବାଦୀଙ୍କ ଭୟ ଦୂର କରିବ ବିଏସ୍ଏଫ କ୍ୟାମ୍ପ
ମାଲକାନଗିରି/ଚିତ୍ରକୋଣ୍ଡା,୯ା୧୨(ଡି.ଏନ.ଏ.): ଆନ୍ଧ୍ର ଓଡ଼ିଶା ସୀମାନ୍ତରେ ମାଓବାଦୀଙ୍କ ପାର୍ଦୁଭାବକୁ ଦୃଷ୍ଟିରେ ରଖି ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳ ତଥା ପଣସପୁଟ ପଞ୍ଚାୟତ ଘନବେଢାଠାରେ ଗୁରୁବାର ଏକ ବିଏସ୍ଏଫ୍ କ୍ୟାମ୍ପ ପ୍ରତିଷ୍ଠା ହୋଇଛି। ବିଏସଏଫ ଡ଼ିଆଇଜି ସଞ୍ଜୟ କୁମାର ସିଂ, ମାଲକାନଗିରି ଏସ୍ପି…
କ୍ଷେତରୁ ମିଳିଲା ନବଜାତ ଶିଶୁର ମୃତଦେହ
ଟିକିରି,୯।୧୨(ଡି.ଏନ୍.ଏ.): ରାୟଗଡ଼ା ଜିଲା କାଶୀପୁର ବ୍ଲକ ସଦରସ୍ଥିତ ନୂଆସାହି ନିକଟ ଜମିରୁ ଏକ ନବଜାତ ଶିଶୁର ମୃତଦେହ ଜବତ କରାଯାଇଛି। ଏ ନେଇ କାଶୀପୁର ଥାନାରେ ଏକ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ ଚାଲିଛି। ସୂଚନା ଅନୁଯାୟୀ, ଜମିରେ ନବଜାତ…
ଦିଲ୍ଲୀ କୋର୍ଟରେ ବିସ୍ଫୋରଣ
ନୂଆଦିଲ୍ଲୀ,୯।୧୨: ରାଜଧାନୀର ରୋହିଣୀ କୋର୍ଟରେ ଗୁରୁବାର ସକାଳେ ଏକ ବିସ୍ଫୋରଣ ଘଟିଛି। ଏଥିରେ ଜଣେ ବ୍ୟକ୍ତି ଆହତ ହୋଇଥିବା ପୋଲିସ ପକ୍ଷରୁ କୁହାଯାଇଛି। ତେବେ ବିସ୍ଫୋରଣର ପ୍ରକୃତ କାରଣ ଜଣାପଡ଼ି ନାହିଁ। ଉପଲବ୍ଧ ଥିବା ତଥ୍ୟ ଅନୁଯାୟୀ, କୋର୍ଟରୁମ୍ ନଂ ୧୦୨ରେ…
ବିଦେଶ ଫେରନ୍ତାଙ୍କ ପାଇଁ ଫେରିଲା କଣ୍ଟେନମେଣ୍ଟ ଜୋନ୍
ଭଞ୍ଜନଗର,୯।୧୨(ଡି.ଏନ୍.ଏ.): ଭଞ୍ଜନଗର ବ୍ଲକ ଲାଲସିଂ ପଞ୍ଚାୟତ ଚ୍ଛେଦାଭୂମି ରୋଡ଼ ଗାୟତ୍ରୀ ନଗର ଛକରୁ ବାରିକ ସିମେଣ୍ଟ ଦୋକାନ ପର୍ଯ୍ୟନ୍ତ ଅଞ୍ଚଳକୁ ଗୁରୁବାର କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ଉକ୍ତ ଅଞ୍ଚଳକୁ ସମ୍ପର୍କୀୟଙ୍କ ଘରକୁ ଆସିଥିବା ଜଣେ ଦୁବାଇ ଫେରନ୍ତା ଅତିଥି କରୋନା…
‘ଥାଙ୍କ୍ ୟୁ କ୍ୟାପଟେନ୍ କୋହଲି’
ନୂଆଦିଲ୍ଲୀ,୯।୧୨: ରୋହିତ ଶର୍ମାଙ୍କୁ ଟିମ୍ ଇଣ୍ଡିଆର ଦିନିକିଆ ଓ ଟି୨୦ ଦଳର ନିୟମିତ ଅଧିନାୟକ ନିଯୁକ୍ତ କରାଯିବାର ଗୋଟିଏ ଦିନ ପରେ ବିରାଟ କୋହଲିଙ୍କୁ ଧନ୍ୟବାଦ୍ ଦେଇଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)। ଦିନିକିଆ ଅଧିନାୟକ ଭାବେ କୋହଲିଙ୍କ ରେକର୍ଡକୁ…
୧୫୫ ଏକର ଜମିରେ ଚାଷ କରିଥିଲେ ଗଞ୍ଜେଇ
ବାଲିଗୁଡ଼ା,୯ା୧୨(ଡି.ଏନ୍.ଏ.): କନ୍ଧମାଳ ଜିଲା ବାଲିଗୁଡ଼ା ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ବେଆଇନ ଗଞ୍ଜେଇ ଚାଷ ନଷ୍ଟ କରାଯାଉଛି। ଏହି ପରିପ୍ରେକ୍ଷୀରେ ସିନ୍ଦ୍ରିଗାଁ ପଞ୍ଚାୟତର ସିନ୍ଦ୍ରିଗାଁ ଅଞ୍ଚଳ ଓ ବୁଡୁରୁକିଆ ଅଞ୍ଚଳରେ ପ୍ରାୟ ୧୫୫ ଏକର ଜଙ୍ଗଲ ଜମିରେ ହୋଇଥିବା ବେଆଇନ…
ପକ୍ଷୀକୁ ଉଦ୍ଧାର ପାଇଁ ମଣିଷ କରୁଛି ଏପରି, ଭିଡିଓ ଦେଖିଲେ…
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ…
ଗାବା ଟେଷ୍ଟରେ କାମ ଦେଉନି ନୋ-ବଲ ଟେକ୍ନୋଲୋଜି
ବ୍ରିସବେନ,୯।୧୨: ଆଶେସ ସିରିଜ୍ର ପ୍ରଥମ ଟେଷ୍ଟର ଦ୍ୱିତୀୟ ଦିନ ୧୩ତମ ଓଭରରେ ଅଷ୍ଟ୍ରେଲିଆନ ଓପନର ଡେଭିଡ୍ ଓ୍ବାର୍ନରଙ୍କୁ ଆଉଟ୍ କରିଥିଲେ ଇଂଲଣ୍ଡ ଅଲରାଉଣ୍ଡର ବେନ ଷ୍ଟୋକ୍ସ। ମାତ୍ର ଏହି କ୍ଷେତ୍ରରେ ଫିଲ୍ଡ ଅମ୍ପାୟର ସାହାଯ୍ୟ ମାଗିବା ପରେ ଏହାକୁ ଓଭର ଷ୍ଟେପ…
Archives


