Home Left

ଜନ ଆବ୍ରାହମଙ୍କ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟ ହ୍ୟାକ୍‌

ମୁମ୍ବାଇ: ବଲିଉଡ୍‌ ଅଭିନେତା ଜନ ଆବ୍ରାହମଙ୍କ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟ ହ୍ୟାକ୍‌ ହୋଇଛି। କେହି ଜଣେ ତାଙ୍କ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟକୁ ହ୍ୟାକ୍‌ କରିଦେଇଛନ୍ତି। ଏଥିସହ ଅଭିନେତାଙ୍କ ସମସ୍ତ ଇନ୍‌ଷ୍ଟାଗ୍ରାମ ପୋଷ୍ଟକୁ ଡିଲିଟ୍‌ ମଧ୍ୟ କରିଦେଇଛି। ତେବେ ତାଙ୍କ ଆକାଉଣ୍ଟକୁ କିଏ ହ୍ୟାକ୍‌ କରିଛି…

ମାଓବାଦୀଙ୍କ ବର୍ବର କାଣ୍ଡ

ମାଲକାନଗିରି,୧୪।୧୨(ଡି.ଏନ୍‌.ଏ.): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ସୁକମା ଜିଲା ଏରାବର ଗାଁରେ ମାଓବାଦୀଙ୍କ ବର୍ବର କାଣ୍ଡ ଦେଖିବାକୁ ମିଳିଛି। ଜଙ୍ଗଲ ଜମି ନଷ୍ଟ ସହ ବେଆଇନ ଭାବେ ଜମି ଦଖଲ କରୁଥିବାରୁ ମାଓବାଦୀମାନେ ଏରାବର ଗାଁର ନବୀନଙ୍କୁ ହତ୍ୟା କରିଥିବା ଏକ…

ଏସ୍‌ପି ଅଫିସ ସମ୍ମୁଖରେ କଂଗ୍ରେସର ବିକ୍ଷୋଭ

ବଲାଙ୍ଗିର ଅଫିସ,୧୪।୧୨: ଓଡ଼ିଶା କଂଗ୍ରେସ ଭବନ ଭିତରେ ପଶି ଛାତ୍ର କଂଗ୍ରେସର କର୍ମକର୍ତ୍ତାଙ୍କୁ ପୋଲିସର ଆକ୍ରମଣ ପ୍ରତିବାଦରେ ମଙ୍ଗଳବାର ବଲାଙ୍ଗିର ଜିଲା ଏସ୍‌ପି ଅଫିସ ଆଗରେ କଂଗ୍ରେସ କମିଟି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ା ମମିତା ମେହେର ହତ୍ୟା ଘଟଣାରେ…

ଜନତାଙ୍କ ସ୍ବର ଚାପି ଦିଆଯାଉଛି: ରାହୁଲ

ନୂଆଦିଲ୍ଲୀ,୧୪।୧୨: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ୧୨ ନିଲମ୍ବିତ ଏମ୍‌ପିମାନଙ୍କ ସହ ମଙ୍ଗଳବାର ସଂସଦ ପରିସରରେ ଗାନ୍ଧୀ ପ୍ରତିମୂର୍ତ୍ତି ନିକଟରେ ବିରୋଧ ପ୍ରଦର୍ଶନ କରିଥିଲେ। ଏହି ଅବସରରେ ସେ ଗଣମାଧ୍ୟମକୁ ସମ୍ବୋଧିତ କରିବାବେଳେ କହିଛନ୍ତି ଯେ, ବିରୋଧୀ ଯେଉଁଠାରେ ବି ସ୍ବର…

କାୟା ବିସ୍ତାର କରୁଛି ଓମିକ୍ରନ୍‌, ରାଜଧାନୀରେ ୪ ନୂଆ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ,୧୪ ।୧୨: ରାଜଧାନୀ ଦିଲ୍ଲୀରେ କରୋନା ଭାଇରସର ନୂଆ ଭାରିଏଣ୍ଟ ଓମିକ୍ରନରେ ଆଉ ୪ ଜଣ ସଂକ୍ରମିତ ହୋଇଥିବା ସୂଚନା ମିଳିଛି । ଏହାକୁ ନେଇ ରାଜଧାନୀରେ ମୋଟ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୬ରେ ପହଞ୍ଚିଛି । ଏବେ ଜଣେ ସୁସ୍ଥ…

ଏସ୍‌ପି ଅଫିସ ଆଗରେ ଗର୍ଜିଲା କଂଗ୍ରେସ

ବରଗଡ଼ ଅଫିସ,୧୪।୧୨: ବରଗଡ଼ ଜିଲା କଂଗ୍ରେସ ମଙ୍ଗଳବାର ଆନ୍ଦୋଳନକୁ ଓହ୍ଲାଇଛି। କଳାହାଣ୍ଡି ଜିଲା ମହାଲିଙ୍ଗସ୍ଥିତ ମମିତା ମେହେର ଏବଂ ଜିଲା ତୋରା ଗ୍ରାମର ଗୋବିନ୍ଦ କୁମ୍ଭାରଙ୍କ ମୃତ୍ୟୁ ମାମଲାରେ ସିବିଆଇ ତଦନ୍ତ କରି ନ୍ୟାୟ ପ୍ରଦାନ ଦାବି କରିଛି ଜିଲା କଂଗ୍ରେସ…

ମୃତ ମହିଳାଙ୍କୁ କରୋନା ଟିକାର ଦ୍ୱିତୀୟ ଡୋଜ୍‌

ଲକ୍ଷ୍ନୌ,୧୪।୧୨: ଉତ୍ତର ପ୍ରଦେଶର ଝାନସୀରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଜଣେ ମୃତ ମହିଳା କରୋନା ଟିକାର ଦ୍ୱିତୀୟ ଡୋଜ୍‌ ନେଇଥିବା ମେସେଜ ପରିବାର ଲୋକଙ୍କ ପାଖକୁ ଆସିବା ପରେ ହଇଚଇ ସୃଷ୍ଟି ହୋଇଛି। ସୂଚନାନୁସାରେ, ଜଣେ ୬୭ ବର୍ଷୀୟ ବୃଦ୍ଧା…

‘ଓମିକ୍ରନ’ରୁ ସୁରକ୍ଷା ଦେବ ଟିକା: ସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର,୧୪।୧୨(ବ୍ୟୁରୋ): ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସମସ୍ତଙ୍କୁ ଯଥାଶୀଘ୍ର ଟୀକା ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଟିକା ଶତ ପ୍ରତିଶତ କାମ ନ ହେଲେ ବି କ୍ରସ୍‌ ପ୍ରୋଟେକ୍ସନ ଦେବ । ସାମାଜିକ କର୍ମୀ ଟିକା ନେବାକୁ ପ୍ରତି ଗାଁରେ ପ୍ରୋତ୍ସାହିତ…

ବୋହୂଙ୍କ ନାମ ବଦଳାଇଲେ ଲାଲୁ

ପାଟନା,୧୪।୧୨: ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ସାନ ପୁଅ ତେଜସ୍ବୀ ଯାଦବ ନିକଟରେ ଦିଲ୍ଲୀରେ ବିବାହ କରିଛନ୍ତି। ଦୀର୍ଘଦିନର ବନ୍ଧୁ ରିଚେଲଙ୍କୁ ବିବାହ କରିଛନ୍ତି। କିନ୍ତୁ ବିବାହ ପରେ ରିଚେଲଙ୍କ ନାମ ପରିବର୍ତ୍ତନ ହୋଇ ରାଜଶ୍ରୀ…

ବଡ଼ ଉପଲବ୍ଧି ହାସଲ କଲା ପାକିସ୍ତାନ

କରାଚି,୧୪।୧୨: ପାକିସ୍ତାନ କ୍ରିକେଟ ଦଳ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରେ ଏକ ନୂତନ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ୱେଷ୍ଟଇଣ୍ଡିଜ ବିପକ୍ଷରେ ପ୍ରଥମ ଟି -୨୦ ମ୍ୟାଚ ଜିତିବା ପରେ ପାକିସ୍ତାନ ଗୋଟିଏ ବର୍ଷରେ ସର୍ବାଧିକ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ ବିଜୟ ସହ…

କୋହଲି କଲେ ଆଶ୍ଚର୍ଯ୍ୟ, ବିସିସିଆଇର ଚିନ୍ତା ବଢିଲା!

ନୂଆଦିଲ୍ଲୀ,୧୪।୧୨:ନିକଟରେ ବିସିସିଆଇ ବିରାଟ କୋହଲିଙ୍କୁ ଦିନିକିଆ ଅଧିନାୟକରୁ ହଟାଇ ରୋହିତ ଶର୍ମାଙ୍କୁ ନୂତନ ଅଧିନାୟକ ଦାୟିତ୍ୱ ଦେଇଛି। ଏହାକୁ ନେଇ ଟିମ ଇଣ୍ଡିଆରେ କିଛି ବିବାଦ ଲାଗି ରହିଛି। ବିରାଟ କୋହଲି ବିସିସିଆଇର ଏହି ନିଷ୍ପତ୍ତି ଉପରେ ଖପ୍ପା ଅଛନ୍ତି ଏବଂ…

କ୍ୟାଟ୍ରିନା-ଭିକିଙ୍କ ପାଇଁ ଉପହାର ପଠାଇଲେ ସଲମାନ୍‌: ଦାମ୍‌ ଜାଣିଲେ…

ଡିସେମ୍ବର ୯ରେ ବଲିଉଡ୍‌ ଅଭିନେତଈ କ୍ୟାଟ୍ରିନା କୈଫ ଏବଂ ଭିକି କୌଶଲ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ବିବାହ ପରେ ଏବେ ଉପହାର ଦେବା ନେବା ଚାଲିଛି। କ୍ୟାଟ୍ରିନା-ଭିକି ଅନେକ ସାଥୀ କଳାକାର, ବନ୍ଧୁଙ୍କ ଦେବୀ ଘିଅରେ ଲଡୁ ଏବଂ କାର୍ଡ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri