ମହିଳା ପୋଷ୍ଟ ମାଷ୍ଟରଙ୍କୁୁ ଆକ୍ରମଣ କରିଥିବା ଯୁବକଙ୍କୁ ବାନ୍ଧି ଛେଚିଲେ
ସାରସକଣା,୧୪।୧୨(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ଝାରପୋଖରିଆ ଥାନା ଅଞ୍ଚଳରେ ଥିବା ଏକ ଶାଖା ଡାକଘରେ ପୋଷ୍ଟ ମାଷ୍ଟର ଭାବେ କାର୍ଯ୍ୟରତ ଜଣେ ମହିଳା ପୋଷ୍ଟ ମାଷ୍ଟରଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ଆକ୍ରମଣକାରୀ ଯୁବକଙ୍କୁ ସ୍ଥାନୀୟ ଲୋକେ ଧରି ନିର୍ଧୁମ ଛେଚିବା…
ଏନ୍କାଉଣ୍ଟରରେ ନିପାତ ହେଲା ଲଶ୍କର ଆତଙ୍କବାଦୀ
ଜମ୍ମୁ,୧୪।୧୨: ଜମ୍ମୁ-କଶ୍ମୀରର ପୁଞ୍ଚ ଜିଲାରେ ସୁରକ୍ଷା ବଳର ଏନକାଉଣ୍ଟରେ ନିହତ ହୋଇଛି ଲଶ୍କର-ଇ-ତୋଇବା (ଏଲଇଟି)ର ଜଣେ ଟପ୍ ପାକିସ୍ତାନୀ ଆତଙ୍କବାଦୀ। ଏ ନେଇ ଅଧିକାରୀମାନେ ମଙ୍ଗଳବାର ସୂଚନା ଦେଇଛନ୍ତି। ଅନ୍ୟ ଜଣେ ଆତଙ୍କବାଦୀଙ୍କ ପାଇଁ ସେହି ଅଞ୍ଚଳରେ ସର୍ଚ୍ଚ ଅପରେଶନ ଚାଲିଛି।…
ରିଲିଜ୍ ପୂର୍ବରୁ ଅଡୁଆରେ ‘ପୁଷ୍ପା’!
ମୁମ୍ବାଇ: ସାଉଥ୍ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ମୋଷ୍ଟ ୱାଣ୍ଟେଡ ଫିଲ୍ମ ‘ପୁଷ୍ପା-ଦ ରାଇଜ’ ଆସନ୍ତା ୧୭ ତାରିଖରେ ରିଲିଜ୍ ହେବାକୁ ଯାଉଛି । ହେଲେ ଏହା ପୂର୍ବରୁ ମିଳିଥିବା ଖବରରୁ ଜଣାପଡିଛି ମେକର୍ସଙ୍କ ବିରୋଧରେ ଅଭିଯୋଗ ହୋଇଛି । କୁହାଯାଇଛି କି…
ବ୍ରେନ୍ୱାଶ ସ୍ପେଶାଲିଷ୍ଟ ପାକିସ୍ତାନ ଆତଙ୍କବାଦୀ ନିହତ
ଜମ୍ମୁ,୧୪ ।୧୨: ଅକ୍ଟୋବର ୧୧ରେ ଜମ୍ମୁ-କଶ୍ମୀରର ପୁଂଛରେ ଭାରତୀୟ ସେନା ଉପରେ ଆକ୍ରମଣ କରିଥିବା ପାକିସ୍ତାନୀ ଆତଙ୍କବାଦୀ ଲସ୍କର କମାଣ୍ଡର ଅବୁ ଜରାର ମଙ୍ଗଳବାର ସୁରକ୍ଷାକର୍ମୀଙ୍କ ଦ୍ୱାରା ନିହତ ହୋଇଛନ୍ତି । ନିହତ ଆତଙ୍କବାଦୀଙ୍କ ନିକଟରୁ ଅସ୍ତ୍ରଶସ୍ତ୍ର, ଗ୍ରେନେଡ, ଭାରତୀୟ କରେନ୍ସି…
ଡିବିରି ନିଆଁରେ ଜଳିଗଲେ କଲେଜ ଛାତ୍ରୀ
ବଣାଇଁ,୧୪।୧୨(ସ୍ବ.ପ୍ର. ): ସୁନ୍ଦରଗଡ଼ ଜିଲା ବଣାଇଁ ଥାନା ଅଧୀନ ଭାଲୁଡୁଙ୍ଗୁରି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଡିବିରିରୁ ନିଆଁ ଲାଗିଯିବାରୁ ଯୁକ୍ତ ତିନି ପଢୁଥିବା ଜଣେ ଛାତ୍ରୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ସ୍ବପ୍ନେଶ୍ୱରୀ ମୁଣ୍ଡା। ଖବର ପାଇ ବଣାଇଁ…
ଘର ଛାଡି ଚାଲିିଯାଇଥିବା ମହିଳାଙ୍କ ମୃତଦେହ ମିଳିଲା
ଲୋଇସିଂହା,୧୪।୧୨(ଡି.ଏନ.ଏ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ମାଗୁରବେଡା ଫାଣ୍ଡି ଅଧୀନ ରାଘୁପଦର ଗାଁରୁ ଜଣେ ବିବାହିତ ମହିଳାଙ୍କ ଝୁଲନ୍ତା ମୃତଦେହ ମଙ୍ଗଳବାର ପୋଲିସ ଜବତ କରିଛି। ମୃତା ହେଲେ ସୀତା ରଣା(୩୦)। ପୋଲିସ ମୃତଦେହ ବ୍ୟବଚ୍ଛେଦ ପାଇଁ ବଲାଙ୍ଗୀର ଭୀମ ଭୋଇ…
୬୦ ବଲରେ ୧୦୦
ହୋବାର୍ଟ,୧୪।୧୨: ଅଷ୍ଟ୍ରେଲିଆକୁ ଟି୨୦ ବିଶ୍ୱକପ୍ ଜିତାଇଥିବା ମିଚେଲ ମାର୍ଶ ମଙ୍ଗଳବାର ବିଗ୍ ବାଶ ଲିଗ୍ (ବିବିଏଲ)ରେ ଦୁର୍ଦ୍ଦଶ ଶତକୀୟ ପାଳି ଖେଳିଛନ୍ତି। ପର୍ଥ ସ୍କଚର୍ସ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ଅଲରାଉଣ୍ଡର ୬୦ ବଲରେ ଖେଳିଥିଲେ ୧୦୦ ରନ୍ର ଅପରାଜିତ ଇନିଂସ। ତାଙ୍କ…
ଆଫଗାନିସ୍ତାନ ସହ ଦିନିକିଆ ସିରିଜ୍ ଖେଳିବ ଭାରତ
ମୁମ୍ବାଇ,୧୪।୧୨: ଆଗାମୀ ବର୍ଷ ଆଫଗାନିସ୍ତାନ ସହ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଖେଳିବ ଭାରତୀୟ ଦଳ। ଏହି ସିରିଜ୍ ଆଗାମୀ ବର୍ଷ ମାର୍ଚ୍ଚରେ ଖେଳାଯିବ ବୋଲି ଦର୍ଶାଯାଇଛି ଆଫଗାନିସ୍ତାନ କ୍ରିକେଟ ବୋର୍ଡ (ଏସିବି) ପକ୍ଷରୁ ପ୍ରକାଶ ପାଇଥିବା ପରବର୍ତ୍ତୀ ଦୁଇ…
ଚା’ କିଲୋ ୯୯,୯୯୯ ଟଙ୍କା
ଗୁଆହାଟୀ,୧୪।୧୨:: ଆସାମର ଦିବ୍ରୁଗଡ ଜିଲାର ଏକ ସ୍ବତନ୍ତ୍ର ଚା’ ମଙ୍ଗଳବାର ୯୯.୯୯୯ ଟଙ୍କାରେ ନିଲାମ ହୋଇଛି। ଦେଶର କୌଣସି ଚା’ ନିଲାମରେ ଏହା ସର୍ବାଧିକ ମୂଲ୍ୟ ବୋଲି ଜଣାପଡିଛି। ମନୋହରୀ ଚା’ ଇଷ୍ଟେଟ ପକ୍ଷରୁ ‘ମନୋହରୀ ଗୋଲ୍ଡ’ କିସମର ଏକ କିଲୋ…
ଆଇଫା ୨୦୨୨କୁ ହୋଷ୍ଟ କରିବେ ସଲମାନ
ମୁମ୍ବାଇ: ଅନ୍ତରାଷ୍ଟ୍ରୀୟ ଭାରତୀୟ ଫିଲ୍ମ ଏକାଡେମୀ ୱିକେଣ୍ଡ ଆଣ୍ଡ ଆୱାର୍ଡସର ୨୨ତମ ସଂସ୍କରଣ ୧୮ ଓ ୧୯ ମାର୍ଚ୍ଚ ୨୦୨୨ରେ ୟାଶ ଆଇଜଲ୍ୟାଣ୍ଡ ବା ୟାଶ ଦ୍ୱିପ ଆବୁଧାବିରେ ଏତିହାଦ ଏରିନାରେ ଆୟୋଜିତ ହୋଇଛି । ଏହି ଆୱାର୍ଡ ନାଇଟକୁ ସୁପରଷ୍ଟାର…
ଗୃହରେ ଖୁସି ନାହାନ୍ତି ବାଚସ୍ପତି
ନୂୂଆଦିଲ୍ଲୀ,୧୪।୧୨: ଲୋକ ସଭା ବାଚସ୍ପତି ଓମ ବିର୍ଲା ମଙ୍ଗଳବାର ଗୃହର ସଦସ୍ୟଙ୍କ ସହ ବିଭିନ୍ନ ପ୍ରସଙ୍ଗରେ କଥାବାର୍ତ୍ତା କରୁଥିବା ଦେଖି ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ବାଚସ୍ପତି ଏ ବିଷୟରେ କହିଛନ୍ତି ଯେ, ମନ୍ତ୍ରୀମାନେ ଲୋକ ସଭାରୁ ସେମାନଙ୍କ କାର୍ଯ୍ୟାଳୟ ଚଳାଇବା ଉଚିତ୍…
ସ୍ବର୍ବେଦ ମହାମନ୍ଦିରରେ ମୋଦି
କାଶୀ,୧୪।୧୨: କାଶୀ ଗସ୍ତର ଦ୍ୱିତୀୟ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ସ୍ବର୍ବେଦ ମହାମନ୍ଦିରରେ ପହଞ୍ଚିଛନ୍ତି। ଏଠାରେ ସେ ସଦଗୁରୁ ସଦାଫଲଦେବଙ୍କ ପ୍ରତିମୂର୍ତ୍ତିକୁ ଫୁଲ ଅର୍ପଣ କରିଥିଲେ। ଏହି ସମୟରେ ରାଜ୍ୟପାଳ ଆନନ୍ଦିବେନ ପଟେଲ ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ…
Archives


