Home Left

ବଡ଼ ଉପଲବ୍ଧି ହାସଲ କଲା ପାକିସ୍ତାନ

କରାଚି,୧୪।୧୨: ପାକିସ୍ତାନ କ୍ରିକେଟ ଦଳ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରେ ଏକ ନୂତନ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ୱେଷ୍ଟଇଣ୍ଡିଜ ବିପକ୍ଷରେ ପ୍ରଥମ ଟି -୨୦ ମ୍ୟାଚ ଜିତିବା ପରେ ପାକିସ୍ତାନ ଗୋଟିଏ ବର୍ଷରେ ସର୍ବାଧିକ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ ବିଜୟ ସହ…

କୋହଲି କଲେ ଆଶ୍ଚର୍ଯ୍ୟ, ବିସିସିଆଇର ଚିନ୍ତା ବଢିଲା!

ନୂଆଦିଲ୍ଲୀ,୧୪।୧୨:ନିକଟରେ ବିସିସିଆଇ ବିରାଟ କୋହଲିଙ୍କୁ ଦିନିକିଆ ଅଧିନାୟକରୁ ହଟାଇ ରୋହିତ ଶର୍ମାଙ୍କୁ ନୂତନ ଅଧିନାୟକ ଦାୟିତ୍ୱ ଦେଇଛି। ଏହାକୁ ନେଇ ଟିମ ଇଣ୍ଡିଆରେ କିଛି ବିବାଦ ଲାଗି ରହିଛି। ବିରାଟ କୋହଲି ବିସିସିଆଇର ଏହି ନିଷ୍ପତ୍ତି ଉପରେ ଖପ୍ପା ଅଛନ୍ତି ଏବଂ…

କ୍ୟାଟ୍ରିନା-ଭିକିଙ୍କ ପାଇଁ ଉପହାର ପଠାଇଲେ ସଲମାନ୍‌: ଦାମ୍‌ ଜାଣିଲେ…

ଡିସେମ୍ବର ୯ରେ ବଲିଉଡ୍‌ ଅଭିନେତଈ କ୍ୟାଟ୍ରିନା କୈଫ ଏବଂ ଭିକି କୌଶଲ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ବିବାହ ପରେ ଏବେ ଉପହାର ଦେବା ନେବା ଚାଲିଛି। କ୍ୟାଟ୍ରିନା-ଭିକି ଅନେକ ସାଥୀ କଳାକାର, ବନ୍ଧୁଙ୍କ ଦେବୀ ଘିଅରେ ଲଡୁ ଏବଂ କାର୍ଡ…

ରାଜ୍ୟରୁ ପୁଣି ଜଣଙ୍କ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର,୧୪।୧୨(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର କରୋନା ଆଉ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁସଂଖ୍ୟା ୮,୪୩୭କୁ ବୃଦ୍ଧି ପାଇଛି। ମୃତକ ଜଣକ ଖୋର୍ଦ୍ଧା ଜିଲାର। ତେବେ ଆଜି ରାଜ୍ୟରେ ୧୭୫ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି।

ବୁଧବାର ଓଡିଶା ଆସିବେ ନୀତି ଆୟୋଗ ଉପାଧ୍ୟକ୍ଷ

ଭୁବନେଶ୍ୱର,୧୪।୧୨(ବ୍ୟୁରୋ): ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର ବୁଧବାର ୩ ଦିନିଆ ଓଡ଼ିଶା ଆସିବେ। ତେବେ କାଲି ଲୋକସେବା ଭବନରେ ଉଚ୍ଚସ୍ତରୀୟ ବୈଠକ ହେବା ନେଇ ସୂଚନା ମିଳିଛି। ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା କରିବେ। ବୈଠକରେ ରାଜ୍ୟ…

ପାଳଙ୍ଗ ତଡ଼କା

ରୋଷେଇ ସାମଗ୍ରୀ:-ପାଳଙ୍ଗ ଶାଗ- ୧ବିଡା, ବିରି ଡାଲି- ୧୦୦ଗ୍ରାମ୍‌, ଆଳୁ- ୨ଟି, ରସୁଣ- ୪କୋଲା, ଶୁଖିଲା ଲଙ୍କା- ୪ଟି, ଚାଟ୍‌ ମସଲା- ୧ଚାମଚ, ତେଲ- ୨ଚାମଚ, ଲୁଣ ଓ ହଳଦୀ ସ୍ବାଦ ଅନୁସାରେ। ପ୍ରଣାଳୀ:-ପ୍ରଥମେ ବିରି ଡାଲିକୁ ଭାଜି ପାଣି, ଲୁଣ,…

ଫ୍ଲୋରାଲ୍‌ ଆଉଟ୍‌ ଫିଟ୍‌

ଯେକୌଣସି ସିଜନ୍‌ରେ ବି ଫ୍ଲୋରାଲ୍‌ ଆଉଟ୍‌ଫିଟ୍‌ ଏଭରଗ୍ରୀନ ଲୁକ୍‌ ଦେଇଥାଏ। ପ୍ରତିଟି ଇଭେଣ୍ଟରେ ଏହାକୁ କ୍ୟାରି କରିବା ସହଜ । ଏଥିପାଇଁ ତ ଫ୍ଲୋରାଲ୍‌ ଆଉଟ୍‌ଫିଟ୍‌ର ଚାହିଦା ଏବେ ବଢ଼ିବାରେ ଲାଗିଛି… ବଜାରରେ ଏବେ ଫ୍ଲୋରାଲ ବ୍ଲାଉଜ୍‌ର ଚାହିଦା ଅଧିକ। ଏହାକୁ…

ଦିନେ ବଢ଼ୁଛି ଦିନେ କମୁଛି: ଆଜି ରାଜ୍ୟରେ ୧୭୫ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,୧୪।୧୨(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର ୧୭୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩୦ ଜଣ ଛୁଆ ଅଛନ୍ତି। ଯେଉଁମାନଙ୍କ ବୟସ ୧୮ ବର୍ଷରୁ କମ । ଆକ୍ରାନ୍ତଙ୍କ ମଧ୍ୟରୁ ୧୦୧ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ୭୪ ଜଣ ଲୋକାଲ…

ପତ୍ରରୁ ସୁନ୍ଦରତା

ବିଭିନ୍ନ ପ୍ରକାର ପତ୍ରକୁ ବ୍ୟବହାର କରି ପ୍ରାକୃତିକ ଉପାୟରେ ସୌନ୍ଦର୍ଯ୍ୟ ବୃଦ୍ଧି କରିହେବ। ବିଭିନ୍ନ ପ୍ରକାରର ପତ୍ରକୁ କିଭଳି ବ୍ୟବହାର କରିବେ ଜାଣି ରଖନ୍ତୁ… କଦଳୀ ପତ୍ରକୁ ବାଟି ସେହି ପେଷ୍ଟକୁ ମୁହଁରେ ଲଗାଇଲେ ବ୍ରଣ ସମସ୍ୟା ଦୂର ହୋଇଥାଏ। ଶୀତ…

ହରନାଜ୍‌ ପିନ୍ଧିଥିବା ମୁକୁଟର ଦାମ କେତେ ଜାଣନ୍ତି

ନୂଆଦିଲ୍ଲୀ,୧୪।୧୨:ଭାରତର ହରନାଜ୍‌ ସାନ୍ଧୁ ମିସ ୟୁନିଭର୍ସ ୨୦୨୧ର ମୁକୁଟ ଜିତିଛନ୍ତି। ୨ଲାମିଟ ବର୍ଷ ବୟସରେ ହରନାଜ୍‌ ଟାଇଟେଲ୍‌ ହାତେଇଛନ୍ତି। ୭୦ ତମ ମିସ ୟୁନିଭର୍ସ ପ୍ରତିଯୋଗିତା ଚଳିତ ବର୍ଷ ଡିସେମ୍ବର ୧୨ରେ ଇସ୍ରାଏଲରେ ହୋଇଥିଲା। ତୃତୀୟ ଥର ପାଇଁ ମିସ ୟୁନିଭର୍ସ…

ଅନ୍‌ଲାଇନ ଗେମ ହେଲା କାଳ; ସାନ ଭାଇଙ୍କୁ ହତ୍ୟା କଲେ ବଡ ଭାଇ

ଜୟପୁର,୧୪।୧୨: ଅନ୍‌ଲାଇନ ଗେମ ପାଇଁ ଜଣେ ୧୬ ବର୍ଷୀୟ ବାଳକ ନିଜ ସମ୍ପର୍କୀୟ ସାନ ଭାଇକୁ ଅତ୍ୟନ୍ତ ହତ୍ୟା କରିଛି। ରାଜସ୍ଥାନର ନାଗୁର ଜିଲା ଲାଡନୁରେ ଏଭଳି ଘଟଣା ଘଟିଛି। ହତ୍ୟା କରିବା ପରେ ସେ ମୃତଦେହକୁ ନିକଟସ୍ଥ ପଡିଆରେ ପୋତି…

ଇଣ୍ଡୋନେସିଆରେ ଭୂକମ୍ପ ଝଟ୍‌କା: ସୁନାମୀ ଚେତାବନୀ ଜାରି

ଜାକର୍ତ୍ତା,୧୪।୧୨: ପୂର୍ବ ଇଣ୍ଡୋନେସିଆରେ ମଙ୍ଗଳବାର ଭୂକମ୍ପ ଝଟ୍‌କା ଲାଗିଛି। ରିକ୍ଟର ସ୍କେଲରେ ଏହାର ୭.୭ ତୀବ୍ରତା ରହିଛି। ଭୂକମ୍ପ ଝଟ୍‌କା ପରେ ସହରରେ ସୁନାମୀ ଚେତାବନୀ ଜାରି କରାଯାଇଛି। ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ ରିପୋର୍ଟ ଅନୁଯାୟୀ, ଭୋର ପ୍ରାୟ ୩:୨୦ରେ ମୌମେର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri