Home Left

ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୬ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର,୧୯।୪(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ କମିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ସୂଚନା ଏବଂ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୯ ଜଣ…

ୟୁକ୍ରେନ୍ ଯିବେ ନାହିଁ ବାଇଡେନ

ୱାଶିଂଟନ,୧୯ ।୪: ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ୫୫ ଦିନ ହୋଇଯାଇଛି । କିଛି ଦେଶର ମଧ୍ୟସ୍ଥତା ପରେ ବି ଏହାର କୌଣସି ସମାଧାନ ବାହାରି ପାରି ନାହିଁ । ରୁଷିଆ ସେନା ବେଳକୁ ବେଳ ଆକ୍ରମଣ ଯୋରଦାର କରୁଥିବା ବେଳେ ଏହାର କଡା…

୬ ଜଣଙ୍କୁ ମୃତ୍ୟୁ ଦଣ୍ଡ

ଲାହୋର,୧୯ା୪: ଧର୍ମନିନ୍ଦା ଅଭିଯୋଗରେ ପାକିସ୍ତାନରେ ଜଣେ ଶ୍ରୀଲଙ୍କା ନାଗରିକଙ୍କୁ ହତ୍ୟା ମାମଲାରେ ଲାହୋରସ୍ଥିତ ଏକ ଆତଙ୍କବାଦୀ ନିରୋଧୀ କୋର୍ଟ ସୋମବାର ୬ ଜଣଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦେଇଛନ୍ତି। ଏଥିସହ ଅନ୍ୟ ୯ ଜଣଙ୍କୁ ଆଜୀବନ କାରାଦଣ୍ଡ ଏବଂ ୭୨ ଅଭିଯୁକ୍ତଙ୍କୁ ୨…

ରାଜ ଠାକରେଙ୍କୁ ଦ୍ୱିତୀୟ ଓୱାଇସି କହିଲା ଶିବସେନା

ମୁମ୍ବାଇ,୧୯ ।୪: ଲାଉଡ ସ୍ପିକର ବିବାଦକୁ ନେଇ ଶିବସେନା ରାଜ ଠାକରେଙ୍କୁ ଟାର୍ଗେଟ କରିଛି । ଶିବସେନାର ସମ୍ପାଦକୀୟରେ ବାଲା ସାହେବ ଠାକରେଙ୍କ ଉଦାହରଣ ଦେଇ ଲେଖାଯାଇଛି କି କେତେକ ଲୋକ ହିନ୍ଦୁଙ୍କୁ ଓୱାଇସି କରିବାକୁ ତରବର ହେଉଛନ୍ତି । ସେମାନେ…

ପ୍ରଥମ ଥର ନଜର ଆସିଲା ବ୍ଲାକ ସି’ରେ ହୁ ହୁ ହୋଇ ଜଳୁଛି ରୁଷିଆର ମୋସ୍କୱା କ୍ରୁଜ, ୟୁକ୍ରେନ୍ ମିଶାଇଲ ମାଡରେ ହୋଇଛି ନଷ୍ଟ!

କ୍ୱିଭ,୧୯ ।୪: ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ପାଖାପାଖି ୧ ମାସ ପୁରଣ ହେବାକୁ ଯାଉଛି । ଏହି ଯୁଦ୍ଧରେ ଉଭୟ ଦେଶର ବହୁ କ୍ଷୟକ୍ଷତି ହେଲାଣି । ତେବେ ରୁଷିଆ ପକ୍ଷରୁ ଯେଉଁ ଆକ୍ରମଣ କରାଯାଇଛି ଏଥିରେ ୟୁକ୍ରେନର ଅଧିକ କ୍ଷତି ହୋଇଥିବା…

ସାଂଘାଇ ପାଲଟିଲାଣି କରୋନାର ହଟସ୍ପଟ

ବେଜିଂ,୧୯ ।୪: ଚାଇନାକୁ ପୁଣିଥରେ ଫେଣିଲାଣି କରୋନା । ଗତ ୨୪ ଘଣ୍ଟାରେ ୨,୭୨୩ ନୂଆ ମାମଲା ସାମ୍ନାକୁ ଆସିଛି । ଏଥିମଧ୍ୟରୁ କେବଳ ସାଂଘାଇରେ ୨,୪୧୭ ଜଣ ସଂକ୍ରମିତ ରହିଥିବା ଜଣାପଡିଛି । ଏହି ସୂଚନା ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ଆୟୋଗ…

ମନ୍ଦିରରୁ ଅଢେଇ କେଜି ରୂପା ଅଳଙ୍କାର ଚୋରି

ବ୍ରହ୍ମପୁର ଅଫିସ,୧୯।୪: ଗଞ୍ଜାମ ଜିଲା ଗୋଶାଣିନନୁଆଗାଁ ଥାନା ଅଧୀନ ମୁସଲିମ ସ୍ମଶାନ ସମ୍ମୁଖରେ ଥିବା ହରିହର ମନ୍ଦିର ନିକଟ ଆୟାପ୍ପା ମନ୍ଦିରରୁ କିଛି ଦୁର୍ବୃତ୍ତ ରୁପା ଅଳଙ୍କାର ଚୋରି କରି ନେଇଥିବା ଅଭିଯୋଗ ହୋଇଛି। ପୂଜକ ମଙ୍ଗଳବାର ସକାଳେ ମନ୍ଦିର କବାଟ…

ଆଇପିଏଲ୍‌ ଇତିହାସରେ ପ୍ରଥମଥର ଘଟିଲା ଏମିତି

ମୁମ୍ବାଇ,୧୯।୪: ସୋମବାର ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)ର ୧୫ତମ ସିଜିନର ଏକ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (ଆରଆର) ୭ ରନ୍‌ରେ କୋଲକାତା ନାଇଟ ରାଇଡର୍ସ (କେକେଆର୍‌)କୁ ପରାସ୍ତ କରିଛି। ମୁମ୍ବାଇର ବ୍ରାବୋର୍ନ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ରାଜସ୍ଥାନର ଜୋସ ବଟଲର୍‌…

ତ୍ରିପୁରାରେ ସ୍ୱାଇନ ଫ୍ଲୁ: ଘୁଷୁରିଙ୍କୁ ମାରିବାକୁ ଦିଆଗଲା ନିର୍ଦ୍ଦେଶ

ଅଗରତାଲା,୧୯ ।୪: ଦେଶର ପୂର୍ବ ଭାଗରେ ଥିବା ରାଜ୍ୟ ମିଜୋରାମରେ ସ୍ୱାଇନ ଫ୍ଲୁ ବ୍ୟାପିବା ପରେ ଏବେ ଏହା ତ୍ରିପୁରାରେ ପହଞ୍ଚିଲାଣି । ତ୍ରିପୁରାର ସୋପାହିଜାଲା ଜିଲା ଅନ୍ତର୍ଗତ ଦେବୀପୁରରେ ପ୍ରାଣୀ ସଂଶାଧନ ବିକାଶ ବିଭାଗ(ଏଆର୍‌ଡିଡି) ଦ୍ୱାରା ସଂଚାଳିତ ସରକାରୀ ପ୍ରଜନନ…

୩୭ ବିଧାୟକଙ୍କ ଡବ୍ଲ୍ୟୁଓଡିସି ପାଣ୍ଠି ବଢ଼ାଯାଉ

ଭୁବନେଶ୍ୱର,୧୯ା୪(ବ୍ୟୁରୋ): ପଶ୍ଚିମ ଓଡ଼ିଶା ଉନ୍ନୟନ କାଉନସିଲ୍‌ (ଡବ୍ଲ୍ୟୁଓଡିସି) ଅନ୍ତର୍ଗତ ସମସ୍ତ ୩୭ଟି ବିଧାନସଭା ନିର୍ବାଚନମଣ୍ଡଳୀର ବିକାଶ ପାଇଁ ନିର୍ଦ୍ଧାରିତ ଖର୍ଚ୍ଚ ସୀମା ରାଶିକୁ ବୃଦ୍ଧି କରିବା ପାଇଁ ଭାଜପା ବିଧାୟକମାନେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏନେଇ ଲେଖାଥିବା…

ପ୍ରଶଂସକଙ୍କ ସହ ଦୁଃଖ ଖବର ଶେୟାର କଲେ ରୋନାଲଡୋ

ନୂଆଦିଲ୍ଲୀ,୧୯।୪:ବିଶ୍ୱର କିମ୍ବଦନ୍ତୀ ଫୁଟବଲ ଖେଳାଳି କ୍ରିଷ୍ଟିଆନୋ ରୋନାଲଡୋ ନିଜ ପ୍ରଶଂସକଙ୍କ ସହ ଏକ ଦୁଃଖ ଖବର ଶେୟାର କରିଛନ୍ତି। ରୋନାଲଡୋ ଓ ତାଙ୍କ ଗାର୍ଲଫ୍ରେଣ୍ଡ ଜର୍ଜିନା ରୋଡ୍ରିଗେଜ ସେମାନଙ୍କ ନବଜାତ ପୁତ୍ର ସନ୍ତାନକୁ ହରାଇଛନ୍ତି। ମଞ୍ଚେଷ୍ଟର ୟୁନାଇଟେଡ ତାରକା କ୍ରିଷ୍ଟିଆନୋ ଟୁଇଟର୍‌ରେ…

ବର୍ଦ୍ଧିତ ବସ୍‌ଭଡ଼ା କମାଇବା ପାଇଁ ଦାବି କଲା ସମାଜବାଦୀ ପାର୍ଟି

ଭୁବନେଶ୍ୱର,୧୯।୪ (ବ୍ୟୁରୋ): ପେଟ୍ରୋଲ୍‌ ଡିଜେଲ୍‌ ଦାମ ବୃଦ୍ଧି ଯୋଗୁଁ ମାର୍ଚ୍ଚ ୩୧ ତାରିଖ ଦିନ ରାଜ୍ୟ ସରକାର ସ୍ବୟଂଚାଳିତ ପ୍ରକ୍ରିୟା ଜରିଆରେ ବସ୍‌ ଭଡ଼ା ବୃଦ୍ଧି କରିଥିଲେ। କିନ୍ତୁ ବିଗତ ୧୨ ଦିନ ଧରି ତେଲ ଦରରେ ବୃଦ୍ଧି ଘଟି ନଥିଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?