Home Left

ମହିଳା ତୀରନ୍ଦାଜଙ୍କ ଆତ୍ମହତ୍ୟା: ସୋନୁ ସୁଦ୍‌ଙ୍କଠାରୁ ପାଇଥିଲେ ଉପହାର

କୋଲକତା,୧୬।୧୨: ଭାରତର ଯୁବ ମହିଳା ତୀରନ୍ଦାଜ କୋନିକା ଲାୟାକ ଆତ୍ମହତ୍ୟା କରିଛନ୍ତି। ଝାଡ଼ଖଣ୍ଡର ଧାନବାଦ ନିବାସୀ ୨୬ ବର୍ଷୀୟ କୋନିକା ଚଳିତ ବର୍ଷ ଝାଡ଼ଖଣ୍ଡ ସରକାର ଏବଂ ବଲିଉଡ ଅଭିନେତା ସୋନୁ ସୁଦଙ୍କୁ ଶୁଟିଂ ରାଇଫଲ ଦେବା ପାଇଁ ନିବେଦନ କରିଥିଲେ।…

ଝାରପଡ଼ା ଜେଲ୍‌ରେ ଏନ୍‌ଆଇଏ ଟିମ: ମାଓବାଦୀ ନେତା ଦୁବାସି ଶଙ୍କରଙ୍କୁ ଜେରା

ଭୁବନେଶ୍ୱର,୧୬।୧୨ (ବ୍ୟୁରୋ): ଦୁର୍ଦ୍ଦାନ୍ତ ମାଓବାଦୀ ନେତା ଦୁବାସି ଶଙ୍କରଙ୍କୁ ଜେରା କରିବାକୁ ଗୁରୁବାର ଏନ୍‌ଆଇଏ ଟିମ୍‌ ଝାରପଡ଼ା ଜେଲ୍‌ରେ ପହଞ୍ଚିଛନ୍ତି । ଦୁବାସି ଶଙ୍କରଙ୍କୁ ଜେରା ଚାଲଥିବା ଜଣାପଡ଼ିଛି। ମାଓନେତା ଦୁବାସିଙ୍କୁ ଏନ୍‌ଆଇଏର ୨ ଜଣିଆ ଟିମ ଜେରା କରୁଛି ।…

୧୦ ଜିଲାକୁ ପଠାଗଲା ଇଭିଏମ୍‌ ମେଶିନ

ଭୁବନେଶ୍ୱର,୧୬।୧୨ (ବ୍ୟୁରୋ): ରାଜ୍ୟ ସରକାର ପୌର ନିର୍ବାଚନ ପାଇଁ ଆଉ ପାଦେ ଆଗକୁ ବଢ଼ିଛନ୍ତି । ପ୍ରଥମ ପର୍ଯ୍ୟାୟରେ ଜିଲାସ୍ତରକୁ ଇଭିଏମ୍‌ ମେଶିନ ପଠା ଆରମ୍ଭ ହୋଇଛି। ନିର୍ବାଚନ କମିଶନଙ୍କ ଅଫିସରୁ ବୁଧବାର ୫ଟି ଜଲାକୁ ଇଭିଏମ୍‌ ମେଶିନ ପଠା ଯାଇଥିଲା…

ଶ୍ରୀଜିଉଙ୍କୁ ଦର୍ଶନ କଲେ ନୀତି ଆୟୋଗ ଟିମ୍‌

ପୁରୀ ଅଫିସ, ୧୬।୧୨(ଡି.ଏନ୍‌.ଏ.): ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର ଏବଂ ତାଙ୍କ ଟିମ ଗୁରୁବାର ପୁରୀ ଯାଇ ଶ୍ରୀଜିଉଙ୍କ ଦର୍ଶନ କରିଛନ୍ତି । ସେମାନେ ପୁରୀରେ ପହଞ୍ଚିବା ପରେ ପ୍ରଥମେ ଶ୍ରୀମନ୍ଦିର ଐତିହ୍ୟ…

ଫଟୋଗ୍ରାଫର୍‌ଙ୍କୁ ଖାସ୍‌ ଅନୁରୋଧ କଲେ କୋହଲି

ମୁମ୍ବାଇ,୧୬।୧୨: ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତୀୟ କ୍ରିକେଟ ଦଳ ଗୁରୁବାର ସକାଳେ ଦକ୍ଷିଣ ଆଫ୍ରିକା ଅଭିମୁଖେ ଯାତ୍ରା କରିଛି। ଏହି ଗସ୍ତରେ ଟେଷ୍ଟ ସିରିଜ ପରେ ଟିମ ଇଣ୍ଡିଆ ମଧ୍ୟ ତିନିଟି ଦିନିକିଆ ଖେଳିବ। ଆଜି ସକାଳେ ବିରାଟ କୋହଲି ଟିମ…

ରାହୁଲ ହୋଇ ପାରିବେ ପ୍ରଧାନମନ୍ତ୍ରୀ,ପିକେଙ୍କ କଥା ବଦଳିଲା…

ନୂଆଦିଲ୍ଲୀ, ୧୬।୧୨: ଦେଶର ପ୍ରାୟ ସମସ୍ତ ପ୍ରମୁଖ ରାଜନୈତିକ ଦଳ ସହ କାମ କରିଥିବା ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର (ପିକେ) ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସହ କାମ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ବର୍ତ୍ତମାନ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା…

ହୋମ୍‌ ଆଇସୋଲେଶନରେ ରହିପାରିବେନି ଓମିକ୍ରନ ଆକ୍ରାନ୍ତ

ଭୁବନେଶ୍ୱର,୧୬।୧୨ (ବ୍ୟୁରୋ): ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି। ଗୋଟିଏ ପରେ ଗୋଟିଏ ରାଜ୍ୟରେ ଏହି ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଓଡ଼ିଶାରେ ଏଯାବତ୍‌ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇ ନ ଥିଲେ ବି ସ୍ଥିତିର ମୁକାବିଲା ପାଇଁ ରାଜ୍ୟ…

ବିବାଦକୁ ନେଇ ମୁଁ ଖୋଲନ୍ତୁ ଗାଙ୍ଗୁଲି : ଗାଭାସ୍କର

ନୂଆଦିଲ୍ଲୀ,୧୬।୧୨: ଦିନିକିଆ ଅଧିନାୟକତ୍ୱରୁ ହଟାଯିବା ପରେ ବିରାଟ କୋହଲି ଦକ୍ଷିଣ ଆଫ୍ରିକା ଗସ୍ତ ପୂର୍ବରୁ ଏକ ଖବରଦାତା ସମ୍ମିଳନୀ କରିଥିଲେ। ଏଥିରେ ସେ ଅନେକ ବିସ୍ଫୋରକ କଥା ପ୍ରକାଶ କରିଥିଲେ। ବିରାଟ କୋହଲି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ ବିବୃତ୍ତିକୁ ମିଥ୍ୟା…

୬୫ ହଜାର ହେକ୍ଟର ଜମିରେ ଧାନଚାଷ କ୍ଷତି

ଭଦ୍ରକ ଅଫିସ, ୧୬।୧୨: ଭଦ୍ରକ ଜିଲାରେ ‘ଜଓ୍ବାଦ’ ପ୍ରଭାବରେ ବର୍ଷା ଯୋଗୁ ପ୍ରାୟ ୬୫ ହଜାର ହେକ୍ଟର ଜମିରେ ଧାନ ଚାଷ କ୍ଷତିଗ୍ରସ୍ତ ହୋଇଥିବା ଜିଲା କୃଷି ବିଭାଗ ପ୍ରାଥମିକ ଆକଳନ କରିଛି। ୭ ବ୍ଲକର ୧୯୬ ପଞ୍ଚାୟତ ଓ ୩…

ଆଜି ଧନୁ ସଂକ୍ରାନ୍ତି

ଭୁବନେଶ୍ୱର,୧୬।୧୨ (ବ୍ୟୁରୋ): ଆଜି ଧନୁ ସଂକ୍ରାନ୍ତି । ଏହି ଦିନରେ ଓଡ଼ିଆଙ୍କ ଘରେ ଧନୁ ମୁଆଁ ପୂଜା ହୁଏ । ବହୁ ପୁରାତନ କାଳରୁ ଏହି ପରମ୍ପରା ଚାଲି ଆସିଛି । ମୁଆଁର ସ୍ବାଦ ମଧ୍ୟ ବିଭିନ୍ନ ସହରରେ ଅଲଗା। ଆଧୁନିକତା…

ମୋଦି କଲେ ଏମିତି କାମ: ସୋସିଆଲ ମିଡିଆରେ ଛୁଟିଲା ପ୍ରଶଂସା ସୁଅ

ନୂଆଦିଲ୍ଲୀ,୧୬।୧୨: ଡିସେମ୍ବର ୧୩ ଏବଂ ୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ସଂସଦୀୟ ନିର୍ବାଚନମଣ୍ଡଳୀ ବାରାଣସୀ ଗସ୍ତ କରିଥିଲେ। ଏହି ସମୟରେ ପ୍ରଧାନମନ୍ତ୍ରୀ ତାଙ୍କ ସ୍ବପ୍ନର ପ୍ରକଳ୍ପ କାଶୀ ବିଶ୍ୱନାଥ କରିଡରର ଉଦଘାଟନ କରିଥିଲେ ଏବଂ ଗଙ୍ଗା ଆରତୀରେ ମଧ୍ୟ ଭାଗ…

ଦେଶୀ ପିସ୍ତଲ ଜବତ;୨ ଗିରଫ

କେସିଙ୍ଗା,୧୬।୧୨: କଳାହାଣ୍ଡି ଜିଲା କେସିଙ୍ଗା ସହରର ଦୁଇ ଜଣ ଆସାମୀ ବିନା ଲାଇସେନ୍ସର ଦେଶୀ ପିସ୍ତଲ ରଖି କ୍ରାଇମ ଯୋଜନା ପ୍ରସ୍ତୁତ କରୁଥିବାବେଳେ କେସିଙ୍ଗା ପୋଲିସ ଚଢ଼ାଉ କରିଛି। ଚଢ଼ାଉ କରି ଗୋଟିଏ ପିସ୍ତଲ ଜବତ କରିବା ସହ ଦୁଇ ଜଣକୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri