Home Left

‘ଗାଙ୍ଗୁଲିଙ୍କୁ ମୁଣ୍ଡ ଖେଳାଇବାର ଆବଶ୍ୟକତା ନ ଥିଲା’

ମୁମ୍ବାଇ,୨୩।୧୨: “ବିରାଟ କୋହଲିଙ୍କ ନେତୃତ୍ୱ ଉପରେ ଚୟନକର୍ତ୍ତାଙ୍କ ପାଇଁ ମନ୍ତବ୍ୟ ଦେବା ଲାଗି ସୌରଭ ଗାଙ୍ଗୁଲି କେହି ନୁହଁନ୍ତି। ସେ ବିସିସିଆଇ ସଭାପତି। ଦଳ ଚୟନ ଏବଂ ଅଧିନାୟକଙ୍କ ଉପରେ ଚୟନ କମିଟି ମୁଖ୍ୟ ଚେତନ ଶର୍ମା କହିବା ଉଚିତ। କାରଣ…

ଖେଳାଳି ପଜିଟିଭ ଚିହ୍ନଟ ହେଲେ ବି ଚାଲୁରହିବ ସିରିଜ୍‌

ନୂଆଦିଲ୍ଲୀ,୨୨।୧୨: ଆସନ୍ତା ସପ୍ତାହରୁ ଆରମ୍ଭ ହେବାକୁ ଯାଉଛି ଭାରତ ଓ ଘରୋଇ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟେଷ୍ଟ ଓ ଦିନିକିଆ ସିରିଜ୍‌। ଯଦି ସିରିଜ୍‌ ବେଳେ କୌଣସି ଖେଳାଳି କିମ୍ବା ସପୋର୍ଟ ଷ୍ଟାଫ ପଜିଟିଭ ଚିହ୍ନଟ ହୁଅନ୍ତି, ତେବେ ମଧ୍ୟ ସିରିଜ୍‌…

ପଡ଼ିଗଲେ ହାତୀ ହାବୁଡ଼ରେ

ବାରିପଦା ଅଫିସ,୨୨ା୧୨: ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ରେଞ୍ଜ ଅଞ୍ଚଳରେ ବୁଧବାର ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଟିଆଁସୀ ଗ୍ରାମର ଶମ୍ଭୁଆ ଭୋକ୍ତା। ଚିତ୍ରଡ଼ା ହାଟରୁ ସେ ଜଙ୍ଗଲ ରାସ୍ତା ଦେଇ ଘରକୁ ଫେରୁଥିବା ବେଳେ ଝାଡ଼ଖଣ୍ଡୀ…

ମାସକ ପରେ ଟ୍ରକ୍‌ ଡ୍ରାଇଭରଙ୍କ ହତ୍ୟା ଉପରୁ ହଟିଲା ପର୍ଦ୍ଦା

ବାଙ୍ଗିରିପୋଷି,୨୨ା୧୨(ଡି.ଏନ୍‌.ଏ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅଧୀନ ଭାଲୁପାହାଡ଼ି ଗ୍ରାମ ନିକଟସ୍ଥ ୪୯ ନମ୍ବର ଜାତୀୟ ରାଜପଥ କଡ଼ରୁ ଗତ ନଭେମ୍ବର ୨୧ରେ ବିହାର ରାଜ୍ୟର ସାରଣ ଅରୁଣ ରାୟ ନାମକ ଜଣେ ଟ୍ରକ୍‌ ଡ୍ରାଇଭରଙ୍କ ମୃତଦେହ ଜବତ ଘଟଣାର ପର୍ଦ୍ଦାଫାଶ…

ଡାଇଭୋର୍ସ ମାଗିବାରୁ ହାଣିଦେଲେ

ମୁମ୍ବାଇ,୨୨।୧୨: ଘରୋଇ କଳହକୁ କେନ୍ଦ୍ର କରି ୩୪ ବର୍ଷୀୟା ମହିଳାଙ୍କୁ ଏକ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଛନ୍ତି ତାଙ୍କ ସ୍ବାମୀ। ଘଟଣାଟି ଘଟିଛି ମୁମ୍ବାଇ ଉପକଣ୍ଠ ଜୋଗେଶ୍ୱରୀ ଅଞ୍ଚଳରେ। ତେବେ ଦିଲଶାଦ ଖାନ ଡାଇଭୋର୍ସ ଦାବି କରିବାରୁ ତାଙ୍କ ସ୍ବାମୀ…

ଭାରତୀୟ ନାଗରିକତା ପାଇଁ ଆବେଦନ କରିଛନ୍ତି ୭ ହଜାର ପାକିସ୍ତାନୀ

ନୂଆଦିଲ୍ଲୀ,୨୨।୧୨: ଚଳିତ ବର୍ଷ ଡିସେମ୍ବର ୧୪ ତାରିଖ ସୁଦ୍ଧା ୭,୩୦୬ ଜଣ ପାକିସ୍ତାନ ନାଗରିକ ଭାରତୀୟ ନାଗରିକତା ପାଇଁ ଆବେଦନ କରିଛନ୍ତି। ଏ ନେଇ ସଂସଦକୁ ସୂଚନା ଦେଇଛନ୍ତି ସ୍ବରାଷ୍ଟ୍ର ରାଜ୍ୟ ମନ୍ତ୍ରୀ ନିତ୍ୟାନନ୍ଦ ରାଇ। ଚଳିତ ମାସ ୧୪ ତାରିଖ…

‘ବିଶ୍ରାମ ନେବା ସମୟ ଆସିଯାଇଛି’

ଡେରାଡୁନ୍‌,୨୨।୧୨: ଆସନ୍ତା ବର୍ଷ ଆରମ୍ଭରେ ଉତ୍ତରାଖଣ୍ଡ ବିଧାନସଭା ନର୍ବାଚନ ହେବାକୁ ଥିବାବେଳେ କଂଗ୍ରେସର ଟ୍ରବୁଲ୍‌ ଶୁଟର ଭାବେ ପରିଚିତ ବରିଷ୍ଠ ନେତା ହରିଶ ରାଓ୍ବତ୍‌ ଦଳ ପାଇଁ ସମସ୍ୟା ସୃଷ୍ଟି କରିଛନ୍ତି। ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ୭୩ ବର୍ଷୀୟ ରାଓ୍ବତ୍‌ ଦଳରେ…

ସ୍କ୍ରାପ ପାର୍ଟସରୁ ନିର୍ମିତ ଗାଡ଼ି ବଦଳରେ ନୂଆ ବୋଲେରୋ

ମୁମ୍ବାଇ,୨୨।୧୨: ମହାରାଷ୍ଟ୍ରର ଜଣେ ବ୍ୟକ୍ତି ସ୍କ୍ରାପ ମେଟାଲରୁ ଏକ ୪ ଚକିଆ ଯାନ ନିର୍ମାଣ କରିଛନ୍ତି। ଏହି ସ୍ବତନ୍ତ୍ର ୪ ଚକିଆ ଯାନ ମହିନ୍ଦ୍ରା ଗ୍ରୁପ୍‌ ଚେୟାରମ୍ୟାନ ଆନନ୍ଦ ମହିନ୍ଦ୍ରାଙ୍କ ଦୃଷ୍ଟି ଆକର୍ଷଣ କରିଛି। ୟୁଟ୍ୟୁବ ଚ୍ୟାନେଲ ହିଷ୍ଟୋରିକାନ ଅନୁଯାୟୀ, ଦତ୍ତାତ୍ରେୟ…

ଆଇସୋଲେଶନରେ ସ୍ତ୍ରୀ, ରାଲିରେ ବ୍ୟସ୍ତ ଅଖିଳେଶ

ନୂଆଦିଲ୍ଲୀ,୨୨।୧୨: ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କ ସ୍ତ୍ରୀ ତଥା ପୂର୍ବତନ ଏମ୍‌ପି ଡିମ୍ପଲ ଯାଦବ କୋଭିଡ୍‌ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେ ଏବେ ଆଇସୋଲେଶନରେ ଥିବା ଟୁଇଟ୍‌ କରି ଜଣାଇଛନ୍ତି। ଏପରିକି ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକେ ନିଜକୁ କୋଭିଡ୍‌…

କଶ୍ମୀରରେ ୨ ଆତଙ୍କବାଦୀ ଆକ୍ରମଣ; ପୋଲିସ ଅଫିସର ସମେତ ନାଗରିକଙ୍କ ମୃତ୍ୟୁ

ଶ୍ରୀନଗର,୨୨।୧୨: ଜାମ୍ମୁ କାଶ୍ମୀରରେ ବୁଧବାର ଆତଙ୍କବାଦୀଙ୍କ ଦ୍ୱାରା ଦୁଇଟି ପୃଥକ ଆକ୍ରମଣରେ ଜଣେ ପୋଲିସ ଅଫିସର ଏବଂ ଜଣେ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି। ଆତଙ୍କବାଦୀମାନେ ଦକ୍ଷିଣ କାଶ୍ମୀରର ଅନନ୍ତନାଗ ଜିଲାର ବିଜବେହାରା ଡାକ୍ତରଖାନା ବାହାରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଗୁଳି…

ଏସ୍‌ଡିିଜେଏମ୍‌ଙ୍କ ରାୟକୁ ଚାଲେଞ୍ଜ କଲେ ତପସ୍ବିନୀ

ବ୍ରହ୍ମପୁର ଅଫିସ,୨୨।୧୨: ବହୁ ଚର୍ଚ୍ଚିତ ଡା.ସୁମିତ ସାହୁ-ତପସ୍ବିନୀ ଦାଶଙ୍କ ବିବାଦ ଏବେ ଦିନକୁ ଦିନ ଭିନ୍ନ ମୋଡ଼ ନେଉଛି। ନ୍ୟାୟ ଭିକ୍ଷା କରି ବୋହୂ ତପସ୍ବିନୀ ବ୍ରହ୍ମାନଗର ସ୍ଥିତ ଶାଶୁ ଘରେ ଧାରଣା ଜାରି ରଖିଛନ୍ତି। ଅନ୍ୟପକ୍ଷେ ତପସ୍ବିନୀଙ୍କ ଓକିଲ ଏସ୍‌ଡିିଜେଏମ୍‌ଙ୍କ…

ବଳାତ୍କାରୀଙ୍କୁ ୧୦ ବର୍ଷ, ସହଯୋଗୀଙ୍କୁ ୬ ବର୍ଷ ଜେଲ୍‌

ବାରିପଦା ଅଫିସ,୨୨।୧୨: ମୟୂରଭଞ୍ଜ ଜିଲା ବାରିପଦା ଅତିରିକ୍ତ ଜିଲା ଓ ଦୌରାଜଜ୍‌ ତଥା ସ୍ବତନ୍ତ୍ର ପୋକ୍‌ସୋ କୋର୍ଟରେ ବୁଧବାର ଏକ ନାବାଳିକା ବଳାତ୍କାର ମାମଲାର ରାୟ ପ୍ରକାଶ ପାଇଛି। ଜଜ୍‌ ସୁମିତା ଜେନା ମାମଲାର ବିଚାର କରି ଦୋଷୀ ଶିବାନୀ ସିଂ(୨୫)ଙ୍କୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri