ଅଭିଯୁକ୍ତ ରାଜେଶ ର’ ଅଫିସର
ଭୁବନେଶ୍ୱର,୨୩।୧୨(ବ୍ୟୁରୋ): ୮୦କୋଟିର ନକଲି କାର୍ଯ୍ୟାଦେଶ ଦେଇ ଜଣେ ବ୍ୟବସାୟୀଙ୍କଠାରୁ ୧କୋଟି ୧୭ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ କ୍ରାଇମ୍ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲ୍ୟୁ) ଦ୍ୱାରା ଗିରଫ ହୋଇଥିବା ରାଜେଶ କୁମାର ଓରଫ ରାଜେଶ ଗେହେଲଟ ରିସର୍ଚ୍ଚ ଆଣ୍ଡ ଆନାଲିସିସ୍ ଉଇଙ୍ଗ(ର’)ର ଅଧିକାରୀ ବୋଲି…
ପାଣି ପାଇଁ ଲଢ଼େଇ
ଖରସ୍ରୋତା ନଦୀରୁ ଭଦ୍ରକକୁ ପାଣି ଦେବା ବିବାଦ ଅଗଷ୍ଟ ୧୨ରେ ଉଗ୍ରରୂପ ନେଇଥିଲା। ଖରସ୍ରୋତା ନଦୀ ବଞ୍ଚାଅ ସଂଗ୍ରାମ ସମିତି ନେତୃତ୍ୱରେ ସ୍ଥାନୀୟ ଲୋକମାନେ ୧୪୪ ଧାରା ସତ୍ତ୍ୱେ ବରୁଣାଡିହାରେ ନିର୍ମାଣାଧୀନ ପ୍ରକଳ୍ପର ବିଭିନ୍ନ ସାମଗ୍ରୀ ଭଙ୍ଗାରୁଜା କରିବା ସହ ନିଆଁ…
ପଞ୍ଚାୟତ ସଂରକ୍ଷଣ ବିଜ୍ଞପ୍ତି ପ୍ରତ୍ୟାହାର ନିର୍ଦ୍ଦେଶ
କଟକ ଅଫିସ,୨୩ା୧୨: ପଞ୍ଚାୟତ ନିର୍ବାଚନ ପାଇଁ ଜାରି ହୋଇଥିବା ସଂରକ୍ଷଣ ସମ୍ପର୍କିତ ବିଜ୍ଞପ୍ତିକୁ ରାଜ୍ୟ ସରକାର ପ୍ରତ୍ୟାହାର କରିବେ। ଏଥିସହିତ ସଂରକ୍ଷଣ ସମ୍ପର୍କିତ ଏକ ସାନି ବିଜ୍ଞପ୍ତି ଡିସେମ୍ବର ୨୭ସୁଦ୍ଧା ଜାରି କରିବାକୁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସାନି…
ଆଜି ଢେଙ୍କାନାଳ, ଅନୁଗୋଳ, ତାଳଚେରକୁ ବସ୍ ବନ୍ଦ
ଭୁବନେଶ୍ୱର,୨୩ା୧୨(ବ୍ୟୁରୋ): ମଙ୍ଗୁଳିଠାରୁ ଅନୁଗୋଳକୁ ଯାଇଥିବା ୫୫ନଂ. ଜାତୀୟ ରାଜପଥ ମରଣଯନ୍ତା ପାଲଟିଛି। ଦୋହରୀକରଣ କାର୍ଯ୍ୟ ମନ୍ଥର ଗତିରେ ଚାଲୁଛି। ଦୀର୍ଘ ୩ ବର୍ଷ ହେବ ରାସ୍ତା ନିର୍ମାଣ ଶେଷ ହେଉନାହିଁ। ଖାଲଖମାରେ ଭର୍ତ୍ତି ରାସ୍ତାରେ ଦୁର୍ଘଟଣା ଘଟି ଧନଜୀବନ ହାନି ହେଉଛି।…
ଭୁବନେଶ୍ବରରେ ମିଶନ ଶକ୍ତି ବଜାର
ଭୁବନେଶ୍ୱର,୨୩।୧୨(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ମିଶନ ଶକ୍ତିର ଇ-ମାର୍କେଟିଂ ପାଇଁ ଅନ୍ଲାଇନ ପୋର୍ଟାଲର ଶୁଭାରମ୍ଭ କରିଛନ୍ତି। ଏହାସହିତ ଭୁବନେଶ୍ବର ଏସ୍ଆଇଆର୍ଡି କ୍ୟାମ୍ପସ୍ରେ ମିଶନ ଶକ୍ତି ବଜାର ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ସେହିପରି ସୁଧ ରିହାତି ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ…
ଅନ୍ନଦାତାଙ୍କ ବିକାଶରେ ଦେଶର ବିକାଶ
ଭାରତ ଭଳି କୃଷି ପ୍ରଧାନ ଦେଶରେ ଅନ୍ନଦାତା ହେଉଛନ୍ତି ଦେଶର ଆର୍ଥିକ ମେରୁଦଣ୍ଡ। ସେମାନଙ୍କ ବିକାଶରେ ଦେଶର ବିକାଶ ସମ୍ଭବ ହୋଇପାରିଥାଏ। ତେଣୁ କୃଷକ ଏବଂ କୃଷକମାନଙ୍କର ଜାତୀୟ ଅବଦାନ ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ପ୍ରତିବର୍ଷ ଦେଶରେ ଡିସେମ୍ବର ୨୩ରେ…
ଅକାଳୀ ନେତାଙ୍କ ପାଇଁ ଲୁକ୍ଆଉଟ ନୋଟିସ
ନୂଆଦିଲ୍ଲୀ,୨୩।୧୨: ପଞ୍ଜାବର ପୂର୍ବତନ ମନ୍ତ୍ରୀ ତଥା ଶିରୋମଣି ଅକାଳୀ ଦଳର ବରିଷ୍ଠ ନେତା ବିକ୍ରମ ସିଂ ମାଜିଥିଆଙ୍କ ବିରୋଧରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ବୁଧବାର ଲୁକ୍ଆଉଟ ନୋଟିସ ଜାରି କରିଛି। ରାଜ୍ୟ ପୋଲିସ ତାଙ୍କ ବିରୋଧରେ ଏନ୍ଡିପିଏସ୍ ଆଇନରେ ମାମଲା ରୁଜୁ କରିଥିଲା।…
ମିଳିଲା ୭ କୋଟି ବର୍ଷ ପୁରୁଣା ଡାଇନୋସର ଅଣ୍ଡା
ବେଜିଂ,୨୩।୧୨: ବୈଜ୍ଞାନିକମାନେ ଚାଇନାରେ ଏକ ଡାଇନୋସର ଅଣ୍ଡାର ଜୀବାଶ୍ମ ଉଦ୍ଧାର କରିଛନ୍ତି। ଏହି ଅଣ୍ଡା ଭିତରେ ଏକ ଭଲ ସଂରକ୍ଷିତ ଡାଇନୋସର ଭ୍ରୁଣ ଥିବା ବୈଜ୍ଞାନିକମାନେ କହିଛନ୍ତି। ବିଶ୍ୱାସ କରାଯାଏ ଯେ ଡାଇନୋସର ଅଣ୍ଡା ୬୬-୭୨ ମିଲିୟନ୍ (୭ କୋଟି ୨୦…
‘ଗାଙ୍ଗୁଲିଙ୍କୁ ମୁଣ୍ଡ ଖେଳାଇବାର ଆବଶ୍ୟକତା ନ ଥିଲା’
ମୁମ୍ବାଇ,୨୩।୧୨: “ବିରାଟ କୋହଲିଙ୍କ ନେତୃତ୍ୱ ଉପରେ ଚୟନକର୍ତ୍ତାଙ୍କ ପାଇଁ ମନ୍ତବ୍ୟ ଦେବା ଲାଗି ସୌରଭ ଗାଙ୍ଗୁଲି କେହି ନୁହଁନ୍ତି। ସେ ବିସିସିଆଇ ସଭାପତି। ଦଳ ଚୟନ ଏବଂ ଅଧିନାୟକଙ୍କ ଉପରେ ଚୟନ କମିଟି ମୁଖ୍ୟ ଚେତନ ଶର୍ମା କହିବା ଉଚିତ। କାରଣ…
ଖେଳାଳି ପଜିଟିଭ ଚିହ୍ନଟ ହେଲେ ବି ଚାଲୁରହିବ ସିରିଜ୍
ନୂଆଦିଲ୍ଲୀ,୨୨।୧୨: ଆସନ୍ତା ସପ୍ତାହରୁ ଆରମ୍ଭ ହେବାକୁ ଯାଉଛି ଭାରତ ଓ ଘରୋଇ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟେଷ୍ଟ ଓ ଦିନିକିଆ ସିରିଜ୍। ଯଦି ସିରିଜ୍ ବେଳେ କୌଣସି ଖେଳାଳି କିମ୍ବା ସପୋର୍ଟ ଷ୍ଟାଫ ପଜିଟିଭ ଚିହ୍ନଟ ହୁଅନ୍ତି, ତେବେ ମଧ୍ୟ ସିରିଜ୍…
ପଡ଼ିଗଲେ ହାତୀ ହାବୁଡ଼ରେ
ବାରିପଦା ଅଫିସ,୨୨ା୧୨: ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ରେଞ୍ଜ ଅଞ୍ଚଳରେ ବୁଧବାର ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଟିଆଁସୀ ଗ୍ରାମର ଶମ୍ଭୁଆ ଭୋକ୍ତା। ଚିତ୍ରଡ଼ା ହାଟରୁ ସେ ଜଙ୍ଗଲ ରାସ୍ତା ଦେଇ ଘରକୁ ଫେରୁଥିବା ବେଳେ ଝାଡ଼ଖଣ୍ଡୀ…
ମାସକ ପରେ ଟ୍ରକ୍ ଡ୍ରାଇଭରଙ୍କ ହତ୍ୟା ଉପରୁ ହଟିଲା ପର୍ଦ୍ଦା
ବାଙ୍ଗିରିପୋଷି,୨୨ା୧୨(ଡି.ଏନ୍.ଏ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅଧୀନ ଭାଲୁପାହାଡ଼ି ଗ୍ରାମ ନିକଟସ୍ଥ ୪୯ ନମ୍ବର ଜାତୀୟ ରାଜପଥ କଡ଼ରୁ ଗତ ନଭେମ୍ବର ୨୧ରେ ବିହାର ରାଜ୍ୟର ସାରଣ ଅରୁଣ ରାୟ ନାମକ ଜଣେ ଟ୍ରକ୍ ଡ୍ରାଇଭରଙ୍କ ମୃତଦେହ ଜବତ ଘଟଣାର ପର୍ଦ୍ଦାଫାଶ…
Archives


