Home Left

‘ଯୋଗୀଙ୍କ ଆଉଟ ସୁଇଙ୍ଗ୍‌ରେ କଂଗ୍ରେସ ହେବ ଆଉଟ’

ଝାନ୍‌ସୀ,୧୯।୧୨: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ରବିବାର ଭାରତୀୟ ଜନତା ପାର୍ଟିର ଜନ ବିଶ୍ୱ ଯାତ୍ରା ଆରମ୍ଭ କରିଛନ୍ତି। ଏହି ଅବସରରେ ଆୟୋଜିତ ହୋଇଥିବା ସାଧାରଣ ସଭାରେ ରାଜନାଥ ସିଂ କହିଛନ୍ତି,ଭାରତୀୟ ଜନତା ପାର୍ଟି ଲୋକଙ୍କ ଆଖିରେ ଧୂଳି ପକାଇ ନୁହେଁ…

ଜଗା ଦର୍ଶନରେ ବାହାରିଥିଲେ, ରାସ୍ତାରେ ଘଟିଲା ଦୁର୍ଘଟଣା

ପାଟଣା,୧୯।୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଦେଇ ଯାଇଥିବା ୨୨୦ ନଂ. ଜାତୀୟ ରାଜପଥର ଖୁଞ୍ଚିବେଡା ନିକଟରେ ରବିବାର ସକାଳୁ ଭାରସାମ୍ୟ ହରାଇ ଏକ ସ୍କର୍ପିଓ ଦୁର୍ଘଟଣା ଗ୍ରସ୍ତ ହୋଇଛି। ସ୍କର୍ପିଓଟି ଜାମ୍‌ସବେଦପୁରର ଭୁଆଁଡି ଗାଁରୁ ପୁରୀ ଅଭିମୁଖେ ଜଗନ୍ନାଥ ଦର୍ଶନ ପାଇଁ…

ରାଜ୍ୟ ସଭାପତିଙ୍କ ଗସ୍ତ ପୂର୍ବରୁ ଭାଜପାକୁ ଶକ୍ତ ଧକ୍କା

ଭଞ୍ଜନଗର,୧୯।୧୨(ଡି.ଏନ.ଏ.): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଭଞ୍ଜନଗର ନିର୍ବାଚନମଣ୍ଡଳୀର ୩ ପ୍ରମୁଖ ରାଜନୈତିକ ଦଳ ବିଜେଡ଼ି, କଂଗ୍ରେସ ଓ ଭାଜପା ଦଳକୁ ଅଧିକ ସୁଦୃଢ଼ କରିବା ପାଇଁ ରଣନୀତି ପ୍ରସ୍ତୁତ କରିବାରେ ଲାଗିଛନ୍ତି। ଏପରିକି ନେତାମାନେ ଦଳବଦଳ ଆରମ୍ଭ କରିଦେଇଛନ୍ତି ।…

ପ୍ରଥମ ସ୍ତ୍ରୀଙ୍କୁ ଛାଡ଼ପତ୍ର ନ ଦେଇ ରାକ୍ଷୀଙ୍କୁ ବିବାହ କରିଛନ୍ତି ରିତେଶ, ପୁଣି ଚର୍ଚ୍ଚାରେ…

ବମ୍ବେ: ପୁଣି ଚର୍ଚ୍ଚାରେ ରାକ୍ଷୀ ସାଓ୍ବନ୍ତ। ବିଗ୍‌ ବସ୍‌ ୧୫ ଘରେ ସ୍ବାମୀ ରିତେଶ ସିଂହଙ୍କ ସହ ଏଣ୍ଟ୍ରି ନେଇଥିଲେ ସେ। ସେବେଯାଏ ସେ ସମସ୍ତଙ୍କଠାରୁ ରିତେଶଙ୍କ ପରିଚୟ ଲୁଚାଇ ରଖିଥିଲେ। ଏବେ କିନ୍ତୁ ରିତେଶଙ୍କ ସହ ତାଙ୍କର ସମ୍ପର୍କ ସତ…

ପାରିକରଙ୍କୁ ମନେ ପକାଇଲେ ମୋଦି

ପାଣାଜୀ,୧୯।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଗୋଆରେ ପହଞ୍ଚିଛନ୍ତି। ଗୋଆ ମୁକ୍ତି ଦିବସ ଅବସରରେ ସେ ନବୀକରଣ ହୋଇଥିବା ଫୋର୍ଟ ଆଗୁଆଡା ଜେଲ ସଂଗ୍ରହାଳୟ, ଗୋଆ ମେଡିକାଲ କଲେଜରେ ସୁପର ସ୍ପେସିଆଲିଟି ବ୍ଲକ, ନ୍ୟୁ ସାଉଥ୍‌ ଗୋଆ ଜିଲା ହସ୍ପିଟାଲ, ମୋପା…

‘ମହିଳା ଏକାଠି ହେଲେ, ବଦଳିଯିବ ଦେଶର ରାଜନୀତି’

ରାଇବରେଲି,୧୯।୧୨: ଉତ୍ତର ପ୍ରଦେଶ ନିର୍ବାଚନକୁ ନେଇ ରାଜନୀତି ସରଗରମ ହୋଇପଡିଛି। ବିଭିନ୍ନ ଦଳ ପକ୍ଷରୁ ଏବେ ପ୍ରଚାର ଆରମ୍ଭ ହୋଇଯାଇଛି। ରବିବାର ରାଇ ବରେଲିରେ ସଂସ୍କାର କ୍ଲବରେ ଆୟୋଜିତ ମହିଳା ସଂଳାପ କାର୍ଯ୍ୟକ୍ରମକୁ କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା…

ମା’ଙ୍କ ଦ୍ୱିତୀୟ ବିବାହ କରାଇଲେ ଝିଅ: ଲେଖିରେ ଭାବପ୍ରବଣ ପୋଷ୍ଟ

ବିବାହକୁ ନେଇ ଅନେକ ନିଆରା ଘଟଣା ଦେଖିବାକୁ ମିଳେ। ନିକଟରେ ଜଣେ ଝିଅ ସୋସିଆଲ ମିଡିଆରେ ତାଙ୍କ ମା’ଙ୍କ ଦ୍ୱିତୀୟ ବିବାହ କରାଇ ଚର୍ଚ୍ଚାକୁ ଆସିଛନ୍ତି। ମା’ଙ୍କ ମେହେନ୍ଦୀ ସମୟର ଏକ ଫଟୋ ଟୁଇଟର୍‌ରେ ଶେୟାର କରି ଭାବପ୍ରବଣ ହୋଇପଡିଛନ୍ତି। ଟୁଇଟରରେ…

ନେତାଙ୍କ ପୁଅ ବାହାଘରରେ ଧୂମ୍‌ ନାଚିଲେ ଅଭିନେତା

ମୁମ୍ବାଇ: ଏନ୍‌ସିପି ନେତା ତଥା ରାଜ୍ୟସଭା ଏମ୍‌ପି ପ୍ରଫୁଲ୍ଲ ପଟେଲଙ୍କ ପୁଅ ଜୟପୁରରେ ବିବାହ କରୁଛନ୍ତି। ଏହି ବିବାହ ଉତ୍ସବରେ ଯୋଗଦେବାକୁ ଆସିଥିବା ‘ଜୁମ୍ମେ କି ରାତ୍‌’ ଗୀତରେ ସଲମାନ ଖାନ୍‌ଙ୍କ ଧୂମ ନାଚୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ…

ଭାରତୀୟ ବ୍ୟାଡ୍‌ମିଣ୍ଟନ ଇତିହାସରେ ନୂଆ ଅଧ୍ୟାୟ

ନୂଆଦିଲ୍ଲୀ,୧୯।୧୨: ଭାରତୀୟ ବ୍ୟାଡ୍‌ମିଣ୍ଟନ ଇତିହାସରେ ନୂଆ ଅଧ୍ୟାୟ ଲେଖିଛନ୍ତି କିଡାମ୍ବି ଶ୍ରୀକାନ୍ତ। ଶନିବାର ଖେଳାଯାଇଥିବା ବିଶ୍ୱ ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ର ସେମିଫାଇନାଲରେ ସାଥି ଖେଳାଳି ଲକ୍ଷ୍ୟ ସେନଙ୍କୁ ୨୧-୧୭, ୧୪-୨୧, ୧୭-୨୧ ଗେମ୍‌ରେ ହରାଇ ସେ ଫାଇନାଲରେ ପ୍ରବେଶ କରିଛନ୍ତି। ଏଭଳି ସମ୍ମାନଜନକ…

ନାବାଳକଙ୍କ ମୃତ୍ୟୁ: ଗୁଣି ଗାରେଡ଼ି ଅଭିଯୋଗ ଆଣିଲେ ପରିବାର ଲୋକେ

ଟିଟିଲାଗଡ଼,୧୯ା୧୨(ଡି.ଏନ୍‌.ଏ.): ରବିବାର ବଲାଙ୍ଗୀର ଜିଲା ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ ଲୁଥୁରବନ୍ଧ ଗ୍ରାମରେ ନିଲାମ ବାଗ (୧୫) ନାମକ ଜଣେ ନାବାଳକଙ୍କ ମୃତ୍ୟୁ ଗୁଣିଗାରେଡ଼ିରେ ହୋଇଥିବା ନେଇ ପରିବାର ଓ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଗୁଣିଆ ଟଙ୍କ ବାଗଙ୍କ ଘରକୁ ଗ୍ରାମବାସୀ ଆକ୍ରମଣ…

ଚିକ୍କଣ କୁହା

ଗାରିମାଦେବୀ ଗଲା ଗୁରୁବାର ଦିନ ନିର୍ଲୋଭରେ ଯେମିତି ପ୍ରଚଣ୍ଡ ଭକ୍ତିରେ ଦାନ ଧର୍ମ କଲେ, ସେଥିରୁ ସେ ମହାଦାନୀ ବୋଲି ପରୀକ୍ଷା ହୋଇଗଲା । ଅବଶ୍ୟ ତା’ ପୂର୍ବଦିନ ତାଙ୍କ ପଡ଼ୋଶୀଙ୍କ ହାଡୁ ମା’ ହାଡୁର ଦେହ ଖରାପ ଥିବାରୁ ଡାକ୍ତରଦେଖା,…

ଜି.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୬.୮ ଡିଗ୍ରୀ

ଜି.ଉଦୟଗିରି,୧୯ା୧୨(ଡି.ଏନ୍‌.ଏ.): ତିନିଦିନ ଧରି ପାରଦ ତଳମୁହାଁ ହେବାରେ ଲାଗିଛି। ଜି. ଉଦୟଗିରି ସହରରେ ଶନିବାର ଓ ରବିବାର ଦୁଇଦିନ ଧରି ପାରଦ ୬.୮ ଡିଗ୍ରୀ ସେଲ୍‌ସିୟସ ରହୁଛି ବୋଲି ଜି.ଉଦୟଗିରି କୃଷି ଗବେଷଣା ଅନୁଷ୍ଠାନ ପକ୍ଷରୁ ଜଣାଯାଇଛି। ଜି. ଉଦୟଗିରି ସହର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri