ଇସ୍ରାଏଲ ଯିବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ

ୱାଶିଂଟନ,୨୫ ।୪: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଆଗାମୀ କିଛି ମାସ ମଧ୍ୟରେ ଇସ୍ରାଏଲ ଗସ୍ତ ପରିପାରନ୍ତି । ଇସ୍ରାଏଲ ପ୍ରଧାନମନ୍ତ୍ରୀ ନଫ୍ତାଲି ବେନେଟ ଇସ୍ରାଏଲ ଆସିବାକୁ ବାଇଡେନଙ୍କୁ ନିମନ୍ତ୍ରଣ ଦେଇଥିଲେ । ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ବୟାନ ଜରିଆରେ ସୂଚନା ଦିଆଯାଇଛି କି, ରାଷ୍ଟ୍ରପତି(ଜୋ ବାଇଡେନ) ଇସ୍ରାଏଲ ଯାତ୍ରା କରିବାକୁ ପ୍ରଧାନମନ୍ତ୍ରୀ ନଫତାଲି ବେନେଟଙ୍କ ନିମନ୍ତ୍ରଣକୁ ସ୍ୱୀକାର କରି ନେଇଛନ୍ତି । ଆସନ୍ତା ମାସରେ ସେ ଇସ୍ରାଏଲ ଗସ୍ତ କରିପାରନ୍ତି ।
ସୂଚନାଯୋଗ୍ୟ, ରବିବାର ଦୁଇ ନେତାଙ୍କ ମଧ୍ୟରେ କଥାବାର୍ତ୍ତା ହେବା ପରେ ରାଷ୍ଟ୍ରପତି ବାଇଡେନ ଇସ୍ରାଏଲ ଯାତ୍ରା କରିବା କଥା ସାମ୍ନାକୁ ଆସିଛି । ଉଭୟଙ୍କ ମଧ୍ୟରେ ହୋଇଥିବା କଥାବାର୍ତ୍ତା ମଧ୍ୟରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେନେଟ ରାଷ୍ଟ୍ରପତି ବାଇଡେନଙ୍କୁ ଇଷ୍ଟରର ଶୁଭେଚ୍ଛା ଜଣାଇଥିଲେ । ଉଭୟ ନେତା ଇରାନ ସମସ୍ୟାକୁ ନେଇ କଥା ହୋଇଥିବା ସୂଚନା ମିଳିଛି । ଦୁଇ ନେତାଙ୍କ ମଧ୍ୟରେ ବିଶେଷ ଭାବେ ଆଇଆରଜିସି(ଇସଲାମିକ ରିଭୋଲୁ୍ୟସନାରୀ ଗାର୍ଡସ୍ କପସି)କୁ ୟୁଏସ୍ ଫରେନ ଟେରର ଅର୍ଗାନାଇଜେଶନ(ଏଫଟିଓ) ସୂଚୀରୁ ହଟାଇବାର ଦାବି ଉପରେ କଥା ବାର୍ତ୍ତା ହୋଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀଙ୍କୁ ଛାଡ଼ପତ୍ର ଦେଲେ ଗୁଗ୍‌ଲର ସହ-ପ୍ରତିଷ୍ଠାତା

ନ୍ୟୁୟର୍କ,୧୭ା୯: ଗୁଗ୍‌ଲର ସହ-ପ୍ରତିଷ୍ଠାତା ସର୍ଗେ ବିନ୍‌ ତାଙ୍କ ସ୍ତ୍ରୀ ନିକୋଲ ଶାନହନଙ୍କୁ ଛାଡ଼ପତ୍ର ଦେଇଛନ୍ତି। ପ୍ରକୃତରେ ତାଙ୍କ ସ୍ତ୍ରୀ ଏବଂ ଟେସଲା ମାଲିକ ତଥା ଗୁଗ୍‌ଲ...

ବାଇଡେନଙ୍କ ହୁଙ୍କାର: ୟୁକ୍ରେନ୍ ସହ ଅଛି ଆମେରିକା, ନାଟୋ ସୀମାରେ ପ୍ରବେଶ କରିବାକୁ ଚିନ୍ତା ନ କରୁ ରୁଷିଆ

ୱାଶିଂଟନ,୨୭ ।୩: ୟୁକ୍ରେନ୍ ଉପରେ ରୁଷିଆର ଆକ୍ରମଣକୁ ନେଇ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ପୋଲାଣ୍ଡରେ କହିଛନ୍ତି ନାଟୋ ଏକଜୁଟ ଅଛି । ଏହାକୁ ଭାଙ୍ଗି...

ପାକିସ୍ତାନରେ କରୋନା ସଂକ୍ରମଣଙ୍କ ସଖ୍ୟା ୩୨୭୮

ଇସ୍‌ଲାମାବାଦ,୬ ।୪: ପାକିସ୍ତାନରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଭାରତଠାରୁ କମ୍ ବୋଲି ଜଣାପଡିଛି । ସୋମବାର ସକାଳ ସୁଦ୍ଧା ପାକିସ୍ତାନରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୨୭୮...

ସ୍ବପ୍ନକୁ ବି କରିହେବ ହ୍ୟାକ୍‌

ଓ୍ବାଶିଂଟନ,୪।୧: ସ୍ବପ୍ନ ମଣିଷର ନିୟନ୍ତ୍ରଣ ବାହାରେ ରହିଥାଏ। ତେବେ ଏହାକୁ ନିୟନ୍ତ୍ରଣ କରିବା ଏବେ ସମ୍ଭବ ହେବ। ମଣିଷ ନିଜ ପସନ୍ଦ ଅନୁସାରେ ଏବେ ସ୍ବପ୍ନ...

କାଲିଫର୍ନିଆରେ ବର୍ଷା-ବନ୍ୟା ବିତ୍ପାତ, ଭାଙ୍ଗିଲା ନଦୀ ବନ୍ଧ, ହଜାର ହଜାର ଲୋକ ଉଦ୍ଧାର

କାଲିଫର୍ନିଆ.୧୨ ।୩: ଆମେରିକାର ଉତ୍ତର କାଲିଫର୍ନିଆରେ ପ୍ରବଳ ବର୍ଷା ଓ ବନ୍ୟା ଫଳରେ ସାଧାରଣ ଜୀବନ ପ୍ରଭାବିତ ହୋଇଛି । ପଜାରୋ ନଦୀରେ ନିର୍ମିତ ବନ୍ଧ...

ଭାରତୀୟ ବଂଶୋଦ୍ଭବ ରିଷି ସୁନକ ହୋଇପାରନ୍ତି ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ

ଲଣ୍ଡନ,୭।୭: ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଗୁରୁବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଦୁଇ ଦିନ ମଧ୍ୟରେ ୪୦ରୁ ଅଧିକ ମନ୍ତ୍ରୀ ତାଙ୍କ ମନ୍ତ୍ରିମଣ୍ଡଳରୁ ଇସ୍ତଫା...

ବିଶ୍ୱର ଏପରି ୫ଟି ସ୍ଥାନ, ଯେଉଁଠି ହୁଏନି ରାତି

ବିଶ୍ୱରେ ଅନେକ ଅଦ୍ଭୁତ ସ୍ଥାନ ରହିଛି, ଯାହାକୁ ବିଶ୍ୱାସ କରି ପାରିବା କଷ୍ଟକର ହୁଏ। କିନ୍ତୁ ସତ୍ୟ କଣ ଜାଣିବା ପରେ ଆଶ୍ଚର୍ଯ୍ୟ ମଧ୍ୟ ଲାଗେ।...

ସୌରମଣ୍ଡଳ ବାହାରେ ଥିବା ଚନ୍ଦ୍ରମାରେ ଏଲିଏନ୍‌ ରହିଥିବା ସମ୍ଭାବନା !

ଲଣ୍ଡନ,୮।୬: ସୌରମଣ୍ଡଳ ବାହାରେ ଥିବା ଚନ୍ଦ୍ରମାରେ ଏଲିଏନ୍‌ ରହିଥିବାର ସମ୍ଭାବନା ରହିଛି। ଏନେଇ ମହାକାଶ ବିଜ୍ଞାନୀ ଯୁକ୍ତି ବାଢ଼ିଛନ୍ତି। ଏସବୁ ଚନ୍ଦ୍ରମାରେ ଥିବା ତରଳ ଜଳ...

Advertisement
Archives

Model This Week