ପୋଲିସବାବୁଙ୍କ ଚୌକିରେ ପରିସ୍ରା
ଛେଣ୍ଡିପଦା,୨୩।୧୨(ସ୍ବ.ପ୍ର.) ତହସିଲ ପ୍ରଶାସନ ଅଭିଯୋଗ ନ ରଖିବାରୁ ବୁଧବାର ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ବାଗଡିଆ ଫାଣ୍ଡିରେ ପଶି ଉନ୍ମତ୍ତକାଣ୍ଡ ଭିଆଇଛନ୍ତି ଖମାର ଗଁାର ଭାସ୍କର ସାହୁ। ବ୍ୟାପକ ଭଙ୍ଗାରୁଜା କରିବା ସହ ପୋଲିସ ବାବୁଙ୍କ ଚୌକିରେ ପରିସ୍ରା କରିଛନ୍ତି। ପୋଲିସ…
ବିବାହ ପୂର୍ବରୁ ବାପା ହୋଇଥିଲେ ସବୁ କ୍ରିକେଟର୍
ବିଶ୍ୱ କ୍ରିକେଟରେ ଏପରି ଅନେକ କ୍ରିକେଟର ଅଛନ୍ତି, ଯେଉଁମାନେ ବିବାହ ପୂର୍ବରୁ ବାପା ହେବାର ସୌଭାଗ୍ୟ ହାସଲ କରିଛନ୍ତି। ଏହି କ୍ରିକେଟରମାନେ ବିବାହ ପୂର୍ବରୁ ନିଜ ଗର୍ଲଫ୍ରେଣ୍ଡମାନଙ୍କ ସହିତ ସମ୍ପର୍କ ରଖିବା ପରେ ବାପା ହୋଇଛନ୍ତି। କ୍ରିକେଟରଙ୍କ ଏହି ଅନନ୍ୟ ତାଲିକାରେ…
ଗୀତକୁ ନେଇ ବିବାଦରେ ସନ୍ନି ଲିଓନି
ମୁମ୍ବାଇ: ବଲିଉଡ ଅଭିନେତ୍ରୀ ସନ୍ନି ଲିଓନି ପୁଣି ଚର୍ଚ୍ଚାରେ। ଏବେ ସେ ଆଉ ତାଙ୍କ ନୂଆ ରିଲିଜ୍ ଗୀତକୁ ନେଇ ବିବାଦ ଘେରକୁ ଆସିଛନ୍ତି। ସୋସିଆଲ ମିଡିଆରେ ସନ୍ନିଙ୍କ ଏହି ଗୀତକୁ ନେଇ ଟ୍ରୋଲ କରାଯାଉଛି। ଏପରିକି ବ୍ୟାନ କରିବା ପାଇଁ…
୩୦ ମିନିଟ୍ ପର୍ଯ୍ୟନ୍ତ ଆକାଶରେ ଝୁଲି ରହିଲେ ଜଣେ ବ୍ୟକ୍ତି, ଭିଡିଓ ଦେଖିଲେ…
ଗୁଡ଼ି ନାଁ ଶୁଣିଲେ ଲୋକଙ୍କ ପୁରୁଣା ସ୍ମୃତି ସତେଜ ହୋଇଯାଏ। ଗୁଡ଼ି ଉଡ଼ାଇବାର ମଜା ଯିଏ ଜାଣିଛି, ସେ ସାରା ଜୀବନ ମନେ ରଖିଛି। ପ୍ରାୟତଃ ସୋସିଆଲ ମିଡିଆରେ ଗୁଡ଼ି ଉଡ଼ିବାର ଅନେକ ଭିଡିଓ ଭାଇରାଲ ହୋଇଥାଏ। କିନ୍ତୁ ଆପଣ କେବେ…
ରାସ୍ତା କଡ଼ରେ ନିରାଶ୍ରୟ
ବାରିପଦା ଅଫିସ,୨୩।୧୨: ମୟୂରଭଞ୍ଜ ଜିଲା ବାରିପଦା ସହରରେ ଘୁରି ବୁଲୁଥିବା ଅସହାୟ, ବାସହୀନ, ମାନସିକ ବିକୃତ ଓ ଦିବ୍ୟାଙ୍ଗମାନଙ୍କୁ ଥଇଥାନ କରାଯାଉନାହିଁ। ହାଡ଼ଭଙ୍ଗା ଶୀତରେ ସେମାନେ ରାସ୍ତା କଡ଼ରେ ପଡ଼ି ରହୁଛନ୍ତି। ଏନେଇ ଅଣରାଜନୈତିକ ସଙ୍ଗଠନ ଜାଗ ମୟୂରଭଞ୍ଜ ଜାଗର କର୍ମକର୍ତ୍ତାମାନେ ଜିଲାପାଳ…
ଆଖି ବନ୍ଦ କରି ଏହି ୪ ରାଶିର ଲୋକଙ୍କ ଉପରେ କରିପାରିବେ ବିଶ୍ୱାସ; ଯେତେବଡ଼ ବିପଦ ଆସୁ ଛାଡ଼ନ୍ତିନାହିଁ ହାତ
ବିଶ୍ୱାସଯୋଗ୍ୟ ସାଥୀ, ଜୀବନସାଥୀ ଏବଂ ସହକର୍ମୀ ବହୁତ କଷ୍ଟରେ ମିଳିଥାନ୍ତି, ଯେଉଁମାନଙ୍କୁ ଆପଣ ହୃଦୟର ସମସ୍ତ କଥା କହିପାରନ୍ତି। ନିଜ ଜୀବନର ସବୁକିଛି ବାଣ୍ଟିପାରନ୍ତି। କାହିଁକିନା ଯେତେବେଳେ କୌଣସି ବ୍ୟକ୍ତିର ବିଶ୍ୱାସ ଭାଙ୍ଗିଥାଏ ତେବେ ତାକୁ ଦୁଃଖ ହୋଇଥାଏ। ଜ୍ୟୋତିଷଶାସ୍ତ୍ର ଅନୁଯାୟୀ…
ଏସବୁ ରାଶିର ବ୍ୟକ୍ତିଙ୍କ ଭାଗ୍ୟ ବଦଳାଇବ ୨୦୨୨; ଚାକିରି, ଶିକ୍ଷା, ବ୍ୟାପାର, ପ୍ରେମ ଆଦି କ୍ଷେତ୍ରରେ…
ଆସୁଛି ନୂଆବର୍ଷ। ଏହାକୁ ନେଇ ଆରମ୍ଭ ହୋଇଛି କଳ୍ପନାଜଳ୍ପନା। ଆଜି ଆମେ ଆପଣଙ୍କୁ ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ନୂତନ ବର୍ଷ କିଭଳି ରହିବ, କାହାକୁ କାହାକୁ ଶୁଭଫଳ ପ୍ରଦାନ କରିବ ସେ ନେଇ କହିବାକୁ ଯାଉଛୁ। ଜାଣନ୍ତୁ… ମେଷ ରାଶି: ଆର୍ଥିକ ଦୃଷ୍ଟିକୋଣରୁ…
ଭଗବତ ଗୀତା ପଢୁଛନ୍ତି ଉର୍ଫି ଜାଭେଦ
ବିଗ ବସ ଓଟିଟି ଫେମ୍ ଉର୍ଫି ଜାଭେଦଙ୍କୁ ଏବେ ବିବାହ ଚିନ୍ତା ପଡିଛି। ଏଥିପାଇଁ ସେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ବିବାହ ପାଇଁ ସେ କିଛି ସର୍ତ୍ତ ମଧ୍ୟ ରଖିଛନ୍ତି। କଦାପି ମୁସଲମାନ ପୁରୁଷଙ୍କୁ ବିବାହ କରିବେ ନାହିଁ ବୋଲି କହିଛନ୍ତି…
ମହାବୀରଙ୍କ ସୁନା ଆଖି ତାଡ଼ିନେଲେ ଦୁର୍ବୃତ୍ତ
ସାକ୍ଷୀଗୋପାଳ,୨୩ା୧୨(ଡି.ଏନ୍.ଏ.): ଶ୍ରଦ୍ଧା ଭକ୍ତିରେ ବଦାନ୍ୟ ଲୋକେ ଠାକୁରଙ୍କୁ ସୁନାରୁପା ଗହଣା ଓ ଟଙ୍କା ଦାନ କରୁଛନ୍ତି। ସେପଟେ ଲୁଟେରାମାନେ ଠାକୁରଙ୍କୁ ଲୁଟିବାକୁ ପଛାଉନାହାନ୍ତି। ପୁରୀ- ଶରଣକୁଳ ନୂଆ ଜଗନ୍ନାଥ ସଡ଼କ ପାର୍ଶ୍ୱରେ ସତ୍ୟବାଦୀ ଥାନା ଆଳିଶ ପଞ୍ଚାୟତରେ ଥିବା ମହାବୀର ମନ୍ଦିରରେ…
ନାବାଳକକୁ ବୀଭତ୍ସ ହତ୍ୟା
ଝାଡଖଣ୍ଡ,୨୩।୧୨: ଝାଡଖଣ୍ଡର ଦେଓଗର ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୧୪ ବର୍ଷୀୟ ବାଳକର ଗଳା କାଟି, ହାତ ,ଗୋଡ କାଟି ମୃତଦେହକୁ ଅଖା ଭିତରେ ଭର୍ତ୍ତି କରି ଏକ ଜଙ୍ଗଲରେ ପଡିଥିବା ଅଭିଯୋଗ ହୋଇଛି। ତେବେ ମୃତକ ବାଳକର…
ରାଜଧାନୀରୁ ସମ୍ବଲପୁରକୁ ଗଡ଼ିବନି ବସ୍
ସମ୍ବଲପୁର ଅଫିସ,୨୩ା୧୨: ଗୁରୁବାର ରାଜଧାନୀ ଭୁବନେଶ୍ୱରରୁ ସମ୍ବଲପୁରକୁ ଘରୋଇ ବସ୍ ଚଳାଚଳ ବନ୍ଦ ରହିଛି। ସକାଳ ୬ଟା ରୁ ରାତି ୧୨ଟା ପର୍ଯ୍ୟନ୍ତ ଦିନିକିଆ ବନ୍ଦ ଡାକରା ଦେଇଛି ଘରୋଇ ବସ ମାଲିକ ସଂଘ। ମଙ୍ଗୁଳି-ସମ୍ବଲପୁର ୫୫ ନଂ ଜାତୀୟ ରାଜପଥ…
ପ୍ରାଇଭେଟ୍ ଜେଟ୍ ଅଛି କି: ଉତ୍ତରରେ କୋହଲି କହିଲେ…
ନୂଆଦିଲ୍ଲୀ,୨୩।୧୨: ଭାରତୀୟ ଟେଷ୍ଟ ଅଧିନାୟକ ବିରାଟ କୋହଲି ଦାମୀ କ୍ରିକେଟର୍। ପ୍ରାୟତଃ ତାଙ୍କ ଯାନ ବିଷୟରେ ଆଲୋଚନା କରାଯାଏ। କେବଳ ଏତିକି ନୁହେଁ, ତାଙ୍କର ଏକ ପ୍ରାଇଭେଟ୍ ଜେଟ ମଧ୍ୟ ଅଛି ବୋଲି କୁହାଯାଏ। ଏବେ ସେ ନିଜେ ଏ ବିଷୟରେ…
Archives


