ଗଣିତକୁ ସହଜ କରିଥିଲେ ଶ୍ରୀନିବାସ ରାମାନୁଜନ
ଭାରତ ସରକାରଙ୍କ ପକ୍ଷରୁ ପ୍ରତିବର୍ଷ ୨୨ ଡିସେମ୍ବରକୁ ଜାତୀୟ ଗଣିତ ଦିବସ ଭାବେ ପାଳନ କରାଯାଇଥାଏ। ଭାରତୀୟ ଗଣିତଜ୍ଞ ଶ୍ରୀନିବାସ ରାମାନୁଜନ ଆୟାଙ୍ଗରଙ୍କ ୧୨୫ ତମ ଜନ୍ମ ବାର୍ଷିକୀ ପାଳନ ଅବସରରେ ୨୬ ଫେବୃଆରୀ ୨୦୧୨ରେ ମାଡ୍ରାସ ବିଶ୍ୱବିଦ୍ୟାଳୟରେ ପୂର୍ବତନ ପ୍ରଧାନମନ୍ତ୍ରୀ…
କୃଷକଙ୍କ ଝିଅ ଜିତିଲେ ୩ କୋଟି ଟଙ୍କାର ସ୍କଲାରଶିପ୍
ଚେନ୍ନାଇ,୨୧।୧୨:ଜଣେ କୃଷକଙ୍କ ଝିଅ କେବଳ ଦେଶରେ ନୁହେଁ ବରଂ ବିଶ୍ୱରେ ନିଜ ତଥା ନିଜ ଅଞ୍ଚଳର ନାମକୁ ଆଲୋକିତ କରିଛି । ମାତ୍ର ୧୭ ବର୍ଷ ବୟସରେ ତାମିଲନାଡୁର ଝିଅ ସ୍ବେଗା ସମିନାଥନ ଆମେରିକାର ପ୍ରତିଷ୍ଠିତ ଚିକାଗୋ ବିଶ୍ୱବିଦ୍ୟାଳୟରୁ ପ୍ରାୟ ୩…
ମିନିଟ୍ ପିଛା ଅର୍ଡର ହେଉଛି ୧୧୫ ପ୍ଲେଟ୍ ବିରିୟାନୀ
ନୂଆଦିଲ୍ଲୀ,୨୨।୧୨: ଦେଶରେ ଚଳିତ ବର୍ଷ ପ୍ରତି ମିନିଟ୍ରେ ୧୧୫ ପ୍ଲେଟ ବିରିୟାନୀ ଅର୍ଡର କରାଯାଉଛି। ମଙ୍ଗଳବାର ଏଭଳି ତଥ୍ୟ ରଖିଛି ଖାଦ୍ୟ ଡେଲିଭର କରୁଥିବା ପ୍ଲାଟଫର୍ମ ସୁଇଗି। “୪.୨୫ ଲକ୍ଷ ୟୁଜର ସୁଇଗିରେ ପ୍ରଥମେ ଚିକେନ ବିରିୟାନୀ ମଗାଇଛନ୍ତି। ଏହି ଆପ୍…
ଟ୍ୟୁଶନ୍ ସାରଙ୍କ ନାଁରେ ୨ ଛାତ୍ରୀଙ୍କୁ ଅପହରଣ ଅଭିଯୋଗ
ଭୁବନେଶ୍ୱର,୨୧।୧୨(ବ୍ୟୁରୋ): ଦୁଇ ଜଣ ଛାତ୍ରୀଙ୍କୁ ଜଣେ ଟ୍ୟୁଶନ୍ ମାଷ୍ଟର ଅପହରଣ କରିନେଇଥିବା ବଡ଼ଗଡ଼ ଥାନାରେ ଅଭିଯୋଗ ହୋଇଛି। ପରିବାର ଲୋକଙ୍କ ଅଭିଯୋଗ କ୍ରମେ ପୋଲିସ ଟ୍ୟୁଶନ୍ ସାର୍ଙ୍କ ନାଁରେ ଏକ ଅପହରଣ ମାମଲା (ନଂ.୪୩୫/୨୧) ରୁଜୁ କରି ତଦନ୍ତ ଆରମ୍ଭ କରିଛି।…
ଇଣ୍ଡିଆନ୍ ଅଏଲ୍ ରିଫାଇନେରିରେ ଭୟଙ୍କର ଅଗ୍ନିକାଣ୍ଡ
ହଳଦିଆ,୨୧।୧୨- ପଶ୍ଚିମବଙ୍ଗର ହଳଦିଆରେ ଥିବା ଇଣ୍ଡିଆନ୍ ଅଏଲ୍ ରିଫାଇନାରିରେ ମଙ୍ଗଳବାର ଅପରାହ୍ନ ୩ଟାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୩ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୪୪ ଆହତ ହୋଇଛନ୍ତି। ବିଶୋଧନାଗାର ବନ୍ଦ କରାଯାଉଥିବାବେଳେ ଫ୍ଲାଶ୍ ଫାୟାର ଯୋଗୁ ନିଆଁ ଲାଗିଥିଲ। ଇଣ୍ଡିଆନ୍…
ପୂର୍ବତନ ସ୍ତ୍ରୀଙ୍କୁ ୫,୫୦୦ କୋଟି ଦେବେ ଦୁବାଇ ଶାସକ
ଲଣ୍ଡନ, ୨୧ା୧୨: ସଂଯୁକ୍ତ ଆରବ ଏମିରେଟ୍ସ(ୟୁଏଇ) ଶାସକ ଶେଖ୍ ମହମ୍ମଦ ବିନ୍ ରସିଦ୍-ଅଲ୍-ମୁକ୍ତମ୍ ଏବଂ ତାଙ୍କ ପୂର୍ବତନ ସ୍ତ୍ରୀ ହାୟା ବିଣ୍ଟ ଅଲ୍ ହୁସେନ୍(୪୭)ଙ୍କ ମଧ୍ୟରେ ଚାଲିଥିବା ଦୁଇ ଛୁଆଙ୍କ ହେପାଜତ ମାମଲାରେ ମଙ୍ଗଳବାର ରାୟ ଶୁଣାଇଛନ୍ତି ଲଣ୍ଡନ ହାଇକୋର୍ଟ। ଶେଖ୍…
ପିଲାଙ୍କ ଆକାଉଣ୍ଟ ହ୍ୟାକ୍ କରିଛି ଭାଜପା
ଲକ୍ଷ୍ନୌ,୨୧।୧୨: କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ପୁଅ ରେହନ(୨୦) ଓ ଝିଅ ମିରାୟା(୧୮)ଙ୍କ ଇନ୍ଷ୍ଟାଗ୍ରାମ ଆକାଉଣ୍ଟ ହ୍ୟାକ୍ ହୋଇଛି। ଏହା ପଛରେ ଭାଜପାର ହାତ ଥିବା ପ୍ରିୟଙ୍କା ଅଭିଯୋଗ କରିଛନ୍ତି। ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୈତିକ…
ବ୍ୟାଟିଂ ବେଳେ ଛାତିରେ ଯନ୍ତ୍ରଣା, ହସ୍ପିଟାଲରେ ପାକିସ୍ତାନ ଓପନର
କରାଚୀ, ୨୧ା୧୨ (ପି.ଟି.)- କ୍ୱେଦ୍-ଇ-ଟ୍ରଫି ଘରୋଇ କ୍ରିକେଟ ଟୁର୍ନାମେଣ୍ଟରେ ବ୍ୟାଟିଂ କରୁଥିବା ବେଳେ ପାକିସ୍ତାନ ଟେଷ୍ଟ ଓପନର ଆବିଦ ଅଲି ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ଏଣୁ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଟୁର୍ନାମେଣ୍ଟରେ ଆବିଦ ସେଣ୍ଟ୍ରାଲ ପଞ୍ଜାବ…
ପୁଅ ବିରୋଧ କରୁଛନ୍ତି, ହାତ ମିଳାଇଲେ ବାପା
ଲକ୍ଷ୍ନୌ/ନୂଆଦିଲ୍ଲୀ,୨୧।୧୨: ଉତ୍ତର ପ୍ରଦେଶରେ ବିଧାନସଭା ନିର୍ବାଚନ ପାଇଁ ଶାସକ ଭାଜପା ଏବଂ ବିରୋଧୀ ସମାଜବାଦୀ ପାର୍ଟି (ଏସ୍ପି) ମୁହାଁମୁହିଁ ଅବସ୍ଥାରେ ଥିବାବେଳେ ଏକ ଫଟୋକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ଏଥିରେ ଏସ୍ପି ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବ ଏବଂ ଭାଜପାର…
ପଡ଼ୋଶୀଙ୍କ ନାଁରେ କୁକୁର ପାଳିବାରୁ ମହିଳାଙ୍କୁ ନିଆଁ ଲଗାଇ ଦେଲେ
ଭାବନଗର(ଗୁଜରାଟ),୨୧।୧୨: ଏକ କୁକୁର ଛୁଆର ନାଁକୁ କେନ୍ଦ୍ର କରି ଜଣେ ମହିଳାଙ୍କୁ ଜାଳି ଦେଇଛନ୍ତି ତାଙ୍କ ପଡ଼ୋଶୀ। ଗୁରୁତର ଅବସ୍ଥାରେ ମହିଳାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ମଙ୍ଗଳବାର ପୋଲିସ ପକ୍ଷରୁ କୁହାଯାଇଛି। ପୀଡ଼ିତା ମହିଳା କୁକୁର ଛୁଆର ନାଁ ‘ସୋନୁ’ ରଖିଥିଲେ,…
ଖେଳୁଥିବା ବେଳେ ଗଲା ଜୀବନ
କୋକସରା,୨୧।୧୨(ଡି.ଏନ.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ମୋଟେର ଗ୍ରାମରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମଙ୍ଗଳବାର ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବିରଞ୍ଚତ୍ ଦୀପଙ୍କ ୬ବର୍ଷର ନାବାଳକ ପୁଅ ଆଶିଷ । ମଙ୍ଗଳବାର ସନ୍ଧ୍ୟାରେ ସାଙ୍ଗଙ୍କ ସହ ମିଶି…
ଦାରିଙ୍ଗବାଡ଼ି ପରେ କେନ୍ଦୁଝରରେ ତୁଷାରପାତ
କେନ୍ଦୁଝର, ୨୧ା୧୨ (ସ୍ବ.ପ୍ର.): ଦାରିଙ୍ଗବାଡ଼ି ପରେ କେନ୍ଦୁଝର ଜିଲାରେ ମଧ୍ୟ ତୁଷାରପାତ ହେଉଛି। କେନ୍ଦୁଝର ଜିଲାର ତାପମାତ୍ରା ହ୍ରାସ ପାଇ ମଙ୍ଗଳବାର ସକାଳେ ୬.୨ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ସୋମବାର ୭.୪ ଡିଗ୍ରୀ ରହିଥିଲା। ବୁଧବାର ତାପମାତ୍ରା ଆହୁରି ହ୍ରାସ…
Archives


